ଅସୁସ୍ଥ ହାତୀକୁ ଟ୍ରାଙ୍କୁଲାଇଜ
ଛେଣ୍ଡିପଦା,୧୪ା୪(ସ୍ବ.ପ୍ର.)- ଅନୁଗୋଳ ଜିଲା ଜରପଡା ଓ ଅନୁଗୋଳ ବନାଞ୍ଚଳର ସୀମାନ୍ତ ରେଞ୍ଜ ଅଞ୍ଚଳରେ ଅସୁସ୍ଥ ହୋଇ ବୁଲୁଥିବା ଏକ ମାଈ ହାତୀକୁ ସୋମବାର ବନ ବିଭାଗ ପକ୍ଷରୁ ଛୋଟକୋଇଲି ଜଙ୍ଗଲରେ ଟ୍ରାଙ୍କୁଲାଇଜ କରାଯାଇଛି। ଏହା ପରେ ହାତୀର ଚିକିତ୍ସା କରାଯାଇଛି ।…
ଡେଙ୍ଗୁରା ପିଟି ଚେତାବନୀ
ଅନୁଗୋଳ ଅଫିସ, ୧୪।୪-ଗଁ।କୁ ବାହାର ଲୋକ ଆସିଲେ ସ୍କୁଲ ଘରେ ହୋଇଥିବା କ୍ୱାରାଣ୍ଟାଇନ୍ ସେଣ୍ଟରରେ ରହିବାକୁ ହେବ। ନଚେତ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ବେଡ଼ା ପଞ୍ଚାୟତ ହମାମୀରା ଗଁାରେ ରବିବାର ଡେଙ୍ଗୁରା ଦିଆଯାଇଥିବା ଭିଡିଓ ଭାଇରାଲ…
ଅସହାୟଙ୍କ ଦୁଃଖ ବୁଝିଲେ ଜିଲାପାଳ
ଅନୁଗୋଳ ଅଫିସ, ୧୪।୪ କରୋନା କଟକଣା ପାଇଁ ସୋମବାର ଓଡ଼ିଆ ନବବର୍ଷ ସାଙ୍ଗକୁ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଫିକା ପଡ଼ିଯାଇଛି। ଓଡ଼ିଆ ଘରର ଏହି ବଡ଼ ପର୍ବରେ କାଳେ କେହି ଅମାନିଆ କଟକଣାକୁ ବେଖାତିର କରି ଦେବାଳୟକୁ ଚାଲିଆସିବେ…
କରୋନା ଯୋଦ୍ଧାଙ୍କ ମନୋବଳ ବୃଦ୍ଧି କଲେ ଶିଳ୍ପୀ
ଛେଣ୍ଡିପଦା,୧୪।୪(ସ୍ବ.ପ୍ର.)- କରୋନା ଯୋଦ୍ଧା ସାଜିଥିବା ରାଜ୍ୟ ପୋଲିସର ମନୋବଳ ବୃଦ୍ଧି ପାଇଁ ଛେଣ୍ଡିପଦା ବ୍ଲକ ଖମାର ଗ୍ରାମର ଶିଳ୍ପୀ ବୀରବର ବେହେରା ଓଡ଼ିଶା ପୋଲିସର ଏକ ଲୋଗୋ ତିଆରି କରିଛନ୍ତି। ସିମେଣ୍ଟରେ ନିର୍ମିତ ୫ ଫୁଟର ଏହି ଲୋଗୋକୁ ଆଇଜି ନରସିଂହ…
ମାସ୍କ ନ ପିନ୍ଧି ଜରିମାନା ଗଣିଲେ ୨୦ ଯୁବକ
ବଇଣ୍ଡା, ୧୩ା୪(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ଛକ ଓ ହଣ୍ଡପା ଥାନା ଅଞ୍ଚଳରେ କିଶୋରନଗର ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ବିଭିନ୍ନ ଦୋକାନରେ ଚଢ଼ାଉ କରାଯାଇଛି । ଖୋଲାଯାଇଥିବା ଦୋକାନଗୁଡିକରେ ସାମାଜିକ ଦୂରତା ରକ୍ଷା କରାଯାଇଛି କି ନାହିଁ ତାହା ଯାଞ୍ଚ…
ଅସହାୟଙ୍କୁ ସହାୟ ହୁଅ- ଭିଡିଓ କନ୍ଫରେନ୍ସରେ ଭାଜପା ନେତାଙ୍କୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ
ଅନୁଗୋଳ ଅଫିସ, ୧୩।୪- ଅନୁଗୋଳ ଜିଲାର ବରିଷ୍ଠ ଭାଜପା ନେତାମାନଙ୍କ ସହ ରବିବାର ଭିଡିଓ କନ୍ଫରେନ୍ସ (ଭିସି) ମାଧ୍ୟମରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଦଳୀୟ ନେତାମାନଙ୍କୁ ନାନା ପରାମର୍ଶ ଦେଇଥିଲେ। ପ୍ରଧାନ କହିଥିଲେ ଯେ,…
କଟକଣା ମଧ୍ୟରେ ଚାଲିବ ହାଟ; ରହିବ ୫ ଫୁଟର ବ୍ୟବଧାନ
ଅନୁଗୋଳ ଅଫିସ, ୧୩।୪- କରୋନା ପାଇଁ ଚାଷୀ କୁଳ ଓ କ୍ଷୁଦ୍ର ବ୍ୟବସାୟୀମାନେ ସମସ୍ୟାରେ ପଡ଼ିଥିଲେ। ବିଶେଷକରି ହାଟଗୁଡ଼ିକ ଉପରେ ପ୍ରଶାସନ ଓ ପୋଲିସ କଟକଣା ଲଗାଇଥିବାରୁ କ୍ଷେତରେ ଫଳିଥିବା ପରିବା ଚାଷୀମାନେ ବିକ୍ରି ପାଇଁ ଆଣିପାରୁ ନ ଥିଲେ। ଫଳରେ…
୧୩ ନମୁନା ନେଗେଟିଭ
ତାଳଚେର,୧୨।୪(ନି.ପ୍ର.)- ତାଳଚେର ପ୍ରଶାସନ ପକ୍ଷରୁ ଭୁବନେଶ୍ୱର ପଠାଯାଇଥିବା ୧୩ ରକ୍ତ ନମୁନାର ରିପୋର୍ଟ ନେଗେଟିଭ ଆସିଥିବା ସଦର ଥାନା ଅଧିକାରୀ ସତ୍ୟବ୍ରତ ରାଉତ କହିଛନ୍ତି। ଏହି ନମୁନାଗୁଡ଼ିକ କ୍ୱାରାଣ୍ଟାଇନ୍ରୁ ସଂଗ୍ରହ କରାଯାଇଥିଲା। ଏହା ଖବର ତାଳଚେର ଅଞ୍ଚଳବାସୀଙ୍କୁ ଏକପ୍ରକାର ଆଶ୍ୱସ୍ତି ଆଣିଦେଇଛି।
୧୩ ୟୁନିଟ୍ ରକ୍ତ ସଂଗ୍ରହ
ଆଠମଲ୍ଲିକ,୧୨।୪(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଠାକୁରଗଡ ୟୁଥ୍ ପାୱାର ପକ୍ଷରୁ ରବିବାର ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନାରେ ରକ୍ତ ଦାନ କରାଯାଇଛି। ଲକ୍ ଡାଉନକୁ ନଜରରେ ରଖି ପର୍ଯ୍ୟାୟ କ୍ରମେ ୫୦ ୟୁନିଟ୍ ରକ୍ତ ସଂଗ୍ରହ କରାଯିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ଆଠମଲ୍ଲିକ…
ସାପ୍ତାହିକ ହାଟ ସ୍ଥାନାନ୍ତର
ବଇଣ୍ଡା, ୧୨।୪(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡାର ରବିବାର ହେଉଥିବା ସାପ୍ତାହିକ ହାଟକୁ ପୋଲିସ ପ୍ରଶାସନ ପକ୍ଷରୁ ବଇଣ୍ଡା ହାଇସ୍କୁଲ ନିକଟସ୍ଥ ଏକ ଖୋଲା ପଡିଆକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଚାଷୀମାନେ ସାମାଜିକ ଦୂରତା ରକ୍ଷା କରି ବ୍ୟବସାୟ…
ବିଷାକ୍ତ ତେଲ ପିଇ ମହିଳା ମୃତ
ବଇଣ୍ଡା, ୧୨।୪(ଡି.ଏନ.ଏ.)- ବିଷାକ୍ତ ତେଲ ପିଇ ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ପୁରୁଣାପଣି ଗ୍ରାମର ମଞ୍ଜୁ ବିଶ୍ୱାଳ(୫୦)ଙ୍କ ରବିବାର ମୃତ୍ୟୁ ଘଟିଛି। ସ୍ବାମୀ ମଙ୍ଗୁଳୁ ବିଶ୍ୱାଳଙ୍କ ଅଭିଯୋଗ କ୍ରମେ ଠାକୁରଗଡ ପୋଲିସ ନଂ. ୭/୨୦ରେ ଏକ ମାମଲା ରୁଜୁ କରିଛି। ଏଏସ୍ଆଇ…
ସଙ୍ଗରୋଧରୁ ଘରକୁ ଗଲେ ୩୬ ସଂଖ୍ୟାଲଘୁ
ଅନୁଗୋଳ ଅଫିସ, ୧୨।୪ – ଦିଲ୍ଲୀର ନିଜାମୁଦ୍ଦିନ୍ ମରକଜ ଧର୍ମଗୁରୁମାନଙ୍କ ସଂସ୍ପର୍ଶରେ ଆସି କ୍ୱାରାଣ୍ଟାଇନ୍ ବା ସଙ୍ଗରୋଧରେ ଥିବା ଅନୁଗୋଳ ଜିଲାର ୩୬ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଘରକୁ ପଠାଇ ଦିଆଯାଇଛି। ସେମାନଙ୍କ ସ୍ବାବ ଓ ରକ୍ତ ନମୁନା ରିପୋର୍ଟ ନେଗେଟିଭ୍…

