ଡ୍ର’ ମୁହାଁ ସିଡନୀ ଟେଷ୍ଟ
ସିଡନୀ,୧୧।୧: ସିଡନୀ ଟେଷ୍ଟ ମ୍ୟାଚ ଡ୍ର ଆଡକୁ ଗତି କରୁଛି। ଚା ’ବିରତି ପରେ ଆର ଅଶ୍ୱିନ ଏବଂ ହନୁମା ବିହାରୀ ମ୍ୟାଚକୁ ଡ୍ର’ କରିବାରେ ବ୍ୟସ୍ତ ଅଛନ୍ତି। ଅଷ୍ଟ୍ରେଲିଆ ୬ ଉଇକେଟ ପାଇଁ ୩୧୨ ରନ ସ୍କୋର କରି ଦ୍ୱିତୀୟ…
ପିଚ୍ ଖରାପ କରୁଥିବାବେଳେ ଧରାପଡିଲେ ଏହି ପ୍ରସିଦ୍ଧ କ୍ରିକେଟର୍
ସିଡନୀ,୧୧।୧: ଦୁଇ ବର୍ଷ ପୂର୍ବେ ଦକ୍ଷିଣ ଆଫ୍ରିକା ଗସ୍ତରେ ବଲ ଟାମ୍ପରିଂ କରି ଧରା ପଡିଥିବା ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ପୁରୁଣା ପ୍ରକୃତି ମନେ ପଡିଯାଇଛି। ଭାରତ ବିପକ୍ଷ ସିଡନୀ ଟେଷ୍ଟ ସମୟରେ ଗୋଡରେ ପିଚ୍ ଖରାପ୍ କରୁଥିବାବେେଳେ ସେ…
ଗାଭାସ୍କର-ତେନ୍ଦୁଲକରଙ୍କ କ୍ଲବ୍ରେ ସାମିଲ ହେଲେ ପୂଜାରା
ସିଡନୀ,୧୧।୧: ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ କ୍ରିକେଟର୍ ଚେତେଶ୍ୱର ପୂଜାରା କମାଲ ପ୍ରଦର୍ଶନ କରିଛନ୍ତି। ସେ ଅର୍ଦ୍ଧଶତକ ହାସଲ କରି କେବଳ ଆଲୋଚକଙ୍କ ମୁହଁ ବନ୍ଦ କରିନାହାନ୍ତି ସେ ନିଜକୁ ଏଲିଟି ଗ୍ରୁପ୍ରେ ସାମିଲ କରିଛନ୍ତି। ସିଡନୀ…
ଏହି ଲୋକପ୍ରିୟ କ୍ରିକେଟର୍ଙ୍କ ପରଲୋକ
କାଠମାଣ୍ଡୁ,୧୧।୧: ନେପାଳର ଯୁବ କ୍ରିକେଟର୍ କୁନ୍ଦନ ଶାହାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୫ ବର୍ଷ ହୋଇଥିଲା। ଗତ କିଛି ଦିନ ହେବ କୁନ୍ଦନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ୨ଟି କିଡନୀ ଖରାପ ହୋଇଯାଇଥିଲା। ଗତ ଅଗଷ୍ଟରେ…
ମ୍ୟାଚ୍ ବଞ୍ଚାଇବା ପାଇଁ ଭାରତର ସଂଘର୍ଷ ଜାରି
ସିଡନୀ,୧୧।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ରୋଚକ ସ୍ଥିତିରେ ପହଞ୍ଚିଛି। ଭାରତକୁ ଜିତିବା ପାଇଁ ୪୦୭ରନ୍ ଆବଶ୍ୟକ ଥିବାବେଳେ ଦଳ ଚା’ ପାନ ବିରତି ପର୍ଯ୍ୟନ୍ତ ୨୮୦ ରନ୍ରେ ୫ ଉଇକେଟ୍ ହରାଇଛି। ଭାରତକୁ…
ପ୍ରବଳ ଯନ୍ତ୍ରଣା ସତ୍ତ୍ୱେ ବ୍ୟାଟିଂ କରିବାକୁ ଆସି ଏମିତି କାରନାମା କଲେ ପନ୍ତ
ସିଡନୀ,୧୧।୧:ସିଡନୀ ଟେଷ୍ଟ ରୋଚକ ପରିସ୍ଥିତିରେ ପହଞ୍ଚିଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଏହି ଟେଷ୍ଟର ପଞ୍ଚମ ତଥା ଶେଷ ଦିନରେ ଭାରତକୁ ଜିତିବା ପାଇଁ ୩୦୯ ରନ୍ ଥିବାବେଳେ ଉଇକେଟ୍ କିପର ରିଷଭ ପନ୍ତ ଜବରଦସ୍ତ ଇନିଂସ ଖେଲିଛନ୍ତି। ଆହତ…
ବଡ ସଡ଼କ ଦୁର୍ଘଟଣା: ଟ୍ରକ୍ ସହ କାର୍ ପିଟିଦେଲେ ଏହି ପ୍ରସିଦ୍ଧ କ୍ରିକେଟର୍
ଲାହୋର,୧୧।୧: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ଅଲରାଉଣ୍ଡର ସୋଏବ ମଲିକଙ୍କ ସହ ଏକ ବଡ ଦୁର୍ଘଟଣା ଘଟିଛି। ମଲିକଙ୍କ କାର ଲାହୋରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଟ୍ରକ ସହିତ ମଲିକଙ୍କ କାର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା…
ସୟଦ ମୁସ୍ତାକ ଅଲି ଟ୍ରଫି ଟି୨୦: ବେଙ୍ଗଲଠାରୁ ହାରିଲା ଓଡ଼ିଶା
କୋଲକାତା, ୧୧ା୧ (ପି.ଟି.)-ସୟଦ ମୁସ୍ତାକ ଅଲି ଟ୍ରଫି ଟି୨୦ ଟୁର୍ନାମେଣ୍ଟର ରବିବାର ଖେଳାଯାଇଥିବା ଏକ ଏଲିଟ୍ ଗ୍ରୁପ୍ ‘ବି’ ମ୍ୟାଚରେ ଆୟୋଜକ ବେଙ୍ଗଲ ୯ ଉଇକେଟରେ ଓଡ଼ିଶାକୁ ପରାସ୍ତ କରିଛି। ଏହି ମ୍ୟାଚରେ ବେଙ୍ଗଲ ଅଧିନାୟକ ଅନୁଷ୍ଟୁପ୍ ମଜୁମଦାର ଟସ୍ ଜିତି…
ଅଷ୍ଟ୍ରେଲିଆନ ଓପନ କ୍ୱାଲିଫାୟର: ରାମକୁମାର, ଅଙ୍କିତା ଦ୍ୱିତୀୟ ରାଉଣ୍ଡରେ
ମେଲବୋର୍ନ, ୧୧ା୧ (ପି.ଟି.)-ଭାରତୀୟ ଟେନିସ ଖେଳାଳି ରାମକୁମାର ରମାନାଥନ ଓ ଅଙ୍କିତା ରାଇନା ଅଷ୍ଟ୍ରେଲିଆନ ଓପନ କ୍ୱାଲିଫାୟର୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏପର୍ଯ୍ୟନ୍ତ ଏକ ଗ୍ରାଣ୍ଡସ୍ଲାମ ମୁଖ୍ୟ ଡ୍ର’ରେ ପଦାର୍ପଣ କରିପାରି ନ ଥିବା ରାମକୁମାର ୧୦ସିଡ୍ ତଥା ଆର୍ଜେଣ୍ଟିନାର…
ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟରୁ ଜାଡେଜା ଆଉଟ୍, ଆବଶ୍ୟକ ପଡିଲେ ପେନ୍କିଲର ନେଇ ବ୍ୟାଟିଂ କରିବେ
ସିଡ୍ନୀ,୧୧।୧(ପି.ଟି.): ଚଳିତ ତୃତୀୟ ଟେଷ୍ଟର ତୃତୀୟ ଦିନରେ ଆହତ ହୋଇଥିବା ଭାରତୀୟ ସିନିୟର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବେ ଆଗାମୀ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରୁ ବାଦ୍ ପଡିଛନ୍ତି। ମିଚେଲ ଷ୍ଟାର୍କଙ୍କ ଏକ ଶର୍ଟ ବଲ୍ରେ…
ଅଷ୍ଟ୍ରେଲୀୟମାନେ ସୀମା ଅତିକ୍ରମ କରିଛନ୍ତି
ସିଡ୍ନୀ, ୧୧ା୧ (ପି.ଟି.)-ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତୀୟ ଖେଳାଳିଙ୍କ ପ୍ରତି ଅଷ୍ଟ୍ରେଲିଆ ଦର୍ଶକଙ୍କ ଜାତିଆଣ ଟିପ୍ପଣୀ ଏକ ନୂଆକଥା ନୁହେଁ। ତେବେ ଏଥର ସେମାନେ ସୀମା ଅତିକ୍ରମ କରିଯାଇଥିବା ଭାରତର ପୁରୁଖା ଅଫ୍ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କହିଛନ୍ତି। ଏଠାରେ ଅଷ୍ଟ୍ରେଲିଆ ବିପକ୍ଷ…
ବର୍ଣ୍ଣବୈଷମ୍ୟ ଆକ୍ଷେପକୁ ଆଇସିସିର ନିନ୍ଦା: କାର୍ଯ୍ୟାନୁଷ୍ଠାନ ନେଇ ସିଏଠାରୁ ରିପୋର୍ଟ ମାଗିଲା
ଦୁବାଇ,୧୧।୧(ପି.ଟି.): ଚଳିତ ତୃତୀୟ ଟେଷ୍ଟର ଚତୁର୍ଥ ଦିବସରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ କେତେକ ଦର୍ଶକ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିଥିଲେ। ଏ ନେଇ ପଡିଆରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ଓ ଖେଳ କିଛି ସମୟ ବନ୍ଦ ରହିଥିଲା। ଫଳରେ…

