Home Left

ପ୍ରଥମ ‘ସୁପର ହିରୋ’ ହେବେ ଏହି ଲୋକପ୍ରିୟ ଅଭିନେତ୍ରୀ: ଫିଲ୍ମରେ ନାହାନ୍ତି କେହି ହିରୋ

ବଲିଉଡ୍‌ ଇଣ୍ଡଷ୍ଟ୍ରିର ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ କ୍ୟାଟ୍ରିନା କୈଫ୍‌ । ନିଜର ସୌନ୍ଦର୍ଯ୍ୟ ଏବଂ ସୁନ୍ଦର ଅଭିନୟ ପାଇଁ କ୍ୟାଟ୍‌ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏବେ କ୍ୟାଟ୍‌ ବଲିଉଡ୍‌ ନିର୍ମାତା ଅଲୀ ଅବ୍‌ବାସ ଜଫରଙ୍କ…

ବିଦ୍ୟାଳୟ ଉଚ୍ଛେଦ ପ୍ରତିବାଦରେ ଆନ୍ଦୋଳନ: ଗେଟ୍‌ ସମ୍ମୁଖରେ ଅପେକ୍ଷା କରି ବିଫଳ ହେଲ ପ୍ରଧାନଶିକ୍ଷକ

ପୁରୁଷୋତ୍ତମପୁର,୨।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ. ୧୨ କପିଳେଶ୍ବରପୁର ଶାସନ ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷା ବିଭାଗ ପକ୍ଷରୁ ଉଚ୍ଛେଦ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ନିକଟସ୍ଥ ସୀତାରାମପୁର ଆଗ୍ରାହରମ ବିଦ୍ୟାଳୟରେ ପଢ଼ିବା ଲାଗି…

କାହିଁକି ଜର୍ସି ବାଣ୍ଟୁଥିଲେ ଧୋନୀ, କଲେ ଖୁଲାସା

ଦୁବାଇ,୨।୧୧: କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ବିଜୟ ସହ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ୨୦୨୦ରେ ନିରାଶାଜନକ ଯାତ୍ରା ଶେଷ କରିଛି। ପୁରା ଟୁର୍ନାମେଣ୍ଟରେ ମହେନ୍ଦ୍ର ସିଂ ଧୋନୀ ଅନେକ ଦଳର ଖେଳାଳିଙ୍କୁ ତାଙ୍କ ଜର୍ସି ଦେଉଥିବାର…

ସୁଶାନ୍ତଙ୍କୁ ଭୁଲିପାରୁ ନାହାନ୍ତି ଜ୍ୟାକଲିନ

ମୁମ୍ବାଇ: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୀର୍ଘ ୫ ମାସ ବିତି ଯାଇଥିଲେ ବି ଏବେବି ସେ ଅନେକଙ୍କ ହୃଦୟରେ ରହିଛନ୍ତି । ନିକଟରେ ବଲିଉଡ୍ ବିୟୁଟି ଜ୍ୟାକଲିନ ଫର୍ନାଡିଜ ସୁଶାନ୍ତ ସିଂ ରାଜପୁତଙ୍କୁ ପୁଣି ମନେପକାଇଛନ୍ତି ।…

ବରଗଡ଼ରୁ ପୁଣି ୭୧ କରୋନା ପଜିଟିଭ ଚିହ୍ନଟ, ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୮୮୦୦ରେ

ବରଗଡ଼ ଅଫିସ,୨।୧୧: ବରଗଡ ଜିଲାରେ ସୋମବାର ପୁଣି ୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳରେ ୪, ବରଗ ବ୍ଲକର ୩, ଅତାବିରା ବ୍ଲକର ୧, ପଦ୍ମପୁର ବ୍ଲକର ୧୦, ପଦ୍ମପୁର ଏନ୍‌ଏସିର ୯, ଭଟଲି…

ଲିଙ୍ଗଗତ ସମ୍ବେଦନଶୀଳତା ଉପରେ ଗୁରୁତ୍ୱାରୋପ କଲେ ଆଟର୍ନି ଜେନେରାଲ: ପୀଡ଼ିତାଙ୍କ ଦ୍ୱାରା ଅଭିଯୁକ୍ତଙ୍କ ହାତରେ ରାଖି ବନ୍ଧାଇବା ଏକ ଡ୍ରାମା

ନୂଆଦିଲ୍ଲୀ,୨।୧୧: ଯୌନ ହିଂସାର ଶିକାର ହୋଇଥିବା ପୀଡ଼ିତାଙ୍କ ଦ୍ୱାରା ଅଭିଯୁକ୍ତଙ୍କ ହାତରେ ରାଖି ବନ୍ଧାଇବା ଆଦେଶ ଦେବା ଏକ ଡ୍ରାମା ଭଳି। ତେଣୁ ଏଭଳି ମାମଲାର ବିଚାର ସମୟରେ ଜାମିନ ରାଶି ନିର୍ଦ୍ଧାରଣ କରିବା ନେଇ ତଥ୍ୟ ଉପରେ ଗୁରୁତ୍ୱ ଦେବାର…

ମାଲିକଙ୍କୁ ଦେଖି ଲାଜେଇ ଯାଇଥିଲେ ଏହି ବିସ୍ଫୋରକ ଅଲରାଉଣ୍ଡର

ଦୁବାଇ,୨।୧୧: କୋଲକତା ନାଇଟ୍‌ ରାଇଡର୍ସ(କେକେଆର୍‌) ଦଳର ମାଲିକ ଶାହାରୁଖ ଖାନ ଆଜି ତାଙ୍କର ୫୫ତମ ଜନ୍ମଦିନ ପାଳନ କରୁଛନ୍ତି। ମାଲିକଙ୍କ ଜନ୍ମଦିନ ଅବସରରେ ଦଳ ଏକ ସ୍ବତନ୍ତ୍ର ଭିଡିଓ ବାର୍ତ୍ତା ଶେୟାର କରିଛି। ଏହି ଭିଡିଓକୁ କେକେଆର୍‌ର ଅଫିସିଆଲ ସୋସିଆଲ ମିଡିଆ…

ଅଭିନୟ ପୂର୍ବରୁ ଶିକ୍ଷକତା କରୁଥିଲେ ଏହି ଲୋକପ୍ରିୟ ଅଭିନେତା

ବଲିଉଡ୍‌ ଅଭିନେତା ରାଜକୁମାର ରାଓ ତାଙ୍କର ଆଗାମୀ ଫିଲ୍ମ ‘ଛଲାଙ୍ଗ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ହଂସଲ ମେହତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଖୁବ୍‌ଶୀଘ୍ର ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍‌ ହେବାକୁ ଯାଉଛି। ତେବେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ, ଅଭିନୟରେ…

ମୁଁ ବହୁତ ଭାଗ୍ୟବାନ: ନିକ୍‌

ମୁମ୍ବାଇ: ବଲିଉଡ୍‌ର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ନିଜ ଅଭିନୟ ଫଳରେ ଏବେ ହଲିଉଡ୍‌ରେ ବି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ସାରିଲେଣି । ପ୍ରୟଙ୍କା ଆମେରିକାନ୍ ସିଙ୍ଗର ନିକ୍ ଜୋନସଙ୍କୁ ବିବାହ କରି ଏବେ ଆମେରିକାରେ ରହୁଛନ୍ତି ।…

ଶାହରୁଖଙ୍କ ଜନ୍ମଦିନରେ ଏମିତି କଲେ ଜୁହି ଚାଓ୍ବାଲା, ଜାଣିଲେ କରିବେ ପ୍ରଶଂସା

ବଲିଉଡ୍‌ର କିଙ୍ଗ୍‌ ଶାହରୁଖ ଆଜି ୫୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଅନେକ ସେଲିବ୍ରିଟି ଏବଂ ପ୍ରଶଂସକ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଶାହରୁଖଙ୍କୁ ଜନ୍ମଦିନରେ ଏକ ନିହାରା ଉପହାର ଦେଇଛନ୍ତି ଅଭିନେତ୍ରୀ ଜୁହି ଚାଓ୍ବାଲା। ଏହି ସ୍ବତନ୍ତ୍ର ଦିନକୁ…

ଘର ଛାତ ଉପରେ ସ୍କର୍ପିଓ ଡିଜାଇନ୍‌ର ପାଣିଟାଙ୍କି, ଦେଖିଲେ ଲାଖିଯିବ ଆଖି

ବିହାରର ଜଣେ ବ୍ୟକ୍ତି ମହିନ୍ଦ୍ରା ସ୍କର୍ପିଓର ଡିଜାଇନ୍‌ରେ ଘର ଛାତ ଉପରେ ଏକ ପାଣିଟାଙ୍କି ତିଆରି କରିଛନ୍ତି। ଯାହାକୁ ଦେଖିଲେ ଆଖି ଲାଖିଯିବ। ଭାଗଲପୁରର ଇଣ୍ଟସାର ଆଲାମ ଏହି ପାଣି ଟାଙ୍କି ନିର୍ମାଣରେ ଆଗ୍ରାର ଶ୍ରମିକମାନଙ୍କୁ ସ୍ବତନ୍ତ୍ର ଭାବେ ନିଯୁକ୍ତି ଦେଇଥିଲେ।…

ଫ୍ରାନ୍ସ ଆତଙ୍କବାଦୀ ଆକ୍ରମଣକୁ ନେଇ ବିବାଦୀୟ ବୟାନ ଦେଇ ଫସିଲେ ମୁନବ୍ୱର

ଲକ୍ଷ୍ନୌ,୨ ।୧୧: ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣକୁ ନେଇ ବିବାଦୀୟ ବୟାନ ଦେଇଥିବା ଜଣାଶୁଣା ଶାୟର ମୁନବ୍ୱର ରାଣାଙ୍କ ବିରୋଧରେ ଲକ୍ଷ୍ନୌର ହଜରତଗଞ୍ଜ କୋତୱାଲିରେ ଏଫ୍‌ଆଇଆର୍ ଦିଆଯାଇଛି । ତାଙ୍କ ବିରୋଧରେ ଗମ୍ଭୀର ଧାରାରେ ମାମଲା ଦାୟର କରାଯାଇଛି । ସୂଚନାଯୋଗ୍ୟ, ଆତଙ୍କବାଦୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri