ଘର କ୍ରେତାଙ୍କ ସମସ୍ୟା ଦୂରକରିବ ରେରା:ମୋଦି
ଲକ୍ଷ୍ନୌ : ବିଲ୍ଡର ଏବଂ ଘର କିଣୁଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବିଶ୍ୱାସ କ୍ଷେତ୍ରରେ ବିଭିନ୍ନ ସମସ୍ୟା ରହିଛି। ଏଭଳି ବିଭିନ୍ନ ଆନୁଷଙ୍ଗିକ ସମସ୍ୟା ଦୂରକରିବା ଲାଗି ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି(ରେରା) ଗଠନ କରାଯାଇଛି। ଏହା ଘର କିଣୁଥିବା ବ୍ୟକ୍ତିବିଶେଷଙ୍କ ସମସ୍ୟା…
ରେକର୍ଡ ସ୍ତର ଛୁଇଁଲା ପୁଞ୍ଜିବଜାର
ନୂଆଦିଲ୍ଲୀ: ଦେଶର ପୁଞ୍ଜିବଜାର କାରବାର ସୋମବାର ରେକର୍ଡ ସ୍ତରରେ ରହିଛି। ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସ୍ଇ) ଏବଂ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ(ଏନ୍ଏସ୍ଇ) ଉଚ୍ଚ ରେକର୍ଡ ସ୍ତରରେ ବନ୍ଦ ହୋଇଛି। ଘରୋଇ ପୁଞ୍ଜିବଜାରକୁ ବିଦେଶୀ ପୁଞ୍ଜି ପ୍ରବାହ ଉନ୍ନତ ହେବାରୁ ଷ୍ଟକ୍ ବଜାରରେ…
ରାତିରେ ଶୋଇବା ପୂର୍ବରୁ ଏଥିରୁ ଗ୍ଲାସେ…
ନୂଆଦିଲ୍ଲୀ: ଥଣ୍ଡା କ୍ଷୀର ପିଇଲେ ଅନେକ ସୁଫଳ ମିଳିଥାଏ। ଏହା ଦ୍ୱାରା ଗ୍ୟାସ୍ଟ୍ରିକ୍ ସମସ୍ୟା ଦୂର ହୁଏ। ମେଦବହୁଳ ରୋଗୀଙ୍କ ପାଇଁ ଏହା ମହୌଷଧୀ ଭଳି କାମ କରେ। କ୍ଷୀର ପିଇଲେ ମୋଟାପା ହେଉଥିବା ଅନେକ ବିଶ୍ୱାସ କରିଥାନ୍ତି। ତେବେ ପ୍ରତିଦିନ…
ରହସ୍ୟ ହୋଇ ରହିଛି ଆନ୍ଧ୍ରପ୍ରଦେଶର ଏଲୁରୁରେ ଅଜଣା ରୋଗ
ଏଲୁରୁ, ୭।୧୨- ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ଏଲୁରୁ ଅଞ୍ଚଳରେ ବ୍ୟାପିଥିବା ଅଜଣା ରୋଗ ରହସ୍ୟ ହୋଇ ରହିଛି। ଅଜଣା ରୋଗରେ ୩୪୦ ଜଣ ପୀଡ଼ିତ ହୋଇଥିବାବେଳେ ଏବେ ୧୫୭ ଜଣ ରୋଗୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଶନିବାର ରାତିରୁ…
ଆସନ୍ତାକାଲି ଗଡିବନି ମୋ-ବସ୍
ଭୁବନେଶ୍ୱର,୭।୧୨(ବ୍ୟୁରୋ)-ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ମୋ-ବସ ଚଳାଚଳକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବାତିଲ କରାଯାଇଛି। ଏ ନେଇ ସୋମବାର କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଟୁଇଟ କରି…
ଜାମସେଦପୁରର ପ୍ରଥମ ବିଜୟ
ଭାସ୍କୋ, ୭।୧୨- ନେରିଜୁସ୍ ଭାଲ୍ସକିସଙ୍କ ଡବଲ ଗୋଲ ବଳରେ ଜାମସେଦପୁର ଏଫସି ଚଳିତ ଆଇଏସ୍ଏଲ (ଇଣ୍ଡିଆନ ସୁପର ଲିଗ୍)ରେ ସୋମବାର ପ୍ରଥମ ବିଜୟ ହାସଲ କରିଛି। ଜାମସେଦପୁର ଏଫସି ୨-୧ ଗୋଲରେ ଏଟିକେ ମୋହନବାଗାନକୁ ହରାଇ ଦେଇଛି। ଏହା ଚଳିତ ଆଇଏସ୍ଏଲରେ…
ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତିର ତଦନ୍ତ କରିବେ ଲୋକାୟୁକ୍ତ
ଭୁବନେଶ୍ୱର,୭ା୧୨(ବ୍ୟୁରୋ)-ବିଜେଡିରୁ ନିଲମ୍ବିତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି । ଲୋକାୟୁକ୍ତ ତାଙ୍କ ଠକେଇ ମାମଲାର ତଦନ୍ତ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏ ନେଇ ଲୋକାୟୁକ୍ତଙ୍କୁ ସୁପାରିସ କରିଛନ୍ତି। ଲୋକାୟୁକ୍ତ ଗଠନ ହେବା ପରେ…
ଅକ୍ସିଜେନ ଅଭାବରୁ ପାକିସ୍ତାନରେ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ: ୭ ମେଡିକାଲ ଷ୍ଟାଫ ନିଲମ୍ବିତ
ପେଶାଓ୍ବାର, ୭।୧୨- ସରକାରୀ ମେଡିକାଲରେ ଅକ୍ସିଜେନ ଅଭାବରୁ ଜଣେ କୋଭିଡ୍-୧୯ ଆକ୍ରାନ୍ତଙ୍କ ମୃତ୍ୟୁ ମାମଲାରେ ୭ ଜଣ ଷ୍ଟାଫଙ୍କୁ ନିଲମ୍ବିତ କରାଯାଇଛି। କୋଭିଡ୍ ଆଇସୋଲେସନ ଓ୍ବାର୍ଡରେ ୫ ଜଣ ଆକ୍ରାନ୍ତ ଥିବାବଳେ ଜଣେ ଆଇସିୟୁରେ ଭର୍ତ୍ତି ଥିଲେ। ଯଥେଷ୍ଟ ଅକ୍ସିଜେନ ନ…
ରାୟଗଡ଼ାରେ ଏସ୍ଟିଏଫ୍ ଟିମ୍ର ଚଢ଼ାଉ: କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ରତ୍ନପଥର ଜବତ
ରାୟଗଡ଼ା ଅଫିସ,୭ା୧୨-ଓଡ଼ିଶା କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍(ସ୍ପେଶାଲ୍ ଟାସ୍କ ଫୋର୍ସ) ସୋମବାର ରାୟଗଡ଼ା ଜିଲାରୁ ବିପୁଳ ପରିମାଣର ମୂଲ୍ୟବାନ୍ ରତ୍ନପଥର ଜବତ କରିଛି। ରାୟଗଡ଼ା ସହରସ୍ଥିତ ଜଗନ୍ନାଥ କମ୍ପ୍ଲ୍ଲେକ୍ସର ଏକ ଘରେ ରତ୍ନପଥର ଗଚ୍ଛିତ ଥିବା ଏବଂ ବାହାର ରାଜ୍ୟକୁ ଚାଲାଣ କରିବାକୁ ଯୋଜନା…
ରାଜ୍ୟରେ ସୁସ୍ଥ ହେଲେ ୬୦୭ କରୋନା ଆକ୍ରାନ୍ତ: ମୟୂରଭଞ୍ଜରୁ ସର୍ବାଧିକ ସୁସ୍ଥ
ଭୁବନେଶ୍ୱର,୭ା୧୨(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୬୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୟୂରଭଞ୍ଜ ଜିଲାରୁ ସର୍ବାଧିକ ୯୬ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ନୂଆପଡାରୁ ୬୧, ସୁନ୍ଦରଗଡରୁ ୫୩, ଖୋର୍ଦ୍ଧାରୁ ୪୪, ଅନୁଗୋଳରୁ ୪୦, ସମ୍ବଲପୁରରୁ ୩୬, କଟକରୁ ୩୧, ବରଗଡରୁ ୨୫, କେନ୍ଦୁଝରରୁ…
ନିର୍ଦ୍ୱନ୍ଦ୍ୱରେ ଜିତିଲେ ସୁଶୀଲ ମୋଦି
ପାଟନା, ୭।୧୨- ପୂର୍ବତନ ବିହାର ଉପ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ସୁଶୀଲ କୁମାର ମୋଦି ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭା ଉପ ନିର୍ବାଚନରେ ବିଜୟୀ ହୋଇଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଲୋକ ଜନଶକ୍ତୀ ପାର୍ଟିର ପ୍ରତିଷ୍ଠାତା ରାମ ବିଳାଶ ପାଶ୍ୱାନଙ୍କ ବିୟୋଗ…
ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ ବାତିଲ
ଜୋହାନ୍ସବର୍ଗ, ୭।୧୨- ଭ୍ରମଣକାରୀ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଦିନିକିଆ ସିରିଜ୍କୁ ବାତିଲ କରି ଦିଆଯାଇଛି। ଦୁଇ ଦଳର କିଛି ଖେଳାଳିଙ୍କ କୋଭିଡ୍-୧୯ ଟେଷ୍ଟ ରିପୋର୍ଟ ପଜେଟିଭ ଆସିବା ପରେ ସିରିଜ୍କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି…
Archives


