ବାପାଙ୍କ ଏହି ଶେଷ କଥା ଶୁଣି କାନ୍ଦିପକାଇ ଥିଲେ ରାଖୀ ସାୱନ୍ତ: ଡ୍ରାମା କୁଇନ୍ ଖୋଲିଲେ ଗୁମର
ବଲିଉଡର ଡ୍ରାମା କୁଇନ୍ ଭାବରେ ଜଣାଶୁଣା ଅଭିନେତ୍ରୀ ରାଖୀ ସାୱନ୍ତ ତାଙ୍କ କଥାପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ବର୍ତ୍ତମାନ ସେ ସଲମାନ ଖାନ୍ଙ୍କ ରିଆଲିଟି ଶୋ ବିଗ୍ ବସ୍ ୧୪କୁ ଯାଇଛନ୍ତି। ରାଖୀ ଏକ ଚ୍ୟାଲେଞ୍ଜର୍ ଭାବରେ ଶୋ’ରେ ପ୍ରବେଶ କରିଛନ୍ତି।…
୨୪ ଘଣ୍ଟା ପୂର୍ବରୁ ଭାରତ ଏକାଦଶ ଘୋଷଣା କଲେ ବିରାଟ: ଶୁଭମନ ଗିଲଙ୍କୁ ମିଳିଲାନି ସୁଯୋଗ
ନୂଆଦିଲ୍ଲୀ,୧୬।୧୨: ଅଷ୍ଟ୍ରେଲିଆ-ଭାରତ ମଧ୍ୟରେ ଗୁରୁବାରଠାରୁ ଆରମ୍ଭ ହେବ ଟେଷ୍ଟ ସିରିଜ। ପ୍ରଥମ ମ୍ୟାଚ୍ ଖେଳାଯିବାର ୨୪ ଘଣ୍ଟା ପୂର୍ବରୁ ଭାରତୀୟ ଟିମ୍ ପକ୍ଷରୁ ପ୍ଲେଇଂ ଇଲେଭେନ୍ ତାଲିକା ପ୍ରକାଶ ପାଇଛି। ଅଭ୍ୟାସ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ଶୁଭମନ ଗିଲଙ୍କୁ ଏଥିରେ…
୮ ବର୍ଷ ପରେ ବି ବଦଳିନି ସ୍ଥିତି: ନିର୍ଭୟାଙ୍କ ମାତା-ପିତା
ନୂଆଦିଲ୍ଲୀ, ୧୬।୧୨: ଇତିମଧ୍ୟରେ ନିର୍ଭୟା କାଣ୍ଡକୁ ୮ ବର୍ଷ ବିତିଛି। ୨୦୧୨ ଡିସେମ୍ବର ୧୬-୧୭ ରାତ୍ରରେ ନିର୍ଭୟାକାଣ୍ଡ ହୋଇଥିଲା। ତେବେ ଏବେ ବି ସ୍ଥିତି ବଦଳିନି ବୋଲି ନିର୍ଭୟା ମାତା ଆଶା ଦେବୀ ଏବଂ ପିତା ବଦ୍ରିନାଥ ସିଂ କହିଛନ୍ତି। ରାଜରାସ୍ତାରେ…
ବରେଲୀର ଆଇପିଏସ୍-ଭୁବନେଶ୍ୱରର ଏସ୍ଆଇଙ୍କ ନିଆରା ଲଭ୍ଷ୍ଟୋରୀ: ଭିନ୍ନ ଜାତି ଯୋଗୁ ଉପୁଜିଥିଲା ବାଧା, ସମାଜର ପ୍ରତ୍ୟାଖ୍ୟାନ ସତ୍ତ୍ୱେ…
ଅନ୍ୟ ଜାତିରେ ବିବାହ ସହରରେ ସାଧାରଣ କଥା ଲାଗୁଥାଇପାରେ। ହେଲେ ଆଜି ବି ବହୁ ଗାଁରେ ଏହାକୁ ସହଜରେ ଗ୍ରହଣ କରାଯାଏନାହିଁ। ହେଲେ ରାଜସ୍ଥାନର ଜଣେ ଆଇପିଏସ୍ ଛୋଟ ସହରର ଏହି ଛୋଟ ଭାବନା ସହ ଲଢ଼ି ଏକ ଭିନ୍ନ ଉଦାହରଣ…
ପରୀ ହତ୍ୟା ମାମଲା: ହାଇକୋର୍ଟରେ ସତ୍ୟପାଠ ଦାଖଲ
କଟକ ଅଫିସ, ୧୬।୧୨: ନୟାଗଡ଼ ଜିଲାର କୁନି ଝିଅ ପରୀ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏସ୍ଆଇଟି ବୁଧବାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି। ପରୀ ମୃତ୍ୟୁ ମାମଲା କେତେ ବାଟ ଆଗେଇଛି, ତା’ର ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି।…
ଭଣଜାଙ୍କୁ ବଞ୍ଚାଇବାକୁ ଯାଇ ଛାତରୁ ଗଳି ପଡ଼ିଲେ କନ୍ୟା: ଶଯ୍ୟାଶାୟୀ ଆରତୀଙ୍କ ସିନ୍ଥି ଭରିଲେ ବର
ସୁରଜ ବଡ଼ଯାତ୍ୟାଙ୍କ ଫିଲ୍ମ ବିବାହ(୨୦୦୬) ପ୍ରାୟ ସମସ୍ତଙ୍କ ମନେ ଥିବ। ଏହି ଫିଲ୍ମରେ ଅଭିନେତ୍ରୀ ଅମୃତା ରାଓ ତାଙ୍କର ସାନ ଭଉଣୀଙ୍କୁ ବଞ୍ଚାଇ ବାକୁ ଯାଇ ନିଜେ ନିଆଁରେ ପୋଡି ହୋଇଯାଇଥିଲେ। ତଥାପି ହିରୋ ଶାହିଦ୍ କପୁର ତାଙ୍କୁ ହିଁ ନିଜର…
ଯୁବରାଜଙ୍କ ଭଉଣୀଙ୍କୁ ଭଲପାଇ ବସିଥିଲେ ଏହି ଖେଳାଳି: ଜାଣିବା ପରେ ଏପରି ଧମକ ଦେଇଥିଲେ…
ଭାରତୀୟ କ୍ରିକେଟର ରୋହିତ ଶର୍ମା ଡିସେମ୍ବର ୧୩ରେ ନିଜର ୫ମ ବିବାହ ବାର୍ଷିକୀ ପାଳନ କରିଥିଲେ। ୧୩ ଡିସେମ୍ବର ୨୦୧୫ରେ ରୋହିତ ରିତିକା ସଜଦେବଙ୍କୁ ବିବାହ କରିଥିଲେ। ଏହି ଖେଳାଳିଙ୍କୁ ତାଙ୍କର ବିବାହ ବାର୍ଷିକୀ ଅବସରରେ ସୋସିଆଲ ମିଡିଆରେ ବହୁତ ଶୁଭେଚ୍ଛା…
ଦିଦି-ଓଓ୍ବାଇସି ବାକ୍ ଯୁଦ୍ଧ
ନୂଆଦିଲ୍ଲୀ,୧୬।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସିଙ୍କ ମଧ୍ୟରେ ବାକ୍ ଯୁଦ୍ଧ ନେଇ ଏବେ ଦେଶବ୍ୟାପି ଚର୍ଚ୍ଚା ଜାରି ରହିଛି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଲଢ଼ିବା ନେଇ ଓଓ୍ବାଇସି ଘୋଷଣା କରିଥିଲେ। ଏହାକୁ ନେଇ ମମତା…
ବରିଷ୍ଠ ନାଗରିକଙ୍କୁ ସରକାରଙ୍କ ଉପହାର: ଏୟାର ଇଣ୍ଡିଆରେ ଯାତ୍ରାରେ ଦେବାକୁ ପଡ଼ିବ ଅଧା ଭଡ଼ା
ନୂଆଦିଲ୍ଲୀ,୧୬।୧୨: ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ସରକାରଙ୍କ ପକ୍ଷରୁ ଉପହାର ଘୋଷଣା କରାଯାଇଛି। ଏହି ଘୋଷଣା ଅନୁସାରେ ଏଣିକି ଏୟାର ଇଣ୍ଡିଆରେ ଯାତ୍ରା କରୁଥିବା ବରିଷ୍ଠ ନାଗରିକଙ୍କୁ ଅଧା ଭଡ଼ା ଦେବାକୁ ପଡ଼ିବ। ୬୦ ବର୍ଷ ଅବା ଏହାଠାରୁ ଅଧିକ ବୟସ୍କ…
କୋହଲି ହିଁ ଆମର ଅଧିନାୟକ, ଆମେ ସବୁ ତାଙ୍କ ସହ ଅଛୁ: ରାହାଣେ
ନୂଆଦିଲ୍ଲୀ,୧୬।୧୨: ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ହାଇଭୋଲ୍ଟେଜ ସିରିଜ। ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍ରେ ଦଳ ଭଲ ପ୍ରଦର୍ଶନ କରିଥିଲା। ଏଣୁ ଟେଷ୍ଟରେ ଦଳ ଟି୨୦ ଭଳି ଚମତ୍କାର ପ୍ରଦର୍ଶନ…
ଲୋକଙ୍କୁ ଠକି ଗିରଫ ହେଲେ ଅଭିନେତା ସଲମାନ୍
ଟିଭି ସିରିଏଲରେ କାମ କରିସାରିଥିବା ୪୦ ବର୍ଷୀୟ ଅଭିନେତା ସଲମାନ ଅନସାରୀଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସର ଗିରଫ କରିଛି। ନକଲି ପୋଲିସ ସାଜି ସେ ଲୋକଙ୍କୁ ଠକୁଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ସଲମାନ ‘ଛତ୍ରପତି ରାଜା ଶିବାଜୀ’, ‘ସାବଧାନ…
୧୬ କୋଟି ଟଙ୍କାର ଇଞ୍ଜେକ୍ସନ ନେବ ୮ ସପ୍ତାହର ଶିଶୁ: ରୋଗ ବିଷୟରେ ଜାଣିଲେ ଲାଗିବ ଭୟ
ବ୍ରିଟେନରେ, ମାତ୍ର ଆଠ ସପ୍ତାହର ଏକ ପିଲାକୁ ଦୁନିଆର ସବୁଠାରୁ ମହଙ୍ଗା ଇଞ୍ଜେକ୍ସନ ଦିଆଯିବ। ବର୍ତ୍ତମାନ ଆପଣ ଭାବୁଥିବେ ଏମିତି କେଉଁ ରୋଗ ଶିଶୁଟିକୁ ହେଇଛି, ଯେଉଁଥିପାଇଁ ତାଙ୍କୁ ୧୬ କୋଟି ଟଙ୍କାର ଇଞ୍ଜେକ୍ସନ ଦିଆଯିବ। ତେବେ ଏହି ରୋଗର ନାମ…
Archives


