ବନ୍ଧୁଙ୍କ ସହ ଥିବାବେଳେ ସାଙ୍ଗରେ ଫୋନ୍ ନିଅନ୍ତି ନାହିଁ ଧୋନୀ: ଜାଣନ୍ତୁ କାହିଁକି
ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନୀ ଖୁବ ଶୀଘ୍ର ଟିମ ଇଣ୍ଡିଆରେ ନଜର ଆସିବେ। କିନ୍ତୁ ଏଥର ପଡିଆରେ ନୁହେଁ, ସେ ଟି-୨୦ ବିଶ୍ୱକପରେ ମେଣ୍ଟର ଭାବରେ ଦଳକୁ ସମର୍ଥନ କରିବେ। ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ହେବାକୁ ଥିବା…
ରାସ୍ତାରେ ଏମିତି ଜୀବ ଦେଖି ଫଟୋ ଉଠାଇବାକୁ ଲାଗିଲେ ଲୋକେ, ଆଉ ତା’ ପରେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ମୋବାଇଲରେ ଗେମ୍ ନ ଖେଳିପାରିବାରୁ ବିଷ ପିଇଲେ ନାବାଳିକା
ମୁମ୍ବାଇ,୧୩।୯: ମୋବାଇଲରେ ଗେମ୍ ଖେଳିବାକୁ ନେଇ ସାନ ଭାଇ ସହ ଝଗଡ଼ା କରିବା ପରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା କରିଛନ୍ତି ଜଣେ ୧୬ ବର୍ଷୀୟା ଯୁବତୀ। ମୁମ୍ବାଇର ସମତା ନଗର ଥାନା ଅନ୍ତର୍ଗତ ଜାନୁପଡ଼ା ଅଞ୍ଚଳରେ ଘଟିଛି ଏଭଳି…
ଛାତ୍ରୀଙ୍କ ମୁହଁରେ କେକ୍ ବୋଳିବା ପଡ଼ିଲା ମହଙ୍ଗା
ନୂଆଦିଲ୍ଲୀ, ୧୩।୯: ଉତ୍ତରପ୍ରଦେଶର ରାମପୁରସ୍ଥିତ ଏକ ଜଣାଶୁଣା ପ୍ରାଇମେରି ସ୍କୁଲର ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି ଛାତ୍ରୀଙ୍କ ମୁହଁରେ କେକ୍ ବୋଳିବା। କ୍ୟାମେରା ଆଗରେ ଜବରଦସ୍ତି ନାବାଳିକା ଛାତ୍ରୀଙ୍କ ମୁହଁରେ କେକ୍ ବୋଳିବାରୁ ଶିକ୍ଷକଙ୍କୁ ପୋକ୍ସୋ ଆଇନରେ ଗିରଫ କରାଯାଇଛି। ସୋସିଆଲ…
ସୈନ୍ୟଙ୍କ କଟା ମୁଣ୍ଡ ଧରି ନାଚିଲେ
କାବୁଲ, ୧୩।୯: ଆଫଗାନିସ୍ତାନରେ ସରକାରକୁ ଫେରିବା ପରେ ତାଲିବାନ୍ ପୁଣି ଥରେ ତା’ର ବର୍ବର ଚେହେରା ଦେଖାଇଛି। ଆଫଗାନ୍ ସୈନ୍ୟଙ୍କ କଟା ମୁଣ୍ଡ ଧରି ତାଲିବାନ୍ ଆତଙ୍କବାଦୀ ଖୁସିରେ ନାଚୁଛନ୍ତି, ଯାହାର ଭିଡିଓ ସାମ୍ନାକୁ ଆସିଛି। ଓ୍ବାଶିଂଟନ୍ ଏକ୍ଜାମିନରେ ପ୍ରକାଶିତ ଏକ…
ମହଙ୍ଗା ବିବାହ: ଏହି ସେଲିବ୍ରେଟି କପଲଙ୍କ ଖର୍ଚ୍ଚ ଜାଣିଲେ…
ଚଳଚ୍ଚିତ୍ର, ଟିଭି ଅଭିନେତାଙ୍କ ବିବାହ ସବୁବେଳେ ଚର୍ଚ୍ଚାରେ ରହିଆସିଛି। କାରଣ ଷ୍ଟାରମାନଙ୍କର ବିବାହ ସାଧାରଣତଃ ବିଳାସପୂର୍ଣ୍ଣ ଭାବେ ହୁଏ। ତେବେ ବଲିଉଡ ଷ୍ଟାରଙ୍କ ମହଙ୍ଗା ବିବାହ ସମ୍ପର୍କରେ ଆପଣ ନିଶ୍ଚୟ ଜାଣିଥିବେ। ମାତ୍ର ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ବିବାହରେ କୋଟି…
ଟିକା ଦେବା ପାଇଁ ପ୍ରବଳ ବର୍ଷାରେ ନଦୀ ପାରିହେଲେ ମହିଳା ସ୍ବାସ୍ଥ୍ୟକର୍ମୀ
ବୈପାରୀଗୁଡା,୧୨ା୯(ଡି.ଏନ୍.ଏ.): କୋରାପୁଟ ଜିଲା ବୈପାରୀଗୁଡା ବ୍ଲକ ବାଲଗାଁ ପଞ୍ଚାୟତରେ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡି କର୍ମୀ ଲୋକଙ୍କୁ ସେବା ଯୋଗାଇ ଦେବାପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମରେ ଲୋକଙ୍କୁ ଟିକାଦେବାକୁ ଉଭୟ ପାଣି ଭର୍ତ୍ତି…
ଭାରତୀୟ ଚୟନକର୍ତ୍ତାଙ୍କୁ ପରାମର୍ଶ ଦେଲେ କିମ୍ବଦନ୍ତୀ ଅଷ୍ଟ୍ରେଲିଆନ ଖେଳାଳି
ନୂଆଦିଲ୍ଲୀ, ୧୨ା୯- ଟିମ୍ ଇଣ୍ଡିଆର ମିଡ୍ଲ ଅର୍ଡରରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସ୍ଥାନ ଦେବା ଉଚିଚ୍। ଏହା ଦ୍ୱାରା ମଧ୍ୟକ୍ରମ ଶକ୍ତିଶାଳୀ ହେବ। ଭାରତର ଏହି ଭେଟରାନ ଅଫ୍ ସ୍ପିନର ଅଲରାଉଣ୍ଡର ନିଜକୁ ସମସ୍ତ କଣ୍ଡିଶନରେ ଜଣେ ମ୍ୟାଚ୍ ଓ୍ବିନର ପ୍ରମାଣ କରି…
ବଳାତ୍କାରରେ ବିଫଳ ହେବାରୁ ମହିଳାଙ୍କୁ କାର୍ରୁ ଫିଙ୍ଗି ଦେଲେ
କାନପୁର,୧୨।୯: ଉତ୍ତରପ୍ରଦେଶର କାନପୁରର ଛକେରୀ ଅଞ୍ଚଳରେ ଜଣେ ବ୍ୟକ୍ତି ଓ ତାଙ୍କର କିଛି ସାଙ୍ଗ ଜଣେ ମହିଳାଙ୍କୁ ଚଳନ୍ତା କାର୍ରେ ବଳାତ୍କାର ଉଦ୍ୟମ କରିଥିଲେ। ସେଥିରେ ବିଫଳ ହେବାରୁ ମହିଳାଙ୍କୁ କାର୍ରୁ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଯୁବକଙ୍କ…
ନକଲି ଡାକ୍ତର ଗିରଫ
ଗଞ୍ଜାମ,୧୨।୯: ଗଞ୍ଜାମର ଏକ ମେଡିକାଲ ଷ୍ଟୋରକୁ ସିଲ୍ କରିବା ସହ ନକଲି ଡାକ୍ତର ଗିରଫ ହୋଇଛନ୍ତି । କୁମୁଦାପଦାର ବାହାଦୁର ନାୟକ ନାମକ ଜଣେ ବ୍ୟକ୍ତି ସୁରଟର ସୂତାକଳରେ ଶ୍ରମିକ ଭାବେ କାମ କରୁଥିଲେ। ଗତବର୍ଷ ଲକଡାଉନ ହେବାରୁ ସେ ଗାଁକୁ…
ବାଦଲଫଟା ବର୍ଷା, ଭୂସ୍ଖଳନ ନେଲା ୧୬ ଜୀବନ
ଇସ୍ଲାମାବାଦ,୧୨।୯: ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶ ଅଧୀନ ମାନସେହ୍ରା ଜିଲାରେ ପ୍ରବଳ ବର୍ଷା ଯୋଗୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷାରେ ଭୂସ୍ଖଳନ ଘଟି ୪ଟି ଘର ମାଟିରେ ମିଶିଯାଇଛି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ହସ୍ପିଟାଲରେ…
ଚିକେନ ବିରିୟାନି ପାଇଁ ଗଲା ଜୀବନ
ତିରୁଭାନ୍ନାମଲାଇ,୧୨।୯: ଚିକେନ ବିରିୟାନି ଖାଇବା କାରଣରୁ ୧୦ ବର୍ଷୀୟା ଝିଅର ମୃତ୍ୟୁ ଘଟିଛି। ଏମିତି ଏକ ଘଟଣା ଘଟିଛି ତାମିଲନାଡ଼ୁର ତିରୁଭାନ୍ନାମଲାଇରେ। ୧୦ ବର୍ଷୀୟା କୁନି ଝିଅ ଲୋକ୍ସାନିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବାପା ଓ ଭାଇ ଏବେ ହସ୍ପିଟାଲରେ…
Archives


