ଅନୁଗୋଳ

ମାଓବାଦୀ ପ୍ରବଣ ଜିଲାରୁ ମୁକ୍ତହେଲା ଅନୁଗୋଳ: ଏସ୍‌ଆର୍‌ଇ ପ୍ରତ୍ୟାହାର ନେଇ ଏସ୍‌ପିଙ୍କ ସୂଚନା

ଅନୁଗୋଳ ଅଫିସ, ୧୦।୭: ଅନୁଗୋଳରେ ଗତ ୫ ବର୍ଷରେ ୯ଥର ମାଓବାଦୀ କାର୍ଯ୍ୟକଳାପ ଦେଖାଦେଇଛି। ସେଥିମଧ୍ୟରୁ ୬ଥର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏ ନେଇ ଶୁକ୍ରବାର ଆୟୋଜିତ ଏକ ଖବରଦାତା ସମ୍ମଳନୀରେ ଅନୁଗୋଳ ଏସ୍‌ପି ଜଗମୋହନ…

ବ୍ୟବସାୟକୁ ଜୀବନ ଦେଇଛି କାଗଜଫୁଲ

ବଅଁରପାଳ,୧୦ା୭(ଉପେନ୍ଦ୍ର ରାଉତ) ଗଢ଼ିନି ପ୍ରକୃତି। ସୁଗନ୍ଧ ଦେଇନାହାନ୍ତି ଈଶ୍ୱର। ଗେଣ୍ଡୁ ପରି ଗୋଲଗାଲ ନୁହେଁ କି ଗୋଲାପ ଭଳି ଆକର୍ଷଣ ମଧ୍ୟ ନାହିଁ। ତଥାପି ଲକ୍‌ଡାଉନ୍‌ ଯୋଗୁ ବନ୍ଦ ପଡ଼ିଥିବା ଫୁଲ ବ୍ୟବସାୟକୁ ଜୀବନ ଦେଇଛି ହାତ ତିଆରି କାଗଜଫୁଲ। ଏବେ…

ଅଧାରେ ଅଟକିଛି ପ୍ରକଳ୍ପ ପୁନରୁଦ୍ଧାର

କଣିହାଁ, ୯ା୭(ଡି.ଏନ.ଏ.) ଅନୁଗୋଳ ଜିଲା କଣିହାଁ ବ୍ଲକ କୁଳୁମା ପଞ୍ଚାୟତର କୁଳୁମା ଗ୍ରାମରେ ଥିବା ଦୁଇଟି କ୍ଷୁଦ୍ର ଜଳସଚନ ପ୍ରକଳ୍ପର ପୁନରୁଦ୍ଧାର ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। ୨୦୦୪ରୁ ଏହାର ମୂଳଦୁଆ ପଡିଥିବା ବେଳେ ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ୭୦ ଲକ୍ଷରୁ…

ଉଦ୍‌ଘାଟିତ ସବ୍‌ଷ୍ଟେଶନରେ ତାଲା, ୨ ବର୍ଷ ହେବ କାର୍ଯ୍ୟକ୍ଷମ ହେଉନି

ବଇଣ୍ଡା,୯ା୭(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ନାକିଚି ପଞ୍ଚାୟତ ଛେଳିଆଢିପଠାରେ ଥିବା ୩୩ କେଭି ବିଦ୍ୟୁତ୍‌ ସବ୍‌ଷ୍ଟେଶନ ଉଦ୍‌ଘାଟନର ୨ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଦୀର୍ଘଦିନ ହେଲା ତାଲା ଝୁଲାଇ ଦିଆଯାଇଥିବାରୁ ଏହାକୁ ନେଇ ସ୍ଥାନୀୟ ବିଦ୍ୟୁତ୍‌…

ଦରମା ମିଳୁନି, କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଅନୁଗୋଳ ଅଫିସ୍‌, ୮।୭ ଦୀର୍ଘ ୧୮ ମାସ ହେଲା ଦରମା ପାଇ ନ ଥିବା ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ର କର୍ମଚାରୀ ଦିଗାମ୍ବର ନାଏକ ମଙ୍ଗଳବାର ଅଫିସ ପରିସରରେ ଆତ୍ମହତ୍ୟା ଉଦ୍ୟମ କରିବା ଚର୍ଚ୍ଚାର ବିଷୟ ହୋଇଛି। ଅତିରିକ୍ତ ଆର୍‌ଟିଓ…

ନିୟମ ଉଲ୍ଲଂଘନ, ୫ ଦୋକାନ ସିଲ୍‌

ଅନୁଗୋଳ ଅଫିସ୍‌, ୮।୭ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ବିଶେଷକରି ସକାଳ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଅନୁଗୋଳ…

୧୨ ସାପ୍ତାହିକ ହାଟ ବନ୍ଦ କଲା ଆର୍‌ଏମ୍‌ସି

ଅନୁଗୋଳ ଅଫିସ, ୮।୭ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅନୁଗୋଳ ଜିଲାରେ ଥିବା ଅନୁଗୋଳ, ତାଳଚେର, ଆଠମଲ୍ଲିକ ଓ ପାଲଲହଡ଼ା ଆଞ୍ଚଳିକ ବଜାର ନିୟନ୍ତ୍ରିତ କମିଟି(ଆର୍‌ଏମ୍‌ସି) ଅଧୀନ ମୋଟ୍‌ ୧୨ଟି ସାପ୍ତାହିକ ହାଟକୁ ଜୁଲାଇ ଶେଷଯାଏ ବନ୍ଦ ରଖାଯାଇଛି। ଚାଷୀ ଓ…

କାରଖାନା ପରିସରରେ ମହିଳା ଶ୍ରମିକଙ୍କୁ ହତ୍ୟା

ଓଡାପଡା,୬ା୭(ଡି.ଏନ.ଏ)- ଢେଙ୍କାନାଳ ଜିଲା କଣ୍ଟାବଣିଆ ଥାନା ଟାଟାଷ୍ଟିଲ ବିଏସ୍‌ଏଲ୍‌ କାରଖାନା ପରିସରରେ ମହିଳା ଠିକା ଶ୍ରମିକ ଜଲି ସାହୁ(୩୦)ଙ୍କୁ ସୋମବାର ହତ୍ୟା କରାଯାଇଛି। ଜଲିଙ୍କ ସହ ସମ୍ପର୍କ ରଖିଥିବା କେନ୍ଦୁଝର ଜିଲା ତେଲକୋଇ ଅଞ୍ଚଳର ଅଚ୍ୟୁତାନନ୍ଦ ଦାସ ଏହି ହତ୍ୟାକାଣ୍ଡ ଘଟାଇଥିବା…

ନିର୍ଦ୍ଦେଶାବଳୀ ପାଳନ କରୁଛି ଜେଏସ୍‌ପିଏଲ୍‌

ଅନୁଗୋଳ ଅଫିସ୍‌, ୬ା୭: କୋଭିଡ-୧୯ର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଅନୁଗୋଳ ଜିଲା ପ୍ରଶାସନ ଜାରି କରିଥିବା ନିର୍ଦ୍ଦେଶାବଳୀ କଡ଼ାକଡ଼ି ଭାବେ ପାଳନ କରାଯାଉଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌) ପକ୍ଷରୁ କୁହାଯାଇଛି। ସିଏସ୍‌ଆର୍‌ କାର୍ଯ୍ୟକ୍ରମରେ ଜେଏସ୍‌ପିଏଲ୍‌…

ସଂକ୍ରମିତଙ୍କ ତାଲିକା ଭାଇରାଲ

ଅନୁଗୋଳ ଅଫିସ୍‌, ୬ା୭: ଅନୁଗୋଳ ଜିଲାରେ ପୁଣି ଭାଇରାଲ ହୋଇଛି କରୋନା ସଂକ୍ରମିତଙ୍କ ତାଲିକା। ଗତ ୩ ତାରିଖରେ ପଜିଟିଭ୍‌ ବାହାରିଥିବା ୨୪ ଜଣଙ୍କ ମଧ୍ୟରୁ ୧୫ଜଣଙ୍କ ନାମ ଥିବା ଏକ ତାଲିକା ମୋବାଇଲରୁ ମୋବାଇଲ ଘୂରି ବୁଲୁଛି। କିନ୍ତୁ ଅନୁଗୋଳ…

ଶଟ୍‌ଡାଉନ୍‌ ନ ମାନି ଗହଳି

ଅନୁଗୋଳ ଅଫିସ୍‌, ୬ା୭: କରୋନା ସଂକ୍ରମଣ ରୋକିବା ପାଇଁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଚଳିତମାସରୁ ପ୍ରତି ଶନିବାର ଓ ରବିବାରକୁ ଶଟ୍‌ଡାଉନ ଘୋଷଣା କରାଯାଇଛି। କଟକଣା ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ହେଲେ ରବିବାର…

ଅନୁଗୋଳ ଜିଲାରେ ବଢ଼ୁଛି ସଂକ୍ରମଣ: ୯ ଶିଳ୍ପ ସଂସ୍ଥାକୁ ଚିଠି ଲେଖିଲେ ଜିଲାପାଳ

ଅନୁଗୋଳ ଅଫିସ/ ବଅଁରପାଳ, ୫ା୭- ଅନୁଗୋଳ ଜିଲାରେ ଥିବା ବିଭିନ୍ନ ଶିଳ୍ପସଂସ୍ଥାରୁ ଏବେ ନୂଆ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଦିନକୁ ଦିନ ସଂଖ୍ୟା ବଢ଼ି ଚାଲିଥିବାରୁ ଏହାକୁ ରୋକିବା ଉପରେ ଜିଲା ପ୍ରଶାସନ ଜୋର ଦେଇଛି। ପ୍ରଶାସନ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?