Home Left

ଜିଓର ୩ ନୂଆ ‘ଅଲ୍‌ ଇନ୍‌ ଓ୍ବାନ୍‌’ ପ୍ଲାନ୍‌: ମାଗଣା କଲ୍‌ ସହ ୩୩୬ ଦିନ ପର୍ଯ୍ୟନ୍ତ ମିଳିବ ଡାଟା, ଜାଣନ୍ତୁ..

ନୂଆଦିଲ୍ଲୀ,୬।୧୧: ଦେଶରେ ଗୋଟିଏ ପଟେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ, ଅନ୍ୟପକ୍ଷେ ଗ୍ରାହକଙ୍କ ମଧ୍ୟରେ ଇଣ୍ଟରନେଟ ଡାଟାର ଚାହିଦା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଟେଲିକମ କମ୍ପାନୀଗୁଡିକ ଗ୍ରାହକଙ୍କ ପାଇଁ ଏକାଧିକ ଯୋଜନା ଆରମ୍ଭ କରିଛନ୍ତି। ଏହି…

କରଓ୍ବାଚୌଥ୍‌ର ଭିଡିଓ ଶେୟାରକରି ଟ୍ରୋଲ ହେଲେ ଏହି ଖେଳାଳି: ଜାଣନ୍ତୁ କାହିଁକି….

ସାରା ଦେଶରେ କରଓ୍ବାଚୌଥ୍‌ ପାଳନ ହୋଇଯାଇଛି। କରୋନା କଟକଣା ସତ୍ତ୍ୱେ ଏହି ଉତ୍ସବକୁ ବେଶ୍‌ ଧୂମ୍‌ଧାମରେ ପାଳନ କରାଯାଇଛି। ସାଧାରଣ ଲୋକଙ୍କ ପରି ସେଲିବ୍ରିଟିମାନେ ମଧ୍ୟ ଏହାକୁ ବହୁତ ଉତ୍ସାହର ସହ ପାଳନ କରିଛନ୍ତି। ପୂର୍ବ ଭାରତୀୟ କ୍ରିକେଟର ଯୁବରାଜ ସିଂହ…

ଜାଣନ୍ତି ୧୩ ସଂଖ୍ୟାକୁ କାହିଁକି ଡରୁଥିଲେ ବାଜପେୟୀ

୧୩ ସଂଖ୍ୟାକୁ ସମଗ୍ର ବିଶ୍ୱରେ ଅଧିକାଂଶ ଲୋକେ ଡରିଥା’ନ୍ତି ବା ଅଶୁଭ ବୋଲି ମନେ କରିଥା’ନ୍ତି। କିନ୍ତୁ ଜାଣନ୍ତି କାହିଁକି ଏହି ସଂଖ୍ୟାକୁ ଡରିଥାନ୍ତି ଲୋକେ। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ… ଏନେଇ ଏକ ସର୍ବେକ୍ଷଣ କରାଯାଇଥିଲା ଯେଉଁଥିରେ ପଶ୍ଚିମ…

ତେଜରାତି ଦୋକାନରେ ଦୁଇ ମୂଷାଙ୍କ ଜୋର୍‌ଦାର ଲଢ଼େଇ, ଭିଡିଓ ଦେଖିଲେ ହସିହସି ଗଡ଼ିବେ

ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖିଲେ ହସିହସି ଗଡ଼ିଯିବେ। ଏହି ଭିଡିଓରେ ଏକ ତେଜରାତି ଦୋକାନରେ ଦୁଇଟି ମୂଷା ପରସ୍ପର ମଧ୍ୟରେ ଜୋର୍‌ଦାର ଲଢ଼େଇ ହେଉଥିବା ଦେଖିବାକୁ ମିଳିଛି। ଗୋଟିଏ ମୂଷା ଆଉ ଗୋଟିଏ…

ଏବେ ‘ହ୍ବାଟ୍ସଆପ୍‌’ରୁ ମଧ୍ୟ ପଠାଇପାରିବେ ଟଙ୍କା, ଜାଣନ୍ତୁ କିଭଳି

ନୂଆଦିଲ୍ଲୀ,୬।୧୧: ଦୀର୍ଘ ବର୍ଷ ଧରି ଆଇନଗତ ପ୍ରତିବନ୍ଧକକୁ ସାମ୍ନା କରିବା ପରେ ଗୁରୁବାର ରାତିରେ ‘ହ୍ବାଟ୍ସଆପ୍‌’ ପେମେଣ୍ଟ ସର୍ଭିସ(ଟଙ୍କା ନେଣଦେଣ ସେବା)ରେ ପ୍ରବେଶ କରିବାର ସୁଯୋଗ ପାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୪୦୦ ନିୟୁତ ଉପଭୋକ୍ତାଙ୍କ ମଧ୍ୟରୁ ୨୦ ନିୟୁତ ଗ୍ରାହକଙ୍କୁ…

ତାରାତାରିଣୀ ମନ୍ଦିର ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ

ପୁରୁଷୋତ୍ତମପୁର,୬।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତି ପୀଠ ତଥା ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଛି। ଏ ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର ଆସି ଏହାର ସମୀକ୍ଷା କରିଛନ୍ତି। ଏହାସହ ଜଜ୍ଞବେଦୀ,ସ୍ନାନ…

ମହାରାଷ୍ଟ୍ରରେ ଖୋଲିଲା ସିନେମା ହଲ୍‌: ଦର୍ଶକେ ଦେଖିବେ ଡିଡିଏଲ୍‌

ମୁମ୍ବାଇ,୬ ।୧୧: କରୋନା ମହାମାରୀ କାରଣରୁ ପ୍ରାୟ ସାରା ଦେଶରେ ସିନେମା ହଲ୍ ବନ୍ଦ ଥିବା ବେଳେ ଏବେ କିଛି କିଛି ରାଜ୍ୟରେ ଏହା ଖୋଲୁଥିବା ଦେଖାଯାଇଛି । ତେବେ ମହାରାଷ୍ଟ୍ରରେ ଶୁକ୍ରବାରଠାରୁ ସିନେମା ହଲ୍ ଖୋଲିଛି । ପ୍ରଥମେ କିଛି…

ବିବାହିତ ସତ୍ତ୍ୱେ ଏହି ଅଭିନେତ୍ରୀଙ୍କୁ ଭଲପାଇ ବସିଥିଲେ ଶାହାରୁଖ୍‌

କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ବିବାହିତ ଥିଲେ। ବର୍ତ୍ତମାନ ତାଙ୍କର ୩ ସନ୍ତାନ ରହିଛନ୍ତି। ହେଲେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ, ଅନ୍ୟ ଅଭିନେତାଙ୍କ ପରି ଶାହାରୁଖ୍‌ ମଧ୍ୟ ଜଣେ ଅଭିନେତ୍ରୀଙ୍କୁ ହୃଦୟ ଦେଇ…

ରୋହିତ ଶର୍ମାଙ୍କ ନାଁରେ ରହିଛି ଏହି ଲଜ୍ଜାଜନକ ରେକର୍ଡ, କରିହେବ ନାହିଁ ବିଶ୍ୱାସ

ଆଇପିଏଲ୍‌ ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି। ଦଳ ପ୍ରଥମ କ୍ୱାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଫାଇନାଲକୁ ସିଧା ଯାଇଛି। ଏହି ମ୍ୟାଚ୍‌ରେ ମୁମ୍ବାଇ ଦଳର ଅଧିନାୟକ ରୋହିତ ଶର୍ମା ଲଜ୍ଜାଜନକ ରେକର୍ଡ ହାସଲ…

ଏମିତି ସ୍ଥାନ, ଏଠାକୁ ଥରେ ଗଲେ ହୋଇଯିବେ ଅନ୍ତର୍ଦ୍ଧାନ

ବିଶ୍ୱରେ ଏମିତି କିଛି ସ୍ଥାନ ଅଛି, ଯାହା ସବୁଠୁ ଭୟଙ୍କର। ଏମିତି ଏକ ସ୍ଥାନ ରୋମାନିଆର ଟ୍ରାନ୍‌ସ୍ଲେଭାନିଆରେ ରହିଛି। ଏଠାରେ ଏମିତି କିଛି ଅଜବ ଘଟଣା ସବୁ ଘଟିଛି ଯେଉଁଥିପାଇଁ ଲୋକେ ଯିବା ପାଇଁ ଭୟ କରୁଛନ୍ତି। ଆସନ୍ତୁ ଜାଣିବା ଏହି…

ଏହି ଦୁଇ ଲୋକପ୍ରିୟ ଅଭିନେତ୍ରୀ ‘ହମ୍‌ ସାଥ୍‌ ସାଥ୍‌ ହେଁ’ ଫିଲ୍ମକୁ କରିଥିଲେ ପ୍ରତ୍ୟାଖ୍ୟାନ: କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଫିଲ୍ମ ଅଛି ଯାହାକୁ ଦର୍ଶକ ହୃଦୟରୁ ଗ୍ରହଣ କରିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉକ୍ତ ଫିଲ୍ମଗୁଡ଼ିକର ରିଲିଜ୍‌କୁ ବହୁ ଦଶନ୍ଧି ବିତିଯାଇଥିଲେ ସୁଦ୍ଧା ଦର୍ଶକ ଆଜି ବି ତାହାକୁ ଦେଖିବାକୁ ଚାହାନ୍ତି। ଏସବୁ ଫିଲ୍ମ ମଧ୍ୟରୁ…

ହସ୍ପିଟାଲରେ ମିଳିଲାନି ଶଯ୍ୟା: ହାତରେ ସାଲାଇନ୍‌ ବୋତଲ ଧରି ଆହତ ପିତାଙ୍କ ସହ ବୁଲିଲେ ନାବାଳକ

ଆରା,୬।୧୧: ଲୋକଙ୍କୁ ଭଲ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ତାହା କେତେଦୂର ସତ? ଦେଶରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଏହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବିହାରର ଏକ ହସ୍ପିଟାଲରେ। ଏହି କଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri