ସମୁଦ୍ରରୁ ମିଳିଲା ଏପରି ଜିନିଷ, ରାତାରାତି କୋଟିପତି ହେଲେ ମତ୍ସ୍ୟଜୀବୀ
କଥାରେ ଅଛି, ଈଶ୍ୱର ଯାହାକୁ ଦିଅନ୍ତି ଛପର ଫାଡ଼ି କି ଦିଅନ୍ତି। ସେମିତି ଏକ ଘଟଣା ଥାଇଲାଣ୍ଡରୁ ସାମ୍ନାକୁ ଆସିଛି। ଆଶା କରାଯାଉଥିବା ଅଧିକ କିଛି ପାଇବା ପରେ ଲୋକଙ୍କ ଗୋଡ଼ ତଳେ ଲାଗେନି। ଯାହାକି ଜଣେ ମତ୍ସ୍ୟଜୀବୀଙ୍କ କ୍ଷେତ୍ରରେ ଘଟିଛି।…
‘ପରୀ’ ପରିବାରକୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୩।୧୨(ବ୍ୟୁରୋ): ନୟାଗଡ଼ର ‘ପରୀ’ ହତ୍ୟା ନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ କରାଯାଇଥିବା ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଗୁରୁବାର ଶୁଣାଣି ହୋଇଛି। ପରୀ ପରିବାରକୁ ସୁରକ୍ଷା ଦେବାକୁ ନୟାଗଡ଼ ଏସ୍ପିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମାମଲାର ଅପ୍ଡେଟ୍ ଷ୍ଟାଟ୍ସ ରିପୋର୍ଟ…
ଶାହାଙ୍କୁ ଭେଟିଲେ ଅମରିନ୍ଦର: ଅନ୍ନଦାତାଙ୍କ ଆନ୍ଦୋଳନ ଦେଶ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛି
ନୂଆଦିଲ୍ଲୀ,୩।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଦେଶବ୍ୟାପି ଅନ୍ନଦାତା ଆନ୍ଦୋଳନ ଜାରି ରଖିଛନ୍ତି। ଏପରିସ୍ଥଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାକୁ ସାକ୍ଷାତ୍ କରିଛନ୍ତି। ଅମରିନ୍ଦର ଅନ୍ନଦାତାଙ୍କ ଆନ୍ଦୋଳନ ସମସ୍ୟାର ସମାଧାନ ପାଇଁ…
ଏଠାରେ ଯୁବତୀଙ୍କୁ ଜୋରଜବରଦସ୍ତ ଘରୁ ଉଠାଇ ନେଇ ବିବାହ କରିଥାନ୍ତି ଯୁବକ
ଇଣ୍ଡୋନେସିଆ ବାଲିର ପୂର୍ବ ଭାଗରେ ସୁମ୍ବା ନାମକ ଏକ ଦ୍ୱୀପରେ ବିଭିନ୍ନ ପ୍ରାଚୀନ ସାଂସ୍କୃତିକ ପରମ୍ପରାକୁ ଅନୁସରଣ କରାଯାଇଥାଏ। କିନ୍ତୁ ବିବାଦୀୟ ପରମ୍ପରା ହେତୁ ଏହି ଦ୍ୱୀପ ଚର୍ଚ୍ଚାରେ ରହିଥାଏ। ପ୍ରକୃତପକ୍ଷେ ସୁମ୍ବାରେ ଯଦି କେହି ଯୁବକଙ୍କ କୌଣସି ଯୁବତୀ ପସନ୍ଦ…
ଅନ୍ନଦାତାଙ୍କ ଆନ୍ଦୋଳନ ନେଇ ହରିୟାଣା ସରକାରରେ ଫାଟ: ଉପମୁଖ୍ୟମନ୍ତ୍ରୀ ଦେଇପାରନ୍ତି ଇସ୍ତଫା
ଚଣ୍ଡିଗଡ଼,୩।୧୨: ଅନ୍ନଦାତାଙ୍କ ଆନ୍ଦୋଳନ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟରଙ୍କ ସରକାରରେ ଫାଟ ବଢ଼ିବାରେ ଲାଗିଛି। ରାଜ୍ୟ ଭାଜପା ସରକାରରେ ସହଯୋଗୀ ଥିବା ଜନନାୟକ ଜନତା ପାର୍ଟି(ଜେଜେପି)ର ସଦସ୍ୟ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ହରିୟାଣାରେ ଜେଜେପିର ଦୁଷ୍ମନ୍ତ ଚୌତାଲା ଉପମୁଖ୍ୟମନ୍ତ୍ରୀ…
ଭୁଲରେ ବି କାହାକୁ କୁହନ୍ତୁ ନାହିଁ ନିଜ ବିଷୟରେ ଏସବୁ କଥା, ନଚେତ ପଡ଼ିବେ ଅସୁବିଧାରେ
ଆଚାର୍ଯ୍ୟ ଚାଣକ୍ୟ ନିଜ ‘ନୀତି ଶାସ୍ତ୍ର’ରେ ମନୁଷ୍ୟ ଜୀବନକୁ ସରଳ ଏବଂ ସଫଳ କରିବା ସହ ଜଡିତ ଅନେକ ବିଷୟ ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତିର ଚତୁର୍ଦ୍ଦଶ ଅଧ୍ୟାୟର ୧୭ ତମ ଶ୍ଲୋକରେ ଆଚାର୍ଯ୍ୟ ସେ କହିଛନ୍ତି, ଜଣେ ଜ୍ଞାନୀ ବ୍ୟକ୍ତି…
ଅନ୍ଲାଇନ୍ରେ ଫୁଡ୍ ଅର୍ଡର କରିଥିଲେ ଯୁବତୀ, ଏକାସାଙ୍ଗରେ ପହଞ୍ଚିଲେ ୪୨ ଡେଲିଭରୀ ବୟ; କାରଣ ଜାଣିଲେ…
ଫିଲିପାଇନ୍ସରୁ ଏକ ରୋଚକ ଖବର ସାମ୍ନାକୁ ଆସିଛି। ଯେଉଁଠି ଜଣେ ଯୁବତୀ ଅନ୍ଲାଇନ୍ରେ ଫୁଡ୍ ଅର୍ଡର କରିଥିଲେ। ତେବେ ଏହି ଅର୍ଡରକୁ ନେଇ ଏକାସାଙ୍ଗରେ ୪୨ ଜଣ ଡେଲିଭରୀ ବୟ ଆସି ଯୁବତୀଙ୍କ ପାଖରେ ପହଞ୍ଚିଗଲେ। ତେବେ ଯୁବତୀ ଜଣଙ୍କୁ ବୁଝାପଡ଼ିଲା…
କରୋନା ଲଢ଼େଇ: ଶତ୍ରୁ ରାଷ୍ଟ୍ର ବି ପାଲଟିଲେ ମିତ୍ର
ଓ୍ବାଶିଂଟନ,୩।୧୨: କରୋନା ମହାମାରୀ ଲଢ଼େଇରେ ପୃଥିବୀର ବିଭିନ୍ନ ରାଷ୍ଟ୍ରର ବୈଜ୍ଞାନିକ ଔଷଧ ପ୍ରସ୍ତୁତି ପାଇଁ ଦିନରାତି ଲାଗି ରହିଛନ୍ତି। ପୃଥିବୀର କଲ୍ୟାଣ ପାଇଁ ଶତ୍ରୁ ରାଷ୍ଟ୍ର ବି କରୋନା ବିରୋଧରେ ମିତ୍ର ଭଳି କାମ କରିଛନ୍ତି। ଏମ୍-ଆର୍ଏନ୍ଏ(ଏମ୍-ରାଇବୋ ନ୍ୟୁକ୍ଲିକ୍ଏସିଡ୍) ଜ୍ଞାନକୌଶଳ କ୍ଷେତ୍ରରେ…
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜାଫରଉଲ୍ଲା ଜମାଲିଙ୍କ ପରଲୋକ
ଇସ୍ଲାମାବାଦ,୩ ।୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜାଫରଉଲ୍ଲା ଜମାଲିଙ୍କ ୭୬ ବର୍ଷ ବୟସରେ ପରଲୋକ ହୋଇଛି । ରାୱଲପିଣ୍ଡିର ଏକ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ବୁଧବାର ସନ୍ଧ୍ୟାରେ ପରଲୋକ ହୋଇଥିବା ସୂଚନା ମିଳିଛି । ଏ ସମ୍ପର୍କରେ ତାଙ୍କ ସମ୍ପର୍କୀୟ…
ଭାଙ୍ଗିଗଲା ବିଶ୍ୱର ସବୁଠାରୁ ବଡ ଆଣ୍ଟେନା: ଏଲିଅନଙ୍କ ସମ୍ପର୍କରେ ମିଳି ପାରିବନି ସୂଚନା !
ଆରେକିବୋ,୩ ।୧୨: ବିଶ୍ୱର ସବୁଠାରୁ ବଡ ଟେଲିସ୍କୋପ ମଙ୍ଗଳବାର ବିଳମ୍ବିତ ରାତିରେ ଭାଙ୍ଗି ଯାଇଥିବା ସୂଚନା ମିଳିଛି । ଆଣ୍ଟେନା ଉପରେ ଟାୱାର ଓ କେବଲ୍ ପଡିଯିବା ଫଳରେ ଏହା ପାଖାପାଖି ୪୫୦ ଫୁଟ ତଳକୁ ପଡିଯାଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା…
ପ୍ରତିରକ୍ଷା ମନ୍ତ୍ରୀ ଚୟନ ନେଇ ଚାପରେ ବାଇଡେନ୍
ଓ୍ବାଶିଂଟନ,୩।୧୨: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ଡେମୋକ୍ରାଟିକ୍ ପାର୍ଟିର ଜୋ ବାଇଡେନ୍ ଏବେ ନୂଆ ପ୍ରତିରକ୍ଷା ମନ୍ତ୍ରୀ ଚୟନ କରିବା ନେଇ ଚିନ୍ତାରେ ପଡ଼ିଛନ୍ତି। ଦଳର ୨ ଗୋଷ୍ଠୀ ଏନେଇ ବାଇଡେନ୍ଙ୍କ ଉପରେ ଚାପ ପକାଯାଉଥିବା ଚର୍ଚ୍ଚା ହେଉଛି। ଗୋଟିଏ…
ଧର୍ମପାଲଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ନବୀନ
ଭୁବନେଶ୍ୱର,୩।୧୨(ବ୍ୟୁରୋ): ଏମ୍ଡିଏଚ୍ର ମୁଖ୍ୟ ଧର୍ମପାଲ ଗୁଲାଟିଙ୍କ ନିଧନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିଛନ୍ତି। ଏହି ଖବର ଶୁଣିସେ ଦୁଃଖିତ। ଭାରତୀୟ ଉଦ୍ୟୋଗୀ ଯାତ୍ରାର ସେ ଜଣେ ବିରଳ ଦୃଷ୍ଟାନ୍ତ। ଧର୍ମପାଲ ଏମ୍ଡିଏଚ୍ ମସଲାକୁ ଏକ ବ୍ରାଣ୍ଡରେ ପରିଣତ କରିଥିଲେ। ବ୍ୟବସାୟ…
Archives


