ସରିଲା ଲିଗ୍ ପର୍ଯ୍ୟାୟ: ଜାଣନ୍ତୁ ପ୍ଲେ-ଅଫ୍ରେ କିଏ କାହାକୁ ଭେଟିବ
ଶାରଜା,୪।୧୧: ଆଇପିଏଲ୍ ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ କର ବା ମର ମ୍ୟାଚ୍ରେ ହାଇଦ୍ରାବାଦ ଚମତ୍କାର ବିଜୟ ହାସଲ କରି ଚଳିତ ଆଇପିଏଲରେ ପ୍ଲେ-ଅଫ ଟିକେଟ ହାସଲ କରିଛି। ହାଇଦ୍ରାବାଦ ବିଜୟ ଲାଭ କରିବାରୁ କୋଲକାତା ନାଇଟ ରାଇଡର୍ସର ଚଳିତ ବର୍ଷ…
ଆଇପିଏଲରେ ଐତିହାସିକ ରେକର୍ଡ ହାସଲ କଲେ ଏହି ଖେଳାଳି
ଆଇପିଏଲ ୨୦୨୦ର ଶେଷ ଲିଗ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ପ୍ଲେ ଅଫରେ ପ୍ରବେଶ କରିଛି। ମୁମ୍ବାଇ ବିପକ୍ଷ କର ବା ମର ମ୍ୟାଚ୍କୁ ୧୦ ଉଇକେଟ ବିଜୟରେ ଦଳର ଅଧିନାୟକ ଡେଭିଡ ୱାର୍ନର ଏକ ଗୁରୁତ୍ୱପୂର୍ଣ୍ଣ…
ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ
ଅନୁଗୋଳ ଅଫିସ, ୪।୧୧: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୋଳ ଜିଲା ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ସରକାରୀ କାର୍ଯ୍ୟାଳୟ ଓ କ୍ୱାର୍ଟର୍ସ ଉପରେ ବୁଧବାର ସକାଳେ ଭିଜିଲାନ୍ସ ପକ୍ଷରୁ ଚଢ଼ାଇ ଚାଲିଛି।…
ଏହି ଅଭିନେତାଙ୍କ ପାଇଁ ଆଜି ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି ତବ୍ବୁ
ବଲିଉଡ୍ର ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀ ତବ୍ବୁଙ୍କର ଆଜି ଅର୍ଥାତ୍ ନଭେମ୍ବର ୫ ହେଉଛି ଜନ୍ମଦିନ। ଆଜି ସେ ୫୦ ବର୍ଷରେ ପାଦ ଦେଇଛନ୍ତି। ଇତିମଧ୍ୟରେ ତବ୍ବୁ ଅନେକ ସଫଳ ସିନେମାରେ କାମ କରିସାରିଛନ୍ତି। ଫିଲ୍ମ ବ୍ୟତୀତ ବ୍ୟକ୍ତିଗତ ଜୀବନକୁ ନେଇ…
କରଓ୍ବାଚୌଥରେ ସ୍ବାମୀଙ୍କ ପାଇଁ ଖାସ୍ ବାର୍ତ୍ତା ଦେଲେ ଏହି ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ କାଜଲ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ପ୍ରାୟତଃ ସୋସିଆଲ ମିଡିଆରେ ଅନେକ ମଜାଦାର ବ୍ୟଙ୍ଗ ଶେୟାର କରିଥାନ୍ତି। କରଓ୍ବାଚୌଥ ପାଳନ ଅବସରରେ କାଜଲ ଏକ ପୋଷ୍ଟ ଶେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି…
ନିଯୁକ୍ତି ପାଇଁ ଅଧିକ ଯୋଗ୍ୟତା ଗ୍ରହଣୀୟ ନୁହେଁ
ନୂଆଦିଲ୍ଲୀ, ୪।୧୧: ନିଯୁକ୍ତି କ୍ଷେତ୍ରରେ ଅତ୍ୟଧିକ ଯୋଗ୍ୟତା ଗ୍ରହଣୀୟ ନୁହେଁ। ଅତ୍ୟଧିକ ଯୋଗ୍ୟତାସମ୍ପନ୍ନ ଜଣେ ବ୍ୟାଙ୍କ ପିଅନଙ୍କୁ ବରଖାସ୍ତ କରାଯାଇଥିଲା। ଓଡ଼ିଶା ହାଇକୋର୍ଟ ତାଙ୍କ ନିଯୁକ୍ତିକୁ କାଏମ ରଖିଥିଲେ। ତେବେ ସୁପ୍ରିମକୋର୍ଟ ତାଙ୍କ ଯୁକ୍ତିକୁ ଗ୍ରହଣ ନ କରି ପଞ୍ଜାବ ନ୍ୟାଶନାଲ…
ଚାଇନାକୁ ଦାୟିତ୍ୱ ଦେଲା ଡବ୍ଲ୍ୟୁଏଚ୍ଓ
ଜେନେଭା, ୪।୧୧:କରୋନା ମହାମାରୀ ସାରା ବିଶ୍ୱକୁ କାୟା ମେଲାଇ ଏବେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ କରିଥିବାବେଳେ ଏହି ଭୂତାଣୁର ଉତ୍ସ ସନ୍ଧାନ କରିବାରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଚାଇନା ନିକଟରେ ଏକପ୍ରକାର ଆତ୍ମସମର୍ପଣ କରିଥିବା ଦେଖାଯାଇଛି। ସଂକ୍ରମଣ ଆରମ୍ଭ…
ନୀତୀଶଙ୍କ ଉପରକୁ ପିଆଜ ମାଡ଼
ପାଟନା,୪।୧୧: ବିହାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଶେଷ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରକୁ ପିଆଜ ମାଡ଼ କରାଯାଇଛି। ମଧୁବଣିର ହରଲାଖିରେ ଏକ ନିର୍ବାଚନୀ ସଭାରେ ନୀତୀଶ ରାଜ୍ୟର ଯୁବକଙ୍କ ପାଇଁ ନିଯୁକ୍ତି ସୃଷ୍ଟି…
ନିଷ୍ପତ୍ତି ନେଲା ଆମେରିକା
ଓ୍ବାଶିଂଟନ/ନ୍ୟୁୟର୍କ,୪ା୧୧: ଆମେରିକାରେ ବହୁ ପ୍ରତୀକ୍ଷିତ ଚତୁଃ ବାର୍ଷିକ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ରିପବ୍ଲିକାନ୍ ପାର୍ଟିରୁ ପ୍ରେସିଡେନ୍ସିଆଲ ନୋମିନି ଭାବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୁଣି ଥରେ ଭାଗ୍ୟ ପରୀକ୍ଷା କରୁଥିବାବେଳେ ତାଙ୍କ ବିପକ୍ଷରେ ଚ୍ୟାଲେଞ୍ଜର ରୂପେ ଉଭା ହୋଇଛନ୍ତି…
ଆକ୍ରାନ୍ତଙ୍କଠାରୁ ସୁସ୍ଥ ଅଧିକ
ଭୁବନେଶ୍ୱର, ୪।୧୧(ବ୍ୟୁରୋ): ରାଜଧାନୀରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥ ସଂଖ୍ୟା ଅଧିକ ରହିଛି। ଭୁବନେଶ୍ୱରରୁ ଗତ ୨୪ଘଣ୍ଟାରେ ୬୯ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୮୦ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୪ଜଣ କ୍ୱାରାଣ୍ଟାଇନ ସେଣ୍ଟରର…
ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଜୋ ବାଇଡେନ ଆଗରେ
ଓ୍ବାଶିଂଟନ୍,୪।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଏବେ ଭୋଟ ଗଣନା ଜାରି ରହିଛି। ପ୍ରାରମ୍ଭିକ ଗଣତି ଅନୁଯାୟୀ, ଡେମୋକ୍ରାଟ୍ସ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ ଅଗ୍ରଣୀ ଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପଛରେ ପଡିଯାଇଛନ୍ତି। ବାଇଡେନ…
ବସ୍ ଭଡ଼ା ବଢ଼ିି ନ ଥିବା କହିଲା ଏସ୍ଟିଏ
ଭୁବନେଶ୍ୱର, ୪।୧୧(ବ୍ୟୁରୋ): ରାଜ୍ୟରେ କେତେଗୁଡିଏ ବସ୍ ଅଧିକ ଭଡା ନେଉଥିଲେ। ଏନେଇ ବିଭିନ୍ନ ମହଲରୁ ଅଭିଯୋଗ ଆସିବାପରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍ଟିଏ) ଏହା ଉପରେ ସ୍ପଷ୍ଟୀକରଣ ରଖିଛି। ଏବେ ବସ୍ ଭଡା ବଢି ନ ଥିବା ଏବଂ ପୂର୍ବ ଆଦେଶ ଅପରିବର୍ତ୍ତିତ…
Archives


