ଦାନ୍ତ ବିନ୍ଧୁଥିଲେ…

ଖାଇବା ପରେ ଆମେ ଭଲ ଭାବରେ କୁଳି କରି ପାଟିକୁ ଧୋଇବା ଦରକାର। ନ ହେଲେ ଦାନ୍ତ ମୂଳରେ ଖାଦ୍ୟପଦାର୍ଥର ଅବଶିଷ୍ଟାଂଶ ଲାଗି ରହି ଦାନ୍ତଜନିତ ସମସ୍ୟା ସୃଷ୍ଟି କରିଥାଏ। ଯଦି ଆପଣଙ୍କର ଦାନ୍ତ ବିନ୍ଧୁଛି, ତେବେ କେତେକ ଘରୋଇ ଉପଚାର ମାଧ୍ୟମରେ ଏଥିରୁ ଅନେକାଂଶରେ ଉପଶମ ଲାଭ କରିପାରିବେ। ମୌସୁମୀ ରସରେ କିଛି ହେଙ୍ଗୁ ମିଶାଇ ଏହି ମିଶ୍ରଣକୁ ତୁଳାଦ୍ୱାରା ବିନ୍ଧୁଥିବା ଦାନ୍ତମୂଳରେ ରଖନ୍ତୁ। ଏହାଦ୍ୱାରା ଦାନ୍ତ ବିନ୍ଧାରୁ କେତେକାଂଶରେ ଉପଶମ ମିଳିଥାଏ। ଦାନ୍ତମୂଳରେ ବ୍ୟାକ୍ଟେରିଆ ରହି ନିଜର ବଂଶ ବିସ୍ତାର କରିଥାଆନ୍ତି। ଦାନ୍ତ ବିନ୍ଧୁଥିଲେ ସେହି ସ୍ଥାନରେ ଲବଙ୍ଗ ରଖିଲେ ଏଥିରେ ଥିବା ଔଷଧୀୟ ଗୁଣ ବ୍ୟାକ୍ଟେରିଆଗୁଡିକୁ ଅନେକାଂଶରେ ନଷ୍ଟ କରିଦେଇଥାଆନ୍ତି। ରସୁଣରେ ଏଲିସନ୍‌ ନାମକ ତତ୍ତ୍ୱ ରହିଛି, ଯାହା ଦାନ୍ତ ବିନ୍ଧା କମାଇବାରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅକାଳ ବାର୍ଦ୍ଧକ୍ୟଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ…

ସପୁରୀ କେବଳ ସୁସ୍ବାଦୁ ନୁହେଁ ଏହା ଔଷଧୀୟ ଗୁଣରେ ମଧ୍ୟ ଭରପୁର। ସପୁରୀରେ ଭିଟାମିନ ବି-୧, ବି-୨, ବି-୩, ବି-୫, ଭିଟାମିନ-ସି ପ୍ରଚୁର ପରିମାଣରେ ଅଛି।...

ଭାଲେଣ୍ଟାଇନ୍ସ ଡେ’ ଆଉଟ୍‌ଫିଟ୍‌

ଆରମ୍ଭ ହୋଇଯାଇଛି ଭାଲେଣ୍ଟାଇନ୍ସ ଓ୍ବିକ୍‌। ଏହି ସ୍ପେଶାଲ ଅବସରରେ ଯୁବତୀ ଏବଂ ମହିଳା କିପରି ଗେଟ୍‌ଅପ୍‌ ନେଲେ ସୁନ୍ଦର ଲାଗିବେ ଜାଣିରଖନ୍ତୁ ଟିପ୍ସ… କ୍ରପ୍‌ ଟପ୍ସ...

ଘରକରଣା

ତରକାରି ଅଧିକ ରାଗ ହୋଇଥିଲେ ସେଥିରେ ତୁରନ୍ତ କିଛି ଘିଅ କିମ୍ବା ବଟର ମିଶାଇ ଦିଅନ୍ତୁ। ତରକାରିରେ କ୍ରିମ୍‌ କିମ୍ବା ଦହି ମିଶାଇ ଦେଲେ ତା’ର...

ଶାଢ଼ିରେ ସ୍ଲିମ୍‌

ଶାଢ଼ି ପିନ୍ଧି ସ୍ଲିମ୍‌ ଦେଖାଯିବା ପାଇଁ ହେଲେ ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେବାକୁ ହେବ। ବଡ଼ିଟାଇପ୍‌, ଶାଢିର ରଙ୍ଗ, ଶାଢିର ପ୍ରିଣ୍ଟ ଓ ପ୍ୟାଟର୍ନ...

ମସଲା କୋଲ୍ଡଡ୍ରିଙ୍କ୍‌ସ

ଆବଶ୍ୟକ ସାମଗ୍ରୀ – କୋକ୍‌ ୨ ଗ୍ଲାସ୍‌, ଚାହାଗୁଣ୍ଡ ୧ ଚାମଚ, ଚାଟ୍‌ ମସଲା ୧ ଚାମଚ, ଅଳ୍ପ ପରିମାଣରେ ପୋଦିନା, ଲେମ୍ବୁ ୨ ଖଣ୍ଡ,...

ସାଥୀଙ୍କ ବ୍ୟକ୍ତିଗତ କଥାରେ ମୁଣ୍ଡ ପୁରାନ୍ତୁ ନାହିଁ

ନୂଆବର୍ଷ ଲାଗି ସମସ୍ତଙ୍କ ମନରେ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଥାଏ। ବର୍ଷ ଆରମ୍ଭରୁ ବିଭିନ୍ନ ପ୍ରକାର ସଙ୍କଳ୍ପ ନେଇଥାନ୍ତି ଲୋକେ। ପ୍ରେମିଯୁଗଳ ମଧ୍ୟ ସାଥୀଙ୍କୁ ଖୁସି...

ଏହି ୫ ରାଶିର ବ୍ୟକ୍ତିଙ୍କ ଜାତକରେ ଅଛି ପ୍ରେମ ବିବାହ : କୌଣସି ପରିସ୍ଥିତିରେ ଛାଡ଼ନ୍ତି ନାହିଁ ପାର୍ଟନରଙ୍କ ହାତ

ହିନ୍ଦୁ ଧର୍ମରେ ବିବାହ ସମୟରେ ବର ଏବଂ କନ୍ୟାଙ୍କ ଜାତକ ମିଶାଇବା ପରମ୍ପରା ରହିଛି। ତେବେ ଅନେକ ଲୋକ ଜାତକ ସହିତ ଜଡିତ ପରମ୍ପରାକୁ ଅନୁସରଣ...

ଘରେ ସବୁବେଳେ କଳହ ଲାଗି ରହୁଛି କି.. ଏପରି ବାସ୍ତୁଦୋଷ କାରଣ ହୋଇପାରେ; ଜାଣନ୍ତୁ ଦୂର କରିବାର ଉପାୟ..

ଘରେ କଳହ ହେବାର ଅନେକ କାରଣ ରହିଛି। ବାସ୍ତୁଦୋଷ ଏବଂ ଗ୍ରହଦୋଷ ଏଥିପାଇଁ ମଧ୍ୟ ଦାୟୀ। ଘରର ରଙ୍ଗ, ଘରର ଉର୍ଜା(ଶକ୍ତିଂ), ଘରେ ରହୁଥିବା ଲୋକ...

Advertisement
Archives

Model This Week