ଏକଦା ରଜନୀକାନ୍ତଙ୍କ ଏଭଳି କଥା ଶୁଣି ହିସିଥିଲେ ବିଗ୍ ବି: ବୋହୂ ଐଶ୍ୱର୍ଯ୍ୟାଙ୍କ ସହ ‘ରୋବଟ୍’ରେ ରୋମାନ୍ସ କରିବାକୁ ନେଇ…
ରଜନୀକାନ୍ତ ଗତ ପାଞ୍ଚ ଦଶନ୍ଧି ଧରି ସିନେମା ଜଗତରେ ରାଜ କରି ଆସୁଛନ୍ତି। ତାଙ୍କର ଏହି ଦୀର୍ଘ କ୍ୟାରିୟରରେ, ଏପରି ଅନେକ କାହାଣୀ ଅଛିି, ଯାହାକୁ ମନେପକାଇ ସେ ନିଜେ ହସିଥାନ୍ତି। ଆଜି ଆମେ ଆପଣଙ୍କୁ ଏପରି ଏକ କଥା କହିବାକୁ…
ଜଳୁଛି ପେଟ, ଅନ୍ଲାଇନ ପାଠକୁ ପଚାରେ କିଏ
ମହାକାଳପଡ଼ା,୨୮ା୬(ଡି.ଏନ୍.ଏ.): କରୋନା ମାଡ଼ରେ ବିଦ୍ୟାଳୟ ବନ୍ଦ ଯୋଗୁ ପିଲାମାନେ ପାଠପଢା ଭୁଲି ଗଲେଣି। ରାଜ୍ୟ ସରକାର ପିଲାଙ୍କ ଭବିଷ୍ୟତ ଶିକ୍ଷାକୁ ରୀତିମତ ମୁଖ୍ୟ ଶ୍ରୋତକୁ ଆଣିବାକୁ ନୂଆ ଯୋଜନା ବା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଏହାକୁ କାର୍ଯ୍ୟକାରୀ କରିଛନ୍ତି। ସ୍ମାର୍ଟ…
ସାମ୍ବାଦିକତା କ୍ଷେତ୍ରରେ ରାଜ୍ୟର ଜଣେ ପରିଚିତ ଚେହେରା ଜୀମୂତ ମଙ୍ଗରାଜ
ଭୁବନେଶ୍ୱର,(ବ୍ୟୁରୋ)/ଯାଁଳା, ୨୮ା୬(ଡି.ଏନ୍.ଏ.): ବରିଷ୍ଠ ସାମ୍ବାଦିକ, ଲେଖକ ତଥା ସ୍ତମ୍ଭକାର ଜୀମୂତ ବାହନ ମଙ୍ଗରାଜ (୬୪)ଙ୍କ ରବିବାର ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ସେ ସ୍କୁଟିରେ ଖୋର୍ଦ୍ଧାରୁ ଭୁବନେଶ୍ୱର ଆସୁଥିବା ସମୟରେ ୧୬ନଂ. ଜାତୀୟ ରାଜପଥର ଯାଁଳା ମେଡିକାଲ ଛକ ନିକଟରେ ଏକ…
ବସ୍ଷ୍ଟାଣ୍ଡରେ ବ୍ରିଟେନ ପ୍ରତିରକ୍ଷା ଦସ୍ତାବିଜ୍
ଲଣ୍ଡନ, ୨୮ା୬: ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟର ୫୦ ପୃଷ୍ଠା ସମ୍ବଳିତ ଗୋପନୀୟ ଦସ୍ତାବିଜ୍ ମଙ୍ଗଳବାର ଦକ୍ଷିଣ ଇଂଲଣ୍ଡର କେଣ୍ଟଠାରେ ଥିବା ଏକ ବସ୍ଷ୍ଟାଣ୍ଡରୁ ମିଳିବା ଘଟଣା ଦେଶରେ ହଇଚଇ ସୃଷ୍ଟି କରିଛି। ଏହି ଡକ୍ୟୁମେଣ୍ଟରେ ବ୍ରିଟେନ ଯୁଦ୍ଧ ଜାହାଜ ଏବଂ ବ୍ରିଟିଶ…
ଆଜି ଆଉ ୪୩ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୩୯୩୦କୁ ବୃଦ୍ଧି
ଭୁବନେଶ୍ୱର,୨୮ା୬(ବ୍ୟୁରୋ): ସୋମବାର ରାଜ୍ୟରୁ କରୋନା ମହାମାରୀ ଆଉ ୪୩ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୯୩୦କୁ ବୃଦ୍ଧି ପାଇଛି। ଏହି ମୃତକମାନଙ୍କ…
ଆଜି ରାଜ୍ୟରୁ ୩୩୧୯ କରୋନା ଆକ୍ରାନ୍ତ ଚିହ୍ନଟ, କଟକରୁ ସର୍ବାଧିକ
ଭୁବନେଶ୍ୱର,୨୮।୬(ବ୍ୟୁରୋ): ସୋମବାର ରାଜ୍ୟରୁ ୩୩୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୦୩,୭୮୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୮୯୬ ଜଣ ଚିହ୍ନଟ…
୧ରୁ ବଢ଼ିବ ବର୍ଷା
ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟରେ ଏବେ ଦୁର୍ବଳ ହେଉଛି ମୌସୁମୀ। ତେଣୁ ବର୍ଷାର ପରିମାଣ କମିଯାଇଛି। ବିଭିନ୍ନ ସ୍ଥାନରେ ବର୍ଷା ସହିତ ଘଡ଼ଘଡ଼ି ହେଉଛି। ତେବେ ଜୁଲାଇ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନକୁ ଛାଡ଼ି ଦେଲେ ଅନ୍ୟଠି ପ୍ରବଳ ବର୍ଷା ହେବ…
ତାଲିକା ପ୍ରସ୍ତୁତକର୍ତ୍ତା, ତାଲିକା ବାହାରେ
ଭୁବନେଶ୍ୱର,୨୮।୬: ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ଶନିବାର ୩୦ ଜିଲା ପାଇଁ ପର୍ଯ୍ୟବେକ୍ଷକ ଓ ୬ଜଣ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛି। ସେଥିରେ ବିଧାୟକ, ମନ୍ତ୍ରୀ ଓ ବିରିଷ୍ଠ ନେତାଙ୍କୁ ବିଭିନ୍ନ ଜିଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ…
ସୋସିଆଲ ମିଡିଆରେ ଶ୍ୱେତା ଶେୟାର କଲେ ଝିଅ ପଲକଙ୍କ ଫଟୋ, ଲେଖିଲେ ଏମିତି କିଛି…
ମୁମ୍ବାଇ: ‘ଖତ୍ରୋଁ କେ ଖିଲାଡି -୧୧’ର ଅଭିନେତ୍ରୀ ଶ୍ୱେତା ତିଓ୍ବାରୀ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରୁହନ୍ତି। ଏହି ଅଭିନେତ୍ରୀ ଝିଅ ପଲକଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ଖୁବ୍ ଭାଇରାଲ ହେଉଛି। ଶ୍ୱେତା ଝିଅ ପଲକଙ୍କର ବିଟିଏସ୍…
ପ୍ରେମ ବିବାହକୁ ରାଜିହେଉନାହାନ୍ତି କି ପରିବାର…
ବିବାହ ଏକ ପବିତ୍ର ବନ୍ଧନ। ଏହାକୁ ନେଇ ପ୍ରାୟ ସମସ୍ତଙ୍କ ମନରେ କିଛିନା କିଛି ସ୍ବପ୍ନ ଥାଏ। ତେବେ ସବୁ ସ୍ବପ୍ନ ଭିତରୁ ବାହାଘରରେ ଘର ଲୋକଙ୍କ ଉପସ୍ଥିତି ଅନ୍ୟ ଏକ ଆଶା। ଯଦି କୌଣସି କାରଣବଶତଃ ପରିବାରରୁ କେହି ବିବାହରେ…
ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮ ଲକ୍ଷ ଟଙ୍କା। ଟାଉନ ଥାନା ପୋଲିସ ଘଟଣାରେ ସମ୍ପୃକ୍ତ ରବିବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…
ସାଙ୍ଗକୁ ଭରସା କରି ଗିରଫ ହେଲେ ଯୁବକ
ରାୟପୁର,୨୭।୬: କ୍ରାଇମ କରି ଆଇନ ହାତରୁ ବଞ୍ଚିବା ସମ୍ଭବ ନୁହେଁ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଛତିଶଗଡ଼ର ରାଜଧାନୀ ରାୟପୁରରୁ। ୧୦ ବର୍ଷ ତଳର ହତ୍ୟାକାଣ୍ଡ ଉପରୁ ପର୍ଦ୍ଧା ହଟାଇଛି ଦୁଇ ସାଙ୍ଗଙ୍କ ମଧ୍ୟରେ ହୋଇଥିବା ସାଧାରଣ କଥାବାର୍ତ୍ତା। ଏ…
Archives


