ବୋମା ମିଳିବାରୁ ୧୩ ହଜାର ସ୍ଥାନାନ୍ତର
ବର୍ଲିନ, ୮ା୧୨: ଦ୍ୱିତୀୟ ବିଶ୍ୱଯୁଦ୍ଧବେଳର ଏକ ଅଫୁଟା ବୋମା ଜର୍ମାନୀର ଫ୍ରାଙ୍କଫର୍ଟରୁ ଠାବ କରାଯାଇଛି। ଧନଜୀବନ ହାନି ଆଶଙ୍କାରେ ସେଠାକାର ପ୍ରାୟ ୧୩ ହଜାର ବାସିନ୍ଦାଙ୍କୁ ରବିବାର ଜରୁରିକାଳୀନ ଭିତ୍ତିରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏକ କନଷ୍ଟ୍ରକଶନ ସାଇଟ୍ରେ ନିର୍ମାଣ…
ଜାନୁୟାରୀ ସୁଦ୍ଧା ୨ ଟିକା
ନୂଆଦିଲ୍ଲୀ, ୮।୧୨: ଜାନୁୟାରୀ ସୁଦ୍ଧା ଭାରତରେ ୨ଟି ଟିକା ଏବଂ ଏପ୍ରିଲ୍ ଶେଷ ବେଳକୁ ୪ଟି ଟିକା ଉପଲବ୍ଧ ହେବା ନେଇ ସରକାର ଆଶାବାଦୀ ଅଛନ୍ତି। ଅକ୍ସଫୋର୍ଡ ଏବଂ ଅଷ୍ଟ୍ରାଜେନିକା ପ୍ରସ୍ତୁତ କରୁଥିବା କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍ର କୋଭାକ୍ସିନ ଜାନୁୟାରୀରେ…
୪୦ ଦେଶରୁ ଆସିଛି ୭୦୦ ଫିଲ୍ମ
ଭୁବନେଶ୍ୱର,୮।୧୨(ବ୍ୟୁରୋ): ଓଡ଼ିଶାର ନିଜସ୍ବ ଓଟିଟି ପ୍ଲାଟ୍ଫର୍ମ ଆଓ ଟିଭି ପକ୍ଷରୁ ‘ଆଓ କ୍ରିଏଟିଭ୍ କଲେକ୍ଟିଭ୍ ଶର୍ଟ ଫିଲ୍ମ ଫେଷ୍ଟିଭାଲ ୨୦୨୦ ଆସନ୍ତା ଜାନୁୟାରୀରୁ ଆରମ୍ଭ ହେବ। ଦେଶ ବିଦେଶର ଶ୍ରେଷ୍ଠ ଓ ମନଛୁଆଁ ଫିଲ୍ମକୁ ନେଇ ଏହି ଅନ୍ଲାଇନ୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର…
ପାଇଥିବା ୯୧ ମୋବାଇଲ ଫୋନ୍ ବିକି ୨ ଗିରଫ
ଭୁବନେଶ୍ୱର,୮।୧୨(ବ୍ୟୁରୋ): ବସ୍ରୁ ଖସି ପଡିଥିଲା ମୋବାଇଲ୍ ଭର୍ତ୍ତି ପେଟି। ରାସ୍ତାରୁ ପାଇ ୯୧ ଦାମୀ ମୋବାଇଲ୍ ଫୋନ୍କୁ ବିକି ଦେଇଥିଲେ ୨ଜଣ ବନ୍ଧୁ। ଶେଷରେ ଲୋଭ ହେଲା କାଳ। ଦେଢ଼ବର୍ଷ ପରେ ଶହୀଦନଗର ଥାନା ପୋଲିସ ଉଭୟଙ୍କୁ ସୋମବାର ଗିରଫ କରିଛି।…
ବିବାହ ପାଇଁ ନେହା କରିଥିଲେ ପ୍ରପୋଜ, ରୋହନପ୍ରୀତ କହିଥିଲେ ନା
ବଲିଉଡ୍ ଗାୟିକ ନେହା କକ୍କର ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ରୋହନପ୍ରୀତ ସିଂଙ୍କୁ ବିବାହ କରି ତାଙ୍କ ଜୀବନ ଆରମ୍ଭ କରିଛନ୍ତି। ଜୀବନର ଏହି ନୂତନ ପର୍ଯ୍ୟାୟକୁ ସେ ବେଶ୍ ଉପଭୋଗ କରୁଛନ୍ତି। ନିକଟରେ ଟିଭି ପରଦାର ‘କପିଲ…
କାଳେ ସଙ୍ଗଠିତ ହୋଇଯିବେ
ଯାଜପୁର ଅଫିସ, ୮।୧୨: କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରାୟତଃ ବାହାର ଜିଲା ଓ ରାଜ୍ୟର ଶ୍ରମିକଙ୍କୁ ଠିକାଦାରଙ୍କ ଅଧୀନରେ ନିଯୁକ୍ତି ଦିଆଯାଉଛି। ବାହାର ଅଞ୍ଚଳର ପ୍ରାୟ ୩୦୦ ଠିକା ସଂସ୍ଥା ଏଠାରେ ନିୟୋଜିତ ଥିବା ଜଣାପଡିଛି। ସ୍ଥାନୀୟ ଲୋକେ କାଳେ ସଙ୍ଗଠିତ ହୋଇଯିବେ…
ହାଇକୋର୍ଟରେ ରିଟ୍ ପିଟିଶନ ଦାଖଲ: ଓଡ଼ିଶା ୟୁନିଭର୍ସିଟି ସଂଶୋଧିତ ଆଇନକୁ ବିରୋଧ
କଟକ ଅଫିସ, ୮।୧୨: ଓଡ଼ିଶା ୟୁନିଭର୍ସିଟି ସଂଶୋଧିତ ଆଇନକୁ ବିରୋଧ କରି ସୋମବାର ହାଇକୋର୍ଟରେ ରିଟ୍ ପିଟିଶନ ଦାଖଲ ହୋଇଛି। ମାମଲାରେ ମୁଖ୍ୟଶାସନ ସଚିବଙ୍କ ସମେତ ଆଉ ୪ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍ୟୁ)ର ପୂର୍ବତନ ପ୍ରଫେସର ଅଜୟ…
ଏକାମ୍ର କ୍ଷେତ୍ର ପରିଦର୍ଶନ କଲେ ୫-ଟି ସଚିବ
ଭୁବନେଶ୍ୱର,୮।୧୨(ବ୍ୟୁରୋ): ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ସୋମବାର ଭୋରରୁ ଭୁବନେଶ୍ୱର ଏକାମ୍ର କ୍ଷେତ୍ର ପ୍ରକଳ୍ପ ଅଞ୍ଚଳର ସ୍ଥିତି ତଦାରଖ କରିଛନ୍ତି। ସେ ଲିଙ୍ଗରାଜ ମନ୍ଦିରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଏହି ମେଗା ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଛନ୍ତି।…
ଗୁମର ଖୋଲି ସର୍ତ୍ତରେ ଆସିଲେ ଡେଭିଡ୍
ଭୁବନେଶ୍ୱର,୮।୧୨(ବ୍ୟୁରୋ): ଟାଟା ମୋଟର୍ସ କମ୍ପାନୀରେ ଚାକିରି ଦେବା ଆଳରେ ଠକେଇ କରି ଜେଲ ଯାଇଥିବା ଆକାଶ ପାଠକଙ୍କ ବ୍ୟକ୍ତିଗତ ସହାୟକ ଡେଭିଡ୍ ପିଟରଙ୍କୁ କ୍ରାଇବ୍ରାଞ୍ଚ ଟିମ୍ ସୋମବାର ଛାଡ଼ି ଦେଇଛି। ତାଙ୍କୁ ପୁଣେରୁ ଉଠାଇ ଆଣି ଭୁବନେଶ୍ୱରରେ ୩ଦିନ ଧରି ମାରାଥନ…
ତ୍ରାହି ଅଚ୍ୟୁତ ଆଶ୍ରମ ପ୍ରତିଷ୍ଠାତା ସୁର ବାବାଙ୍କ ପରଲୋକ
ବାଳକାଟୀ,୮।୧୨(ଡି.ଏନ୍.ଏ.);ବିବାଦୀୟ ବାବା ତଥା ରାଜଧାନୀ ଉପକଣ୍ଠ ଝିଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ର ମିଶ୍ର ଓରଫ୍ ସୁର ବାବାଙ୍କ ରବିବାର ରାତିରେ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ୭୯ ବର୍ଷ ବୟସରେ…
ଆଜି ପ୍ରଥମାଷ୍ଟମୀ: ଖୋଜାପଡ଼ିଛି ହଳଦୀପତ୍ର
କେନ୍ଦୁଝର, ୮ା୧୨(ସ୍ବ.ପ୍ର.)-ଓଡ଼ିଆ ଘରେ ବାର ମାସରେ ତେର ପର୍ବ। ସବୁ ପର୍ବରେ ଘର ପିଠାପଣାରେ ମହକି ଉଠେ। ଓଡ଼ିଆଣୀ ଘରେ ବିଭିନ୍ନ ପ୍ରକାରର ପିଠା ମଧ୍ୟରୁ ଏଣ୍ଡୁରୀ ପିଠା ନିଆରା। ପ୍ରଥମାଷ୍ଟମୀରେ ଏଣ୍ଡୁରି ପିଠା ଘରେ ଘରେ ହୋଇଥାଏ। ଏଣୁ ପ୍ରଥମାଷ୍ଟମୀ…
ଦେବଗଡ଼ ଏବିଭିପିର ନଗର ସମ୍ମିଳନୀ
ଦେବଗଡ଼, ୮ା୧୨(ଡ଼ି.ଏନ୍.ଏ.)-ଦେବଗଡ଼ ଜିଲା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ କାର୍ଯ୍ୟାଳୟ ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ (ଏବିଭିପି)ର ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ପ୍ରାନ୍ତ ସଙ୍ଗଠନ ସମ୍ପାଦକ ତଥା ପୂର୍ବତନ ରାଜ୍ୟ ସଭାପତି ଅଧ୍ୟାପକ ସୁକାନ୍ତ ସାହୁ ମୁଖ୍ୟ…
Archives


