Home Left

ଏବେ ହେବନି ୟୁଜି-ପିଜି ପରୀକ୍ଷା

ଭୁବନେଶ୍ୱର,୭।୧୨(ବ୍ୟୁରୋ): ଏବେ ୟୁଜି କିମ୍ବା ପିଜି ପରୀକ୍ଷା କରାଯିବ ନାହିଁ। ଏନେଇ ସମସ୍ତ କୁଳପତି ଓ ଅଧ୍ୟକ୍ଷଙ୍କୁ ଚିଠି କରିଛନ୍ତି ଉଚ୍ଚଶିକ୍ଷା ସଚିବ। କରୋନା ସ୍ଥିତି ନେଇ ପିଲାଙ୍କୁ ଅନ୍‌ଲାଇନ୍‌ରେ ପାଠପଢ଼ା ଯାଉଛି। ଏଣୁ ଏବେ ପରୀକ୍ଷା କରିବା ଉଚିତ ହେବ…

ବିବାହର ୩ ଦିନ ପୂର୍ବରୁ କନ୍ୟାହେଲେ କରୋନା ପଜିଟିଭ୍‌: ସବୁ ଯୋଗାଡ଼ ସରିଥିବାରୁ ବର କଲେ ଏମିତି ବିବାହ

ବିବାହର ୩ ଦିନ ପୂର୍ବରୁ କନ୍ୟା କରୋନା ପରୀକ୍ଷା କରାଇଥିଲେ। ପରେ ତାଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଥିଲା। ମାତ୍ର ଏହା ସତ୍ତ୍ୱେ ବର, କନ୍ୟା ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ନିକଟତର…

ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର,୭।୧୨(ବ୍ୟୁରୋ): ବସ୍‌ ଭଡା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ତେଲ ଦର ବୃଦ୍ଧି ପାଇଥିବାରୁ ବସ୍‌ ଭଡ଼ାକୁ ବଢ଼ାଯାଇଛି। ସାଧାରଣ ବସ୍‌ ଭଡା କିମି ପିଛା ୭୨ରୁ ୭୩ ପଇସା ହୋଇଥିବା ବେଳେ ଏକ୍ସପ୍ରେସ୍‌ ଭଡା ୭୫ ପଇସାରୁ ବଢ଼ି ୭୬…

ଅଧିକ ଲୁଣ ଖାଉଛନ୍ତି କି? ଦେଖାଦେଇପାରେ ଏହି ଜଟିଳ ସ୍ବାସ୍ଥ୍ୟ ସମସ୍ୟା; ଜାଣନ୍ତୁ..

ଆଜିକାଲି ସମୟରେ କିଡନୀ ଷ୍ଟୋନ୍‌ ଏକ ସାଧାରଣ ସମସ୍ୟା ପାଲଟିଛି। ହେଲେ ପୋଷକ ତତ୍ତ୍ୱ କମ୍‌ ହେବା କାରଣରୁ ମଧ୍ୟ ଏହି ଷ୍ଟୋନ୍‌ ହୋଇଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଶରୀରରେ ପୋଟାଶିୟମ, ପ୍ରୋଟିନ୍‌, ସୋଡିୟମ(ଲବଣ) ଏବଂ ଶୁଗାର(ସର୍କରା) ଆଦି କମ୍‌ ହେବା…

ଏକଦା ରାତାରାତି ଭୟରେ ଖାଲି ହୋଇଯାଇଥିଲା ଏହି ସହର

ବିଶ୍ୱରେ ଅନେକ କିଛି ରହସ୍ୟ ଅଛି, ଯାହା ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି ନାହିଁ। ଏପରି ଏକ ରହସ୍ୟ ପୂର୍ଣ୍ଣ ଯାଗା ହେଉଛି ସାଇପ୍ରସର ଭରୋସା ସହର। କିନ୍ତୁ ବର୍ତ୍ତମାନ ଏହି ସହରଟି ଜନଶୂନ୍ୟ ହୋଇଯାଇଛି। ଭରୋସା ଭୂତ ସହର ଭାବରେ…

କୋହଲିଙ୍କ ଘରଠାରୁ ଦୁଇଗୁଣ ମହଙ୍ଗା ଘର; ବାପାଙ୍କଠାରୁ ଦୂରରେ ଏଠାରେ ରହୁଛନ୍ତି ଯୁବରାଜ

ଭାରତୀୟ କ୍ରିକେଟ ଟିମ୍‌ର ସୁପରଷ୍ଟାର ଖେଳାଳି ହେଲେ ଯୁବରାଜ ସିଂହ। ବିଶ୍ୱକପ୍‌ରେ ସେ ପ୍ଲେୟାର ଅଫ୍‌ ଦ ଟୁର୍ନାମେଣ୍ଟ ପୁରସ୍କାର ଜିତିଥିଲେ। ତେବେ ଯୁବରାଜ ଯେତିକି ନିଜର ଖେଳ ପାଇଁ ପରିଚିତ ସେତିକି ନିଜର ଜୀବନଚର୍ଯ୍ୟା ପାଇଁ । ବହୁତ କମ୍‌…

ଶୀଘ୍ର ଖାଦ୍ୟ ଖାଇବା ଓ କାର୍ଯ୍ୟଦକ୍ଷତା

କେତେକ ବ୍ୟକ୍ତି ତରତର ହୋଇ ଖାଦ୍ୟ ଖାଇଥାଆନ୍ତି। ହେଲେ ଏହାର ପ୍ରଭାବ ସେମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପଡିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ଏକ ସର୍ଭେରୁ ଜଣାପଡିଛି। ‘ଶୀଘ୍ର ଖାଇବା ଏବଂ କାର୍ଯ୍ୟଦକ୍ଷତା’ ବିଷୟକୁ ନେଇ ୟୁନିଭର୍ସିଟି ଅଫ ସିଡ୍‌ନୀର ପୁଷ୍ଟିବିଜ୍ଞାନୀମାନେ…

ଏହି ୪ ଗୁଣ ଥିବା ବ୍ୟକ୍ତିଙ୍କ ପାଖରେ ରୁହେ ନାହିଁ ଧନର ଅଭାବ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ

ସର୍ବଶ୍ରେଷ୍ଠ ବିଦ୍ୱାନମାନଙ୍କ ମଧ୍ୟରୁ ଜଣେ ହେଲେ ଚାଣକ୍ୟ। ସେ ଜଣେ କୁଶଳ ରାଜନୀତିଜ୍ଞ, ସଫଳ ଅର୍ଥଶାସ୍ତ୍ରୀ ଥିଲେ। ତାଙ୍କର ସବୁ ବିଷୟରେ ଜ୍ଞାନ ଥିବା କୁହାଯାଏ। ସେ ନିଜର ନୀତିଶାସ୍ତ୍ରରେ କେଉଁ ଲୋକଙ୍କୁ ନିଜର ଗୁଣ ପାଇଁ ଧନପ୍ରାପ୍ତି ହୋଇଥାଏ ତାହା…

ଭାରତକୁ ଚୋରା ସୁନା ଚାଲାଣ: ଦୁବାଇରୁ ବିହାର ପର୍ଯ୍ୟନ୍ତ ଲମ୍ବିଛି ଚେର

ନୂଆଦିଲ୍ଲୀ,୭।୧୨: ଭାରତକୁ ଦୁବାଇ ଏବଂ ମ୍ୟାନ୍‌ମାରରୁ ଚୋରା ସୁନା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି। ଚୋରା ସୁନା ଚାଲାଣ ପାଇଁ କାର୍ଯ୍ୟ କରୁଥିବା ର଼୍ୟାକେଟର ଚେର ଦୁବାଇରୁ ବିହାର ପର୍ଯ୍ୟନ୍ତ ଚେର ଲମ୍ବିଛି। ବିହାର ବାଟେ ଚୋରା ସୁନା ଭାରତର ବିଭିନ୍ନ…

କରୋନା ମହାମାରୀ ସମ୍ପର୍କିତ ଦୁର୍ନୀତି: କେନ୍ଦ୍ର ସରକାରଙ୍କ ପାଖରେ ୪୦ ହଜାର ଅଭିଯୋଗ

ନୂଆଦିଲ୍ଲୀ,୭।୧୨: କରୋନା ମହାମାରୀ ଦେଶରେ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ଚିକିତ୍ସା ତଥା ଅନ୍ୟ କେତେକ କ୍ଷେତ୍ରରେ ଦୁର୍ନୀତି ବଢ଼ିବାରେ ଲାଗିଛି। କରୋନା ମହାମାରୀକୁ ନେଇ ଦୁର୍ନୀତି ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିନ୍ତା ପ୍ରକାଶ ପାଇଛି। ଇତିମଧ୍ୟରେ କେନ୍ଦ୍ର…

୧୨ ବର୍ଷ ଧରି ବିଛଣାରେ ପଡ଼ିଥିଲେ ଏହି ଯୁବକ, ଜୀବନ ବଦଳାଇଲେ ସୋନୁ ସୁଦ

ମୁମ୍ବାଇ: ଅଭିନେତା ସୋନୁ ସୁଦ କରୋନା ଯୋଗୁ ଲକ୍‌ଡାଉନ ସମୟରୁ ଚର୍ଚ୍ଚାରେ ରହିଆସିଛନ୍ତି। ସୋନୁଙ୍କୁ କରନାଲସ୍ଥିତ ବିର୍କି ହସ୍ପିଟାଲର ଯୁବ ନ୍ୟୁରୋ ସର୍ଜନ ଡାକ୍ତର ଅଶି୍ବନୀଙ୍କ ଭରପୂର ସହଯୋଗ ମିଳୁଛି। ସୋନୁଙ୍କ ଯୋଗୁ ଗତ ୧୨ବର୍ଷ ହେବ ଜୀବନ-ମୃତ୍ୟୁ ସହ ସଂଘର୍ଷ…

ସ୍ବାସ୍ଥ୍ୟୋପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଦୃଷ୍ଟି ଶକ୍ତିକୁ ଆହୁରି ପ୍ରଖର କରିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ମଧ୍ୟ ଭରି ରହିଛି। ପାଚନ କ୍ରିୟାକୁ ସକ୍ରିୟ କରିବାରେ ଅମୃତଭଣ୍ଡା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri