ପାକିସ୍ତାନରେ ସୋସିଆଲ ମିଡିଆ ଉପରେ ଲାଗିଲା ପ୍ରତିବନ୍ଧକ

ଇସଲାମାବାଦ୍‌,୧୬।୪: ପାକିସ୍ତାନରେ ସୋସିଆଲ ମିଡିଆ ସର୍ଭିସେସ୍‌ ଉପରେ ଶୁକ୍ରବାର ସାମୟିକ ପ୍ରତିବନ୍ଧକ ଲାଗିଛି। ଏଥିରେ ଫେସ୍‌ବୁକ୍‌, ଟୁଇଟର୍‌, ହ୍ବାଟ୍ସଆପ୍‌, ୟୁଟ୍ୟୁବ୍‌ ଏବଂ ଟେଲିଗ୍ରାମ ରହିଛି। ପାକିସ୍ତାନ ଟେଲିଗ୍ରାମ ଅଥରିଟୀକୁ ଏହି ସମସ୍ତ ଆପ୍‌ ଏବଂ ଓ୍ବେ୍‌ସାଇଟ୍‌ ବ୍ଲକ କରିବାକୁ ପାକିସ୍ତାନ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ସବୁ ସୋସିଆଲ ଆପ୍ସ ଗୁଡିକୁ ଦିନ ୧୧ଟାରୁ ୩ ପର୍ଯ୍ୟନ୍ତ ବ୍ଲକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏପରି କାହିଁକି କରାଯାଇଛି ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଫିଲିପାଇନ୍ସରେ ୨ଟି ଭୂକମ୍ପ ବଡ ବଡ କୋଠା କ୍ଷତିଗ୍ରସ୍ତ: ୮ ମୃତ, ୧୨ ଆହତ

ମନିଲା,୨୭।୭: ଫିଲିପାଇନ୍ସର ଲୋଜେନ ଦ୍ୱୀପର ଉତ୍ତରରେ ଥିବା ଦ୍ୱୀପ ଗୁଡିକରେ ଶନିବାର ୨ଟି ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ...

ଇରାକ ପାର୍ଲାମେଣ୍ଟରେ ସହମତି: ବିଦା ହେବେ ଆମେରିକା ସୈନ୍ୟ

ବେରୁଟ,୬ା୧(ଏପି): ଇରାକରୁ ଆମେରିକା ସୈନ୍ୟଙ୍କୁ ବିଦା କରାଯିବ। ଦେଶରୁ ଆମେରିକା ସେନାକୁ ବିତାଡ଼ିତ କରିବା ପାଇଁ ରବିବାର ଇରାକ ପାର୍ଲାମେଣ୍ଟରେ ସହମତି ପ୍ରକାଶ ପାଇଛି। ପାର୍ଲାମେଣ୍ଟ...

ୟୁକ୍ରେନର ୪୦ ଯବାନ ସମେତ ୫୦ ମୃତ

କ୍ୱିଭ,୨୪।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନର ରାଜଧାନୀ କ୍ୱିଭ ସମେତ ବିଭିନ୍ନ ପୂର୍ବାଞ୍ଚଳ ସହରରେ ମିସାଇଲ ମାଡ଼ ଜାରି...

ଆସୁଛି ଆଉ ଏକ କରୋନା ଟିକା ‘ନୋଭାଭାକ୍ସ’: ୯୦% ପ୍ରଭାବଶାଳୀ

ଓ୍ବାଶିଂଟନ୍‌,୧୪।୬: ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏହି ଅଜଣା ରୋଗ କୋଟି କୋଟି ଲୋକଙ୍କ ଜୀବନ ନେଇଛି। ଏହାକୁ ରୋକିବା ପାଇଁ...

ନୂଆ ବର୍ଷରେ ସମ୍ପର୍କିୟଙ୍କ ସହ ଯୋଗାଯୋଗ କରୁଥିବା ତିବ୍ୱତୀୟମାନଙ୍କୁ ଚାଇନା ଦେଉଛି ଦଣ୍ଡ

ବେଜିଂ,୨୭ ।୨: ବିବ୍ୱତରୁ ବୌଦ୍ଧ ସଂସ୍କୃତିକୁ ହଟାଇବାକୁ ଚାଇନା କ୍ରମାଗତ ଭାବେ ଦମନ ଓ ନିର୍ଯ୍ୟାତନା ଜାରି ରଖିଛି । ଗତ ସପ୍ତାହରେ ଫେବୃୟାରୀ ୨୧-୨୩...

ଦୋହଲିଗଲା କ୍ୱିଭ: ୫୦ ବିସ୍ଫୋରଣ ସହ ଗର୍ଜିଲା ମେଶିନ ଗନ

କ୍ୱିଭ,୨୬ ।୨: କିଛି ସମୟର ନିରବତା ପରେ ପୁଣି ୟୁକ୍ରେନ ଉପରେ ଗର୍ଜିଛି ରୁଷିଆ । ୟୁକ୍ରେନର ରାଜଧାନୀ କ୍ୱିଭର ଶୁଲ୍ୟାବକା ଓ ବେରେଷ୍ଟିସ୍କାରେ ମେଶିନ...

ସୋସିଆଲ ମିଡିଆକୁ ଫେରିବା ପାଇଁ ପ୍ରସ୍ତୁତ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଟନ୍‌,୨୨।୩: ଗତ ଜାନୁଆରୀ ୬ରେ କ୍ୟାପିଟାଲ ବିଲଡିଂ ଉପରେ ହୋଇଥିବା ଆକ୍ରମଣ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୁଇଟର, ଫେସବୁକ ଏବଂ ଅନ୍ୟାନ୍ୟ...

କଶ୍ମୀର ନୁହେଁ ଚାଇନାରେ ବାସ କରୁଥିବା ମୁସଲମାନ୍‌ଙ୍କ ଚିନ୍ତା କରୁ ପାକିସ୍ତାନ: ଆମେରିକା

ଜେନେଭା, ୨୮।୯: ଆମେରିକା ପକ୍ଷରୁ ଜାତିସଂଘରେ ଆମେରିକା ପକ୍ଷରୁ କଡ଼ାଜବାବ ମିଳିଛି। ଆମେରିକା କହିଛି ଯେ, ପାକିସ୍ତାନ କଶ୍ମୀରରେ ବାସ କରୁଥିବା ମୁସଲମାନ୍‌ଙ୍କ ଚିନ୍ତା ନ...

Advertisement
Archives

Model This Week