ହୋଟେଲରେ ଚାଲିଥିଲା ହାଇ ପ୍ରୋଫାଇଲ ଜୁଆଖେଳ, ୧୨ ଗିରଫ
ରାଉରକେଲା ଅଫିସ,୧୯ା୧୨: ଇସ୍ପାତ ସହରସ୍ଥିତ ଏକ ହୋଟେଲରେ ହାଇ-ପ୍ରୋଫାଇଲ ଜୁଆ ଖେଳ ଚାଲିଥିବା ବେଳେ ପ୍ଲାଣ୍ଟ ସାଇଟ ଥାନା ପୋଲିସ ଅତର୍କିତ ଚଢ଼ାଉ କରି ୧୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ଶୁଭକାନ୍ତ ବେହେରା, ସରୋଜ ଅଗ୍ରୱାଲ, ରାଜୁ…
ଲଜ୍ଜାଜନକ ସ୍କୋର ୩୬/୯: ସେହଓ୍ବାଗ କହିଲେ ‘ମ୍ୟାଚ୍କୁ ଭୁଲିବା ପାଇଁ ଓଟିପି ୪୯୨୦୪୦୮୪୦୪୧’
ନୂଆଦିଲ୍ଲୀ,୧୯।୧୨:ଆଡିଲେଡ୍ରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଇନିଂସରେ ୯/୧ରୁ ଖେଳ ଆରମ୍ଭ କରିଥିଲା ଭାରତୀୟ ଦଳ। ମାତ୍ର ୩୬ ରନ୍ କରି ଦଳ ୯ ଉଇକେଟ ହରାଇଥିଲା। ଶେଷରେ ୯୦ରନ୍ ବିଜୟଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା ଘରୋଇ ଟିମ୍।…
ଡରିଯାଇଥିଲେ କରିନା
ମୁମ୍ବାଇ: ବଲିଉଡ୍ ନାୟିକା କରିନା କପୁର ଖାଁ ଏବେ ଖୁବ୍ ଚର୍ଚ୍ଚାରେ । କାରଣ ସେ ଖୁବଶୀଘ୍ର ଦ୍ୱିତୀୟଥର ଲାଗି ମା’ ହେବାକୁ ଯାଉଛନ୍ତି । ନିକଟରେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏବେ ତାଙ୍କର…
୫ ଦିନ ହେଲା ହନୁମାଙ୍କଡ଼ ଆତଙ୍କ: ୧୫ରୁ ଊର୍ଦ୍ଧ୍ୱ ଆହାତ
ପୁରୁଷୋତ୍ତମପୁର,୧୯।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବାଘଳା ଗ୍ରାମରେ ଗତ ୫ ଦିନ ହେଲା ଦୁଇଟି ହନୁମାଙ୍କଡ ଦୌରାତ୍ମ୍ୟ ଚଐାଇଛନ୍ତି। ଏପରିକି ୧୫ ରୁ ଊର୍ଦ୍ଧ୍ୱ ଜଣଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଦେଇଛନ୍ତି। ମାଙ୍କଡ଼ ଭୟରେ ଲୋକେ ଘରୁ ବାହାରକୁ…
୬ ଦିନ ହେଲା ଦଶମ ଶ୍ରେଣୀ ଛାତ୍ରୀ ନିଖୋଜ
ମାଲକାନଗିରି,୧୯।୧୨(ଡି.ଏନ୍.ଏ): ରାଜ୍ୟରେ ଶିଶୁ ଅପହରଣ ଏବଂ ହତ୍ୟାକୁ ନେଇ ଆଲୋଡନ ସୃଷ୍ଟି କରିଥିବାବେଳେ ମାଲକାନଗିରି ଜିଲାରେ ଜଣେ ଦଶମ ଶ୍ରେଣୀର ଆଦିବାସୀ ଛାତ୍ରୀ ଆଜକୁ ୬ ଦିନ ହେଲା ନିଖୋଜ ଅଛନ୍ତି। ଏ ନେଇ ପରିବାର ଲୋକେ ଶନିବାର କାଲିମେଳା ଥାନାରେ…
କୋଟି କୋଟି ପ୍ରଶଂସକଙ୍କୁ ନିରାଶ କରିବା ପରେ ଅଧିନାୟକ କୋହଲି ରଖିଲେ ଏଭଳି ପ୍ରତିକ୍ରିୟା, କହିଲେ..
ଆଡିଲେଡ୍,୧୯।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିବାରାତ୍ର ଟେଷ୍ଟରେ ଭାରତ ୮ ଉଇକେଟରେ ପରାଜିତ ହୋଇଛି। ବିରାଟ କୋହଲୀଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ଦଳ ୨୪୪ ରନ୍ କରିଥିବା…
ରାକ୍ଷୀଙ୍କ ଉପରେ ବର୍ଷିଲେ ଏହି ଅଭିନେତ୍ରୀଙ୍କ ମା’
ମୁମ୍ବାଇ: ବିଗ୍ ବସ ସିଜନ ୧୪ରେ ନିକ୍କି ତମ୍ବୋଲି ଏବଂ ରାକ୍ଷୀ ସାଓ୍ବନ୍ତଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା। ରାକ୍ଷୀ ନିକ୍କିଙ୍କୁ ଏପରି ଏକ ମନ୍ତବ୍ୟ ଦେଇଥିଲେ ଯେ, ସମସ୍ତେ ରାଗି ଯାଇଥିଲେ। ଏକ ସାକ୍ଷାତକାରରେ ରାକ୍ଷୀ କୁହନ୍ତି, ନିକ୍କି ପୁରୁଷମାନଙ୍କ…
ବାରଙ୍ଗରୁ ନିଖୋଜ ନାବାଳକ: ୫ ଦିନ ପରେ ଭୁବନେଶ୍ୱରରୁ ଉଦ୍ଧାର
ଭୁବନେଶ୍ୱର, ୧୯।୨୦(ବ୍ୟୁରୋ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଗୁଆକୁଳିମୁଣ୍ଡିଆସ୍ଥିତ ଏକ ଆପାର୍ଟମେଣ୍ଟ ନିକଟରୁ ଗତ ୧୫ ତାରିଖରୁ ନିଖୋଜ ହୋଇଯାଇଥିବା ନାବାଳକକୁ ଶନିବାର ଭୁବନେଶ୍ୱରରୁ ଉଦ୍ଧାର କରାଯାଇଛି। ଭୁବନେଶ୍ୱର ଇନ୍ଫୋସିଟି ଥାନା ଜରିମୁଣ୍ଡା ସାହିରୁ ନାବାଳକଙ୍କୁ ଉଦ୍ଧାର କରିଛି ବାରଙ୍ଗ ପୋଲିସ।…
କ୍ଷମା ମାଗିଲେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ
ନୂଆଦିଲ୍ଲୀ,୧୯ ।୧୨: କଂଗ୍ରେସ ଦଳର ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ପୁଅ ବିବେକ ଡୋଭାଲଙ୍କୁ କ୍ଷମା ମାଗିଛନ୍ତି । ବିବେକ କଂଗ୍ରେସ ନେତା ରମେଶଙ୍କ ନାଁରେ କରିଥିବା ମାନହାନୀ ମାମଲାରେ ସେ କ୍ଷମା…
ବିଶ୍ୱର ସବୁଠୁ ସୁନ୍ଦର ଗଣିତ ଶିକ୍ଷକ, ଚେହେରା ଦେଖିଲେ ଫସିବେ
ଆପଣ ବିଶ୍ୱରେ ଅନେକ ମଡେଲ ଦେଖିଥିବେ। ଯେଉଁମାନେ କି ସେମାନଙ୍କ କାର୍ଯ୍ୟଦକ୍ଷତା ଆଉ ସୁନ୍ଦର ଚେହେରା ପାଇଁ ବେଶ୍ ପରିଚିତ। ମାତ୍ର ଏହି କଥାକୁ ଭାଙ୍ଗିଛନ୍ତି ଜଣେ ଶିକ୍ଷକ। ଯିଏ କି ଦୁନିଆର ସବୁଠୁ ସୁନ୍ଦର ଗଣିତ ଶିକ୍ଷକ ଭାବରେ ଜଣାଶୁଣା।…
ବଲିଉଡ୍ର ଏହି ଅଭିନେତ୍ରୀଙ୍କ ସମସ୍ତ ଫଟୋକୁ ଜୁମ୍ କରି ଦେଖିଥାନ୍ତି ସଲମାନ୍
ବଲିଉଡ୍ର ସବୁଠୁ ପ୍ରସିଦ୍ଧ ଅଭିନେତାଙ୍କ ମଧ୍ୟରେ ଅନ୍ୟତମ ସଲମାନ୍ ଖାନ୍। ସମଗ୍ର ବିଶ୍ୱରେ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସୁପରହିଟ୍ ଫିଲ୍ମରେ ସେ କାମ କରିସାରିଛନ୍ତି। ପ୍ରତି ବର୍ଷ ସଲମାନ ନିଜର ପ୍ରଶଂସକଙ୍କ ପାଇଁ ଗୋଟିଏ ନା…
ପିଲା କାନ୍ଦିବାରୁ ପଡ଼ୋଶୀଙ୍କୁ ଏମିତି ଚିଠି ଲେଖିଲେ ମାତା ପିତା
ନବଜାତ ଶିଶୁମାନେ ଅଧିକ କାନ୍ଦନ୍ତି, କିନ୍ତୁ ଆମେରିକାରେ ଜଣେ ପିତାମାତା ଯାହା କରିଛନ୍ତି ତାହା ଜାଣି ଆପଣ ସେମାନଙ୍କୁ ପ୍ରଶଂସା ନ କରି ରହିପାରିବେନି। ଯୁକ୍ତରାଷ୍ଟ୍ରରେ, ଏକ ଦମ୍ପତି ରାତିରେ କାନ୍ଦୁଥିବା ଶିଶୁ ଲାଗି ପଡ଼ୋଶୀମାନଙ୍କୁ କ୍ଷମା ମାଗିଛନ୍ତି। ବର୍ତ୍ତମାନ ଏହି…
Archives


