ଗାଡ଼ି ଧକ୍କାରେ କଲରାପତରିଆ ବାଘ ମୃତ
ଦଶପଲ୍ଲା,୧।୭(ଡି.ଏନ.ଏ.): ବୁଧବାର ରାତି ପ୍ରାୟ ୧୧ଟା ସମୟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଦଶପଲ୍ଲା ବ୍ଲକ୍ ଅଧୀନ ବୁଗୁଡ଼ା ନିକଟ ପଶ୍ଚିମ ବନ୍ୟପ୍ରାଣୀ ଅଞ୍ଚଳ ଶାଳଭଙ୍ଗା ଜଙ୍ଗଲରେ କୌଣସି ଗାଡ଼ି ଧକ୍କାରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି। ମୃତ…
‘ବର୍ଷକରେ ୮ଲକ୍ଷ ଶିଶୁଙ୍କୁ ଟିକା ଲକ୍ଷ୍ୟ’
ଝାରସୁଗୁଡ଼ା ଅଫିସ,୧।୭: ୫ବର୍ଷରୁ କମ୍ ବୟସର ଶିଶୁ, କମ୍ ରୋଗ ପ୍ରତିରୋଧକ ଶକ୍ତିଥିବା ଶିଶୁ, ଅପପୁଷ୍ଟିର ଶିକାର ହୋଇଥିବା ଶିଶୁଙ୍କୁ ନିମୋକୋକାଲ ରୋଗ ହେବା ଆଶଙ୍କା ରହିଥାଏ। ଏହି ରୋଗ ପ୍ରତିହତ କରିବା ପାଇଁ ସମସ୍ତ ଯୋଗ୍ୟ ଶିଶୁମାନଙ୍କୁ ପିସିଭି (ନିମୋକୋକାଲ…
ଭୂମିହୀନ ୧୮ ଲକ୍ଷ କୃଷକ ପରିବାରକୁ ୩୮୬ କୋଟି ସହାୟତା
ଭୁବନେଶ୍ୱର,୧।୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କାଳିଆ’ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାରଙ୍କୁ ବୁଧବାର ୩୮୬ କୋଟି ଟଙ୍କାର କୋଭିଡ୍ ସହାୟତା ପ୍ରଦାନ କରିଛନ୍ତି । ଏହି ସହାୟତା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା କରାଯାଇଛି। ଏହାଦ୍ବାରା ୧୮ ଲକ୍ଷ…
ଆନ୍ତଃ ଜିଲା କଟକଣା ବସ୍ ପାଇଁ ଅଡୁଆ
ଭୁବନେଶ୍ୱର,୧।୭(ବ୍ୟୁରୋ): ଦୀର୍ଘଦିନ ଧରି ବସ୍ ସେବା ବନ୍ଦ ହେବା ପରେ ରାଜ୍ୟ ସରକାର ଜୁଲାଇ ପହିଲାରୁ ୨୦ଟି ଜିଲାରେ ଚଳାଚଳ କରିବାକୁ ଅନୁମତି ଦେଇଛନ୍ତି। ତେବେ ଅନ୍ୟ ୧୦ଟି ଜିଲାରେ ସଂକ୍ରମଣ ହାର ଅଧିକ ରହୁଥିବାରୁ ବସ ଚଳାଚଳକୁ ନିଷେଧ କରାଯାଇଛି।…
ବିଶ୍ୱରୂପା ମହାନ୍ତିଙ୍କୁ ୟୁଏଇର ଗୋଲ୍ଡେନ୍ ଭିଜା
ଭୁବନେଶ୍ୱର, ୧।୭(ବ୍ୟୁରୋ): ମୟୂରଭଞ୍ଜ ଜିଲା ବାରିପଦାର କଳାକାର ବିଶ୍ୱରୂପା ମହାନ୍ତିଙ୍କୁ ୟୁଏଇର ସମ୍ମାନଜନକ ଗୋଲଡେନ୍ ଭିଜା ମିଳିଛି। ୟୁଏଇ ସରକାରଙ୍କ ପକ୍ଷରୁ ତାଙ୍କୁ ୧୦ ବର୍ଷ ଲାଗି ଏହି ଭିଜା ପ୍ରଦାନ କରାଯାଇଛି। ଗୋଲଡେନ୍ ଭିଜା ପାଇଥିବା ବ୍ୟକ୍ତି କୌଣସି ଜାତୀୟ…
ଏମିତି ଚାକିରି: ଯେଉଁଠି ଟ୍ରେନ୍ରେ ଲୋକଙ୍କୁ ଧକ୍କା ମାରିବାକୁ ପଡ଼େ
ସାଧାରଣତଃ ମଣିଷ ପାଇଁ ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ନିତ୍ୟାନ୍ତ ଆବଶ୍ୟକ। ଏହା ମୌଳିକ ଆବଶ୍ୟକତା। ଆଉ ଏହି ଆବଶ୍ୟକତା ପୂରଣ କରିବା ପାଇଁ ଜଣେ ଲୋକକୁ କିଛି ନା କିଛି ରୋଜଗାର କରିବା ନିହାତି ଦରକାର। ଅନେକ ଲୋକ ପେଟ…
ମଧୁମେହରୁ ମୁକ୍ତି ଚାହୁଁଥିଲେ…
ଆଜିକାଲି ମଧୁମେହ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାରେ ପରିଗଣିତ ହେଲାଣି। ବ୍ୟସ୍ତବହୁଳ ଜୀବନଶୈଳୀ ଓ ଖାଦ୍ୟପେୟରେ ପରିବର୍ତ୍ତନ ଏହାର ପ୍ରମୁଖ କାରଣ। ତେବେ ଏହି ରୋଗୀଙ୍କୁ ଖାଦ୍ୟପେୟଜନିତ କଟକଣା କରାଯାଇଥାଏ। ମାତ୍ର ଏପରି କିଛି ଖାଦ୍ୟ ରହିଛି ଯେଉଁଥିରେ ପୋଷକତତ୍ତ୍ୱ ଭରି…
ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୫ ଜୀବନ
ଭୁବନେଶ୍ୱର,୧।୭(ବ୍ୟୁରୋ): ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବି ଲାଗୁନି ବ୍ରେକ୍। ଗୁରୁବାର ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନାଜନିତ ୪୫ ଜଣଙ୍କ ପ୍ରାଣହାନୀ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪,୦୬୩କୁ ବୃଦ୍ଧି ପାଇଛି।…
ଏମିତି କଲେ ଘରକୁ ଆପଣାଛାଏଁ ଆସନ୍ତି ଲକ୍ଷ୍ମୀ
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେଗୁଡ଼ିକୁ ଗ୍ରହଣ କରି ଜୀବନରୁ ଦୁଃଖ ଦୂର ହୋଇପାରିବ ବୋଲି ବିବେଚନା କରାଯାଏ। ଚାଣକ୍ୟ କହିଛନ୍ତି, ଯଦି ଜଣେ ବ୍ୟକ୍ତି ତିନୋଟି ଜିନିଷର ପ୍ରତି ଯତ୍ନବାନ୍ ହୁଅନ୍ତି, ତେବେ ସେ…
ସେହ୍ବାଗଙ୍କ ଉପରେ ଭରସା କରୁ ନ ଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ବୀରେନ୍ଦ୍ର ସେହ୍ବାଗ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ଥିଲେ। ଦିନିକିଆ କ୍ରିକେଟ ହେଉ କିମ୍ବା ଟେଷ୍ଟ କ୍ରିକେଟ, ସେହ୍ବାଗ ଜାଣିଥିଲେ କିପରି ଗୋଟିଏ ଉପାୟରେ ରନ ସ୍କୋର କରିବେ। ତାହାଙ୍କ ଲକ୍ଷ୍ୟ ଥିଲା ବିପକ୍ଷ…
ଆଇପିଏଲ୍ ପାଇଁ ଖୁସି ଖବର
ନୂଆଦିଲ୍ଲୀ,୧।୭: ଆଇପିଏଲ-୧୪’ର ବଳକା ମ୍ୟାଚ୍ ପୂର୍ବରୁ ପ୍ରଶଂସକଙ୍କୁ ମିଳିଛି ଖୁସି ଖବର। ଅଷ୍ଟ୍ରେଲିଆ ଦିନିକିଆ ଓ ଟି୨୦ ଦଳର ଅଧିନାୟକ ଆରୋନ ଫିଞ୍ଚଙ୍କ ସମାଲୋଚନା ସତ୍ତ୍ୱେ ଦଳର ବହୁ ଖେଳାଳି ଆଇପିଏଲ ପାଇଁ ଉପଲବ୍ଧ ରହିବେ। ଯଦି ଓ ସମସ୍ତ ଅଷ୍ଟ୍ରେଲିଆନ…
କାଳ ସାଜିଲା ବଜ୍ରପାତ
ପାରଳାଖେମୁଣ୍ଡି/ହିଞ୍ଜିଳିକାଟୁ/ପୋଲିସରା,୩୦ା୬: ଗଜପତି ଓ ଗଞ୍ଜାମ ଜିଲାରେ ବୁଧବାର ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି। ମୃତକ ହେଲେ ଗଜପତି ଜିଲା ତାଟିପୋଟି ଗ୍ରାମର ବି.ଜନାର୍ଦ୍ଦନ ଓ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଚନ୍ଦ୍ରଶେଖର ମାର୍ଗର ଶିବରାମ…
Archives


