ଘରୋଇ ହେୟାର ମାସ୍କ
ଦହିରେ କେଶ ମୂଳକୁ ଭଲଭାବେ ମସାଜ କରନ୍ତୁ। ଦହି ଶୁଖିଗଲା ପରେ ସାମ୍ପୁ କରାଇ ନିଅନ୍ତୁ। ରାତିରେ ମେଥିକୁ ଭିଜାଇ ସକାଳେ ତା’ର ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ କେଶ ମୂଳରେ ଲଗାଇ ଶୁଖିବା ପରେ ଭଲଭାବେ ଧୋଇ ନିଅନ୍ତୁ।…
ମୁକେଶ ଅମ୍ବାନିଙ୍କ ବଡ଼ ଘୋଷଣା: ୨୦୨୧ରେ ଜିଓ ଆଣିବ ୫-ଜି
ନୂଆଦିଲ୍ଲୀ,୮।୧୨: ଦେଶର ଜିଓ ଉପଭୋକ୍ତା ୨୦୨୧ରେ ୫-ଜି ସୁବିଧା ପାଇପାରିବେ। ଏନେଇ ମୁକେଶ ଅମ୍ବାନି ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ଭାରତୀୟ ମୋବାଇଲ କଂଗ୍ରେସର ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ମୁକେଶ ଏଭଳି କହିଛନ୍ତି। ଦେଶର ୩୦ କୋଟି ୨-ଜି ଉପଭୋକ୍ତାଙ୍କୁ ସ୍ମାର୍ଟଫୋନ୍…
ଶୀତ ପୋଷାକର ଷ୍ଟାଇଲିସ୍ ଲୁକ୍
ଏବେ ହାଇଟେକ୍ ଯୁଗ । ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନର ଧାରା ଜାରି ରହିଛି। ଠିକ୍ ସେହିପରି ଫ୍ୟାଶନ ଦୁନିଆରେ ବି ପୋଷାକ ପରିଧାନରେ ପରିବର୍ତ୍ତନ ହୋଇଥାଏ। ଶୀତଦିନେ ସ୍ବେଟର, ଜ୍ୟାକେଟ୍, ଶାଲ୍ ଆଦି ପିନ୍ଧିବାକୁ ପଡ଼ିଥାଏ। ତେବେ ଫ୍ୟାଶନ ଟ୍ରେଣ୍ଡରେ ସାମିଲ…
କୃଷକଙ୍କ ସମର୍ଥନରେ ଆନ୍ନା ହଜାରେ, ରଖିଲେ ଗୋଟିଏ ଦିନର ଉପବାସ
ନୂଆଦିଲ୍ଲୀ,୮ ।୧୨: କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଗତ ୧୨ ଦିନ ହେବ ଦିଲ୍ଲୀ ସୀମାରେ କୃଷକଙ୍କ ଦ୍ୱାରା ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହାକୁ ନେଇ ମଙ୍ଗଳବାର କୃଷକମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି ।…
ଅନ୍ନଦାତାଙ୍କ ପ୍ରତି ମୋଦି-ଶାହାଙ୍କର ନାହିଁ ଦରଦ: ସଞ୍ଜୟ ରାଉତ
ମୁମ୍ବାଇ,୮।୧୨: ଦେଶବ୍ୟାପୀ ଅନ୍ନଦାତାଙ୍କ ପକ୍ଷରୁ ଜାରି ରହିଥିବା ଆନ୍ଦୋଳନ ନେଇ ଶିବସେନା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ୍ କରାଯାଇଛି। ଶିବସେନା ଏମ୍ପି ସଞ୍ଜୟ ରାଉତ ମଙ୍ଗଳବାର ଟୁଇଟ୍ କରି କହିଛନ୍ତି ଯେ, ଅନ୍ନଦାତାଙ୍କ ପ୍ରତି…
ବ୍ରିଟେନ୍ରେ ଟିକାକରଣ: ଭାରତୀୟ ବଂଶୋଦ୍ଭବ ହାରି ଶୁକ୍ଳାଙ୍କୁ ଟିକା
ନୂଆଦିଲ୍ଲୀ,୮।୧୨: ବ୍ରିଟେନରେ ମଙ୍ଗଳବାରଠାରୁ ଲୋକଙ୍କୁ ଫାଇଜର ଏବଂ ବାୟୋଏନ୍ଟେକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟିକା ଦିଆଯିବା ଆରମ୍ଭ ହୋଇଛି। ପ୍ରଥମ ଟିକା ୯୦ ବର୍ଷ ବୟସ୍କା ମହିଳା ମାଗରିଟ୍ କିନାନ୍ଙ୍କୁ ଦିଆଯାଇଛି। ଫାଇଜର ଏବଂ ବାୟୋଏନ୍ଟେକ୍ ଦ୍ୱାରା ପ୍ରସ୍ତୁତ…
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନଜରବନ୍ଦୀ
ନୂଆଦିଲ୍ଲୀ,୮ ।୧୨: କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନୂଆ କୃଷି ଆଇନକୁ ବିରୋଧ କରି ଗତ ୧୨ ଦିନ ହେବ ବିରୋଧ ପ୍ରଦର୍ଶନ କରିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ଏହାକୁ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ସମର୍ଥନ ଜଣାଇଛନ୍ତି…
କୃଷି ଆଇନକୁ ବିରୋଧ: ଚିତ୍ରକୋଣ୍ଡାରେ ଭାରତ ବନ୍ଦ ପ୍ରଭାବ
ଚିତ୍ରକୋଣ୍ଡା,୮।୧୨(ଡି.ଏନ୍.ଏ.): କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନକୁ ନେଇ ଦେଶବ୍ୟାପୀ ବିରୋଧ କରାଯାଉଛି। ଏହି କ୍ରମରେ ସାରାଦେଶରେ ଚାଷୀ ଆନ୍ଦୋଳନ ଜାରି ରଖିଥିବାବେଳେ ମଙ୍ଗଳବାର ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସ୍ବତଃସ୍ଫୁର୍ତ୍ତ ସମର୍ଥନ ମିଳିଛି।…
ଏହି ପ୍ରସିଦ୍ଧ ବ୍ୟାଟ୍ସମ୍ୟାନ୍ଙ୍କୁ କପି କଲେ ବିରାଟ କୋହଲି: ମିଳିଲା ଏମିତି ପ୍ରତିକ୍ରିୟା
ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳୁଛି। ଭାରତ ପ୍ରଥମ ମ୍ୟାଚକୁ ୧୧ ରନ ଏବଂ ଦ୍ୱିତୀୟ ମ୍ୟାଚରେ ୬ ଉଇକେଟ ବ୍ୟବଧାନରେ ଜିତିଥିଲା। ଦ୍ୱିତୀୟ ଟି -୨୦…
କୃଷି ଆଇନକୁ ବରଗଡ଼ରେ ବିରୋଧ: ରାଜରାସ୍ତାରେ ଜଳିଲା ନିଆଁ
ବରଗଡ଼ ଅଫିସ,୮।୧୨: କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନକୁ ନେଇ ଦେଶବ୍ୟାପୀ ବିରୋଧ କରାଯାଉଛି। ଏହି କ୍ରମରେ ସାରାଦେଶରେ ଚାଷୀ ଆନ୍ଦୋଳନ ଜାରି ରଖିଥିବାବେଳେ ମଙ୍ଗଳବାର ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସ୍ବତଃସ୍ଫୁର୍ତ୍ତ ସମର୍ଥନ…
ପଦ୍ମଶ୍ରୀ ଫେରାଇଲେ ପଞ୍ଜାବୀ କବି ସୁର୍ଜିତ
ନୂଆଦିଲ୍ଲୀ, ୮।୧୨: କୃଷକମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଖ୍ୟାତନାମା ପଞ୍ଜାବୀ କବି ଡ. ସୁର୍ଜିତ ପାଟର ପଦ୍ମଶ୍ରୀ ପୁରସ୍କାର ଫେରାଇଦେବାକୁ ସୋମବାର ଘୋଷଣା କରିଛନ୍ତି। ସେ ୨୦୧୨ରେ ପଦ୍ମଶ୍ରୀ ପାଇଥିଲେ। ଆନ୍ଦୋଳନରତ କୃଷକମାନଙ୍କ ଦାବି ପ୍ରତି କେନ୍ଦ୍ର ସରକାରଙ୍କ ସମ୍ବେଦନହୀନ ବ୍ୟବହାର…
ପୋଲିସ ଗୁଳିରେ ଭାଜପା କର୍ମୀଙ୍କ ମୃତ୍ୟୁ
ସିଲିଗୁଡ଼ି, ୮।୧୨: ପଶ୍ଚିମବଙ୍ଗର ସୋମବାର ଅପରାହ୍ନରେ ପୋଲିସ ସହ ସଂଘର୍ଷରେ ଜଣେ ଭାଜପା କର୍ମୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସିଲିଗୁଡ଼ିରେ ଉତ୍ତେଜନା ଦେଖାଦେଇଛି। ସିଲିଗୁଡିସ୍ଥିତ ଶାଖା ସଚିବାଳୟ କମ୍ପ୍ଲେକ୍ସ ବାହାରେ ତୃଣମୂଳ କଂଗ୍ରେସ ସରକାରଙ୍କ କୁଶାସନ ବିରୋଧରେ ଭାଜପା କର୍ମୀମାନେ…
Archives


