ଅନୁଗୋଳ

ଶିକାର ପ୍ରସ୍ତୁତି ବେଳେ ମାଡ଼ି ବସିଲେ

ବନ୍ତଳା,୧୮ା୭(ଡି.ଏନ.ଏ.) – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ନିୟମିତ ଚାଲିଛି ଶିକାର। କେତେବେଳେ ହରିଣ ମରାଯାଉଛି ତ କେବେ ପୁଣି ଠେକୁଆ ଓ କୁଟୁରା ମାରି ମାଂସ ବିକ୍ରି କରାଯାଉଛି। ବନ ବିଭାଗ ପାଟ୍ରୋଲିଂ କରୁଥିବା କହୁଥିଲେ ବି ଶିକାରୀଙ୍କ ବନ୍ଧୁକ…

ମଣିଷ ହାଟରେ ମହାମାରୀ ମାଡ଼

ଅମିତ କୁମାର ସାମଲ ଅନୁଗୋଳ ଅଫିସ, ୧୮ା୭ – କରୋନା କଟକଣା ସାମାନ୍ୟ କୋହଳ ହେବା ପରେ ଶ୍ରମିକ ଗୋଷ୍ଠୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି। ସେମାନେ ପୁଣି ଅନୁଗୋଳ ସହରର ମଣିଷ ହାଟ ମୁହଁ। ହୋଇଛନ୍ତି। ଦିନକୁ ଦିନ ସେମାନଙ୍କ…

୩୦ ପରିବାରକୁ ମିଳିଲା ବିଜୁଳି

ବଇଣ୍ଡା, ୧୭ା୭(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ବିଲେଇନାଳୀ ପଞ୍ଚାୟତ ଜାମୁଖୋଳ ଗ୍ରାମରେ ବୁଧବାର ୩୦ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ଏହାକୁ ନେଇ ସମ୍ପୃକ୍ତ ପରିବାର ଲୋକେ ଖୁସି ବ୍ୟକ୍ତି କରିଛନ୍ତି। ସୂଚନାଯୋଗ୍ୟ ଯେ, ସୌଭାଗ୍ୟ ଯୋଜନାରେ ସାମିଲ ହୋଇ…

ଯୌତୁକ ନିଆଁରେ ଜଳିଗଲେ ପ୍ରିୟା

ବଅଁରପାଳ, ୧୭।୭(ଡି.ଏନ.ଏ) ଯୌତୁକ ଲୋଭ ପୁଣି ନେଇଛି ଜୀବନ। ମାତ୍ର ଦେଢ଼ବର୍ଷର ଜଣେ ନବବଧୂଙ୍କୁ ଶାଶୁଘର ଲୋକେ କିରୋସିନ ଢାଳି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗଡସନ୍ତ୍ରୀ ଗ୍ରାମରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ…

ଆନ୍ଦୋଳନକାରୀ-ପୋଲିସ ଧସ୍ତାଧସ୍ତି

ଅନୁଗୋଳ ଅଫିସ୍‌, ୧୭।୭ ଅଳିଆ ପକାକୁ ନେଇ ପୁଣି ଉତ୍ତେଜନା ଦେଖାଦେଇଛି। ବିରୋଧ କରୁଥିବା ପଞ୍ଚମହଲା ବେଣିବଣିଆ ସାହି ମହିଳାମାନଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଛି। ବୁଝାଶୁଝା ଉଦ୍ୟମ ବିଫଳ ହୋଇଥିବାରୁ ଅନୁଗୋଳ ପୌରପାଳିକା ପକ୍ଷରୁ ଅଳିଆ ପକାଯିବା କାର୍ଯ୍ୟ ବନ୍ଦ…

ମାତ୍ର ୨୦ ପ୍ରତିଶତଙ୍କୁ ଅନ୍‌ଲାଇନ୍‌ ଶିକ୍ଷା

ଅନୁଗୋଳ ଅଫିସ, ୧୭।୭ – ମହାମାରୀ କରୋନା ଯୋଗୁ ସ୍କୁଲରେ ପଡ଼ିଛି ତାଲା। ୪ ମାସ ହେଲା ଘରେ ବସିଛନ୍ତି ଛାତ୍ରୀଛାତ୍ର। ଏପରି ସ୍ଥିତିରେ ନୂଆ ଶିକ୍ଷାବର୍ଷ ଆରମ୍ଭରୁ ପ୍ରଭାବିତ ହୋଇଥିବା ପାଠପଢ଼ାକୁ ଆଗେଇ ନେବା ପାଇଁ ସରକାରଙ୍କ ପକ୍ଷରୁ ଅନ୍‌ଲାଇନ୍‌ରେ…

ପାରିବାରିକ କଳହର କରୁଣ ପରିଣତି : ଦୁଇ ଝିଅଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ

ପବିତ୍ରନଗର,୧୬।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ଥାନା ଶିଲିଂ ଗ୍ରାମରେ ଗୁରୁବାର ସକାଳେ ପାରିବାରିକ କଳହକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଗ୍ରାମର ସୁନନ୍ଦ ପ୍ରଧାନ(୫୫)ଙ୍କ ମୃତ୍ୟୁ ଘଟିଛି। ତେବେ ମୃତକଙ୍କ ସ୍ତ୍ରୀ ଭାରତୀ ପ୍ରଧାନ ଏହି ହତ୍ୟା…

ଶୋଷଣ ନୁହେଁ ସେବାରେ ବିଶ୍ୱାସକରେ

ବଅଁରପାଳ,୧୬ା୭(ଡି.ଏନ.ଏ.) ଅନେକ ମେକାନିକ ଅଛନ୍ତି ଯେଉଁମାନେ ଗ୍ରାହକଙ୍କଠାରୁ ଅଧିକ ଅର୍ଥ ନେବାରେ ଆଗ୍ରହ ରଖନ୍ତି। ସେମାନେ ଦାବି କରିଥିବା ଅର୍ଥ ପରିଶ୍ରମର ଉଚିତ ମୂଲ୍ୟ କି ନୁହେଁ ତାହା ଦେଖନ୍ତିନି। କିନ୍ତୁ ଦୀର୍ଘ ୧୩ ବର୍ଷର ଓଲଡିଂ କାମ ମଧ୍ୟରେ ଏପରି…

୨ କୋଟିରୁ ଊର୍ଦ୍ଧ୍ୱ ଭତ୍ତା ଟଙ୍କାର ହିସାବ ମିଳିନି

ଆଠମଲ୍ଲିକ, ୧୬ା୭(ଡି.ଏନ.ଏ.) ବୃଦ୍ଧା, ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗଙ୍କ ପାଇଁ ସରକାର ଯୋଗାଇ ଦେଉଥିବା ୨କୋଟିରୁ ଊର୍ଦ୍ଧ୍ୱ ଭତ୍ତା ଟଙ୍କାର ହିସାବ ମିଳୁନି। ୨୦୧୧ରୁ ୨୦୧୯ ମଧ୍ୟରେ ମୋଟ୍‌ ୯ଜଣ ନିର୍ବାହୀ ଅଧିକାରୀ ଏହି ବଣ୍ଟନ ଦାୟିତ୍ୱରେ ଥିଲେ ହେଁ କେହି…

ଦୋହଲିଯାଇଛି ଅନୁଗୋଳ ପର୍ଯ୍ୟଟନ ଶିଳ୍ପ

ଅନୁଗୋଳ ଅଫିସ, ୧୬ା୭: କରୋନା ସଂକ୍ରମଣ ରୋକିହେଉନି କି ଲକ୍‌ଡାଉନ୍‌, ଶଟ୍‌ଡାଉନରେ ବ୍ରେକ୍‌ ଲାଗୁନି। ଫଳରେ ଟ୍ରାକ୍‌କୁ ଫେରିପାରୁନି ସାଧାରଣ ଜୀବନଯାତ୍ରା। ମହାମାରୀ ଚେନ୍‌ ଭାଙ୍ଗିବାକୁ ପ୍ରତିଟି କ୍ଷେତ୍ରରେ କଟକଣା ଲାଗିଥିବା ବେଳେ ୪ ମାସ ହେଲା ଧର୍ମାନୁଷ୍ଠାନ, ପର୍ଯ୍ୟଟନସ୍ଥଳୀ ଆଦି…

ସିବିଏସ୍‌ଇ ପରୀକ୍ଷା ଫଳାଫଳ ପ୍ରକାଶ: ଟପ୍‌ ତାଲିକାରେ ନାଲ୍‌କୋ ଛାତ୍ର

ବଅଁରପାଳ,୧୫ା୭(ଡି.ଏନ୍‌.ଏ.): କେନ୍ଦ୍ରୀୟ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଶ୍ରେଣୀ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ନାଲ୍‌କୋ ଡିପିଏସ୍‌ର ଛାତ୍ରୀଛାତ୍ର ବେଶ୍‌ ସଫଳତା ହାସଲ କରିଛନ୍ତି। ସ୍କୁଲରୁ ମୋଟ୍‌ ୧୭୧ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୭୦…

ଭତ୍ତା ଦେଇ ରାଶନ କାଟିଦେଲେ

କଣିହଁ। ,୧୫ା୭(ଡି.ଏନ.ଏ.) ଜନ୍ମରୁ ଦୃଷ୍ଟିହୀନ। ତେଣୁ ଆଧାରକାର୍ଡ ନାହିଁ। ଏହା ଜାଣି ବି ଜଣେ ଦିବ୍ୟାଙ୍ଗଙ୍କ ସହ ଅନ୍ୟାୟ କରାଯାଇଛି। ମାତ୍ର କେଇମାସ ତଳେ ଭତ୍ତା ଯୋଜନାରେ ତାଙ୍କୁ ସାମିଲ କରାଯାଇଥିବା ବେଳେ ଏବେ ଆଧାରକାର୍ଡ ନ ଥିବାକୁ ଆଳ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?