Posted inଖେଳ

ବିରାଟଙ୍କ ପରେ ବାପା ହେବାକୁ ଯାଉଛନ୍ତି ଏହି କ୍ରିକେଟର, ଖୁବ ଶୀଘ୍ର ଘରକୁ ଆସିବେ ନୂଆ ଅତିଥି

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହିଲିଙ୍କ ପରେ ଆଉ ଜଣେ ଖେଳାଳି ପିତା ହେବାକୁ ଯାଉଛନ୍ତି। ପୂର୍ବତନ ସ୍ପିନ ବୋଲର ହରଭଜନ ସିଂ ନିକଟରେ ଦ୍ୱିତୀୟ ସନ୍ତାନଙ୍କ ବାପା ହେବାକୁ ଯାଉଛନ୍ତି। ସେ ୨୦୧୫ରେ ବଲିଉଡ୍‌ ଅଭିନେତ୍ରୀ ଗୀତା ବାସ୍ରାଙ୍କୁ ବିବାହ କରିଥିଲେ। ଗୀତା ଜୁଲାଇ ସୁଦ୍ଧା ତାଙ୍କର ଦ୍ୱିତୀୟ ସନ୍ତାନ ଜନ୍ମ ଦେବେ। ବିବାହ ପରେ ଗୀତା ବଲିଉଡରୁ ବିରତି ନେଇଥିଲେ। ପରେ ସେ ପ୍ରଥମ ଝିଅଙ୍କୁ ଜନ୍ମ ଦେଇଥିଲେ। ବର୍ତ୍ତମାନ ସେ ଖୁବ ଶୀଘ୍ର ଦ୍ୱିତୀୟ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି। ସେ କହିଛନ୍ତି ମା’ ହେବା ସବୁଠାରୁ ସୁନ୍ଦର ଅନୁଭବ। ମୁଁ ମୋ ଝିଅ ହିନାୟାଙ୍କ ସହିତ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରେ। ଏବେ ମୁଁ ଗର୍ଭବତୀ ସମୟକୁ ମଧ୍ୟ ଉପଭୋଗ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ପୂର୍ବରୁ ଝଟ୍‌କା

ନୂଆଦିଲ୍ଲୀ,୧୨।୮: ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌(ଆଇପିଏଲ୍‌) ହେବା ର୍ପୂରୁ ଏକ ଝଟ୍‌କା ଲାଗିଛି। ଫ୍ରାଞ୍ଜାଇଜ୍‌ ରାଜସ୍ଥାନ ରୟାଲ୍ସର ଫିଲ୍ଡିଂ କୋଚ ଦିଶାନ୍ତ ୟାଗ୍ନିକ୍‌ କରୋନା ଆକ୍ରାନ୍ତ ହୋଇଛନ୍ତି।...

ନ୍ୟୁଜିଲାଣ୍ଡ-ଭାରତ ଦ୍ୱିତୀୟ ଓ୍ବାର୍ମଅପ୍‌ ମ୍ୟାଚ୍‌ ବାତିଲ

ବ୍ରିସବେନ୍‌,୧୯।୧୦: ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ ବୁଧବାର ନିଜର ଦ୍ୱିତୀୟ ଓ୍ବାର୍ମ ଅପ୍‌ ମ୍ୟାଚ୍‌ ଖେଳିଥାନ୍ତା। ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌କୁ ମୂଷଳଧାର...

ଯୁବରାଜଙ୍କୁ ଟପିଲେ ହିଟ୍‌ମ୍ୟାନ୍‌

ପର୍ଥ,୨୮।୧୦: ଟି-୨୦ ବିଶ୍ୱକପରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ସୁପର -୧୨ ରାଉଣ୍ଡର ଗ୍ରୁପ -୨ରେ ପାକିସ୍ତାନ...

ବିଶ୍ୱକପ୍‌ ଜିତିବା ଧୋନୀଙ୍କ ଭାଗ୍ୟ, ଏହାର ଶ୍ରେୟ ଗାଙ୍ଗୁଲୀଙ୍କୁ ଯାଉଛି: ଗମ୍ଭୀର

ନୂଆଦିଲ୍ଲୀ,୧୨।୭: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବ ଓପନର୍‌ ଗୌତମ ଗମ୍ଭୀର ମହେନ୍ଦ୍ର ସିଂ ଧୋନୀ ଆଇସିସି ଟ୍ରଫି ଜିତିବାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ...

ପ୍ରତିଷ୍ଠିତ ଫୁଟ୍‌ବଲ କୋଚ୍‌ ନନ୍ଦକିଶୋରଙ୍କ ପରଲୋକ

ଭୁବନେଶ୍ୱର, ୨।୬(କ୍ରୀଡ଼ା ପ୍ରତିନିଧି)- ରାଜ୍ୟ କ୍ରୀଡ଼ା ଜଗତ ପାଇଁ ଆସିଛି ଆଉ ଏକ ଦୁଃଖ ଖବର। ପ୍ରତିଷ୍ଠିତ ଫୁଟ୍‌ବଲ କୋଚ୍‌ ନନ୍ଦକିଶୋର ପଟ୍ଟନାୟକଙ୍କର ସୋମବାର ବିଳମ୍ବିତ...

ଭାରତର ଲୋକେ ମୋତେ ମାରିଦେବେ, କାହିଁକି ଏମିତି କହିଲେ ଜେମିମା

ଲଣ୍ଡନ,୧୧।୮: ଇଂଲଣ୍ଡରେ ଦି ହଣ୍ଡ୍ରେଡ ମହିଳା ପ୍ରତିଯୋଗିତା ୨୦୨୧ରେ ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି ଭାରତର ବ୍ୟାଟ୍ସମ୍ୟାନ ଜେମିମା ରୋଡ୍ରିଗୁସ। ଜେମିମା ରୋଡ୍ରିଗୁସ ନର୍ଥ...

ଇଂଲଣ୍ଡରେ ଧାଓ୍ବନଙ୍କ ହଜାରେ

ଲଣ୍ଡନ,୯ା୬: ଭାରତୀୟ ଓପନର ଶିଖର ଧାଓ୍ବନ ଇଂଲଣ୍ଡରେ ଦିନିକିଆ ଫର୍ମାଟରେ ଏକହଜାର ରନ୍‌ ପୂରଣ କରିଛନ୍ତି। ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ କ୍ୟାରିୟରର ୧୭ତମ...

ଅଲିମ୍ପିକ୍ସ ବର୍ଜନ ପାଇଁ ୟୁକ୍ରେନ୍‌ର ଧମକ

ଲାଉସାନେ,୫ା୨: ପ୍ୟାରିସ୍‌ ଅଲିମ୍ପିକ୍ସ-୨୦୨୪କୁ ବର୍ଜନର ଧମକ ଦେଇଛି ୟୁକ୍ରେନ୍‌। ଅଲିମ୍ପିକ୍ସକୁ ମାତ୍ର ୧୮ ମାସ ସମୟ ବାକି ରହିଥିବା ବେଳେ ରୁଷ୍‌ ଓ ବେଲାରୁଷ୍‌କୁ ବାସନ୍ଦ...

Advertisement
Archives

Model This Week