Home Left

ଏକଦା ମଇଁଷି ଭଳି ଦେଖାଯାଉଛ କହି ଚିଡାଉଥିଲେ ଲୋକେ: ଏବେ ତନୁପାତେଳୀ ଲୁକ୍‌ରେ ସମସ୍ତଙ୍କୁ ଚକିତ କରୁଛନ୍ତି ‘ଗଙ୍ଗୁବାଈ’

ବମ୍ବେ: ଟେଲିଭିଜନ ଜଗତରେ କମେଡିୟାନ୍‌ ସଲୋନୀ ‘ଗଙ୍ଗୁବାଇ’ ନାମରେ ଅଧିକ ଲୋକପ୍ରିୟ। ‘ଛୋଟେ ମିୟା’ ଶୋ’ ଜରିଆରେ ସଲୋନୀ ପ୍ରଶଂସକଙ୍କ ଭରପୂର ମନୋରଞ୍ଜନ କରିଥିଲେ। ଇତି ମଧ୍ୟରେ ଅନେକ ବର୍ଷ ବିତିଯାଇଥିବା ବେଳେ ସଲୋନୀଙ୍କୁ ଏବେ ଦେଖିଲେ ଚିହ୍ନିବା ମୁସ୍କିଲ ହେବ।…

ପଜିଟିଭ ଅଧିକାରୀଙ୍କ ସମ୍ପର୍କରେ ଆସିବା ପରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ-ଗମ୍ଭୀର

ଚଣ୍ଡିଗଡ଼,୬।୧୧:କରୋନା ଭାଇରସ୍‌ ସଂକ୍ରମଣରେ ସଂକ୍ରମିତ ହୋଇଥିବା ଅଧିକାରୀଙ୍କ ସମ୍ପର୍କରେ ଆସିବା ପରେ ହୋମ କ୍ୱାରାଣ୍ଟାଇନ୍‌ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ। ଅନ୍ୟପଟେ ଦିଲ୍ଲୀର ଭାଜପା ଏମ୍‌ପି ଗୌତମ ଗମ୍ଭୀର ମଧ୍ୟ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଅକ୍ଟୋବର ୩୧ରେ…

ଭାରତୀୟ କ୍ରିକେଟ ପାଇଁ ଏହି ଦିନଟି ବହୁତ ଖାସ୍‌: ୩ ପ୍ରମୁଖ ଖେଳାଳିଙ୍କ ସହ ରହିଛି ସମ୍ପର୍କ

୫ ନଭେମ୍ବର, ଭାରତୀୟ କ୍ରିକେଟ୍‌ ସହିତ ଏହି ତାରିଖର ବିଶେଷ ସମ୍ପର୍କ ରହିଛି। କାରଣ ଏହି ଦିନ ଭାରତୀୟ ଦଳର ଜଣେ ମହାନ ଖେଳାଳି ଶେଷ ମ୍ୟାଚ୍‌ ଖେଳିଥିବା ବେଳେ ଅନ୍ୟ ଜଣେ ଏହି ଦିନ ଭାରତୀୟ ଦଳ ପାଇଁ ଚୟନ…

ଗ୍ରୀନ କ୍ରାକର ବିକ୍ରି ଅନୁମିତି ପାଇଁ ସରକାରଙ୍କୁ ଅନୁରୋଧ କଲେ ବାଣ ବ୍ୟବସାୟୀ

ନୂଆଦିଲ୍ଲୀ,୬ ।୧୧: ଦିଲ୍ଲୀ ସରକାର ଗୋଟିଏ ପଟେ ଲୋକଙ୍କ ସ୍ୱାସ୍ଥ୍ର‌୍ୟକୁ ଦୃଷ୍ଟିରେ ରଖି ଆସନ୍ତା ଦୀପାବଳିରେ ବାଣ ନ ଫୁଟାଇବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ଶୁକ୍ରବାର ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ବାଣ ଫୁଟାଇବା ଦ୍ୱାରା ପରିବେଶ ଦୂଷିତ ହେଉଥିବାରୁ ନଭେମ୍ବର…

ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ ଦିଲ୍ଲୀ ଖେଳାଳି ବାନ୍ଧିଥିଲେ କଳା ବ୍ୟାଣ୍ଡ: କାରଣ ଜାଣିଲେ ଆଖିରେ ଆସିବ ଲୁହ

ନୂଆଦିଲ୍ଲୀ,୬।୧୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ ସମୟରେ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳିମାନେ ଏକ କଳା ବ୍ୟାଣ୍ଡ ପିନ୍ଧିଥିବା ଦେଖାଯାଇଥିଲା। କ’ଣ ପାଇଁ ପୁରା ଟିମ୍‌ ଏଭଳି…

ଏଲ୍‌ଏସିରେ ଏବେବି ସ୍ଥିତି ଉତ୍ତେଜନାପୂର୍ଣ୍ଣ: ସିଡିଏସ୍‌

ନୂଆଦିଲ୍ଲୀ,୬ ।୧୧: ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଜେନରାଲ ବିପିନ ରାୱତ ଶୁକ୍ରବାର କହିଛନ୍ତି ପୂର୍ବ ଲଦ୍ଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି) ନିକଟରେ ଏବେବି ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଜମ୍ମୁ-କଶ୍ମୀରରେ ପାକିସ୍ତାନ ଲଗାତାର ଛାୟା…

ବିଶ୍ୱର ରହସ୍ୟମୟ ଜୀବ : ଯିଏ ନିଃଶ୍ୱାସ ବିନା ରହିପାରେ ଜୀବିତ

କୌଣସି ପ୍ରାଣୀ କିମ୍ବା ମଣିଷ ନିଃଶ୍ୱାସ ପ୍ରଶ୍ୱାସ ବିନା ବଞ୍ଚିବା ଅତ୍ୟନ୍ତ କଷ୍ଟକର। ସମସ୍ତେ ଜାଣନ୍ତି ନିଃଶ୍ୱାସ ନ ନେଇ କେହି ବଞ୍ଚିପାରିବେ ନାହିଁ । ମାତ୍ର ବୈଜ୍ଞାନିକମାନେ ଏପରି ରହସ୍ୟମୟ ଜୀବ (ପରଜୀବୀ) ପାଇଛନ୍ତି, ଯାହା ନିଃଶ୍ୱାସ ବିନା ବଞ୍ଚିପାରିବ।…

ଦୀପାବଳିରେ ଫୁଟିବନି ବାଣ: ବଦଳରେ ଲୋକଙ୍କ ଅଜବ ଯୋଗାଡ଼, ଦେଖନ୍ତୁ ଭିଡିଓ

କରୋନା ମହାମାରୀ ଯୋଗୁ ଭାରତର କେତେକ ରାଜ୍ୟରେ ଦୀପାବଳିରେ ବାଣ ଫୁଟାଇବା ନିଷିଦ୍ଧ କରାଯାଇଛି। ଏଥିସହିତ ଏହାର ବିକ୍ରିବଟା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି। ରାଜସ୍ଥାନ, ଦିଲ୍ଲୀ, ଓଡ଼ିଶା, ସିକିମ୍‌, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରରେ ବାଣ ପ୍ରତି କଟକଣା ଲାଗୁ ହୋଇଛି।…

ନଭେମ୍ବର ୭ରୁ ୩୦ ମଧ୍ୟରେ ରାଜଧାନୀରେ ଫୁଟିବନି କୌଣସି ପ୍ରକାର ବାଣ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬ ।୧୧: ଗୋଟିଏ ପଟେ କରୋନା ମହାମାରୀ ଅନ୍ୟପଟେ ବାୟୁ ପ୍ରଦୂଷଣ ଦିଲ୍ଲୀବାସୀଙ୍କୁ ଅସ୍ତବ୍ୟସ୍ତ କରି ସାରିଲାଣି । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦୀପାବଳିରେ ବାଣ ନ ଫୁଟାଇବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅନୁରୋଧ କରିଥିବା ବେଳେ ଏବେ ଦିଲ୍ଲୀ…

ଜିଓର ୩ ନୂଆ ‘ଅଲ୍‌ ଇନ୍‌ ଓ୍ବାନ୍‌’ ପ୍ଲାନ୍‌: ମାଗଣା କଲ୍‌ ସହ ୩୩୬ ଦିନ ପର୍ଯ୍ୟନ୍ତ ମିଳିବ ଡାଟା, ଜାଣନ୍ତୁ..

ନୂଆଦିଲ୍ଲୀ,୬।୧୧: ଦେଶରେ ଗୋଟିଏ ପଟେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ, ଅନ୍ୟପକ୍ଷେ ଗ୍ରାହକଙ୍କ ମଧ୍ୟରେ ଇଣ୍ଟରନେଟ ଡାଟାର ଚାହିଦା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଟେଲିକମ କମ୍ପାନୀଗୁଡିକ ଗ୍ରାହକଙ୍କ ପାଇଁ ଏକାଧିକ ଯୋଜନା ଆରମ୍ଭ କରିଛନ୍ତି। ଏହି…

କରଓ୍ବାଚୌଥ୍‌ର ଭିଡିଓ ଶେୟାରକରି ଟ୍ରୋଲ ହେଲେ ଏହି ଖେଳାଳି: ଜାଣନ୍ତୁ କାହିଁକି….

ସାରା ଦେଶରେ କରଓ୍ବାଚୌଥ୍‌ ପାଳନ ହୋଇଯାଇଛି। କରୋନା କଟକଣା ସତ୍ତ୍ୱେ ଏହି ଉତ୍ସବକୁ ବେଶ୍‌ ଧୂମ୍‌ଧାମରେ ପାଳନ କରାଯାଇଛି। ସାଧାରଣ ଲୋକଙ୍କ ପରି ସେଲିବ୍ରିଟିମାନେ ମଧ୍ୟ ଏହାକୁ ବହୁତ ଉତ୍ସାହର ସହ ପାଳନ କରିଛନ୍ତି। ପୂର୍ବ ଭାରତୀୟ କ୍ରିକେଟର ଯୁବରାଜ ସିଂହ…

ଜାଣନ୍ତି ୧୩ ସଂଖ୍ୟାକୁ କାହିଁକି ଡରୁଥିଲେ ବାଜପେୟୀ

୧୩ ସଂଖ୍ୟାକୁ ସମଗ୍ର ବିଶ୍ୱରେ ଅଧିକାଂଶ ଲୋକେ ଡରିଥା’ନ୍ତି ବା ଅଶୁଭ ବୋଲି ମନେ କରିଥା’ନ୍ତି। କିନ୍ତୁ ଜାଣନ୍ତି କାହିଁକି ଏହି ସଂଖ୍ୟାକୁ ଡରିଥାନ୍ତି ଲୋକେ। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ… ଏନେଇ ଏକ ସର୍ବେକ୍ଷଣ କରାଯାଇଥିଲା ଯେଉଁଥିରେ ପଶ୍ଚିମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri