ଆଇଏସ୍ଏଲ୍ : ହ୍ୟାଟ୍ରିକ୍ ବିଜୟ ସହ ଶୀର୍ଷରେ ମୁମ୍ବାଇ
ବାମ୍ବୋଲିମ୍, ୬।୧୨: ଇଣ୍ଡିଆନ ସୁପର୍ ଲିଗ୍ (ଆଇଏସ୍ଏଲ୍)ର ରବିବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ସିଟି ଏଫ୍ସି ୨-୦ ଗୋଲରେ ଓଡ଼ିଶା ଏଫ୍ସିକୁ ପରାସ୍ତ କରିଛି। ସ୍ଥାନୀୟ ଜିଏମ୍ସି ଷ୍ଟାଡିୟମରେ ଅନୁଷ୍ଠିତ ମୁକାବିଲାରେ ମୁମ୍ବାଇ ଦମ୍ଦାର ପ୍ରଦର୍ଶନ କରି କ୍ରମାଗତ ତୃତୀୟ ବିଜୟ…
ଅଖାବସ୍ତାରୁ ମା’ ଝିଅଙ୍କ ମୃତଦେହ ଜବତ
ନିରାକାରପୁର,୬ା୧୨(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଭୁଷଣ୍ଡପୁର ଫାଣ୍ଡି ଅଧୀନ ଅଭିମାନପୁର ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଘରର ବାରିପଟରେ ଥିବା ଏକ ଅଖାବସ୍ତାରୁ ଜଣେ ମହିଳା ଓ ତାଙ୍କ ୧୦ମାସର ଝିଅର ମୃତଦେହକୁ ପୋଲିସ…
ଖେଳରତ୍ନ ପୁରସ୍କାର ଫେରାଇବାକୁ ଧମକ ଦେଲେ ବକ୍ସର ବିଜେନ୍ଦର ସିଂ
ନୂଆଦିଲ୍ଲୀ,୬।୧୨: ଦିଲ୍ଲୀ-ହରିୟାଣା ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ରବିବାର ସାମିଲ ହୋଇଛନ୍ତି ଅଲିମ୍ପକ୍ ପଦକ ବିଜେତା ହରିୟାଣର ବକ୍ସର ବିଜେନ୍ଦର ସିଂ । ଆୟୋଳନରତ କୃଷକଙ୍କୁ ରବିବାର ଭେଟଛନ୍ତି ବିଜେନ୍ଦର। ସେ ନୂଆ କୃଷି ଆଇନକୁ ବିରୋଧ କରିବା ସହ ଏହାକୁ…
ସୟଦ ୟାସିର ନୱାଜ ଓଡିଶା ଛାତ୍ର କଂଗ୍ରେସର ନୂଆ ସଭାପତି ନିଯୁକ୍ତ
ଭୁବନେଶ୍ୱର,୬।୧୨-ଓଡ଼ିଶା ଛାତ୍ର କଂଗ୍ରେସର ନୂତନ ସଭାପତି ବାଛିଛି ଏଆଇସିସି। ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିଅନ୍ ଅଫ ଇଣ୍ଡିଆ(ଏନ୍ଏସ୍ୟୁଆଇ) ଓଡ଼ିଶା ଶାଖାର ନୂଆ ସଭାପତି ଭାବେ ସୟଦ ୟାସିର ନୱାଜଙ୍କୁ ନିଯୁକ୍ତି ଦିଆଯାଇଛି। ଅଲ୍ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି) ସଭାପତିଙ୍କ ଅନୁମୋଦନକ୍ରମେ ନୱାଜଙ୍କ ନାମରେ…
ଏଲଓସି ଦେଇ ଜମ୍ମୁ-କଶ୍ମରୀରେ ପ୍ରବେଶ କଲେ ପିଓକେର ଦୁଇ ନାବାଳିକା ଭଉଣୀ
ପୁଞ୍ଚ,୬।୧୨: ପାକିସ୍ତାନ ଅଧିକୃତ କଶ୍ମରୀ (ପିଓକେ)ର ଦୁଇ ନାବାଳିକା ଭଉଣୀ ଏଲଓସି ଅତିକ୍ରମ କରି ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟରରେ ପ୍ରବେଶ କରିଛନ୍ତି। ଲାଇନ ଅଫ୍ କଣ୍ଟ୍ରୋଲରେ ନିଯୁକ୍ତ ଭାରତୀୟ ସେନା ଦୁଇ ଅନୁପ୍ରବେଶକାରୀଙ୍କୁ ରବିବାର ସକାଳେ ଠାବ କରିଥିଲା । ତାଙ୍କୁ…
ଥରିଲା ଆଣ୍ଡାମାନ
ପୋର୍ଟବ୍ଲେୟାର୍,୬।୧୨: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଡିଜିଲିପୁରରୁ ୫୫ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ଭୂକମ୍ପ ସୃଷ୍ଟି ହୋଇଛି। ରିଚ୍ଟର ସ୍କେଲରେ ହୋଇଥିବା ଭୂକମ୍ପର ମାତ୍ରା…
ଭୁବନେଶ୍ୱରରୁ ଆଜି ୩୧ ପଜିଟିଭ ଚିହ୍ନଟ: ଲୋକାଲ କେସ୍ ୨୫
ଭୁବନେଶ୍ୱର,୬ା୧୨(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୬ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୫ ରହିଛି। ସେହିପରି ଭୁବନେଶ୍ୱରରୁ ୪୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ…
ଆନ୍ଧ୍ର ପ୍ରଦେଶର ଏଲୁରୁରେ ଅଜଣା ରୋଗ: ମେଡିକାଲରେ ୨୦୦ ଭର୍ତ୍ତି
ଏଲୁରୁ,୬।୧୨: ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରି ଜିଲା ଇଲୁରୁ ଟାଉନର ଏକ ଭିନ୍ନ ଅଞ୍ଚଳର ବାସୀନ୍ଦାଙ୍କଠାରେ ଏକ ଅଜଣା ରୋଗର ଲକ୍ଷଣ ଦେଖାଯାଉଛି। ଏହା ଉପରେ ନଜର ରଖିଛନ୍ତି ସ୍ବାସ୍ଥ୍ୟ ଓ ମେଡିକାଲ ବିଶେଷଜ୍ଞମାନେ। ମିଳିଥିବା ସୂଚନା ମୁତାବକ, ଅଜଣା ରୋଗରେ…
ମାଳଦ୍ୱୀପରେ ଚାଦର ଗୁଡେଇ ଫଟୋଶୁଟ୍ କଲେ ହିନା ଖାନ: ଫ୍ୟାନମାନେ କହିଲେ ଏମିତି…
ମୁମ୍ବାଇ,୬।୧୨-ବଲିଉଡ ଅଭିନେତ୍ରୀ ହିନା ଖାନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ବର୍ତ୍ତମାନ ହିନା ନିଜର ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ସମୁଦ୍ର କୂଳରେ…
ସହଜ କ୍ୟାଚ୍ ହାତଛଡା କଲେ ବିରାଟ କୋହଲି, ତଥାପି ଆଉଟ୍ ହେଲେ ଖେଳାଳି
ସିଡ୍ନୀ,୬।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଏକ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ରବିବାର ଅତି ସହଜ କ୍ୟାଚ ଛାଡିଥିଲେ ସୁଦ୍ଧା ଖେଳାଳି ଆଉଟ୍ ହୋଇଥିଲେ। ୱାଶିଂଟନ ସୁନ୍ଦର ଅଷ୍ଟ୍ରେଲୀୟ ଇନିଂସର ୭.୬…
କଂଗ୍ରେସରୁ ଇସ୍ତଫା ଦେଲେ ବିଜୟାଶାନ୍ତି: ଭାଜପାରେ ହେବେ ସାମିଲ
ହାଇଦ୍ରାବାଦ,୬।୧୨-କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ଅଭିନେତ୍ରୀ ବିଜୟା ଶାନ୍ତି ରବିବାର ଦଳରୁ ଇସ୍ତଫା ଦେଇଛନ୍ତି। ଫଳରେ ତେଲେଙ୍ଗାନା କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। ସୋମବାର ବିଜୟା ଦିଲ୍ଲୀରେ ଭାଜପା ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ଭାଜପାରେ ସାମିଲ ହେବେ। ଏହାପୂର୍ବରୁ ଆଜି…
ଅନ୍ଲାଇନ୍ରେ ଅବଢ଼ା ବିକ୍ରିକୁ ନେଇ ଅସନ୍ତୋଷ
ଭୁବନେଶ୍ୱର,୬ା୧୨(ବ୍ୟୁରୋ): ଅନ୍ଲାଇନରେ ଲିଙ୍ଗରାଜ ଓ ଅନନ୍ତ ବାସୁଦେବଙ୍କ ଅବଢ଼ା ବିକ୍ରିକୁ ନେଇ ଅସନ୍ତୋଷ ଦେଖାଦେଇଛି। ଅନ୍ଲାଇନ୍ରେ କିଛି ସଂସ୍ଥା ଏହି ଦୁଇ ମନ୍ଦିରର ଅବଢ଼ା ଯୋଗାଉଥିବାରୁ ଏହାକୁ ନେଇ ଥାନାରେ ଏତଲା ହୋଇଛି। ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ସଂପୃକ୍ତ ସଂସ୍ଥା ନାଁରେ…
Archives


