Home Left

ସ୍କୁଲ ଶିକ୍ଷୟତ୍ରୀଙ୍କ ସହ ପୁଅକୁ ହତ୍ୟା

କୋଲକାତା,୭।୯: କୋଲକାତାର ବେହାଲା ପର୍ନାଶ୍ରୀ ଅଞ୍ଚଳ ସ୍ଥିତ ବହୁ ମହଲା ବିଲ୍ଡିଂର ଏକ ଫ୍ଲାଟ୍‌ରୁ ଉଦ୍ଧାର ହୋଇଛି ରକ୍ତ ଜୁଡ଼ୁବୁଡ଼ୁ ଜଣେ ସ୍କୁଲ ଶିକ୍ଷୟତ୍ରୀ ଓ ତାଙ୍କ ୧୪ ବର୍ଷୀୟ ପୁଅଙ୍କ ମୃତଦେହ। ମୃତ ମହିଳାଙ୍କ ସ୍ବାମୀ ଘରେ ପହଞ୍ଚିବା ପରେ…

ସାଉଥ୍‌ରେ ଧମାଲ ମଚେଇବେ କିଙ୍ଗ ଖାନ୍‌

ମୁମ୍ବାଇ: ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖଙ୍କ ହାତରେ ଏବେ କେତେ ଗୁଡିଏ ଅଫର ରହିଛି । ସେଥିମଧ୍ୟରୁ ସାଉଥ୍ ମୁଭିରେ ତାଙ୍କର ଅଭିନୟକୁ ନେଇ ଏବେ ସେ ଖୁବ୍ ଚର୍ଚ୍ଚାରେ । ଟଲିଉଡ୍ ନିର୍ଦ୍ଦେଶକ ଏଟଲି କୁମାରଙ୍କ ସହ ଶାହାରୁଖ ଏକ…

ଓଜନ କମାଇ ସମସ୍ତଙ୍କୁ ଚକିତ କଲେ କମେଡି କୁଇନ୍‌

ମୁମ୍ବାଇ: ଏବେ ସମସ୍ତେ ନିଜକୁ ଫିଟ୍ ରଖିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖୁଛନ୍ତି । ବିଶେଷ କରି ସେଲିବ୍ରିଟିମାନେ ଜିମ୍ ଯିବା, ଡାଏଟ୍ କଣ୍ଟ୍ରୋଲ କିରିବା ଆଦି ଫଲୋ କରି ନିଜକୁ ଫିଟ୍ ରଖି ପାରୁଛନ୍ତି । ଆଉ ସାଧାରଣ…

ପରାଜୟ ପରେ ଇଂଲଣ୍ଡ ଦଳରେ ବଡ଼ ପରିବର୍ତ୍ତନ

ମାଞ୍ଚେଷ୍ଟର,୭।୯: ଓଭାଲ ଟେଷ୍ଟରେ ପରାଜୟ ପରେ ଓଲ୍ଡ ଟ୍ରାଫର୍ଡଠାରେ ଖେଳାଯିବାକୁ ଥିବା ୫ମ ତଥା ଅନ୍ତିମ ଟେଷ୍ଟ ଲାଗି ଇଂଲଣ୍ଡ ଦଳ  ଦଳରେ ବଡ଼ ପରିବର୍ତ୍ତନ କରିଛି।  ୧୬ ଜଣିଆ ଦଳକୁ ଫେରିଛନ୍ତି ଜୋସ ବଟଲର ଓ ଜ୍ୟାକ ଲିଚ୍‌। ଦ୍ୱିତୀୟ…

ରୋହିତଙ୍କ ଆଣ୍ଠୁରେ ଲାଗିଛି ଆଘାତ? କେତେ ଗମ୍ଭୀର ସେ ନେଇ ହିଟ୍‌ମ୍ୟାନ୍‌ କହିଲେ…

ନୂଆଦିଲ୍ଲୀ,୭।୯: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ପଞ୍ଚମ ଦିନରେ ଟିମ୍‌ ଇଣ୍ଡିଆ ଓପନର୍‌ ରୋହିତ ଶର୍ମା ଫିଲ୍ଡିଂ କରି ନ ଥିଲେ। କାରଣ ବ୍ୟାଟିଂ କରୁଥିବା ସମୟରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ବାମ ଆଣ୍ଠୁରେ ଯନ୍ତ୍ରଣା ଯୋଗୁ ସେ ଠିକ୍‌…

ପ୍ରଶାସନ ସହ କୃଷକଙ୍କ ଆଲୋଚନା ବିଫଳ

କରନାଲ,୭।୯: କରନାଲରେ ମହାପଞ୍ଚାୟତ ପୂର୍ବରୁ ୧୧ ଜଣିଆ କୃଷକ କମିଟି ଏବଂ ପ୍ରଶାସନ ମଧ୍ୟରେ ଚାଲିଥିବା ଆଲୋଚନା ବିଫଳ ହୋଇଛି। ଏହା ପରେ କୃଷକ ନେତାମାନେ ମହାପଞ୍ଚାୟତକୁ ଫେରି ଆସିଛନ୍ତି। ଏବେ ମହାପଞ୍ଚାୟତରୁ କୃଷକଙ୍କ ପରବର୍ତ୍ତୀ ରଣନୀତି ଘୋଷଣା କରାଯିବ। ସୂଚନାଯୋଗ୍ୟ,…

ତାଲିବାନଙ୍କ ମଧ୍ୟରେ ଫାଟ!

କାବୁଲ,୭।୯: ଆଫଗାନିସ୍ତାନରେ ସରକାର ଗଠନ ପାଇଁ ତାଲିବାନ ମଧ୍ୟରେ ଆଭ୍ୟନ୍ତରୀଣ କନ୍ଦଳ ସାମ୍ନାକୁ ଆସୁଛି। କନ୍ଦଳ ମଧ୍ୟରେ ତିନୋଟି ମୁଖ୍ୟ ନାମ ରହିଛି। ମୁଲ୍ଲା ଅବଦୁଲ ଘାନି ବରାଦର, ହିବତୁଲ୍ଲା ଅଖୁଣ୍ଡଜାଦା ଏବଂ ସିରାଜୁଦ୍ଦିନ ହକ୍କାନି। ଖବର ଅନୁଯାୟୀ, ସରକାର ଗଠନକୁ…

ସାଗୁ ଖେଚୁଡ଼ି

ଆବଶ୍ୟକ ସାମଗ୍ରୀ ସାଗୁ-୧କପ୍‌, ଆଳୁ-୧ଟି (ବଡ଼), ବାଦାମ- ୧କପ୍‌, କଞ୍ଚାଲଙ୍କା- ୨ଟି, ଘିଅ- ୨ ଚାମଚ, ଆବଶ୍ୟକ ଅନୁସାରେ ତେଲ ଏବଂ ଲୁଣ। ପ୍ରସ୍ତୁତି ପ୍ରଣାଳୀ ସର୍ବପ୍ରଥମେ ସାଗୁକୁ କିଛି ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ଦିଅନ୍ତୁ। ଭିଜିବା ପରେ ତାକୁ ପାଣିରୁ…

ପୋଖରୀକୁ ଗାଧୋଇବାକୁ ଯାଇ ଫେରିଲେନି ବାପା-ଝିଅ

ନୂଆପଡ଼ା ଅଫିସ, ୭।୯: ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରିଲେନି ବାପା ଝିଅ। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ସଦର ଥାନା ନୂଆପଡା ଏନଏସିର ୮ ନଂ. ୱାର୍ଡ ସାଲେଭଟା ଗାଁରେ। ସୋମବାର ପୂର୍ବାହ୍ନରେ ଗାଁର ରୋହିତ ମାଝି ୫…

ମୁଖ୍ୟମନ୍ତ୍ରୀଙ୍କ ପିତା ଗିରଫ

ରାୟପୁର,୭।୯: ବ୍ରାହ୍ମଣଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ପିତା ନନ୍ଦ କୁମାର ବାଘେଲଙ୍କୁ ମଙ୍ଗଳବାର ଗିରଫ କରାଯାଇଛି। ତାଙ୍କୁ ଦିଲ୍ଲୀରୁ ରାୟପୁର ପୋଲିସ ଗିରଫ କରାଯାଇଥିବା ସୂଚନା ମିଳିଛି। ଏହାପରେ ତାଙ୍କୁ ରାୟପୁର ଅଣାଯାଇଛି କୋର୍ଟରେ…

ମୋତେ ନଜରବନ୍ଦୀ ରଖାଯାଇଛି: ମେହେବୁବା

ଶ୍ରୀନଗର,୭ ।୯: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଦାବି କରିଛନ୍ତି କି ତାଙ୍କୁ ନଜର ବନ୍ଦୀ ରଖାଯାଇଛି । ଏହାସହ କେନ୍ଦ୍ର ସରକାର ଯେଉଁ ଦାବି କରୁଛନ୍ତି କି ରାଜ୍ୟରେ ସ୍ଥିତି ସାମାନ୍ୟ ହୋଇଯାଇଛି ତାହା ଭୁଲ ବୋଲି ମୁଫତି…

ଡବଲ ଇଞ୍ଜିନ୍‌ର ୨ ଡ୍ରାଇଭରଙ୍କ ପଳାୟନ, ଭାଜପାକୁ ଟାର୍ଗେଟ…

ଲକ୍ଷ୍ନୌ,୭।୯: ସମାଜବାଦୀ ପାର୍ଟି ପକ୍ଷରୁ ଭାଜପାକୁ ଟାର୍ଗେଟ କରାଯାଇଛି। ଅଖିଳେଶ ଯାଦବ କହିଛନ୍ତି ଯେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶରେ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତି ନିର୍ବାଚନ ସମୟରେ ଦେଇଥିଲେ। ତେବେ ରାଜ୍ୟରେ ବିକାଶର ଧାରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri