Home Left

ଭାଜପାରେ ଥିବା ବେଳେ ରାହୁଲ ଗାନ୍ଧୀଙ୍କୁ କହୁଥିଲେ ‘ପପ୍ପୁ’; କଂଗ୍ରେସକୁ ଆସି ଛୁଇଁଥିଲେ ସୋନିଆଙ୍କ ପାଦ; ଏବେ…

ଗତ କିଛି ସମୟ ଧରି ଚର୍ଚ୍ଚାରେ ଅଛନ୍ତି ନବଜୋତ ସିଂହ ସିଦ୍ଧୁ। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହଙ୍କ ସହ ତାଙ୍କର ମନୋମାଳିନ୍ୟ ଖବର ଅନେକଙ୍କୁ ଜଣା। ଏହା ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ସମେତ ପୁରା କଂଗ୍ରେସକୁ ଚିନ୍ତାରେ…

ଦୁଇ ଗୋଡ଼ ବାହାରକୁ କରି ପାଣି କୁଣ୍ଡରେ ଏମିତି ହେଉଛି ହାତୀଛୁଆ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

୭ମାସରେ ତିଆରି ହେଲା ୪କୋଟିର ଏହି ନିଆରା ଡାଇମଣ୍ଡ ଚେନ୍‌

ହଲିଉଡ୍‌ର ବେଶ୍‌ ଜଣାଶୁଣା ରେପର ଗାୟକ ଟାଇଲର ଦ କ୍ରିଏଟର୍‌ଙ୍କ ନିକଟରେ ଏକ ନୂଆ ଆଲବମ୍‌ ‘କଲ ମି ଇଫ୍‌ ୟୁ ଗେଟ୍‌ ଲଷ୍ଟ’ର ରିଲିଜ୍‌ ହୋଇଛି। ଏହି ଗୀତକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଥିବା ବେଳେ ଏବେ ସମସ୍ତଙ୍କ ମନରେ…

ଘର ବିକିଲେ ରୋହିତ ଶର୍ମା: ଦାମ୍‌ ଜାଣିଲେ..

ଭାରତୀୟ ଦଳର ତାରକା ଓପନର୍‌ ରୋହିତ ଶର୍ମା କ୍ରିକେଟ ପଡ଼ିଆରେ ଅନେକ ରେକର୍ଡ ହାସଲ କରିଛନ୍ତି। ବିଶ୍ୱ କ୍ରିକେଟରେ ‘ହିଟମ୍ୟାନ’ ଭାବରେ ଜଣାଶୁଣା ରୋହିତ ନିଜ କ୍ୟାରିୟରରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ରୋହିତଙ୍କର ମୁମ୍ବାଇର ୱର୍ଲିରେ ବହୁତ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ…

ବିବାହ ଉତ୍ସବରେ ବରଯାତ୍ରୀଙ୍କୁ ବାସନ ଧୋଇବାକୁ କହିଲେ ବରକନ୍ୟା, କାରଣ ଜାଣିଲେ…

ବିବାହ ଉତ୍ସବରେ ନାଚ, ଗୀତ, ଖୁସି ମଜା ସାଧାରଣ କଥା। ମାତ୍ର ଏମିତି ଏକ ବିବାହ ଉତ୍ସବର କାହାଣୀ ଭାଇରାଲ ହେଉଛି, ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଯେଉଁ ବିବାହରେ ବରଯାତ୍ରୀଙ୍କୁ ଅଇଁଠା ବାସନ ଧୋଇବାକୁ ପଡ଼ିଛି। ଏହି ଘଟଣା ଏବେ ସୋସିଆଲ…

କୋଭିସିଲ୍ଡକୁ ମିିଳିଲା ମଞ୍ଜୁରୀ: ଏବେ ଭାରତୀୟ କରିପାରିବେ ୟୁରୋପ ଗସ୍ତ

ବେଲଜିୟମ,୧ ।୭: କରୋନା ମହାମାରୀ ସଙ୍କଟ ଟଳି ଯିବା ପରେ ବିଦେଶ ଯାତ୍ରା କରିବାକୁ ଥିବା ଭାରତୀୟମାନଙ୍କ ପାଇଁ ଆସିଛି ଖୁସି ଖବର । କିଛିଦିନ ହେବ ଭାରତର କୋଭିସିଲ୍ଟ ଭ୍ୟାକ୍ସିନକୁ ୟୁରୋପ ଅନୁମତି ପ୍ରଦାନ କରି ନ ଥିବା ବେଳେ…

ଗୁଲଶନ କୁମାର ହତ୍ୟାକାଣ୍ଡ: ଦାଉଦଙ୍କ ସହଯୋଗୀ ରଉଫଙ୍କୁ ଆଜୀବନ କାରାଦଣ୍ଡ

ମୁମ୍ବାଇ,୧।୭: ପୂର୍ବତନ ପ୍ଲେବ୍ୟାକ୍‌ ସିଙ୍ଗର ତଥା ଟି-ସିରିଜ କମ୍ପାନୀର ମାଲିକ ଗୁଲଶନ କୁମାରଙ୍କ ହତ୍ୟାକାଣ୍ଡ ମାମଲା ସହ ଜଡ଼ିତ ଆବେଦନ ଉପରେ ବମ୍ବେ ହାଇକୋର୍ଟ ଶୁଣାଣି କରିଛନ୍ତି। ଏହି ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅବଦ୍ଦୁଲ ରଉଫ ଓରଫ ଦାଉଦ…

ତଳିରେ ପାଣି ମଡ଼ାଇବାକୁ ଯାଇଥିଲେ ବିଲକୁ, ଘରକୁ ଫେରିଲା ମୃତଦେହ

ପଦ୍ମପୁର,୧।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ କିସ୍ମତକୃଷ୍ଣପୁର ଗ୍ରାମର ଜଣେ ଚାଷୀଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ଉକ୍ତ ଗ୍ରାମର ଚାଷୀ କୃଷ୍ଣଚନ୍ଦ୍ର ରାଉତ ତଳିରେ ପାଣି ମଡ଼ାଇବାକୁ ବିଲକୁ ଯାଇଥିଲେ। ତେବେ ପରେ ସେ ଆଉ ଘରକୁ ଫେରି ନଥିଲେ।…

ଏହି ୪ ରାଶିର ଯୁବକଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି ଯୁବତୀ; ଦେଖିଲେ ଆପଣ…

ଜ୍ୟୋତିଷ ଶାସ୍ତ୍ରରେ ରାଶିମାନଙ୍କ ମହତ୍ୱ ଅଧିକ। କାରଣ ରାଶି ଆଧାରରେ ବ୍ୟକ୍ତିର ସ୍ବଭାବ, ଗୁଣ-ଦୋଷ ଏବଂ ତାର ଜୀବନରେ ହେବାକୁ ଥିବା ଘଟଣା ବିଷୟରେ ଜଣାପଡ଼ିଥାଏ। ଆଜି ଆମେ ଏଭଳି ୪ଟି ରାଶି ବିଷୟରେ କହିବାକୁଯାଉଛୁ, ଯେଉଁଥିରେ ଜନ୍ମିତ ଯୁବକଙ୍କ ପ୍ରତି…

ଡିଜିଟାଲ ମାଧ୍ୟମରେ ଶିକ୍ଷା ସମୟର ଆବଶ୍ୟକତା, କହିଲେ ମୋଦି…

ନୂଆଦିଲ୍ଲୀ,୧।୭: ଦେଶରେ ଡିଜିଟାଲ ମାଧ୍ୟମରେ ପାଠପଢ଼ା ସମୟର ଆବଶ୍ୟକତା। ଡିଜିଟାଲ ଇଣ୍ଡିଆର ୬ ବର୍ଷ ପୂରଣ ଅବସରରେ ଏକ ଭର୍ଚୁଆଲ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏଭଳି କହିଛନ୍ତି। କରୋନା ମହାମାରୀ ସଙ୍କଟ ସମୟରେ ଡିଜିଟାଲ ମାଧ୍ୟମରେ ବହୁବିଧ…

ପ୍ରଥମ ଡେଟ୍‌ରେ ପ୍ରେମିକାଙ୍କଠାରୁ ୧୦୦ ଟଙ୍କା ଉଧାର ନେଇଥିଲେ ଏହି ପ୍ରସିଦ୍ଧ ଅଭିନେତା, ଜାଣନ୍ତୁ କାହିଁକି

ବଲିଉଡ୍‌ରେ ଅନେକ ପ୍ରେମ କାହାଣୀ ବିବାହ ପରେ ଭାଙ୍ଗି ଯାଇଛି। ସେଥିମଧ୍ୟରୁ ସୈଫ ଅଲି ଖାନ ଏବଂ ଅମୃତା ସିଂଙ୍କ ପ୍ରେମ କାହାଣୀ ଅନ୍ୟତମ। ଏକ ଫଟୋଶୁଟ୍‌ ସମୟରେ ଉଭୟ ସାକ୍ଷାତ ହୋଇଥିଲେ। ସେତେବେଳେ ସୈଫ ବଲିଉଡରେ ପାଦ ଦେଇ ନ…

ଗୋଟିଏ ଗଛରେ ଫଳିଛି ୧୨୧ ପ୍ରକାରର ଆମ୍ବ

ସାଧାରଣତଃ ଗୋଟିଏ ଗଛରେ ଗୋଟିଏ ପ୍ରକାରର ଆମ୍ବ ହିଁ ଫଳିଥାଏ। ମାତ୍ର ଏକ କମ୍ପାନୀର ବଗିଚାରେ ଆମ୍ବ ଗଛ ଲଗାଯାଇଛି, ଯେଉଁଥିରେ ୧୨୧ ପ୍ରକାର ଆମ୍ବ ଫଳିଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ଆମ୍ବ ଫଳିଛି ଉତ୍ତରପ୍ରଦେଶର ସାହାରନପୁରରେ। ଏଠାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri