ସ୍କୁଲ ସମୟର ଫଟୋ ଶେୟାର କଲେ ବଲିଉଡର ଏହି ଚର୍ଚ୍ଚିତ ଅଭିନେତ୍ରୀ
ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବର୍ତ୍ତମାନ ନିଜ ସ୍କୁଲ ସମୟର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋରେ ସେ ନିଜ ସାଙ୍ଗମାନଙ୍କ ସହ ନଜର ଆସିଛନ୍ତି। ପିଲାଦିନର ସ୍ମୃତି ଚାରଣ କରି…
ହଜ ଯାତ୍ରା ଉପରେ ଲାଗିଥିବା ପ୍ରତିବନ୍ଧକ ହଟିଲା: ନଭେମ୍ବର ୭ରୁ ୧୦ଯାଏଁ କରିପାରିବେ ଆବେଦନ
ନୂଆଦିଲ୍ଲୀ,୬।୧୧: ହଜ ଯାତ୍ରା ପାଇଁ ପ୍ରସ୍ତୁତି ଚଳାଇଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ହଜ କମିଟି ଅଫ୍ ଇଣ୍ଡିଆ ପକ୍ଷରୁ ହଜ ଯାତ୍ରା ୨୦୨୧ ପାଇଁ ଆକ୍ସନ ପ୍ଲାନ ଜାରି କରାଯାଇଛି। କିନ୍ତୁ କରୋନା କାଳ ପାଇଁ ଚଳିତ ଥର କିଛି…
ଦିଲ୍ଲୀ, ପଶ୍ଚିମବଙ୍ଗ ପରେ ଏବେ କର୍ନାଟକରେ ବି ବିନା ବାଣରେ ପାଳନ ହେବ ଦୀପାବଳି: ମୁଖ୍ୟମନ୍ତ୍ରୀ ଲଗାଇଲେ ପ୍ରତିବନ୍ଧକ
ବେଙ୍ଗାଲୁରୁ,୬।୧୧: ଦେଶରେ ବଢ଼ୁଥିବା ପ୍ରଦୂଷଣ ଓ କରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଚଳିତ ଥର ଦୀପାବଳିରେ ବାଣ ନ ଫୁଟାଇବା ପାଇଁ ବିଭିନ୍ନ ରାଜ୍ୟର ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଓଡ଼ିଶା ପରେ ଏବେ କର୍ନାଟକରେ…
ବିଜେଡିରୁ ଇସ୍ତଫା ଦେଲେ ଜୀବନ ପ୍ରଦୀପ ଦାସ
ଭୁବନେଶ୍ୱର,୬।୧୧(ବ୍ୟୁରୋ)-ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଜୀବନ ପ୍ରଦୀପ ଦାସ। ଏ ନେଇ ଶୁକ୍ରବାର ବାଲେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି ଜୀବନ। ଅଭିଯୋଗ ଉପରେ ପକ୍ଷ ରଖିବାକୁ ସୁଯୋଗ ନ ଦେବାରୁ ସେ…
ମତୁଆ ସମ୍ପ୍ରଦାୟର ମନ୍ଦିର ଦର୍ଶନ ପରେ ଭୋଜନ କଲେ ଶାହା
କୋଲକାତା, ୬।୧୧: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବେ ମିଶନ ପଶ୍ଚିମବଙ୍ଗରେ। ଶୁକ୍ରବାର ତାଙ୍କ ଗସ୍ତର ଦ୍ୱିତୀୟ ଦିନ ହୋଇଥିବା ବେଳେ ସକାଳେ ସେ ଦକ୍ଷିଣେଶ୍ୱରୀ କାଳୀଙ୍କୁ ଦର୍ଶନ କରିଥିଲେ। ଦ୍ୱିପ୍ରହରରେ ଶାହା କୋଲକାତାର ନ୍ୟୁଟାଉନ ସ୍ଥିତ ମତୁଆ ସମ୍ପ୍ରଦାୟର ମନ୍ଦିର ଦର୍ଶନ…
ସନ୍ନିଙ୍କ ନୂଆ ରୂପ
ମୁମ୍ବାଇ: ବଲିଉଡ୍ ନାୟିକା ସନ୍ନି ଲିଓନ ଦୀର୍ଘ ୬ ମାସ ପରେ ଭାରତ ଫେରିଛନ୍ତି । କରୋନା ମହାମାରୀ ପରଠାରୁ ସେ ତାଙ୍କ ସ୍ୱାମୀ ଡାନିୟଲ ୱିବର ଓ ପିଲାମାନଙ୍କ ସହ ଆମେରିକା ଚାଲିଯାଇଥିଲେ । ଆଉ ଲକ୍ଡାଉନ ସମୟ ଅତିବାହିତ…
ହାତୀକୁ ଦେଖି ଦେଇ ଡରି ପଳାଉଥିଲା ଗାଈ, ପରେ ଘଟିଲା ଏପରି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ…
ଘରକୁ ସ୍ବର୍ଗ କରିବା ପାଇଁ ଏହି ୩ଟି କଥାକୁ ମହତ୍ତ୍ୱ ଦେଇଛନ୍ତି ଚାଣକ୍ୟ, ଜାଣନ୍ତୁ କ’ଣ
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନ ବିଷୟରେ ଅନେକ କିଛି ଉଲ୍ଲେଖ କରିଛନ୍ତି। ଏହାର ଏକ ଶ୍ଳୋକରେ ଘରକୁ ସ୍ବର୍ଗ ପରି କରିବା ପାଇଁ ତିନୋଟି ଜିନିଷର ମହତ୍ତ୍ୱ ରହିଥିବା ବିଷୟରେ କହିଛନ୍ତି। ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି ଯେ, ଜଣେ…
ଦୁଇ ଭାଇଙ୍କ ଝଗଡ଼ା ସମାଧାନ କରିବାକୁ ଚାହିଁଥିଲେ ମା’: ହେଲେ ପୁଅର ଟାଙ୍ଗିଆ ଚୋଟରେ ଚାଲିଗଲା ଜୀବନ
କେନ୍ଦୁଝର,୬।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଟାଉନ ଥାନା ଅନ୍ତର୍ଗତ କୁଣ୍ଢେଇ ଗ୍ରାମରେ ଗୁରୁବାର ରାତିରେ ଅଭାବନୀୟ ଘଟଣା ଘଟିଛି। ପୁଅର ଟାଙ୍ଗିଆ ଚୋଟରେ ମା’ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ଗୁରେଇ…
କଞ୍ଚନାରେ କିନ୍ନର ଚରିତ୍ରରେ ନଜର ଆସିଥିବା ଏହି ଅଭିନେତା ଏକଦା ବାଣ୍ଟୁଥିଲେ ଖବରକାଗଜ
ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଲକ୍ଷ୍ମୀ ନଭେମ୍ବର ୯ରେ ଡିଜନି ହଟ୍ଷ୍ଟାରରେ ରିଲିଜ୍ ହେବ। ଏହି ଫିଲ୍ମରେ ପ୍ରଥମଥର ଅକ୍ଷୟ କିନ୍ନର ଚରିତ୍ରରେ ନଜର ଆସିବେ। ରିଲିଜ୍ ହେବା ପୂର୍ବରୁ ଅକ୍ଷୟଙ୍କ ଚରିତ୍ରକୁ ବେଶ୍…
ଭୁବନେଶ୍ୱରରୁ ଆଜି ପୁଣି ୬୧ ପଜିିଟିଭ୍ ଚିହ୍ନଟ: ସଂଖ୍ୟା କମିଲେ ବି ବଢ଼ୁଛି ଲୋକାଲ କେସ୍
ଭୁବନେଶ୍ୱର,୬।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୬୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୩ ଜଣ ରହିଥିବା ବେଳେ ଲୋକାଲ କେସ୍ ୪୮ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୯୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
ପୁଣିଥରେ ଏକାଠି ନଜର ଆସିବେ କରନ-ଅର୍ଜୁନ
ମୁମ୍ବାଇ: ବେଶ କିଛି ଦିନ ପରେ ପୁଣି ବଡ ପରଦାରେ ଶାହାରୁଖଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ତାଙ୍କ ପ୍ରଶଂସକ । ଏହାରି ଭିତରେ ଶାହାରୁଖଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଏକ ଖୁସି ଖବର । ବଲିଉଡ୍ ବାଦଶାହା ଶାହାରୁଖ ଖାଁ…
Archives


