Home Left

ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରି ସ୍ବାମୀ ନେଲେ ଏମିତି ନିଷ୍ପତ୍ତି

ଜୟପୁର,୧।୭: ରାଜସ୍ଥାନର ପ୍ରତାପଗଡ ଜିଲାରେ ଏ ଅଭାବନୀୟ ଘଟଣା ଘଟିଛି। ଏଠାରେ ରହୁଥିବା ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଏବଂ ପୁଅ ବନ୍ଧକ ରଖିଥିଲେ। ସେ କୁଆଡେ ଯେମିତି ନ ଯାଇ ପାରିବେ ସେଥିପାଇଁ ତାଙ୍କ ଗୋଡକୁ ୩୦ କିଲୋଗ୍ରାମ ଓଜନର…

ବିବାହିତଙ୍କ ହାତ ଧରିଥିଲେ ଏସବୁ ନାୟିକା, ଦ୍ୱିତୀୟ ପତ୍ନୀ ହେବା ପରେ ସନ୍ତାନ ଜନ୍ମକୁ କହିଲେ ନା; କାରଣ କିଛି…

ବିବାହିତଙ୍କ ହାତ ଧରିଛନ୍ତି ଅନେକ ବଲିଉଡ୍‌ ଅଭିନେତ୍ରୀ। ଡ୍ରିମଗର୍ଲ ହେମାମାଳିନୀଙ୍କଠାରୁ ଆରମ୍ଭ କରି ଜୟାପ୍ରଦା,କିରଣ ଖେର,ମଧୁବାଲା ଆଦି ଅଭିନେତ୍ରୀ ପୂର୍ବରୁ ବିବାହିତ ଥିବା ବ୍ୟକ୍ତିଙ୍କ ହାତ ଧରିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଅନେକ ଆଜିବି ନିସନ୍ତାନ ଅଛନ୍ତି। ଆସନ୍ତୁ ସେମାନଙ୍କ ବିଷୟରେ…

ନୂଆ କୃଷି ଆଇନକୁ ସମ୍ପୂର୍ଣ୍ଣ ଖାରଜ କରିବା ସପକ୍ଷରେ ନୁହଁନ୍ତି ଶରଦ

ନୂଆଦିଲ୍ଲୀ,୧ ।୭: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ବେଶ କିଛିଦିନ ହେବ ବିଭିନ୍ନ ରାଜ୍ୟର କୃଷକମାନେ ଆନ୍ଦୋଳନ କରିଥିଲେ ମଧ୍ୟ ଏଯାଏଁ ତା’ର କୌଣସି ସମାଧାନ ହୋଇପାରି ନାହିଁ । କେନ୍ଦ୍ର ସରକାର ନିଜ ଜିଦ୍‌ରେ ଅଟଳ…

‘ଏଭଳି ସଙ୍କଟ ସମୟରେ ରାଜନୀତି ବନ୍ଦ କରନ୍ତୁ’

ନୂଆଦିଲ୍ଲୀ,୧।୭: ଦେଶରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଦ୍ରୁତ କୋଭିଡ ଟିକାକରଣ ଅଭିଯାନ ଚାଲିଛି। ଏଥି ସହିତ ଟିକାକରଣ ସମ୍ବନ୍ଧରେ ଅନେକ ନେତାଙ୍କ ଦାୟିତ୍ୱହୀନ ବିବୃତ୍ତି ଦେଉଥିା ମଧ୍ୟ ଦେଖାଯାଉଛି। ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଟିକାକରଣ…

ଖେଳ ହେଲା କାଳ : ପୋଖରୀରେ ପଡି ଦେଢ଼ବର୍ଷ ଶିଶୁ ପୁତ୍ରର ଜୀବନଗଲା

ପାଟଣା,୧।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତ ନୂଆଗାଁ ଗ୍ରାମର ତେଲିବନ୍ଧ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଶତ୍ରୁଘ୍ନ ମୁଣ୍ଡାଙ୍କ ଦେଢ଼ବର୍ଷର ଶିଶୁପୁତ୍ର ଗୁରୁବାର ସକାଳୁ ପୋଖରୀରେ ବୁଡ଼ି ପ୍ରାଣ ହରାଇଛି। ଶିଶୁଟି ଖେଳୁ ଖେଳୁ ଘର…

ଇଣ୍ଡୋର ଷ୍ଟାଡିୟମ ନେଇ ୫ଟି ସଚିବଙ୍କୁ ଅନୁରୋଧ

ଛତ୍ରପୁର,୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଭଞ୍ଜନଗର, ଦିଗପହଣ୍ଡି, ପୁରୁଷୋତ୍ତମପୁର, ଖଲିକୋଟରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ଗୁରୁବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କୁ ପୃଥକ ପୃଥକ ଭାବେ ସ୍ଥାନୀୟ…

୩ ସ୍ବାମୀଙ୍କ ସହ ଗୋଟିଏ ଛାତ ତଳେ ରହୁଛନ୍ତି ମହିଳା, ଝିଅ ଫଟୋ ଶେୟାର କରି ଲେଖିଲେ…

ଜଣେ ଯୁବତୀ ନିଜ ପରିବାରର ଭିନ୍ନ ଏକ କାହାଣୀ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ରକିଲ ସୋୟକା ନାମକ ଜଣେ ୟୁଜର ଟିକ୍‌ଟକ୍‌ ଭିଡିଓରେ କହିଛନ୍ତି, ତାଙ୍କ ମା’ ୩ ସ୍ବାମୀଙ୍କ ସହ ରହୁଛନ୍ତି। ଭିଡିଓ ଶେୟାର କରିବାର କିଛି ସମୟ…

ରାଜଧାନୀ ସମେତ ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ଅସହ୍ୟ ଗରମ

ନୂଆଦିଲ୍ଲୀ,୧ ।୭: ଗୋଟିଏ ପଟେ ଦକ୍ଷିଣ ଭାରତରେ ମୌସୁମୀ ପ୍ରବେଶ କରିଥିବା ବେଳେ ଅନ୍ୟପଟେ ଉତ୍ତର ଓ ଉତ୍ତର-ପଶ୍ଚିମ ରାଜ୍ୟରେ ବିଳମ୍ବିତ ମୌସୁମୀ ସାଧାରଣ ଜୀବନ ଉପରେ ଖୁବ୍ ପ୍ରଭାବ ପକାଇଛି । ମୌସୁମୀ ଆସିବାରେ ବିଳମ୍ବ ହେଉଥିବା ରାଜଧାନୀ ଦିଲ୍ଲୀ…

‘ସୀତା’ ଭୂମିକାରେ ଅଭିନୟ ପାଇଁ ଏତିକି ଟଙ୍କା ଦାବି କଲେ କରୀନା

ଅଭିନେତ୍ରୀ କରିନା କପୁର ଖାନ ନିକଟରେ ଏକ ଫିଲ୍ମରେ ‘ସୀତା’ର ଭୂମିକା ପାଇଁ ୧୨ କୋଟି ଟଙ୍କା ପ୍ରଯୋଜକଙ୍କଠାରୁ ଦାବି କରିଛନ୍ତି। ଏହି ଖବର ଆସିବା ମାତ୍ରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଇଛି। କରୀନା କପୁର ଖାନଙ୍କୁ ସୀତା କରାଯିବା…

୫ ମାସ ଘରକୁ ଫେରିବେନି ଟିମ୍‌ ଇଣ୍ଡିଆର ଷ୍ଟାର୍‌ କ୍ରିକେଟର…

ନୂଆଦିଲ୍ଲୀ,୧।୭: ଟିମ୍‌ ଇଣ୍ଡିଆର ଷ୍ଟାର୍‌ କ୍ରିକେଟର ଏବେ ବିଦେଶରେ ରହିଛନ୍ତି। ଆସନ୍ତା ୫ ମାସ ପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆ ସଦସ୍ୟ ଘରକୁ ଫେରିପାରିବେ ନାହିଁ। ନଭେମ୍ବର ପରେ ହିଁ ସେମାନେ ସ୍ବଦେଶ ବାହୁଡ଼ିବେ। ଇଂଲଣ୍ଡ ସହିତ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ…

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ଅଜୟ କୋଠିୟାଲ

ଡେରାଡୁନ,୧।୭: ଆମ ଆଦମୀ ପାର୍ଟି(ଏଏପି)ର ବରିଷ୍ଠ ନେତା ତଥା ଅବସରପ୍ରାପ୍ତ କଲୋନେଲ ଅଜୟ କୋଠିୟାଲ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ବତଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ହେବାର ୬ମାସ ପରେ ବି ତୀରଥ ନିର୍ବାଚନ ଲଢ଼ିବାକୁ…

ମୁଲାୟମ୍‌ ସିଂ ଅସୁସ୍ଥ

ଲକ୍ଷ୍ନୌ,୧।୭: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (ଏସ୍‌ପି)ର ପ୍ରତିଷ୍ଠାତା ମୁଲାୟମ୍‌ ସିଂ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଗୁରୁବାର ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଲାୟମଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri