Home Left

ଟାର୍ଗେଟରେ ବ୍ରିଟେନ୍‌

ଲଣ୍ଡନ, ୧୧ା୯: ୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକା ଦେଖିଥିଲା ସବୁଠୁ ଘାତକ ଆତଙ୍କବାଦୀ ଆକ୍ରମଣ। ଅଲକାଏଦା ଆତଙ୍କବାଦୀ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଟୁଇନ୍‌ ଟାଓ୍ବାର ଓ ପେଣ୍ଟାଗନ୍‌ ବିଲ୍ଡିଂରେ ମାଡ଼ କରିଥିଲେ ଅପହୃତ ହେଲିକପ୍ଟର। ଧରାଶାୟୀ ହୋଇଥିଲା ବିଶାଳକାୟ ଅଟ୍ଟାଳିକା। ପ୍ରାଣ…

ପୁଲକିତ କରୁନି ପାର୍ବଣ

ଅନୁଗୋଳ ଅଫିସ, ୧୧ା୯ – ପୁଲକିତ କରେ ପାର୍ବଣ। ଆନନ୍ଦ, ଉତ୍ସାହରେ ଭରିଦିଏ ମନ। କିନ୍ତୁ କୋଭିଡ୍‌ ମହାମାରୀ କାରଣରୁ ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଏହି ଉତ୍ସବ ଋତୁ ଆରମ୍ଭରୁ କେଉଁଠି ନାହିଁ ଉତ୍ସାହ କି ଉଦ୍ଦୀପନା। ସରକାର କଟକଣାକୁ…

ସକାଳୁ ପିଅନ୍ତୁ ଲେମ୍ବୁ ପାଣି

ଲେମ୍ବୁ ଶରୀର ପାଇଁ ବହୁ ଉପକାରୀ । ଏଥିରେ ପ୍ରଚୁର ପରିମାଣରେ ମିନେରାଲ୍ସ, ଆଇରନ୍‌, ମ୍ୟାଗ୍ନେସିୟମ, ଫସଫରସ, କ୍ୟାଲସିୟମ, ପୋଟାସିୟମ ଓ ଜିଙ୍କ ରହିଛି ଏହାକୁ ସେବନ କରିବା ଦ୍ୱାରା ଶରୀର ବିଭିନ୍ନ ପ୍ରକାର ରୋଗଠାରୁ ଦୂରେଇ ରହିଥାଏ ବୋଲି ଆୟୁର୍ବେଦରେ…

ରଦ୍ଦ ହେଲା ତାଲିବାନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ!

କାବୁଲ,୧୧ ।୯: ଆଫଗାନିସ୍ତାନରେ କାମଚଳା ସରକାର ଘୋଷଣା କରି ସାରିଥିବା ତାଲିବାନ ଶପଥ ଗ୍ରହଣ ସମାରୋହକୁ ରଦ୍ଦ କରିଛି । ରୁଷିଆର ନ୍ୟୁଜ ଏଜେନ୍ସି ଟିଏସ୍‌ଏସ୍ ଶୁକ୍ରବାର ଏହି ସୂଚନା ଦେଇଛି । ରୁଷିଆ ନ୍ୟୁଜ ଏଜେନ୍ସିର ସୂଚନା ଅନୁଯାୟୀ, ତାଲିବାନର…

ଅପରାଧିଙ୍କ ଅର୍ଥ ଗରିବଙ୍କ ମଧ୍ୟରେ ବାଣ୍ଟି ଦେବାର ଯୋଜନା କରୁଛନ୍ତି ଶିବରାଜ ସରକାର

ଭୋପାଳ,୧୧ ।୯: ମଧ୍ୟପ୍ରଦେଶ ସରକାର ଅପରାଧକୁ ରୋକିବାକୁ ଏକ ନୂଆ ଆଇନ ଆଣି ପାରନ୍ତି । ଏହି ଆଇନ ମାଧ୍ୟମରେ ଅପରାଧିଙ୍କ ଅର୍ଥ ଗରିବଙ୍କ ମଧ୍ୟରେ ବାଣ୍ଟି ଦେବାଭଳି ସର୍ତ୍ତ ରହିବ । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଏହି…

ତାଲିବାନ ଆସିବା ପରେ ବଢିପାରେ ୯/୧୧ ଭଳି ଆତଙ୍କବାଦୀ ଘଟଣା: ୟୁକେ

ଲଣ୍ଡନ,୧୧ ।୯: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବା ପରେ ସାରା ବିଶ୍ୱରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ ଘଟଣା ବଢିବାର ଭୟ ଦେଖାଦେଇଛି । କୁହାଯାଉଛି କି ପୁଣିଥରେ ୨୦ ବର୍ଷ ପରେ ଆଫଗାନିସ୍ତାନ ଆତଙ୍କବାଦୀଙ୍କ ଗଡ ହେବାକୁ ଯାଉଛି ।…

ଯୁଦ୍ଧ ବିମାନରେ ଦୋଳି ଖେଳୁଛନ୍ତି ତାଲିବାନ୍‌ ଫାଇଟର

କାବୁଲ,୧୧।୯: ଆମେରିକୀୟ ସେନା ଆଫଗାନିସ୍ତାନରୁ ଅନେକ ଯୁଦ୍ଧ ବିମାନ ଛାଡ଼ି ଚାଲି ଯାଇଛନ୍ତି। ଯୁଦ୍ଧ ବିମାନର ବ୍ୟବହାର ଜାଣି ନ ଥିବା ତାଲିବାନ୍‌ ଫାଇଟରମାନେ ଏହାକୁ ଭିନ୍ନ କାମରେ ବ୍ୟବହାର କରୁଛନ୍ତି। ଚାଇନାର ବୈଦେଶିକ୍‌ ମନ୍ତ୍ରଣାଳୟର ଜଣେ ସରକାରୀ ଅଧିକାରୀ ଲିଜିଆନ…

ବଦଳି ପାରିଲୁ ନାହିଁ ଭାରତୀୟ ଖେଳାଳିଙ୍କ ଧାରଣା

ମାଞ୍ଚେଷ୍ଟର,୧୦।୯: ଭାରତୀୟ କ୍ୟାମ୍ପରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା କାରଣରୁ ମାଞ୍ଚେଷ୍ଟର ଟେଷ୍ଟ ବାତିଲ ହୋଇନାହିଁ। ଏହା ପଛରେ ଅନ୍ୟ କାରଣ ଥିବା କହିଛନ୍ତି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ସିଇଓ ଟମ ହାରିସନ। ଭାରତୀୟ ଖେଳାଳିଙ୍କ…

୧୩ରୁ ଖୋଲିବ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

କୋରାପୁଟ,୧୦ା୯(ସ୍ବ.ପ୍ର.): କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ୧୩ ତାରିଖରୁ ଖୋଲିବ। ଲୋକ ସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ରିସର୍ଚ୍ଚ ସ୍କଲାରମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟ ଖୋଲାଯିବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା…

ଘରେ ପଶି ପୂର୍ବତନ ମନ୍ତ୍ରୀଙ୍କୁ ହତ୍ୟା

ବାଗପତ୍‌,୧୦।୯: ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଆତ୍ମାରାମ ତୋମାରଙ୍କୁ ତାଙ୍କ ବାସଭବନରେ ହତ୍ୟା କରାଯାଇଛି। ତୋମାର ତାଙ୍କ ଘରେ ଏକାକୀ ରହୁଥିଲେ। ଘର ବାହାରପଟୁ ତାଲା ପଡ଼ିଥିବାବେଳେ ଭିତରେ ତାଙ୍କ ମୃତଦେହ ବେଡ୍‌ ଉପରେ ପଡ଼ିରହିଥିଲା। ତାଙ୍କ ମୁହଁରେ ରକ୍ତ ଦାଗ ସହ…

ଟିକା ନେଇ ନ ଥିଲେ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଛୁଟି

ଚଣ୍ଡିଗଡ଼,୧୦।୯: ସେପ୍ଟେମ୍ବର ୧୫ ପରେ ପଞ୍ଜାବ ସରକାରଙ୍କ କୌଣସି କର୍ମଚାରୀ ଯଦି କୋଭିଡ୍‌ ଟିକାର ଗୋଟିଏ ଡୋଜ୍‌ ବି ନେଇ ନ ଥିବେ, ତେବେ ତାଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦିଆଯିବ। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଶୁକ୍ରବାର ଏହି ଘୋଷଣା କରିଛନ୍ତି।…

ନିର୍ବାଚନ ଜିତିଲେ ଯୁବକଙ୍କୁ ମାଗଣା ବାଇକ୍‌, ପ୍ରତିଦିନ ୫ ହଜାର ଟଙ୍କା ଭତ୍ତା

ପାଟନା,୧୦।୯: ନିର୍ବାଚନ ଜିତିଲେ ଗାଁରେ ସମସ୍ତଙ୍କୁ ଚାକିରି ଦିଆଯିବ। ଗ୍ରାମବାସୀଙ୍କ ସୁବିଧା ପାଇଁ ଗାଁରେ ବିମାନ ବନ୍ଦର ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ଅବିବାହିତ ଯୁବକଙ୍କୁ ବାଇକ୍‌ ଯୋଗାଇ ଦିଆଯିବ। ତା’ ସାଙ୍ଗକୁ ପ୍ରତିଦିନ ୫ ହଜାର ଟଙ୍କା ଭତ୍ତା ମିଳିବ। ଯୁବତୀଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri