ଘରେ ସୁଖ, ଶାନ୍ତି ଚାହୁଁଛନ୍ତି କି? ଏସବୁ କରିବାକୁ ଭୁଲନ୍ତୁ ନାହିଁ..
ହିନ୍ଦୁଧର୍ମ ଅନୁସାରେ ଏପରି କିଛି ବିଶ୍ୱାସ ରହିଛି ଯାହାକୁ ଏଯାଏଁ ମଧ୍ୟ ଲୋକ ମାନି ଆସୁଛନ୍ତି। ଘରେ କିଛି ଜିନିଷ ରଖିବା ଦ୍ୱାରା ସୁଖ, ଶାନ୍ତି, ଧନ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ଲୋକଙ୍କ ମନରେ ବିଶ୍ୱାସ ରହିଛି। ଆପଣ…
ମୁମ୍ବାଇ ଷ୍ଟାଇଲରେ ଜିତିଲା ଆରସିବି
ମୁମ୍ବାଇ, ୧୪ା୪ – ଚେନ୍ନାଇ ପିଚ୍ରେ ୧୫୦ ରନ୍ର ପିଛା କରିବା ସହଜ ନୁହେଁ। ମଙ୍ଗଳବାର ଭଳି ବୁଧବାର ମଧ୍ୟ ସହଜ ଦେଖାଯାଉଥିବା ଟାର୍ଗେଟ ହାସଲ କରିପାରିଲା ନାହିଁ ଦ୍ୱିତୀୟ ବ୍ୟାଟିଂ କରୁଥିବା ଦଳ। ୧୩ ଓଭର ସୁଦ୍ଧା ଏକ ଉଇକେଟ…
କରୋନା ଆକ୍ରାନ୍ତଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଥିଲେ ସ୍ବାସ୍ଥ୍ୟ କର୍ମୀ
ମୁମ୍ବାଇ, ୧୪ା୪ – ଅନ୍ଧେରୀ ସ୍ଥିତ ଏକ ହୋଟେଲରେ କ୍ୱାରେଣ୍ଟିନରେ ଥିବା ଜଣେ କୋଭିଡ୍ ୧୯ ଆକ୍ରାନ୍ତଙ୍କୁ ଅସଦାଚରଣ କରି ଗିରଫ ହୋଇଛନ୍ତି ଜଣେ ସ୍ବାସ୍ଥ୍ୟ କର୍ମୀ। ଏ ନେଇ ବୁଧବାର ପୋଲିସ ପକ୍ଷରୁ କୁହାଯାଇଛି। ପୀଡ଼ିତା ସୋମବାର ପୋଲିସ କଣ୍ଟ୍ରୋଲ…
ରାଉରକେଲାରେ ନାବାଳିକାଙ୍କୁ ବଳାତ୍କାର
ରାଉରକେଲା ଅଫିସ,୧୪।୪: ବିସ୍କୁଟ ଆଣିବା ପାଇଁ ଦୋକାନକୁ ଯାଇଥିବା ବେଳେ ଷ୍ଟିଲ ସିଟି ରାଉରକେଲା ବନ୍ଧମୁଣ୍ଡା ଥାନା ଅଞ୍ଚଳର ଜଣେ ନାବାଳିକା(୧୨ବର୍ଷ)ଙ୍କୁ ବଳାତ୍କାର କରାଯାଇଛି। ଏ ନେଇ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ…
ଲକ୍ଷ୍ନୌରେ କରୋନା ମୃତ୍ୟୁ ସଂଖ୍ୟା ଲୁଚାଯାଉଛି
ଲକ୍ଷ୍ନୌ, ୧୪ା୪- ଉତ୍ତର ପ୍ରଦେଶ ସରକାର ବର୍ତ୍ତମାନ ରାଜଧାନୀ ଲକ୍ଷ୍ନୌର କରୋନା ସ୍ଥିତି ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଲକ୍ଷ୍ନୌରେ କୋଭିଡ୍ ୧୯ କାରଣରୁ ସରକାରୀ ସ୍ତରରେ ଦର୍ଶାଯାଇଥିବା ମୃତ୍ୟୁ ସଂଖ୍ୟାଠାରୁ ଢ଼େର ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। କାରଣ ସରକାରୀ ସ୍ତରରେ…
ପାତରଅନ୍ତର କରୁଛନ୍ତି ନିର୍ବାଚନ କମିଶନ
କୋଲକାତା, ୧୪।୪: ନିର୍ବାଚନ କମିଶନ (ଇସି) ଠିକ୍ ଭାବେ କାର୍ଯ୍ୟ କରୁ ନ ଥିବା ଏବଂ ତୃଣମୂଳ କଂଗ୍ରେସ (ଟିଏମ୍ସି) ବିରୋଧରେ ଏହାର କାର୍ଯ୍ୟାନୁଷ୍ଠାନ ବେଆଇନ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ବୁଧବାର ଟିଏମ୍ସି ନିର୍ବାଚନ କମିଶନଙ୍କୁ ପତ୍ର ଲେଖି…
୫ବର୍ଷ ତଳେ ମହାନଦୀରୁ ଉଦ୍ଧାର ସୋନୀ ବୋହୂ ହୋଇଯିବେ ଛତିଶଗଡ଼
ଝାରସୁଗୁଡ଼ା ଅଫିସ,୧୪ା୪: ଦୀର୍ଘ ୫ବର୍ଷ ତଳେ ମହାନଦୀରୁ ଉଦ୍ଧାର ହୋଇଥିବା ଯୁବତୀ ସୋନୀ ଯାଦବଙ୍କ ଆସନ୍ତା ୨୧ ତାରିଖରେ ସାହାନାଈ ବାଜିବ। ଏଥିପାଇଁ କୁଶମେଲ୍ ଗ୍ରାମର ପାଳିତ ମାଆ, ବାପା, ବନ୍ଧୁବାନ୍ଧବ ଓ ଗ୍ରାମବାସୀ ସମସ୍ତେ ଲାଗିପଡିଛନ୍ତି। ଏ ନେଇ ଗ୍ରାମବାସୀଙ୍କ…
ଆରସିବିକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଲେ ମ୍ୟାକ୍ସଓ୍ବେଲ
ଚେନ୍ନାଇ, ୧୪ା୪- ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ଅର୍ଦ୍ଧଶତକ ଯୋଗୁ ସନରାଇଜର୍ସ ହାଇଦ୍ରାବାଦ୍ ଆଗରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଛିଡ଼ା କରିଛି ସମ୍ମାନଜନକ ଟାର୍ଗେଟ। ୪୧ ବଲର ସମ୍ମୁଖୀନ ହୋଇଥିବା ମ୍ୟାକ୍ସଓ୍ବେଲ ଖେଳିଥିଲେ ୫୯ ରନ୍ର ଅର୍ଦ୍ଧଶତକୀୟ ଇନିଂସ। ତାଙ୍କ ପାଳିରେ ଥିଲା…
ମିଳୁନି ‘ଧୁଡ଼ୁ’ର ପତ୍ତା
ତେଲକୋଇ,୧୪।୪: କେନ୍ଦୁଝର ଜିଲା ତେଲକୋଇ ଅଞ୍ଚଳର ବହୁ ଚର୍ଚ୍ଚିତ ବାର୍ହା ‘ଧୁଡ଼ୁ’ର ପତ୍ତା ମିଳୁନି। ୩ ଦିନ ହେବ ସେ ନିକଟସ୍ଥ ଜଙ୍ଗଲକୁ ଯାଇ ଆଉ ଫେରିନି। ତାକୁ ପାଳିପୋଷି ବଡ଼ କରିଥିବା କୁନ୍ତଳା କୁମାରୀ ପେଣ୍ଠେଇ ଅଭିଯୋଗ କରିଛନ୍ତି ଯେ,…
ବୟ ଫ୍ରେଣ୍ଡ୍ ସହ କଥା ହେବାକୁ ରୋକିବାରୁ ସାନ ଭାଇକୁ ହତ୍ୟା କଲା ଭଉଣୀ
ଲକ୍ଷ୍ନୌ, ୧୪ା୪: ୯ ବର୍ଷୀୟ ନାବାଳକ ଭାଇକୁ ଇୟର ଫୋନରେ ତଣ୍ଟି ଚିପି ହତ୍ୟା କରିଛି ନାବାଳିକା ଭଉଣୀ। ବୟ ଫ୍ରେଣ୍ଡ୍ ସହ କଥା ହେବାକୁ ରୋକିବାରୁ ୧୫ ବର୍ଷୀୟା ନାବାଳିକା ଘଟାଇଛନ୍ତି ଏଭଳି ହତ୍ୟାକାଣ୍ଡ। ଉତ୍ତର ପ୍ରଦେଶର ରାଇ ବରେଲି…
ଫେରୁଛନ୍ତି ପ୍ରବାସୀ, ବଢୁଛି ଗଞ୍ଜାମର ଚିନ୍ତା
ଛତ୍ରପୁର,୧୪ା୪: ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲାକୁ ଫେରୁଥିବା ପ୍ରବାସୀମାନେ ସାଙ୍ଗରେ ଆର୍ଟି-ପିସିଆର୍ ନେଗେଟିଭ ରିପୋର୍ଟ ଆଣିବାକୁ ଜିଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି। ନେଗେଟିଭ ରିପୋର୍ଟ ନ ଥିଲେ ପ୍ରବାସୀଙ୍କୁ ୭ ଦିନ ହୋମ ଆଇସୋଲଶନରେ ରହିବାକୁ…
ପୋଖରୀ ଖୋଳିବା ବେଳେ ବାହାରିଲା ଶିବ ଲିଙ୍ଗ
ଜହ୍ନାପଙ୍କ,୧୪।୪: ବୌଦ୍ଧ ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅଧୀନ ଜଗଦିଶପୁର ନିକଟରେ ପୋଖରୀ ଖୋଳା ଯିବା ସମୟରେ ଏକ ଶିବ ଲିଙ୍ଗ ଉଦ୍ଧାର ହୋଇଛି ।ଏହି ଖବର ପ୍ରଚାରିତ ହେବା ପରେ ଆଖପାଖ ଗାଁ ଲୋକଙ୍କ ଭିଡ ଜମିଥିଲା। ଲୋକେ ଶିବ ଲିଙ୍ଗରେ…

