Home Left

ହିମାଳୟ ପାଇଁ ଖୋଲିବ ଜଳବାୟୁ କେନ୍ଦ୍ର

ନୂଆଦିଲ୍ଲୀ, ୧୫।୧୨(ପି.ଟି.): ହିମାଳୟ ପାର୍ବତ୍ୟାଞ୍ଚଳ ପାଇଁ ଏକ ଆଞ୍ଚଳିକ ଜଳବାୟୁ କେନ୍ଦ୍ର ଖୋଲିବା ଲାଗି ଭାରତ ସରକାର ଯୋଜନା କରୁଛନ୍ତି। ଏହା କେବଳ ଆମ ଦେଶକୁ ପାଣିପାଗ ସମ୍ପର୍କିତ ତଥ୍ୟ ଓ ପରାମର୍ଶ ଦେବନାହିଁ, ପଡୋଶୀ ଦେଶଗୁଡ଼ିକ ମଧ୍ୟ ଏଥିରୁ ଉପକୃତ…

ବଢୁଛି ମାଟିପାତ୍ର ଚା’ର ଚାହିଦା

ଖୋର୍ଦ୍ଧା ଅଫିସ,୧୫।୧୨: ଶୀତୁଆ ସକାଳେ ଚାହା ଟିକିଏ ମିଳିଗଲେ ମନ ଖୁସି ହୁଏ। ତେଣୁ ରାତି ପାହିଲେ ଲୋକେ ଚା’ ଦୋକାନରେ ଭିଡ଼ ଜମାନ୍ତି। ଖୋର୍ଦ୍ଧା ସହରରେ ଏବେ ମାଟିପାତ୍ର ଚା’ର ଚାହିଦା ବୃଦ୍ଧି ପାଇଛି। ପୁରୁଣା ମେଡିକାଲ ଛକ ପେଟ୍ରୋଲ…

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ, ୧୫।୧୨(ପି.ଟି.): ଭାରତରେ ୧୯୭୫ରେ ଜାରି ହୋଇଥିବା ଜରୁରୀ ପରିସ୍ଥିତି (ଏମର୍ଜେନ୍ସି)କୁ ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଘୋଷଣା କରିବା ଲାଗି ଜଣେ ୯୪ ବର୍ଷୀୟ ମହିଳା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହା ଉପରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ଜଷ୍ଟିସ…

ଡାର୍କ ଓ୍ବେବ୍‌ରେ ନକଲି ଟିକା

ନୂଆଦିଲ୍ଲୀ, ୧୫ା୧୨: କୋଭିଡ୍‌-୧୯ ମହାମାରୀରୁ ବର୍ତ୍ତିବା ପାଇଁ ଟିକା ଏକମାତ୍ର ଆଶା ହୋଇଥିବାବେଳେ ଏହାର ଫାଇଦା ଉଠାଉଛନ୍ତି ସାଇବର ଅପରାଧୀ। କୌଣସି ବିଶ୍ୱସ୍ତ ସର୍ଚ୍ଚ ଇଞ୍ଜିନ ଦ୍ୱାରା ଅନୁମୋଦିତ ହୋଇ ନ ଥିବା ସାଇଟ୍‌ ତଥା ଡାର୍କ ଓ୍ବେବରେ ଲୋକଙ୍କୁ ନିଜ…

ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ପୁରୀ ଏସ୍‌ପି

କଟକ ଅଫିସ,୧୫।୧୨: ପୁରୀ ହାଜତ ମୃତ୍ୟୁ ମାମଲାର ଶୁଣାଣି ସୋମବାର ହାଇକୋର୍ଟରେ ହୋଇଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି କରିଥିଲେ ା ଏହି ମାମଲାର ଅଗ୍ରଗତି…

ସାରା ଦେଶକୁ ବ୍ୟାପିଲା ଆନ୍ଦୋଳନ

ନୂଆଦିଲ୍ଲୀ, ୧୫।୧୨: କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଷୀମାନଙ୍କ ଆନ୍ଦୋଳନ ସୋମବାର ୧୯ ଦିନରେ ପହଞ୍ଚତ୍ଥିବାବେଳେ ଏହା ସାରା ଦେଶକୁ ବ୍ୟାପିଛି। କୃଷକ ସଂଘର ନେତାମାନେ ସକାଳ ୮ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅନଶନରେ ବସିଥିଲେ। କୃଷକ…

ଗାଁ ଦାଣ୍ଡରେ ଖେଳ…‘ନା ବାବା ନା’

ନୟାଗଡ ଅଫିସ,୧୫।୧୨: ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁରରେ ୫ ବର୍ଷର ଶିଶୁକନ୍ୟା ପରୀକୁ ଅପହରଣ ଓ ହତ୍ୟା ପରେ ଆଉ ଜଣେ ଶିଶୁକନ୍ୟା ରଣପୁର ଥାନା ବଧିପାଟଣାର ସ୍ବାତୀ(୩) ନିଖୋଜ ହୋଇଯାଇଛନ୍ତି। ଏହା ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଥିବାବେଳେ…

ଇଣ୍ଟିମେଣ୍ଟ ସିନ୍‌କୁ ନେଇ ଅଭିନେତ୍ରୀଙ୍କୁ ମାରିଦେଲେ ସ୍ବାମୀ: ଆଉ ତା ପରେ…

ସାଉଥ୍‌ ଅଭିନେତ୍ରୀ ଭିଜେ ଚିତ୍ରା ଗତ ଡିସେମ୍ବତ ୯ରେ ଆତ୍ମହତ୍ୟା କରିଥିଲେ। ଏକ ହୋଟେଲରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାପରେ ପୋଲିସ ଚିତ୍ରାଙ୍କ ସ୍ବାମୀ ହେମନାଥଙ୍କୁ ପଚରାଉଚରା ଚଳାଇଥିଲା। ଏବେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଚିତ୍ରାଙ୍କ ମୃତ୍ୟୁ…

ଟିକା ପାଇଁ ପଞ୍ଜୀକରଣ ଜରୁରୀ

ନୂଆଦିଲ୍ଲୀ, ୧୫।୧୨: ଦେଶବ୍ୟାପୀ କୋଭିଡ୍‌-୧୯ ଟିକାକରଣ ଲାଗି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ ଜାରି ହୋଇଛି। ଟିକା ନେବାକୁ ହେଲେ ଆଗୁଆ ନାମ ପଞ୍ଜୀକରଣ ଜରୁରୀ। ରାଜ୍ୟଗୁଡ଼ିକୁ ପଠାଯାଇଥିବା ଗାଇଡ୍‌ଲାଇନ ଅନୁଯାୟୀ…

୪ ଜଣଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଇନ୍‌ଫୋସିଟି ନାବାଳିକା ଗଣବଳାତ୍କାର ମାମଲାରେ ୪ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ ବ୍ରାଞ୍ଚ। ଗିରଫ ଅଭିଯୁକ୍ତମାନେ ହେଲେ ଓ-ଟିଭି କର୍ମଚାରୀ ଅନିରୁଦ୍ଧ ପଣ୍ଡା ଓ କୃଷ୍ଣ ବେହେରାଙ୍କ ସମେତ ସେଠାରେ କାର୍ଯ୍ୟରତ ୨ ସିକ୍ୟୁରିଟି ଗାର୍ଡ ସାମଲ ଓ ବିଜୟ ରାଉତ।…

ସୁଶାନ୍ତ ଧଳସାମନ୍ତ ଥିବା ଜେଲ ଭିତର ଫଟୋ ଭାଇରାଲ

ବଲାଙ୍ଗୀର ଅଫିସ,୧୫।୧୨: ୨୦୧୮ ମସିହାରୁ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ ବଲାଙ୍ଗୀର ଜିଲା ଜେଲରେ ରହିଛନ୍ତି। ଏବେ ସୁଶାନ୍ତ ଥିବା ଜେଲ ଭିତରର ଫଟୋ ଭାଇରାଲ ହେବା ପରେ ଜେଲର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଭାଇରାଲ ହୋଇଥିବା ଫଟୋରେ ଜେଲ ସେଲ…

ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସୋହିନୀ

ଖୋର୍ଦ୍ଧା/ବାଲେଶ୍ୱର ଅଫିସ,୧୫।୧୨: ଖୋର୍ଦ୍ଧା ଜିଲା କାଇମାଟିଆ ଗ୍ରାମର କମଳେନ୍ଦୁ ନାୟକ ଏବଂ ରଞ୍ଜନା ରାଣୀ ଦାସଙ୍କ ଝିଅ ସୋହିନୀ ନାୟକ। ବୟସ ୩ ବର୍ଷ ୭ ମାସ। ଏହି ବୟସରେ ପିଲାମାନେ ନାଚଗୀତ, ଖେଳକୁଦରେ ମସ୍‌ଗୁଲ ଥିବା ବେଳେ ସେ କିନ୍ତୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri