କରୋନାର ତୃତୀୟ ଲହର ପୂର୍ବରୁ ଚିନ୍ତା ବଢାଇଲାଣି ନିପା ଭାଇରସ, ଡେଙ୍ଗୁ , ମ୍ୟାଲେରିଆ
ନୂଆଦିଲ୍ଲୀ,୧୩ ।୯: କରୋନାର ତୃତୀୟ ଲହରକୁ ନେଇ ଚିନ୍ତା ବଢୁଥିବା ବେଳେ ଏପଟେ କିନ୍ତୁ ଡରାଇଲାଣି ଡେଙ୍ଗୁ, ନିପା ଓ ମ୍ୟାଲେରିଆ । କରୋନା ଟିକାକରଣକୁ ବଢାଇ ଦିଆଯାଇଛି । ହେଲେ ଡେଙ୍ଗୁ, ନିପା ଓ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଏତେ…
ବାୟୁର ଆର୍ଦ୍ରତାରୁ ତିଆରି ହେବ ପାଣି, ପିଇବେ ରେଳଯାତ୍ରୀ: ଷ୍ଟେଶନରେ ଲାଗିବ ମେଘଦୂତ ମେଶିନ
ଚଣ୍ଡିଗଡ଼,୧୩ ।୯: ଚଣ୍ଡିଗଡ଼ ରଲୱେ ଷ୍ଟେଶନରେ ଖୁବଶୀଘ୍ର ଶୁଦ୍ଧ ପିଇବା ପାଣି ମିଳିଯିବ ବୋଲି ଆଶା କରାଯାଉଛି । ଏଥିପାଇଁ କାମ ଇଣ୍ଡିଆନ ରେଲୱେ ଷ୍ଟେଶନ ଡେଭଲପମେଣ୍ଟ କର୍ପୋରେଶନ(ଆଇଆର୍ଏସ୍ଡିସି) ଆରମ୍ଭ କରି ସାରିଛନ୍ତି । ପବନରୁ ପାଣି ପ୍ରସ୍ତୁତ ପାଇଁ ଲଗାଯିବାକୁ…
ବିବାହ ପରେ ଶାଶୁଘରକୁ ଯାଉଥିଲେ କନ୍ୟା;ବାଟରେ ଲାଗିଲା ଶୋଷ: ଆଉ ତା’ପରେ
ଲକ୍ଷ୍ନୌ,୧୩।୯: ଉତ୍ତରପ୍ରଦେଶର ମୈନପୁରୀରେ ଏକ ରୋଚକ ଘଟଣା ଘଟିଛି। ବିବାହ ପରେ କନ୍ୟା ତାଙ୍କ ଶାଶୁ ଘରକୁ ଯାଉଥିବା ବେଳେ ବାଟରେ ସ୍ବାମୀଙ୍କ ଚକ୍ମା ଦେଇ ଫେରାର ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ତାଙ୍କ ପତ୍ତା ମିଳିପାରି ନାହିଁ। ପୀଡିତ ଯୁବକ…
ପ୍ରେମିକାଙ୍କ ବାହାଘରକୁ କାହିଁକି ଯାଇ ନ ଥିଲେ ଶାହିଦ କପୁର
ବଲିଉଡ ଅଭିନେତା ଶାହିଦ କପୁର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। କରୀନା କପୁର ହେଉ କିମ୍ବା ପ୍ରିୟଙ୍କା ଚୋପ୍ରା ହୁଅନ୍ତୁ, ଶାହିଦ ତାଙ୍କ ପୂର୍ବ ଗର୍ଲଫ୍ରେଣ୍ଡଙ୍କ ପାଇଁ ଆଲୋଚନାର ଶିକାର ହୁଅନ୍ତି। ଦିନ ଥିଲା ଅଭିନେତ୍ରୀ କରୀନା…
ସମୁଦ୍ରରେ ଫସିଥିଲେ ୧୧ ମତ୍ସ୍ୟଜୀବୀ
ପାରାଦୀପ,୧୩ା୯(ସ୍ବ.ପ୍ର.): ଭାରତୀୟ ତଟରକ୍ଷୀ ବାହିନୀ(କୋଷ୍ଟଗାର୍ଡ)ରବିବାର ପଶ୍ଚିମବଙ୍ଗ ହୁଗୁଳି ନଦୀ ସୀମା ସମୁଦ୍ରର ସାଗରଦୀପ ଅଞ୍ଚଳରୁ ୧୧ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି। ଏହାପରେ ସେମାନଙ୍କୁ ପଶ୍ଚିମବଙ୍ଗସ୍ଥିତ କଣ୍ଟାଇ ପୋଲିସକୁ ହସ୍ତାନ୍ତର କରାଯାଇଛି। ଲଘୁଚାପ ସତ୍ତ୍ୱେ ମତ୍ସ୍ୟଜୀବୀମାନେ ବୋଟ୍ ଧରି ସମୁଦ୍ର ଭିତରକୁ…
ଦିନ ୨ଟା ୨୦ରେ ଶପଥ ନେବେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ, ଉପସ୍ଥିତ ରହିବେ ଶାହା, ଶିବରାଜ
ଗାନ୍ଧିନଗର,୧୩ ।୯: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ବଛା ଯାଇଥିବା ଭୁପେନ୍ଦ୍ର ପଟେଲ ସୋମବାର ଦିନ ୨ଟା ୨୦ରେ ଶପଥ ନେବେ ବୋଲି ଜଣାପଡିଛି । ଏହାର ଦୁଇ ଦିନ ପରେ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ଶପଥ ଦିଆଯିବ । ନିଜେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ…
ବନ୍ଧୁଙ୍କ ସହ ଥିବାବେଳେ ସାଙ୍ଗରେ ଫୋନ୍ ନିଅନ୍ତି ନାହିଁ ଧୋନୀ: ଜାଣନ୍ତୁ କାହିଁକି
ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନୀ ଖୁବ ଶୀଘ୍ର ଟିମ ଇଣ୍ଡିଆରେ ନଜର ଆସିବେ। କିନ୍ତୁ ଏଥର ପଡିଆରେ ନୁହେଁ, ସେ ଟି-୨୦ ବିଶ୍ୱକପରେ ମେଣ୍ଟର ଭାବରେ ଦଳକୁ ସମର୍ଥନ କରିବେ। ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ହେବାକୁ ଥିବା…
ରାସ୍ତାରେ ଏମିତି ଜୀବ ଦେଖି ଫଟୋ ଉଠାଇବାକୁ ଲାଗିଲେ ଲୋକେ, ଆଉ ତା’ ପରେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ମୋବାଇଲରେ ଗେମ୍ ନ ଖେଳିପାରିବାରୁ ବିଷ ପିଇଲେ ନାବାଳିକା
ମୁମ୍ବାଇ,୧୩।୯: ମୋବାଇଲରେ ଗେମ୍ ଖେଳିବାକୁ ନେଇ ସାନ ଭାଇ ସହ ଝଗଡ଼ା କରିବା ପରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା କରିଛନ୍ତି ଜଣେ ୧୬ ବର୍ଷୀୟା ଯୁବତୀ। ମୁମ୍ବାଇର ସମତା ନଗର ଥାନା ଅନ୍ତର୍ଗତ ଜାନୁପଡ଼ା ଅଞ୍ଚଳରେ ଘଟିଛି ଏଭଳି…
ଛାତ୍ରୀଙ୍କ ମୁହଁରେ କେକ୍ ବୋଳିବା ପଡ଼ିଲା ମହଙ୍ଗା
ନୂଆଦିଲ୍ଲୀ, ୧୩।୯: ଉତ୍ତରପ୍ରଦେଶର ରାମପୁରସ୍ଥିତ ଏକ ଜଣାଶୁଣା ପ୍ରାଇମେରି ସ୍କୁଲର ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି ଛାତ୍ରୀଙ୍କ ମୁହଁରେ କେକ୍ ବୋଳିବା। କ୍ୟାମେରା ଆଗରେ ଜବରଦସ୍ତି ନାବାଳିକା ଛାତ୍ରୀଙ୍କ ମୁହଁରେ କେକ୍ ବୋଳିବାରୁ ଶିକ୍ଷକଙ୍କୁ ପୋକ୍ସୋ ଆଇନରେ ଗିରଫ କରାଯାଇଛି। ସୋସିଆଲ…
ସୈନ୍ୟଙ୍କ କଟା ମୁଣ୍ଡ ଧରି ନାଚିଲେ
କାବୁଲ, ୧୩।୯: ଆଫଗାନିସ୍ତାନରେ ସରକାରକୁ ଫେରିବା ପରେ ତାଲିବାନ୍ ପୁଣି ଥରେ ତା’ର ବର୍ବର ଚେହେରା ଦେଖାଇଛି। ଆଫଗାନ୍ ସୈନ୍ୟଙ୍କ କଟା ମୁଣ୍ଡ ଧରି ତାଲିବାନ୍ ଆତଙ୍କବାଦୀ ଖୁସିରେ ନାଚୁଛନ୍ତି, ଯାହାର ଭିଡିଓ ସାମ୍ନାକୁ ଆସିଛି। ଓ୍ବାଶିଂଟନ୍ ଏକ୍ଜାମିନରେ ପ୍ରକାଶିତ ଏକ…
ମହଙ୍ଗା ବିବାହ: ଏହି ସେଲିବ୍ରେଟି କପଲଙ୍କ ଖର୍ଚ୍ଚ ଜାଣିଲେ…
ଚଳଚ୍ଚିତ୍ର, ଟିଭି ଅଭିନେତାଙ୍କ ବିବାହ ସବୁବେଳେ ଚର୍ଚ୍ଚାରେ ରହିଆସିଛି। କାରଣ ଷ୍ଟାରମାନଙ୍କର ବିବାହ ସାଧାରଣତଃ ବିଳାସପୂର୍ଣ୍ଣ ଭାବେ ହୁଏ। ତେବେ ବଲିଉଡ ଷ୍ଟାରଙ୍କ ମହଙ୍ଗା ବିବାହ ସମ୍ପର୍କରେ ଆପଣ ନିଶ୍ଚୟ ଜାଣିଥିବେ। ମାତ୍ର ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ବିବାହରେ କୋଟି…
Archives


