୫୧ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା’ ହେଲେ ଏହି ଅଭିନେତ୍ରୀ

ଓ୍ବାଶିଂଟନ: ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ୟାମେରନ ଡିଆଜଙ୍କ ଘରେ ପୁଣିଥରେ ଖୁସିର ମୁହୂର୍ତ୍ତ ଆସିଛି। ଅଭିନେତ୍ରୀଙ୍କ ଘରେ କୁଆଁ କୁଆଁ ଡାକ ଶୁଭିଛି। ହଁ, କାମେରନ ପୁଣି ମା’ ହୋଇଛନ୍ତି। ସେ ୫୧ ବର୍ଷ ବୟସରେ ଏକ ସୁନ୍ଦର ପୁତ୍ରକୁ ଜନ୍ମ ଦେଇଛନ୍ତି। କ୍ୟାମେରନ ଏବଂ ତାଙ୍କ ସ୍ବାାମୀ ବେନଜୀ ମ୍ୟାଡେନ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରି ପ୍ରଶଂସକଙ୍କ ସହ ଏହି ଖୁସି ଶେୟାର କରିଛନ୍ତି।
ଏହି ଦମ୍ପତି ଶିଶୁର ନାମ ମଧ୍ୟ ପ୍ରକାଶ କରିଛନ୍ତି ଏବଂ ସେମାନେ ଶିଶୁର ଫଟୋ ଶେୟାର କରିବେ ନାହିଁ ବୋଲି କହିଛନ୍ତି। ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି- ‘ଆମ ପୁଅ କାର୍ଡିନାଲ ମେଡେନଙ୍କ ଜନ୍ମ ଘୋଷଣା କରି ଧନ୍ୟ ଓ ଖୁବ ଏକ୍ସାଇଟେଡ ଅଛୁ। ସେ ବହୁତ ପ୍ୟାରା ଏବଂ ଆମେ ସମସ୍ତେ ବହୁତ ଖୁସି । ପିଲାମାନଙ୍କର ସୁରକ୍ଷା ଏବଂ ଗୋପନୀୟତା ପାଇଁ, ଆମେ କୌଣସି ଫଟୋ ପୋଷ୍ଟ କରିବୁ ନାହିଁ।
ଅଭିନେତ୍ରୀ କ୍ୟାମେରନ ଡିଆଜ ଆହୁରି କହିଛନ୍ତି- ‘ସେ ବହୁତ କ୍ୟୁଟ। ଆମେ ସମସ୍ତେ ବହୁତ ଆଶୀର୍ବାଦ ଏବଂ ଧନ୍ୟବାଦ ଅନୁଭବ କରୁଛୁ। ଆମ ପରିବାର ପକ୍ଷରୁ ଆପଣ ସମସ୍ତଙ୍କୁ ବହୁତ ପ୍ୟାର। ସୂଚନାଯୋଗ୍ୟ, କ୍ୟାମେରନ-ବେନଜୀଙ୍କ ପୂର୍ବରୁ ଏକ ଝିଅ ଅଛି। ୨୦୧୫ରେ, ଏହି ଦମ୍ପତି ସରୋଗେସି ମାଧ୍ୟମରେ ଝିଅ ରେଡିକ୍ସଙ୍କୁ ସ୍ବାଗତ କରିଥିଲେ। ତେବେ ପୁଅ ସମ୍ପର୍କରେ ଏହି ଦମ୍ପତି ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାଁନ୍ତି ଯେ ପୁଅ କାର୍ଡିନାଲ ସରୋଗେସି ମାଧ୍ୟମରେ ଜନ୍ମ ହୋଇଥିଲେ କି ନାହିଁ।
ସୂଚନାଯୋଗ୍ୟ, ୨୦୧୫ରେ ମ୍ୟାଡେନଙ୍କୁ ବିବାହ କରିବା ପରେ ଅଭିନେତ୍ରୀ ତାଙ୍କ କ୍ୟାରିୟରରୁ ବିରତି ନେବାକୁ ଏବଂ ତାଙ୍କ ବ୍ୟକ୍ତିଗତ ଜୀବନକୁ ଗୁରୁତ୍ୱ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ତାଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଏନି’ (୨୦୨୧୪) ରେ ଦେଖିବାକୁ ମିଳିଥିଲା। ବାସ୍ତବ ଜୀବନରେ ସେ ହୋମ ମେକରର ଭୂମିକାରେ ଖୁବ ଆନନ୍ଦ ଉପଭୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୟାକଲିନଙ୍କ ଗୀତ ଦେଖ, ଆଇଫୋନ ନିଅ, ଅଭିନେତ୍ରୀଙ୍କ ଜନ୍ମଦିନରେ ସୁକେଶଙ୍କ ବିଶେଷ ଉପହାର ଘୋଷଣା

ମୁମ୍ବାଇ,୯।୫: ୨୦୦ କୋଟି ଟଙ୍କା ହେରଫେର ମାମଲାରେ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣିଥରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ...

କାହିଁକି ଅଧାରୁ ରାଜନୀତି ଛାଡିଥିଲେ ଅମିତାଭ ବଚ୍ଚନ

ଗଣତନ୍ତ୍ରର ମହାନ ପର୍ବ ଅର୍ଥାତ୍‌ ନିର୍ବାଚନ ଚାଲିଛି। ନିର୍ବାଚନବେଳେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଏକ ଘଟଣା ମନେ ପଡିଯାଏ। ବିଗ ବି ରାଜନୀତି ପ୍ରବେଶ କରିଥିଲେ।...

ଅଲଗା ହେବେ ଦୀପଭିର! ଇନଷ୍ଟାରୁ ଡିଲିଟ କଲେ ବିବାହ ଫଟୋ

ମୁମ୍ବାଇ: ବଲିଉଡର ଲଭ ବାର୍ଡ ଦୀପିକା ପାଦୁକାନ ଓ ରଣଭିର ସିଂଙ୍କ ବୈବାହିକ ଜୀବନରେ ଉଠିଛି କି ଝଡ। କାରଣ ଉଭୟ ଦୀପଭିର ନିଜ ସୋସିଆଲ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣା: ଆତ୍ମହତ୍ୟା କରିଥିବା ଅଭିଯୁକ୍ତଙ୍କର ପୁଣିଥରେ ହେବ ପୋଷ୍ଟମର୍ଟମ

ମୁମ୍ବାଇ,୮ା୫: ଅଭିନେତା ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାରେ ମୁମ୍ବାଇ ପୋଲିସର ହେପାଜତରେ ଆତ୍ମହତ୍ୟା କରିଥିବା ଅଭିଯୁକ୍ତ ଅନୁଜ ଥାପାନଙ୍କ ପୋଷ୍ଟମର୍ଟମ ପୁଣି ଥରେ...

ତିରୁପତି ମନ୍ଦିରରେ ବିବାହକୁ ନେଇ ଏମିତି କହିଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିବାରେ ସଫଳ ହୋଇଛନ୍ତି। ସେ ଗତ କିଛି ଦିନ ଧରି...

ଭାଜପାରେ ସାମିଲ ହେଲେ ଶେଖର ସୁମନ, କହିଲେ ସାଧାରଣ ନାଗରିକ, ହିରାମଣ୍ଡିର ନବାବ ନୁହେଁ

ମୁମ୍ବାଇ,୭।୫: ବଲିଉଡ ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଦୀର୍ଘ ସମୟ ଧରି ଲାଇମଲାଇଟ ଠାରୁ ଦୂରରେ ରହିବା ପରେ ଶେଖର...

ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ମାଲାୟାଲମ ଅଭିନେତ୍ରୀ କନକଲତାଙ୍କର ଦେହାନ୍ତ ହୋଇଛି। ସେ ତିରୁଭାନନ୍ତପୁରମରେ ଥିବା ତାଙ୍କ ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କ ୬୩ ବର୍ଷ ହୋଇଥିଲା। ସେ...

ରାଗିଲେ କରନ୍‌ ଜୋହର

ମୁମ୍ବାଇ: ଫିଲ୍ମ ନିର୍ମାତା କରନ୍‌ ଜୋହରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ବଲିଉଡ୍‌କୁ ଅନେକ ସୁପରହିଟ୍‌ ଚଳଚ୍ଚିତ୍ର ଦେଇଛନ୍ତି। ଏଥିସହ ବିଭିନ୍ନ ପ୍ରସଙ୍ଗରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri