ତୀର୍ଥ ପୁଷ୍କରିଣୀ ପ୍ରତି ଅବହେଳା
ପୁରୀ ଅଫିସ,୬ା୧୧: ଶ୍ରୀକ୍ଷେତ୍ରରେ ଏକାଧିକ ତୀର୍ଥ ପୁଷ୍କରିଣୀ ରହିଛି। ମାତ୍ର ଏସବୁର ରକ୍ଷଣାବେକ୍ଷଣ ଦିଗରେ ଉପଯୁକ୍ତ ଧ୍ୟାନ ଦିଆଯାଉ ନାହିଁ। ଫଳରେ ତୀର୍ଥ ପୁଷ୍କରିଣୀଗୁଡ଼ିକର ସ୍ଥିତି ଦୟନୀୟ ହୋଇ ପଡୁଛି। ଇନ୍ଦ୍ରଦ୍ୟୁମ୍ନ, ଶ୍ୱେତଗଙ୍ଗା, ମାର୍କଣ୍ଡେୟ ପୁଷ୍କରିଣୀ ଆଦିର ଠିକ୍ ଭାବେ ରକ୍ଷଣାବେକ୍ଷଣ…
ବିନା ବାଣରେ ଗୁରୁଗ୍ରାମରେ ପାଳନ ହେବ ଦୀପାବଳି
ଗୁରୁଗ୍ରାମ,୬।୧୧: ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରେ ବିନା ବାଣରେ ପାଳନ ହେବ ଦୀପାବଳି। କରୋନା ଓ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି କିଛି ଏଭଳି ନିଷ୍ପତ୍ତି ନେଇଛି ଜିଲା ପ୍ରଶାସନ। ନଭେମ୍ବର ୧୪ ଅର୍ଥାତ୍ ଦୀପାବଳି ପୂର୍ବରୁ ବା ପରେ ଜିଲାରେ ବାଣ…
ଏହି ଲୋକପ୍ରିୟ ଅଭିନେତ୍ରୀ ବିବାହ ପ୍ରସ୍ତାବ କରିଥିଲେ ପ୍ରତ୍ୟାଖ୍ୟାନ: ପରେ ଭାଙ୍ଗି ପଡିଥିଲେ ସଞ୍ଜୀବ, ସାରା ଜୀବନ ରହିଗଲେ ଏକାକୀ
ବଲିଉଡ୍ ଅଭିନେତା ସଞ୍ଜୀବ କୁମାର ସର୍ବୋତ୍ତମ କଳାକାରଙ୍କ ମଧ୍ୟରେ ଅନ୍ୟତମ। ତେବେ ଖୁବ୍ କମ ଲୋକ ଜାଣିଥିବେ ଯେ ସଞ୍ଜୀବ କୁମାରଙ୍କ ପ୍ରକୃତ ନାମ ହରିଭାଇ ଜରିୱାଲା ଥିଲା। କେବଳ ଚଳଚ୍ଚିତ୍ରରେ ଅଭିନୟ କରିବା ଲାଗି ସେ ତାଙ୍କ ନାମ ପରିବର୍ତ୍ତନ…
ଆମ୍ବୁଲାନ୍ସକୁ ରାସ୍ତା ଦେବା ପାଇଁ ୨ କିଲୋମିଟର ଦୌଡ଼ିଲେ ଟ୍ରାଫିକ ପୋଲିସ, ଛୁଟୁଛି ପ୍ରଶଂସାର ସୁଅ
ହାଇଦ୍ରାବାଦ,୬ା୧୧: ହାଇଦ୍ରାବାଦର ଜଣେ ଟ୍ରାଫିକ କନଷ୍ଟେବଳ ଏକ ଆମ୍ବୁଲାନ୍ସ ପାଇଁ ରାସ୍ତା ଦେବାକୁ ବ୍ୟସ୍ତବହୁଳ ସହରରେ ଦୁଇ କିଲୋମିଟର ପର୍ଯ୍ୟନ୍ତ ଦୌଡ଼ିଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକ ରିପୋର୍ଟ ଅନୁଯାୟୀ, ଜଣେ ଗୁରୁତର…
ଏବେ ବି ଜେଲ୍ରେ ରହିବେ ଲାଲୁ, ଶୁଣାଣି ଘୁଞ୍ଚିଲା
ରାଞ୍ଚି,୬।୧୧: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନର ଶୁଣାଣି ନଭେମ୍ବର ୨୭ ପର୍ଯ୍ୟନ୍ତ ଘୁଞ୍ଚିଛି। ଫଳରେ ଚାରା ଘୋଟାଲା ମାମଲାରେ ଜେଲ୍ ଦଣ୍ଡ ଭୋଗୁଥିବା ଲାଲୁ ଙ୍କୁ ପୁଣି ଝଟ୍କା ଲାଗିଛି। ସୂଚନାଯୋଗ୍ୟ, ଡୁମ୍କା ଟ୍ରେଜେରୀ ମାମଲାରେ ଲାଲୁ…
ପ୍ରଥମଥର ପାଇଁ ଭାଇଙ୍କ ସହ ନଜର ଆସିଲେ ଧୋନୀ
ରାଞ୍ଚି,୬।୧୧: ଭାରତୀୟ କ୍ରିକେଟ ଟିମ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପ୍ରଥମଥର ପାଇଁ ତାଙ୍କ ଭାଇଙ୍କ ସହ ସାମ୍ନାକୁ ଆସିଛି। ଏହି ଫଟୋ ଧୋନୀଙ୍କ ଫ୍ୟାନ୍ସ କ୍ଲବ ଟୁଇଟର ହ୍ୟାଣ୍ଡେଲ ସହିତ ଶେୟାର କରାଯାଇଛି। ଏହି ଫଟୋରେ ଧୋନୀ…
ଇମୋଶନାଲ କାର୍ଡ ଖେଳିଲେ ନୀତୀଶ: ବିରୋଧି କହିଲେ ଅବସର ସ୍ୱୀକାର କଲେ ମୁଖ୍ୟମନ୍ତ୍ରୀ
ପାଟନା,୬ ।୧୧: ବିହାର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନକୁ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇ ଗଲାଣି । ଆଉ ଏହାରି ଭିତରେ ପୁଣିଥରେ ରାଜନୀତି ହୋଇଛି ସରଗରମ । ବିହାର ମୁଖ୍ୟମନ୍ତୀ ନୀତୀଶ କୁମାର ଶେଷ ଦିନରେ ଇମୋଶନାଲ କାର୍ଡ…
ପୁଲଓ୍ବାମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଆତ୍ମସମର୍ପଣ କଲେ ଜଣେ ଆତଙ୍କବାଦୀ
ପୁଲଓ୍ବାମା,୬।୧୧: ଦକ୍ଷିଣ କଶ୍ମୀରର ପୁଲଓ୍ବାମା ଜିଲାର ପାମ୍ପପୋରେରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିବା ବେଳେ ଏହି ଏନ୍କାଉଣ୍ଟରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଅନ୍ୟଜଣଙ୍କ ସୁରକ୍ଷାକର୍ମୀଙ୍କ ଆଗରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ସେହିପରି ଆତଙ୍କବାଦୀଙ୍କ…
ଧୈର୍ଯ୍ୟ ଧର, ସୁଯୋଗ ମିଳିବ
ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ସୂର୍ଯ୍ୟକୁମାର ଯାଦବ ୟୁଏଇରେ ଅନୁଷ୍ଠିତ ୧୩ତମ ଆଇପିଏଲ ସଂସ୍କରଣରେ ଭଲ ପ୍ରଦର୍ଶନ କରିଛନ୍ତି। ଏହା ସତ୍ତ୍ୱେ ଅଷ୍ଟ୍ରେଲିଆ ଗସ୍ତରେ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିନାହିଁ। ଏନେଇ ଅନେକ ପୂର୍ବତନ କ୍ରିକେଟର୍ ପ୍ରଶ୍ନ ଉଠାଇଛନ୍ତି। ନିକଟରେ ପୂର୍ବତନ…
ଥାନାର ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ, ତାଙ୍କ ଶାଶୁ
କଟକ ଅଫିସ, ୬।୧୧: ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଓ ତାଙ୍କ ଶାଶୁ ମଧୁସ୍ମିତା ମହାନ୍ତି। ଉଭୟ ପରସ୍ପର ବିରୋଧରେ ଅଭିଯୋଗ ଆଣିଛନ୍ତି। ଉଭୟଙ୍କ ପକ୍ଷରୁ କଟକ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ବର୍ଷା ଅଭିଯୋଗ କରିଛନ୍ତି…
ପଶ୍ଚିମବଙ୍ଗ ଗସ୍ତରେ ଶାହା: ରାଜ୍ୟର ଉନ୍ନତି ପାଇଁ ଦକ୍ଷିଣେଶ୍ୱରକାଳୀଙ୍କୁ କଲେ ପ୍ରାର୍ଥନା
କୋଲକାତା,୬।୧୧: ପଶ୍ଚିମବଙ୍ଗ ଗସ୍ତରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଶୁକ୍ରବାର ତାଙ୍କ ଗସ୍ତର ଦ୍ୱିତୀୟ ଦିନ ହୋଇଥିବା ବେଳେ ସକାଳେ ସେ ଦକ୍ଷିଣେଶ୍ୱରକାଳୀଙ୍କ ପୂଜାର୍ଚ୍ଚନା ପାଇଁ ମନ୍ଦିରରେ ପହଞ୍ଚିଥିଲେ। ଦକ୍ଷିଣେଶ୍ୱରକାଳୀଙ୍କୁ ଦର୍ଶନ କରିବା ପରେ ଶାହା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହି…
ପରିବାର ବିରୋଧରେ ଗଲେ ଶାହାରୁଖ୍ ଖାନ୍ଙ୍କ ଝିଅ ସୁହାନା: କଲେ ଏମିତି କାମ
ବଲିଉଡ୍ର କିଙ୍ଗ୍ ଖାନ୍ ଶାହାରୁଖ୍ଙ୍କ ଝିଅ ସୁହାନା ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ। ସବୁ ସମୟରେ ସେ ନିଜର ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। କିନ୍ତୁ ଏବେ ସେ ନିଜର ଏକ ଫଟୋକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଉକ୍ତ…
Archives


