ଆହୁରି ଛେଚିବ: ୫ ଜିଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି
ଭୁବନେଶ୍ୱର,୧୩।୯(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇ ଚାନ୍ଦବାଲି ଦେଇ ଆଜି ସକାଳେ ସ୍ଥଳପଥ ଅତିକ୍ରମ କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତମପଶ୍ଚିମ ଦିଗରେ ଉତ୍ତର ଓ ଉତ୍ତର ଛତିଶଗ ଓ…
ବର୍ଷା ନେଲା ୩ ଜୀବନ
କେନ୍ଦ୍ରାପଡ଼ା ଅଫିସ୍,୧୩।୯: କେନ୍ଦ୍ରାପଡା ଜିଲାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ବଙ୍ଗୋପସାଗରରେ ଲଘୁପାତଜନିତ ବର୍ଷା ବିପତ୍ାତ କେନ୍ଦ୍ରାପଡା ଜିଲାରେ ପ୍ରଭାବ ପକାଇଛି ା ଲଗାଣ ବର୍ଷା ୩ ଜଣଙ୍କର ଜୀବନ ନେଇଛି ା କାନ୍ଥ ପଡି ୨ ଜଣଙ୍କର ମୃତ୍ୟୁ…
ଗୋଟିଏ ଘଟଣା ଯୋଗୁ ବଦଳିଯାଇଥିଲା ଏହି ମହାନ କ୍ରିକେଟ୍ରଙ୍କ ଜୀବନ:ପାଇଥିଲେ ‘କିଙ୍ଗ ଅଫ ସ୍ପିନ’ ଆଖ୍ୟ
ଦୁନିଆର ମହାନ ସ୍ପିନର ସେନ୍ ୱାର୍ନ ଆଜି ଅର୍ଥାତ୍ ୧୩ ସେପ୍ଟେମ୍ବର ୨୦୨୧ରେ ୫୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। କ୍ରିକେଟରେ ତାଙ୍କର ସଫଳତା ଦୁନିଆର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ଉଦାହରଣ। ୱାର୍ନ ଛୋଟ ଥିବାବେଳେ ଫୁଟବଲ ଏବଂ…
ଆଜି କରୋନା ନେଲା ୬ ଜୀବନ
ଭୁବନେଶ୍ୱର,୧୩।୯(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୬ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮,୧୦୪ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ପାରାଦୀପରେ ବର୍ଷା ସାଙ୍ଗକୁ ପବନ: ସମୁଦ୍ର ଅଶାନ୍ତ
ପାରାଦୀପ,୧୩।୯(ସ୍ବ.ପ୍ର): ଜଗତସିଂହପୁର ଜିଲାରେ ଲଗାଣ ବର୍ଷାରେ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ପାରାଦୀପରେ ଜୋରରେ ବର୍ଷା ହେଉଥିବା ବେଳେ ସମୁଦ୍ର ଅଶାନ୍ତ ହୋଇପଡିଛି। ବର୍ଷା ସାଙ୍ଗକୁ ପବନ ଯୋଗୁ ଘରୁ ବାହାରିବା ମୁସ୍କିଲ ହୋଇପଡିଛି। ମଧୁବନ ଅଞ୍ଚଳବାସୀ ସମ୍ପୂର୍ଣ୍ଣ ଭାବେ ଜଳବନ୍ଦୀ ହୋଇଯାଇଛନ୍ତି।…
ରେକର୍ଡ ଭାଙ୍ଗିଲା ପୁରୀ, ଭୁବନେଶ୍ୱର
ଭୁବନେଶ୍ୱର,୧୩।୯(ବ୍ୟୁରୋ):ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ବର୍ଷା ପୁରୀରେ ୮୭ ବର୍ଷର ରେକର୍ଡ ଭାଙ୍ଗି ଥିବା ବେଳେ ଭୁବନେଶ୍ୱରରେ ୬୩ ବର୍ଷର ରେକର୍ଡ ଭାଙ୍ଗିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି କୁହାଯାଇଛି…
କ୍ରିକେଟ୍କୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍
ହରାରେ,୧୩।୯: ଜିମ୍ବାୱେର ତାରକା କ୍ରିକେଟର ବ୍ରେଣ୍ଡନ ଟେଲର କ୍ରିକେଟକୁ ଅଲବିଦା କହିଛନ୍ତି। ଫଳରେ ତାଙ୍କର ୧୭ ବର୍ଷର କ୍ରିକେଟ୍ କ୍ୟାରିଅରର ଅନ୍ତ ଘଟିଛି। ୩୪ ବର୍ଷୀୟ ପୂର୍ବତନ ଅଧିନାୟକ ତଥା ଜିମ୍ବାୱେର ସବୁଠାରୁ ଚର୍ଚ୍ଚିତ କ୍ରିକେଟର ଟେଲର ସୋମବାର ଆୟର୍ଲାଣ୍ଡ ବିପକ୍ଷରେ…
ଆଜି ୪୭୧ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୩।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୫୭ ଜଣ ଅଛନ୍ତି। ଏହି ୪୭୧ଜଣଙ୍କ ମଧ୍ୟରୁ ୨୫୭ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୯୭ଟି ହେଉଛି…
ଏସ୍ସିବି ମେଡିକାଲ ସିସିଟିଭି ଅଚଳ, ମିଳୁନି ସ୍ପଷ୍ଟ ଚିତ୍ର
କଟକ ଅଫିସ,୧୩ା୯:ଜଗତ୍ସିଂହପୁର ଜିଲା କୁଜଙ୍ଗ ଥାନା ଅଧୀନ ପଙ୍କପାଳ ଗ୍ରାମର ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ମାମଲାରେ ମଙ୍ଗଳାବାଗ ପୋଲିସ ତଦନ୍ତ ଆରମ୍ଭ କରିଛି। ଦୁଷ୍ମନ୍ତ ଚିକିତ୍ସିତ ହେଉଥିବା ଏସ୍ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଅର୍ଥୋପେଡିକ ୱାର୍ଡରୁ ଆରମ୍ଭ କରି ଫାଟକ…
ଡେଲିଭରି ବୟଙ୍କୁ ଅପହରଣ
ଭୁବନେଶ୍ୱର,୧୩ା୯(ବ୍ୟୁରୋ):ଅସୁରକ୍ଷିତ ହୋଇପଡୁଛି ରାଜଧାନୀର ରାତି। ରାସ୍ତାରେ ଚାଲିଛି ମଦୁଆ, ଲୁଟେରା, ଅସାମାଜିକଙ୍କ ରାଜ୍। କମିଶନରେଟ୍ ପୋଲିସ ଶୋଇଯାଉଥିବାରୁ ଅପରାଧୀମାନେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି। ଶନିବାର ରାତିରେ ସୁନ୍ଦରପଦାରୁ ଖାଦ୍ୟ ଅର୍ଡର ଦେଇ ବାଇକ୍ରେ ଫେରୁଥିବା ଜଣେ ଡେଲିଭରି…
ଚାଇନା ଗଣମାଧ୍ୟମର ଚେତାବନୀ: ଆମକୁ ଶତ୍ରୁ ନ ଭାବୁ ଆମେରିକା, ପୁଣି ହୋଇପାରେ ୯/୧୧ ଭଳି ଆକ୍ରମଣ
ବେଜିଂ,୧୩ ।୯: ଚାଇନା ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସର ସମ୍ପାଦକ ହୁ ଜିଜିନ ୯/୧୧ ଆତଙ୍କବାଦୀ ଆକ୍ରମଣର ୨୦ ବର୍ଷ ପୂର୍ତ୍ତିରେ ଏକ ବଡ ବୟାନ ଦେଇଛନ୍ତି । ଜିଜିନ କହିଛନ୍ତି ଆମେରିକା ଚାଇନାକୁ ତା’ର ଶତ୍ରୁ ବୋଲି ଭାବି ବଡ…
ଦବିଲା କୋଠା, ଘରେ ପଶିଲା ପାଣି
ଭୁବନେଶ୍ୱର,୧୩।୯(ବ୍ୟୁରୋ):ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୱେଲ୍ ମାର୍କଡ୍ ଲୋ’ ପ୍ରେସରରେ ପରିଣତ ହୋଇଛି। ଏହା ପ୍ରଭାବରେ ଶନିବାରଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ରବିବାର ଦିନ…
Archives


