ରୋଗରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି…
ନାହିରେ ହାତ ରଖି ଆୟୁର୍ବେଦ ଚିକିତ୍ସକ ରୋଗ ସମ୍ପର୍କରେ ଜାଣିପାରିଥାନ୍ତି। ମା’ ପେଟରେ ଶିଶୁ ଥିବା ସମୟରେ ନାହିି ନଳୀ ଦେଇ ସମସ୍ତ ପୋଷକ ତତ୍ତ୍ୱ ଗର୍ଭସ୍ଥ ଶିଶୁ ଶରୀରକୁ ଯାଇଥାଏ। ନାହିରେ ତେଲ ଲଗାଇବା ଦ୍ୱାରା କେତେକ ରୋଗରୁ ମୁକ୍ତି…
ଅବସାଦ ଦୂର କରେ ଗୋଲମରିଚ
ଗୋଲମରିଚ ଯେ କେବଳ ଖାଦ୍ୟର ସ୍ୱାଦ ବଢାଏ ତା’ ନୁହେଁ ବରଂ ଏହାର ଔଷଧୀୟ ଗୁଣ ଶରୀରକୁ ଅନେକ ଲାଭ ପ୍ରଦାନ କରିଥାଏ । ଅନେକ ଗବେଷଣାରୁ ଜଣାପଡିଛି କି ଏଥିରେ ଥିବା ପିମ୍ପରମେଣ୍ଟ ଶରୀରରେ କ୍ୟାନସର ଭଳି ରୋଗକୁ ହେବାକୁ…
ରାଜ୍ୟରେ ସୁସ୍ଥ ହେଲେ ୩୬୨ କରୋନା ଆକ୍ରାନ୍ତ
ଭୁବନେଶ୍ବର: ରାଜ୍ୟରେ ଶନିବାର କରୋନାରୁ ୩୨୬ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡ଼ରୁ ୪୦, ପୁରୀରୁ ୨୨, କଟକରୁ ୨୧, ଝାରସୁଗୁଡ଼ାରୁ ୨୦, ବାଲେଶ୍ୱରରୁ ୧୯, ବରଗଡ଼ରୁ ୧୮,…
କଂଗ୍ରେସରୁ ଇସ୍ତଫା ଦେଲେ ଋଚି ଗୁପ୍ତା
ନୂଆଦିଲ୍ଲୀ, ୧୯।୧୨-କଂଗ୍ରେସର ଛାତ୍ର ଶାଖା ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ ଇଣ୍ଡିଆ(ଏନଏସୟୁଆଇ)ର ଭାରପ୍ରାପ୍ତ ଯୁଗ୍ମ ସମ୍ପାଦକ ଋଚି ଗୁପ୍ତା ଶନିବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସାଂଗଠନିକ ପରିବର୍ତ୍ତନରେ ବିଳମ୍ବ ହେଉଥିବାରୁ ସେ ଦଳ ଛାଡ଼ିଲେ ବୋଲି କହିଛନ୍ତି। ଏଥିପାଇଁ ସେ…
OTT ଫିଲ୍ମଫେୟାର ପୁରସ୍କାର: ପଞ୍ଚାୟତକୁ ମିଳିଲା ବେଷ୍ଟ କମେଡି ଓ୍ବେବ ସିରିଜ୍ ପୁରସ୍କାର
ମୁମ୍ବାଇ: ଫ୍ଲାଇକ୍ସ ଫିଲ୍ମଫେୟାର OTT ପୁରସ୍କାରର ପ୍ରଥମ ସଂସ୍କରଣ ଶନିବାର ମୁମ୍ବାଇର ତାଜ ଲ୍ୟାଣ୍ଡ୍ସଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଓ୍ବାର୍ଡ ଶୋ’ରେ ପଞ୍ଚାୟତକୁ ମିଳିଛି ଶ୍ରେଷ୍ଠ କମେଡି ଓ୍ବେବ ସିରିଜ୍ ପୁରସ୍କାର। ସେହିଭଳି ଭେଟେରାନ ଅଭିନେତ୍ରୀ ସୀମା ପହୱାଙ୍କୁ ଚିଣ୍ଟୁ କା…
ସ୍ତ୍ରୀ ସମ୍ମୁଖରେ ସ୍ବାମୀଙ୍କ ଗଣ୍ଡି-ମୁଣ୍ଡ ଅଲଗା କରିଦେଲେ ଦୁର୍ବୃତ୍ତ
ପଡିଆ, ୧୯ା୧୨(ଡି.ଏନ.ଏ.)-ମାଲକାନଗିରି ଜିଲା ପଡିଆ ଥାନା ପଡିଆ ପଞ୍ଚାୟତ କମାରଗୁଡା ନିକଟସ୍ଥ ନନ୍ଦାଗୁଡା ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। କେତେକ ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ଘରୁ ଉଠାଇ ନେଇ ତାଙ୍କ ମୁଣ୍ଡରୁ ଗଣ୍ଡି ଅଲଗା କରି ହତ୍ୟା…
ବଣ୍ଡାଘାଟିରେ ଓଲଟିଲା ପ୍ରସୂତିଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍
ଖଇରପୁଟ ୧୯ା୧୨(ଡି.ଏନ୍.ଏ.)-ମାଲକାନଗିରି ଜିଲା ଖଇରପୁଟ ବ୍ଲକର ବଣ୍ଡାଘାଟିରେ ଶନିବାର ଏକ ପିକଅପ ଭ୍ୟାନ୍ ଓଲଟି ୪ଜଣ ଗୁରୁତର ହୋଇଛନ୍ତି। ବଣ୍ଡାଘାଟି ଗ୍ରାମର ଜଣେ ପ୍ରସୂତିଙ୍କୁ ନେଇ ଭ୍ୟାନଟି ମୁଦୁଲିପଡା ଯାଉଥିବା ବେଳେ ଏକ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା ପର୍ଶ୍ୱକୁ ଓଲଟି…
ମାଗଣାରେ କୃଷକଙ୍କ ଚୁଟି, ଦାଢ଼ି କାଟୁଛନ୍ତି ସେଲୁନ ମାଲିକ
ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ୩ ସପ୍ତାହରୁ ଅଧିକ ଦିନ ହେଲା ଦିଲ୍ଲୀର ସିଙ୍ଘୁ ସୀମାରେ ଆନ୍ଦୋଳନ କରୁଛନ୍ତି କୃଷକମାନେ। ଏହି ଆନ୍ଦୋଳନକୁ ବିଭିନ୍ନ ମହଲରୁ ମିଳୁଛି ସମର୍ଥନ। ଏହିକ୍ରମରେ ଯୋଡ଼ି ହୋଇଛନ୍ତି ଜଣେ ସେଲୁନ ମାଲିକ। କୃଷକଙ୍କ ଆନ୍ଦୋଳନସ୍ଥଳରେ…
ଏଟିଏଜିଏସ୍ର ବ୍ୟବହାରିକ ପରୀକ୍ଷଣ
ବାଲେଶ୍ୱର ଅଫିସ, ୧୯।୧୨-ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ପିଏକ୍ସଇ ପରିସରରୁ ଶନିବାର ପୂର୍ବାହ୍ନରେ ଏଟିଏଜିଏସ୍ (ଆଡଭାନ୍ସଡ଼ ଟୋୱେଡ଼ ଆର୍ଟିଲେରୀ ଗନ୍ ସିଷ୍ଟମ୍) ବ୍ୟବହାରିକ ପରୀକ୍ଷଣ କରାଯାଇଛି। ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ଡିଆର୍ଡିଓ (ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ…
ହ୍ବାଟ୍ସଆପରେ ଅଶ୍ଳୀଳ ମେସେଜ କରି ଗିରଫ ହେଲେ ସାର୍
ନୂଆଦିଲ୍ଲୀ,୧୯।୧୨-ଛାତ୍ରୀଙ୍କୁ ଅସଦାଚରଣ ଓ ହ୍ବାଟ୍ସଆପରେ ଅଶ୍ଳୀଳ ମେସେଜ ପଠାଇବା ଅଭିଯୋଗରେ ଗିରଫ ହୋଇଛନ୍ତି ପ୍ରସିଦ୍ଧ ମୃଦଙ୍ଗ ବାଦକ ରବିଶଙ୍କର ଉପାଧ୍ୟାୟ। ଏ ନେଇ ଛାତ୍ରୀ ଜଣକ ଚାନକ୍ୟାପୁରୀ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର…
ବିବାହ ବନ୍ଧନରେ ବାନ୍ଧିହେଲେ ଓଡ଼ିଆ ବଲିଉଡ୍ ଆକ୍ଟ୍ରେସ
ନୂଆଦିଲ୍ଲୀ, ୧୯।୧୨- ଇମ୍ରାନ ହାସିମଙ୍କ ଫିଲ୍ମ ‘ମର୍ଡର ୨’ ଯୋଗୁ ବଲିଉଡ୍ରେ ପରିଚୟ ପାଇଥିବା ଓଡ଼ିଆ ଆକ୍ଟ୍ରେସ ସୁଲଗ୍ନା ପାଣିଗ୍ରାହି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଚଳିତ ମାସ ୯ ତାରିଖରେ କମେଡିଆନ ବିଶ୍ୱ କଲ୍ୟାଣ ରଥଙ୍କୁ ବିବାହ କରିଛନ୍ତି ସୁଲଗ୍ନା…
ମଣିଷ ଖିଆ ଚିତାବାଘକୁ ଗୁଳି କରି ହତ୍ୟା କଲା ବନବିଭାଗ
ପୁନେ, ୧୯।୧୨-ଶେଷରେ ଗୁଳି ଖାଇ ମୃତ୍ୟୁବରଣ କରିଛି ମଣିଷ ଖିଆ ଚିତାବାଘ। ମହାରାଷ୍ଟ୍ରର ଔରଙ୍ଗାବାଦ ଓ ସୋଲାପୁର ଜିଲାରେ ଆତଙ୍କ ଖେଳାଇଥିବା ଏହି ଚିତାବାଘକୁ ଶୁକ୍ରବାର ରାତିରେ ଗୁଳି କରି ହତ୍ୟା କରିଛି ବନବିଭାଗ। ଗତ କିଛି ମାସ ମଧ୍ୟରେ ଉକ୍ତ…
Archives


