ରିଲିଜ୍ ହେଲା ହଙ୍ଗାମା ୨ ର ଟ୍ରେଲର
ମୁମ୍ବାଇ: ବଲିଉଡ୍ର ଆଗଧାଡିର ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ହଙ୍ଗାମା ୨’ର ଟ୍ରେଲର ରିଲଜ୍ ହୋଇଛି । ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ଅପେକ୍ଷାରେ ରହିଛି । ଖୁବ୍ ହସ ମଜାକରେ ଭରପୁର ଏହି କମେଡି ଫିଲ୍ମରେ…
ଚର୍ଚ୍ଚାରେ ନୋରା
ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ୍ ନୋରା ଫତେହି ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ନିଜର କ୍ୟୁଟନେସ୍ ଓ ଭିନ୍ନ ଡ୍ୟାନ୍ସ ଶୈଳୀ ପାଇଁ ଏହି ଅଭିନେତ୍ରୀ ଅଧିକାଂଶ ସମୟରେ ରହୁଛନ୍ତି ଲାଇମ ଲାଇଟରେ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ନୋରା ଅଳ୍ପ…
ଗର୍ଭବତୀଙ୍କୁ ରେଫର ମନା
ନୟାଗଡ଼ ଅଫିସ,୧।୭: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍ଏଚ୍)ରେ ଭର୍ତ୍ତି ହେଉଥିବା ଗର୍ଭବତୀଙ୍କୁ ଆଉ ରେଫର ନ କରିବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍ଓ) ନିର୍ଦ୍ଦେଶ ଦେଇଛନ୍ତି। ଆଉ ଜଣେ ଆନାସ୍ଥେସିଆ ବିଶେଷଜ୍ଞ କାର୍ଯ୍ୟରେ ଯୋଗ ଦେବା ପରେ ଡିଏଚ୍ଏଚ୍ରେ ୨୪ ଘଣ୍ଟିଆ ସେବା…
‘ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେବି’
ସୋନପୁର,୧।୭: ସୁବର୍ଣ୍ଣପୁରର ୩୦ତମ ଜିଲାପାଳ ଭାବେ ଅବୋଲି ସୁନିଲ ନରଓ୍ବଣେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ନରଓ୍ବଣେ ଏହା ପୂର୍ବରୁ ରାଉରକେଲାର ଅତିରିକ୍ତ ଜିଲାପାଳ ଭାବେ କାର୍ଯ୍ୟ କରୁଥିଲେ। ୨୦୧୫ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ନରଓ୍ବଣେ ପ୍ରଥମେ ବାଲେଶ୍ୱର ଜିଲାର…
ଛାତ୍ରୀଙ୍କୁ ବଳାତ୍କାର କରି ଜେଲଗଲେ ଟିଉସନ ସାର୍
ଠାକୁରମୁଣ୍ଡା,୧ା୭: ମୟୂରଭଞ୍ଜ ଜିଲା ମହୁଲଡ଼ିହା ଥାନା ଅଞ୍ଚଳର ଜନୈକା ନାବାଳିକା ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଜଣେ ଯୁବକଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ୨୫ ବର୍ଷୀୟ ଯୁବକ ଜଣକ ନାବାଳିକାଙ୍କୁ ଟିୟୁସନ…
ସରକାର ଗଠନ ପରେ ସଂକଳ୍ପ ପତ୍ରକୁ ଅଳିଆ ଗଦାକୁ ଫିଙ୍ଗି ଦେଇଛି ଭାଜପା: ଅଖିଳେଶ
ଲକ୍ଷ୍ନୌ,୧ ।୭: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଭାରତୀୟ ଜନତା ପାର୍ଟି(ଭାଜପା)କୁ ପୁଣିଥରେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ସମାଜବାଦୀ ପାର୍ଟି ଏଥର ଛୋଟ ଛୋଟ ରାଜନୈତିକ ଦଳ ସହ ମେଣ୍ଟ କରିବ । ଭାଜପା ବେକାରୀ…
ଭାରତର ଏହି ଖେଳାଳିଙ୍କ ଉଇକେଟ ଯିବା ପରେ ବହୁତ ଖୁସି ହୋଇଯାଇଥିଲେ ନ୍ୟୁଜିଲାଣ୍ଡ ଦଳ; ନଚେତ ସେ ଛଡ଼ାଇ ନେଇଥାନ୍ତେ…
ନୂଆଦିଲ୍ଲୀ,୧।୭: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲର ଶେଷ ଦିନରେ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ଉଇକେଟ ନେବା ପରେ ଖୁସି ହୋଇଯାଇଥିଲେ ନ୍ୟୁଜିଲାଣ୍ଡ ଦଳ। ଏନେଇ ଖୁଲାସା କରିଛନ୍ତି ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟିମ ସାଉଥୀ। କାରଣ ସେ ଦଳ ହାତରୁ…
୩ ଦିନିଆ ପୁରୀ ଗସ୍ତରେ ରାଜ୍ୟପାଳ
ପୁରୀ ଅଫିସ,୧ା୭: ତିନି ଦିନିଆ ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୁରୁବାର ପୁରୀରେ ପହଞ୍ଚିଛନ୍ତି । ରାଜଭବନର ନବୀକରଣ ଭବନକୁ ସେ ଉଦଘାଟନ କରିଛନ୍ତି । ଫନି ବାତ୍ୟାରେ ରାଜଭବନ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ରାଜଭବନ ପରିସରରେ ଥିବା…
ବାପା ଧର୍ମେନ୍ଦ୍ରଙ୍କ କଥା ଶୁଣି ପ୍ରେମକୁ ଭୁଲିବାକୁ ବାଧ୍ୟ ହୋଇଥିଲେ ଦୁଇପୁଅ; ନଚେତ ଏହି ଦୁଇ ଅଭିନେତ୍ରୀ ହୋଇଥାନ୍ତେ ବୋହୂ
ବମ୍ବେ: ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର ଦୁଇଟି ବିବାହ କରିଛନ୍ତି। ପ୍ରଥମ ପତ୍ନୀ ପ୍ରକାଶ କୌରଙ୍କଠାରୁ ତାଙ୍କର ଦୁଇ ପୁଅ ରହିଥିବା ବେଳେ ଦ୍ୱିତୀୟ ସ୍ତ୍ରୀ ହେମାମାଳିନୀ ଦୁଇ କନ୍ୟା ସନ୍ତାନର ଜନନୀ। ସମସ୍ତେ ଏବେ ବିବାହିତ। ବଡ଼ପୁଅ ତଥା ଅଭିନେତା ସନି…
ସୁନାର ମାସ୍କ ତିଆରି କଲେ ମନୋଜ ସେନଗାର
କାନପୁର,୧ ।୭: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ହେଲେ ମାସ୍କ ପିନ୍ଧିବା ଜରୁରୀ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏବେ ଏହି ମାସ୍କକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ମନୋଜ ସେନଗାର ବା ମନୋଜଆନନ୍ଦ ମହାରାଜ । ଯେ କି ଗୋଲଡେନ୍ ବାବା…
ଭୁବନେଶ୍ୱରରେ ପହଞ୍ଚିଲା ଆଉ ୧ ଲକ୍ଷ କୋଭିଶିଲ୍ଡ ଟିକା
ଭୁବନେଶ୍ୱର,୧ା୭(ବ୍ୟୁରୋ): ଭୁବନେଶ୍ୱରରେ ଗୁରୁବାର ଆଉ ୧ ଲକ୍ଷ କୋଭିଶିଲ୍ଡ ଟିକା ପହଞ୍ଚିଛି । ଆସନ୍ତାକାଲି ଆଉ ୧୦ ଲକ୍ଷ ଟିକା ଓଡ଼ିଶାରେ ପହଞ୍ଚିପାରେ। ସେରମ ଇନଷ୍ଟିଚ୍ୟୁଟ୍ରୁ ୮ ଲକ୍ଷ କୋଭିଶିଲ୍ଡ ଟିକା ଆସିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ…
ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରି ସ୍ବାମୀ ନେଲେ ଏମିତି ନିଷ୍ପତ୍ତି
ଜୟପୁର,୧।୭: ରାଜସ୍ଥାନର ପ୍ରତାପଗଡ ଜିଲାରେ ଏ ଅଭାବନୀୟ ଘଟଣା ଘଟିଛି। ଏଠାରେ ରହୁଥିବା ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଏବଂ ପୁଅ ବନ୍ଧକ ରଖିଥିଲେ। ସେ କୁଆଡେ ଯେମିତି ନ ଯାଇ ପାରିବେ ସେଥିପାଇଁ ତାଙ୍କ ଗୋଡକୁ ୩୦ କିଲୋଗ୍ରାମ ଓଜନର…
Archives


