ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ
ଭୁବନେଶ୍ୱର,୭।୧୨(ବ୍ୟୁରୋ): ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ସୋମବାର ଖାରଜ ହୋଇଛି। ଅନ୍ୟପଟେ ତାଙ୍କ ବିରୋଧରେ ଲୋକାୟୁକ୍ତ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପାରିସ କରିଛନ୍ତି। ଭୁବନେଶ୍ୱର ଏଡିଜେ-୩ ଜାମିନ ଆବେଦନ ଖାରଜ କରିବା ପରେ…
ଆଖି ବୁଜିଲା ଚିକିତ୍ସାଧୀନ ହାତୀ
ଦେବଗଡ଼,୭ା୧୨(ଡି.ଏନ୍.ଏ)-ଦେବଗଡ଼ ବନାଞ୍ଚଳ କଂସର ସେକ୍ସନ ଅଧୀନ ବିରିୟାମ ଗ୍ରାମ ନାଳରେ ପଡି ଚିକିତ୍ସାଧୀନ ଥିବା ବୟସ୍କା ମାଈହାତୀ ସୋମବାର ଆଖି ବୁଜିଛି। ତିଲେଇବଣୀ ପ୍ରାଣୀ ଚିକିତ୍ସକ ସତ୍ୟବ୍ରତ ମିଶ୍ର ମୃତହାତୀର ବ୍ୟବଚ୍ଛେଦ କରିବା ପରେ ସେଠାରେ ଏକ ଗାତ ଖୋଳି ପୋତି…
ଘରେ ଏମିତି ଭାବେ ଜୋତା ରଖୁଥିଲେ ସାବଧାନ : ମାଡ଼ି ଆସିବ ବିପଦ
ବାସ୍ତୁ ଅନୁଯାୟୀ, ସମସ୍ତ ଜିନିଷକୁ ଏକ ନିର୍ଦ୍ଦିଷ୍ଟ ଦିଗରେ ଏବଂ ଘରେ ଉପଯୁକ୍ତ ସ୍ଥାନରେ ରଖିବା ଶୁଭ ବୋଲି ବିବେଚନା କରାଯାଏ। ଘରେ ଜୋତା ଏବଂ ଚପଲ ରଖିବା ପାଇଁ ମଧ୍ୟ ବାସ୍ତୁଶାସ୍ତ୍ରରେ ଉପଯୁକ୍ତ ସ୍ଥାନ ରହିଛି। ପ୍ରାୟତଃ ଲୋକମାନେ ଜୋତା…
ଦ୍ୱିତୀୟ ବିଶ୍ୱଯୁଦ୍ଧର ସେହି ଲୋମହର୍ଷଣକାରୀ ଘଟଣା…
ଟିକେ ଚିନ୍ତା କରନ୍ତୁ ଆପଣ ସାମରିକ ବାହୀନର ଏକ ଅଂଶ। ଆଉ ଟ୍ରପିକାଲ ଦ୍ୱୀପରେ ଶତ୍ରୁ ଚାରି ଆଡ଼ୁ ଘେରି ରଖିଛନ୍ତି। ଏଠୁ ଖସିବାର ଏକମାତ୍ର ବାଟ ଜଳ ମାର୍ଗ, ଯାହାକି ଅତ୍ୟଧିକ ପଙ୍କୁଆ। ସେଥିରେ ଅଛନ୍ତି ବିଶ୍ୱର ସବୁଠୁ ବଡ଼…
ମଝି ରାସ୍ତାରେ ଗାଡ଼ି ରଖି ଏମିତି କଲେ ବ୍ୟକ୍ତି, ପ୍ରଶଂସା ନକରି ରହି ହେବନି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ…
ଭାଜପାରେ ସାମିଲ ହେଲେ ତେଲୁଗୁ ଅଭିନେତ୍ରୀ ବିଜୟା ଶାନ୍ତି
ନୂଆଦିଲ୍ଲୀ,୭।୧୨-ଭାଜପାରେ ସାମିଲ ହେଲେ ତେଲୁଗୁ ଫିଲ୍ମ ଅଭିନେତ୍ରୀ ବିଜୟା ଶାନ୍ତି। ନୂଆଦିଲ୍ଲୀଠାରେ ଭାଜପା ଅଧ୍ୟକ୍ଷ ଜେପ୍ପି ନଡ୍ଡାଙ୍କ ଉପସ୍ଥିତିରେ ବିଜୟା ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ସେ ରବିବାର ସାରେ ସାକ୍ଷାତ କରିଥିଲେ।…
ଭୁବନେଶ୍ୱରରୁ ଆଜି ପୁଣି ୨୮ ପଜିିଟିଭ୍ ଚିହ୍ନଟ: ୪୫ ସୁସ୍ଥ
ଭୁବନେଶ୍ୱର,୭।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୨୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୨ ଜଣ ରହିଥିବା ବେଳେ ଲୋକାଲ କେସ୍ ୧୬ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…
ଦେଖାଦେଇଥିଲା ଏମିତି ସଙ୍କଟ: ସୁନା ଗହଣା ସମ୍ପତ୍ତି ବିକି ଚଳୁଥିଲେ ରାଖୀ ସାୱନ୍ତ
ରାଖୀ ସାୱନ୍ତ ପୁଣି ଥରେ ବିଗ ବସ୍ରେ ନଜର ଆସିବେ। ଏହାପୂର୍ବରୁ, ରାଖୀ ବିଗ୍ ବସ୍ ସିଜିନ୍ର ଏକ ଅଂଶ ହୋଇପାରିଛନ୍ତି। ରାଖୀ ଚଳଚ୍ଚିତ୍ର ଜଗତରରୁ ବାହାରି ଅନେକ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି। ସେ କହିଛନ୍ତି ଗତ କିଛି ବର୍ଷ ମଧ୍ୟରେ…
ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଭ୍ୟାନକୁ ଧକ୍କା ଦେଲା ଟ୍ରେଲର, ୫ ମୃତ, ୧୦ ଗୁରୁତର
ଭିଲଓ୍ବାଡ଼ା,୭।୧୨-ରାଜସ୍ଥାନର ଭିଲଓ୍ବାଡ଼ା ଜିଲା ଜହାଜପୁର-ଶାହପୁରା ରାସ୍ତାରେ ରବିବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଭ୍ୟାନ ସହ ଟ୍ରେଲର ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ପାଇଁ…
ପ୍ରଥମ ଟେଷ୍ଟରେ ନ ଖେଳିପାରନ୍ତି ଜାଡେଜା
ନୂଆଦିଲ୍ଲୀ, ୭।୧୨- ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ନ ଖେଳି ପାରନ୍ତି। ପ୍ରଥମ ଟି୨୦ ମ୍ୟାଚ୍ରେ ମୁଣ୍ଡରେ ବଲ ବାଜିବା ଓ ମାଂସପେଶୀରେ ଆଘାତ କାରଣରୁ ତାଙ୍କୁ ବିଶ୍ରାମ ମିଳିପାରେ। ୩୨ ବର୍ଷୀୟ ଅଲରାଉଣ୍ଡରଙ୍କୁ…
କେବେହେଲେ ଘରେ ଲଗାନ୍ତୁ ନାହିଁ ଏସବୁ ଗଛ: ଲାଗି ରହିବ ଝଗଡ଼ା, ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ହେବେ
ଏପରି କିଛି ବୃକ୍ଷ ରହିଛି ଯାହାକୁ ଘରେ ଲଗାଇବା ଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ପାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ଏଣୁ ଏହାକୁ କେବେହେଲେ ଘରେ ଲଗାଇବା ଉଚିତ ନୁହେଁ। ଯଦି ଏହା ଥାଏ ତେବେ ତାହାକୁ ଘରୁ ବାହାର କରିଦେବା…
ଥରେ ନୁହେଁ ଦୁଇ ଦୁଇଥର ମୃତ୍ୟୁକୁ ଅତି ପାଖରୁ ଦେଖିଛନ୍ତି ବଲିଉଡ୍ର ଏହି ଲୋକପ୍ରିୟ ଅଭିନେତ୍ରୀ
ଅନେକ ଥର ଦେଖିଥିବେ ଫିଲ୍ମରେ, ଅଭିନେତ୍ରୀମାନେ ଗୁରୁତର ଦୁର୍ଘଟଣାର ଶିକାର ହୁଅନ୍ତି। କିନ୍ତୁ ସେମାନେ ମୃତ୍ୟୁ ମୁଖରୁ ବଞ୍ଚିକି ଆସିଥାନ୍ତି। ମାତ୍ର ଆପଣ କ’ଣ ଜାଣନ୍ତି ବାସ୍ତବ ଜୀବନରେ ନନେକ କଳାକାରଙ୍କ ସହିତ ମଧ୍ୟ ଏହା ଘଟିଛି। ଅନେକ ତାରକା ଅଛନ୍ତି…
Archives


