Home Left

ଏହି ଫିଲ୍ମରୁ ବଲିଉଡ୍‌ରେ ଡେବ୍ୟୁ କରିବେ କ୍ୟାରି ମିନାଟି

ଅଜୟ ନାଗର, କ୍ୟାରି ମିନାଟି ନାମରେ ୟୁଟୁବ୍‌ରେ ଲୋକପ୍ରିୟ। ସେ ବର୍ତ୍ତମାନ ବିଗ୍‌ ବି ଅମିତାଭ ବଚ୍ଚନ ଓ ଅଜୟ ଦେବଗନଙ୍କ ଅଭୀନତ ‘ମେଡ’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ସେ ସୋସିଆଲ ମିଡିଆ ସେନ୍ସେସ୍‌ନ୍‌…

କରୋନା ଟୀକା ନେବାର ଅଳ୍ପ ସମୟ ପରେ ବେହୋସ ହୋଇଗଲେ ନର୍ସ: ଭିଡିଓ ଭାଇରାଲ

ଆମେରିକାର ଏକ ହସ୍ପିଟାଲର ନର୍ସଙ୍କ ମଧ୍ୟରେ ମୁଖ୍ୟ ଟିଫାନି ଡୋଭର କରୋନା ଟିକା ନେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ବେହୋସ ହୋଇଥିଲେ। ଫାଇଜର ବାୟୋନୋଟେକର କୋଭିଡ ୧୯ ଟିକା ନେବାର ୧୭ ମିନିଟ୍‌ ପରେ ଟିଫାନି ଲାଇଭ କ୍ୟାମେରା ଆଗରେ…

୨୧ ଦିନ ମଧ୍ୟରେ ଅସଂଯୋଜିତ ଲକଡାଉନକୁ ନେଇ କେବେ ଯୁଦ୍ଧରେ ବିଜୟୀ ହେବନାହିଁ: ରାହୁଲ

ନୂଆଦିଲ୍ଲୀ,୧୯ ।୧୨: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୧ କୋଟି ଅତିକ୍ରମ କରି ଯାଇଥିବା ବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ କେନ୍ଦ୍ରର ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ବିନା ଯୋଜନାରେ କରାଯାଇଥିବା ଲକଡାଉନ…

ଝିଅଙ୍କ ପ୍ରେମିକଙ୍କୁ ଘରେ ରଖିଥିଲେ ଓବାମା: ଅଧିକ ଖାଉଥିବା ଦେଖି..

ଓ୍ବାଶିଂଟନ,୧୯।୧୨: ମହାମାରୀ କରୋନା ସମୟରେ କ୍ୱାରାଣ୍ଟାଇନ୍‌ରେ ଥିଲେ ଆମେରିକାର ପୂର୍ବ ରାଷ୍ଟ୍ରପତି ବାରାକ ଓବାମା ଓ ତାଙ୍କ ପରିବାର। ଏହି ସମୟରେ ବଡ଼ଝିଅ ମାଲିଆଙ୍କ ପ୍ରେମିକ ମଧ୍ୟ ତାଙ୍କ ଘରେ ରହିଥିଲେ। ତେବେ ସେ ଅତ୍ୟଧିକ ଖାଇବା କାରଣରୁ ତାଙ୍କ ଖାଦ୍ୟ…

ରାଜ୍ୟରେ ୩୫୬ କରୋନା ପଜିଟିଭ ଚିହ୍ନଟ: ଆଖିବୁଜିଲେ ୩

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୩୫୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩ ଜଣ ଆଖି ବୁଜିଛନ୍ତି। ନୂଆ ପଜିଟିଭଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୮୬୧ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ…

ସକାଳ ୫ଟା ଯାଏ ଫ୍ୟାନ୍‌କୁ ଦେଖିଥିଲି, କ୍ୟାରିୟର ଶେଷ ହୋଇଯିବା ପରି ଲାଗିଥିଲା: ବିରାଟ

ନୂଆଦିଲ୍ଲୀ,୧୯।୧୨: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ନିଜର ଦୃଢ଼ ମାନସିକତା ପାଇଁ ଜଣାଶୁଣା। କ୍ରିକେଟ୍‌ ପଡ଼ିଆରେ ବିରାଟଙ୍କୁ ଦେଖିଲେ ଯେକେହି ତାହା ଠଉରାଇପାରିବ। ହେଲେ ସମସ୍ତଙ୍କ ଭଳି ପିରାଟଙ୍କ ଜୀବନରେ ମଧ୍ୟ ଖରାପ ସମୟ ଆସିଛି। ୨୦୧୪ରେ ଇଂଲଣ୍ଡ ବିପକ୍ଷରେ…

ବିବାହ କାର୍ଡରେ ଦିଆଯାଉଛି ମଦ, ଚାଖଣା, ପାଣି ବୋତଲ…

ମହାରାଷ୍ଟ୍ରରେ ଏକ ନିଆରା ବିବାହ କାର୍ଡ ଭାଇରାଲ ହେଉଛି। ଏହି ବିବାହ କାର୍ଡ ବହୁତ ଚର୍ଚ୍ଚାରେ ରହିଛି। କାରଣ ଏହି କାର୍ଡ ଖୋଲିବା ମାତ୍ରେ ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। କାର୍ଡରେ ଏକ ମଦ ବୋତଲ ସହିତ…

କରୋନାରେ ପୀଡ଼ିତ ସ୍ଲୋଭାକିଆ ପ୍ରଧାନମନ୍ତ୍ରୀ

ବ୍ରାତିସ୍ଲାଭା,୧୯ ।୧୨: ୟୁରୋପୀୟ ଦେଶ ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ଇଗୋର ମୋତାଭିକ ବି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ସୋସିଆଲ ମିଡିଆ ଜରିଆରେ ସେ ନିଜେ ଏହି ସୂଚନା ଦେଇଛନ୍ତି । ବ୍ରସଲସରେ ଆୟୋଜିତ ଇୟୁ ସମ୍ମିଳନୀରେ ଯୋଗଦେବା ପରେ କରୋନା…

ବୋଲ୍ଡ ଫଟୋଶୁଟ୍‌ କରି ଚର୍ଚ୍ଚାରେ ଏହି କ୍ରିକେଟରଙ୍କ ସ୍ତ୍ରୀ

ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କ ଠାରୁ ଅଲଗା ହେବା ପରଠାରୁ ତାଙ୍କର ପୂର୍ବତନ ସ୍ତ୍ରୀ ହସିନ ଜହାଁ ଚର୍ଚ୍ଚାରେ ରହିଛନ୍ତି। ଏବେ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ହୋଇଯାଇଛନ୍ତି। ନିଜର ଫଟୋ ଏବଂ ଭିଡିଓ ସେ ସବୁ ସମୟରେ ଶୋସିଆଲ…

କରୋନା ଟିକା ନେଲେ ଲୋକେ ହୋଇଯିବେ କୁମ୍ଭୀର, ମହିଳାଙ୍କର ଉଠିବ ନିଶ ଦାଢ଼ି: ବ୍ରାଜିଲ ରାଷ୍ଟ୍ରପତି

ବ୍ରାସିଲିଆ,୧୯।୧୨: କରୋନା ପ୍ରତିଷେଧକ ଟିକା ନେଇ ବ୍ରାଜିଲ ରାଷ୍ଟ୍ରପତି ଜାଏର ବୋଲସୋନାରୋ ବିବାଦୀୟ ମନ୍ତବ୍ୟ ନେଇଛନ୍ତି। ସେ କହିଛନ୍ତି ଯେ, କରୋନା ଟିକା ନେଲେ ଲୋକେ କୁମ୍ଭୀର ହୋଇଯିବେ। ସେହିପରି ମହିଳାଙ୍କର ନିଶ ଦାଢ଼ି ଉଠିବ। ଏହାସହିତ କିଛି ପୁରୁଷଙ୍କ କଣ୍ଠସ୍ବର…

ସ୍ୱାମୀ ବିବେକାନନ୍ଦଙ୍କ ବିଚାରର ଆଜିବି ରହିଛି ପ୍ରାସଙ୍ଗିକତା: ଶାହା

କୋଲକାତା,୧୯ ।୧୨: ପଶ୍ଚିମବଙ୍ଗରେ ଆଉ କିଛି ମାସ ପରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏବେଠାରୁ କିନ୍ତୁ ସେଠାରେ ରାଜନୀତି ହେଲାଣି ସରଗରମ । ଶାସକ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)ରୁ କେତେଜଣ ନେତା ଇସ୍ତଫା ଦେବା ଦଳ ପାଇଁ ମୁଣ୍ଡ ବ୍ୟଥାର…

ଅଶାନ୍ତ ରାଉରକେଲା: ରାତି ଅଧରେ ଫୁଟିଲା ଗୁଳି; ସୁନା ଦୋକାନୀଙ୍କୁ ହତ୍ୟା ପରେ ଲୁଟ୍‌

ରାଉରକେଲା ଅଫିସ,୧୯।୧୨: ଅଶାନ୍ତ ହୋଇ ପଡିଛି ରାଉରକେଲା ସହର। ଲୁଟେରାମାନେ ରାସ୍ତାଘାଟରେ ନିର୍ଭୟରେ ଓ ଅବାଧରେ ବୁଲିବା ସହ ଲୋକମାନଙ୍କୁ ଲୁଟୁଛନ୍ତି ଓ ଗୁଳି ଫୁଟାଇ ହତ୍ୟା କରୁଛନ୍ତି। ପୁଲିସ ମଧ୍ୟ ସେମାନଙ୍କର ଟେର୍‌ ବି ପାଉନାହିଁ। ଏଭଳି ଏକ ଘଟଣାକ୍ରମରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri