ଖରାରେ ସିଝୁଛି ଓଡ଼ିଶା: ଝାରସୁଗୁଡ଼ାରେ ପାରଦ ୪୪ ଡିଗ୍ରୀ ପାର୍‌, ୨୬ରୁ ବଦଳିବ ପାଗ

ଭୁବନେଶ୍ୱର,୨୪ା୪: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଓ ଗୁଳୁଗୁଳି ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଥିବା ବେଳେ ଖରାରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା। ସକାଳୁ ଟାଇଁ ଟାଇଁ ଖରା…

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଚାଷୀନେତା-ରାଜନେତା ଅଟକ: ଆଗୁଆ ଗିରଫ ପ୍ରତିବାଦରେ ଥାନାରେ ଆଗରେ ଅନଶନରେ ବସି…

ବଲାଙ୍ଗୀର,୨୪ା୪(ସୁନିଲ କୁମାର ମହାନ୍ତି): ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଲାଙ୍ଗୀର ଗସ୍ତ ପୂର୍ବରୁ ଜିଲାର ଏକାଧିକ ଚାଷୀନେତା ଓ ରାଜନେତାଙ୍କୁ ଆଗୁଆ ଗିରଫ କରାଯାଇଛି। ବଲାଙ୍ଗୀର ଜିଲା ମିଳିବ କୃଷକ ମଞ୍ଚ ଆବାହକ…

ଏମିତି ବାହାନା କରି ବାପାଙ୍କ ଜନ୍ମଦିନରେ କେକ୍‌ ଖାଇଲେନି ପୁଅ ଅର୍ଜୁନ, ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ,୨୪।୪: ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରେ ଗଣାଯାଉଥିବା ସଚିନ ତେନ୍ଦୁଲକର ଆଜି ତାଙ୍କର ୫୩ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ, ତାଙ୍କ ପୁଅଙ୍କ ବ୍ୟତୀତ ସମ୍ପୂର୍ଣ୍ଣ ପରିବାର ତାଙ୍କ ପାଖରେ ଅଛନ୍ତି। ତାଙ୍କ…

ପଶ୍ଚିମବଙ୍ଗରେ ୯୨.୮ ପ୍ରତିଶତ ଭୋଟ ଗ୍ରହଣ ପଛର ଗଣିତ ବୁଝନ୍ତୁ, ୯୦.୮ ପ୍ରତିଶତ ଜନତାଙ୍କ ନାମ ହଟିବା ପରେ ବଦଳିଗଲା ସମୀକରଣ

କୋଲକାତା,୨୪।୪: ବଙ୍ଗଳା ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୯୨.୮୯ ପ୍ରତିଶତ ଭୋଟର ମତଦାନ ରେକର୍ଡ କରାଯାଇଥିଲା – ଯାହା 2021 ତୁଳନାରେ ୧୦.୫ ପ୍ରତିଶତ ବୃଦ୍ଧି। ଏହି ସଂଖ୍ୟାକୁ ଗଣତନ୍ତ୍ର ପାଇଁ ଏକ ବଡ଼…

ସ୍ବାମୀଙ୍କ ମୃତ୍ୟୁକୁ ସହି ପାରିଲେନି, ହସ୍ପିଟାଲ ୱାର୍ଡ ଛାତରୁ ଡେଇଁ ପଡିଲେ ସ୍ତ୍ରୀ

ବଲାଙ୍ଗୀର ,୨୪।୪ (ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ଅଘଟଣ ଘଟଣା ଘଟିଯାଇଛି। ହସ୍ପିଟାଲ ୱାର୍ଡ ଛାତରୁ ଡେଇଁ ଜଣେ ମହିଳା ଜୀବନ ହାରିଛନ୍ତି। ମୃତ ମହିଳାଙ୍କ…

ସଚିନ ତେନ୍ଦୁଲକରଙ୍କ ସେହି ୭ ରେକର୍ଡ, ଯାହା ଆଜି ପର୍ଯ୍ୟନ୍ତ କେହି ଭାଙ୍ଗିପାରିନାହାନ୍ତି

ନୂଆଦିଲ୍ଲୀ,୨୪।୪: ଯେତେବେଳେ ବି କ୍ରିକେଟ କଥା ଆସେ, ସଚିନ ତେନ୍ଦୁଲକରଙ୍କ ନାମ ସର୍ବାଗ୍ରେ ଆସେ। ସଚିନଙ୍କୁ କ୍ରିକେଟର ଭଗବାନ ଆଖ୍ୟା ଦିଆଯାଇଛି। ସାରା ବିଶ୍ୱରୁ ଅନେକ କିମ୍ବଦନ୍ତୀ କ୍ରିକେଟରଙ୍କ ସହ ଖେଳିଥିବା ସଚିନ ତାଙ୍କ…

ବଡ଼ ଖବର: ଏଏପି ଛାଡିଲେ ରାଘବ ଚଢାଙ୍କ ସହ ଆଉ ଦୁଇ ନେତା, ଭାଜପାରେ ହେବେ ସାମିଲ

ନୂଆଦିଲ୍ଲୀ,୨୪।୪: ଆମ ଆଦମୀ ପାର୍ଟି (ଏଏପି) ଭିତରେ ଏକ ବଡ଼ ବିଭାଜନ ଦେଖାଦେଇଛି। ଏମପି ରାଘବ ଚଢା, ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲ ଭାଜପାରେ ଯୋଗଦେବାକୁ ଯାଉଛନ୍ତି। ଏହି ତିନି ଜଣ ରାଜ୍ୟ ସଭା ସଦସ୍ୟ। ରାଘବ ଚଢା କହିଛନ୍ତି…

ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଏହି ଦିନଠୁ ବନ୍ଦ ରହିବ ସ୍କୁଲ

ଭୁବନେଶ୍ୱର,୨୪।୪(ସୁନିତ ମିଶ୍ର): ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏ…

ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ଭୋଟିଂ ପରେ ଶାହାଙ୍କ ଭବିଷ୍ୟବାଣୀ: ହଟିବେ ଦିଦି, ଏଥର ମୁଖ୍ୟମନ୍ତ୍ରୀ ହେବେ…

ନୂଆଦିଲ୍ଲୀ,୨୪ା୪: ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ଭୋଟିଂ ପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ପ୍ରେସ୍‌ମିଟ୍‌ କରିଛନ୍ତି। ରେକର୍ଡ ସଂଖ୍ୟକ ଭୋଟିଂ ପାଇଁ ମତଦାତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶାହା।  ୧୧୦ ସିଟ୍‌ରେ ଭାଜପା ବିଜୟ ହାସଲ କରିବା ନେଇ ଶାହା…

ହାତରେ DSLR କ୍ୟାମେରା, ଆଖିରେ କଳା ଚଷମା ପିନ୍ଧି କୋଲକାତାରେ ଫଟୋଶୁଟ୍‌ କଲେ ମୋଦି

କୋଲକାତା,୨୪ା୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାରେ ପହଞ୍ଚି ହୁଗୁଳି ନଦୀକୂଳରେ କିଛି ସମୟ ବିତାଇଥିଲେ। ଏହି ସମୟରେ ଗଙ୍ଗାମାତାଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ପ୍ରକାଶ କରିଥିଲେ। ଏଥିସହିତ ବଙ୍ଗଳାବାସୀଙ୍କ ପାଇଁ ତାଙ୍କର ବାର୍ତ୍ତା ଦେଇଥିଲେ। ସୋସିଆଲ…

ଟ୍ରମ୍ପଙ୍କୁ ଶୁଣାଇଦେଲା ଭାରତ, କହିଲା ଅଭଦ୍ର…

ଓ଼୍ବାଶିଂଟନ,୨୪।୪: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତକୁ “ନର୍କ” ବୋଲି ବର୍ଣ୍ଣନା କରିବା ମନ୍ତବ୍ୟ ଉପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତ ଟ୍ରମ୍ପଙ୍କ ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟ ଏବଂ ବିବୃତ୍ତିକୁ “ଅଭଦ୍ର, ଅନୁପଯୁକ୍ତ ଏବଂ ଏକ ସଂକୀର୍ଣ୍ଣ ଏବଂ…

ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ: ଧାନ ସଂଗ୍ରହ କମିଟି ବୈଠକ ପୂର୍ବରୁ ଘଟିଲା..

ବରଗଡ,୨୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ରହିଛି। ତେବେ ଏହି ବୈଠକ ପୂର୍ବରୁ ସକାଳୁ ପୋଲିସ କେତେକ ଚାଷୀନେତାଙ୍କୁ ଉଠାଇ ନେଇ ବିଭିନ୍ନ ଥାନାରେ ଅଟକ ରଖିବା…

ଜନଗଣନାରେ ବାଧା ଦେଲେ ୩ ବର୍ଷ ଜେଲଦଣ୍ଡ: ଜାରି ହେଲା ଏସ୍‌ଓପି

ଭୁବନେଶ୍ୱର,୨୪।୪ (ରବିନାରାୟଣ ଜେନା):ରାଜ୍ୟରେ ଏପ୍ରିଲ ୧୬ରୁ ଆରମ୍ଭ ହୋଇଥିବା ଜନଗଣନାକୁ କିଭଳି ଶୃଙ୍ଖଳିତ କରାଯିବ ସେନେଇ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବା ପରେ ଗୁରୁବାର…

ପ୍ରଥମେ ନର୍କ କହିଲେ ଏବେ ପ୍ରଶଂସା କଲେ, ଭାରତକୁ ସମାଲୋଚନା କରିବା ପରେ ନରମିଲା ଟ୍ରମ୍ପଙ୍କ ସ୍ବର

ଓ୍ବାଶିଂଟନ,୨୪।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କିଛି ରାଷ୍ଟ୍ରକୁ “ନର୍କଗହ୍ୱର” ବୋଲି ବର୍ଣ୍ଣନା କରିବା ନେଇ ଭାରତରେ ଏକ ବିବାଦ ଦେଖାଦେଇଛି । ଟ୍ରମ୍ପ ଏକ ବାର୍ତ୍ତାଳାପର ଏକ ଟ୍ରାନ୍ସକ୍ରିପ୍ଟ ସେୟାର କରିଥିଲେ ଯେଉଁଥିରେ ଭାରତ, ଚାଇନା ଏବଂ ଅନ୍ୟ ଅନେକ ଦେଶକୁ…

ଓଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳିଲେ ୨୦ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୨୪।୪(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ବିଏମ୍‌ସିର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଭାବେ…

ଏମିତି ଭୁଲ୍‌ କରି ମହିଳାଙ୍କୁ କ୍ଷମା ମାଗିଲେ ମନ୍ତ୍ରୀ: ମହିଳାଙ୍କ ସହ…

ମୁମ୍ବାଇ,୨୪ା୪:ମୁମ୍ବାଇର ଓ୍ବର୍ଲି ଅଞ୍ଚଳରେ ଶାସକ ଭାଜପା ନେତୃତ୍ୱରେ ମହାମେଣ୍ଟ ପକ୍ଷରୁ ବୁଧବାର ଆୟୋଜିତ ଏକ ରାଲି ଯୋଗୁ ଟ୍ରାଫିକ୍‌ ଜାମ୍‌ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମୁମ୍ବାଇର ଜଣେ ମହିଳା ମହାରାଷ୍ଟ୍ର ଜଳସମ୍ପଦ ମନ୍ତ୍ରୀ ଗିରୀଶ ମହାଜନଙ୍କ ସମେତ ସ୍ଥାନୀୟ ପୋଲିସ…

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri

ଫଟୋରେ ଖବର

ଓଡ଼ିଶା: ଆଜିର ଫଟୋ ( ୨୨ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୨୧ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୯ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ (୧୮ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୭ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ (୧୬ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୫ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୪ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୨ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୧ ଏପ୍ରିଲ, ୨୦୨୬ )

View

ରାଜ୍ୟ

ଜାତୀୟ

ମେଟ୍ରୋ

ଅନ୍ତର୍ଜାତୀୟ

ଖେଳ

ଫୁରସତ

ବାଣିଜ୍ୟ

ଜୀବନଚର୍ଯ୍ୟା

ଅପରାଧ

Video News

ତା ଆଖିରେ ମୁଁ ଲାଇଭ୍ ଯିବି…

ମଝି ଆକାଶରେ ଦେବଦୂତ ସାଜିଲେ ଏସସିବି ଡାକ୍ତର | Airlines | Doctor | SCB Medical

ଜଟଣୀ ଗଣେଶ ପୂଜା; ମୁଖ୍ୟ ପୂଜା ମଣ୍ଡପରେ ଲାଗିବ ସିସିଟିଭି | Jatani Ganesh Puja | Commissionerate Police

ଖୋଲା ପାତ୍ରରେ ଦିଆଯିବନି ପେଟ୍ରୋଲ

ମନ୍ଦିରରେ ଭକ୍ତର ଚିଠି ପଢନ୍ତି ଠାକୁର | Rahasyamay Bharat | Mysterious India | Hasnamba Temple | Dharitri

ରତ୍ନଭଣ୍ଡାର ମରାମତି କାମ ଶେଷ | Ratna Bhandar | Puri Temple | Aravind Padhee | Dharitri

ସୁନାବେଶର ସିଧା ପ୍ରସାରଣ | Suna Besha 2025 Live From Puri, Odisha | Dharitri Live

ବାହୁଡ଼ାଯାତ୍ରାର ସିଧା ପ୍ରସାରଣ | Bahuda Yatra 2025 Live From Puri, Odisha | Dharitri Live

ରଥଯାତ୍ରାର ସିଧା ପ୍ରସାରଣ | Rath Yatra 2025 Live From Puri, Odisha | Dharitri Live

ମାଟି ଅଭାବରୁ କୁମ୍ଭାର ପେଟ ଅପୋଷା | Pottery | Balasore | Dharitri