ପାକିସ୍ତାନରେ ରିଲିଜ୍‌ ହୋଇଥିବା ପ୍ରଥମ ରଙ୍ଗୀନ ବଲିଉଡ ଫିଲ୍ମ, ମିଳିଥିଲା ଲୋକପ୍ରିୟତା ହେଲେ ଲଗାଯାଇଥିଲା ବ୍ୟାନ୍‌

ଇସଲାମବାଦ,୮।୨: ‘ମୋଗଲ-ଏ-ଆଜମ’ ଫିଲ୍ମ ୧୯୬୦ଦଶକ ବଲିଉଡର ଐତିହାସିକ ଡ୍ରାମା ଫିଲ୍ମ ଭାବେ ଖ୍ୟାତି ଅର୍ଜନ କରିଛି। ଏହି ଫିଲ୍ମକୁ ଦିଲୀପ କୁମାରଙ୍କ ତାଙ୍କ କ୍ୟାରିଅରର କ୍ଲାସିକ ଫିଲ୍ମ ଭାବେ ପରିଚିତ କରାଯାଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ଏହି ଫିଲ୍ମର ପ୍ରଥମ ପସନ୍ଦ ନ ଥିଲେ। ମୋଗଲ-ଏ-ଆଜମ ସହିତ ଜଡିତ ଏହିପରି ଅନେକ କାହାଣୀ ଅଛି, ଯାହା ସିନେମା ଜଗତରେ ଏକ ନିଆରା ପ୍ରେମ କାହାଣୀ ଭାବେ ପରିଚିତ। କେ.ଆସିଫଙ୍କ ନିର୍ଦ୍ଦେଶନାରେ ନିର୍ମିିତ ଏହି ଫିଲ୍ମଟି ପ୍ରେମୀଯୁଗଳଙ୍କ ମନରେ ବସା ବାନ୍ଧି ରହିଛି।

‘ମୋଗଲ-ଏ-ଆଜମ’ ଏକ ମଲ୍ଟି ଷ୍ଟାରର ଫିଲ୍ମ ଥିଲା। ଏହାକୁ ପ୍ରୀତିରାଜ, ଦିଲୀପ କୁମାର, ମଧୁବାଲା ପରି ଅନେକ ଲୋକପ୍ରିୟ ଷ୍ଟାର ଅଭିନୟ କରିଥିଲେ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଫିଲ୍ମର ଆଇକନିକ ଭୂମିକାରେ ଲୋକପ୍ରିୟ ହୋଇଥିବା ଦିଲୀପ କୁମାର ଓ ମଧୁବାଲା ପ୍ରଥମ ପସନ୍ଦ ନ ଥିଲେ। ଆସିଫ ନର୍ଗିସ, ଚନ୍ଦ୍ର ମୋହନ ଓ ଡି.କେ ସାପ୍ରୁଙ୍କ ସହ ଏହି ଫିଲ୍ମ ନିର୍ମାଣ କରିବାକୁ ଚାହୁଁଥିଲେ। ତେବେ ପରେ ମଧୁବାଲାଙ୍କୁ କାଷ୍ଟ କରାଯାଇଥିଲା।

ଦିଲୀପ କୁମାର ଓ ମଧୁବାଲାଙ୍କ ଅଭିନୀତ ଏହି ଫିଲ୍ମଟି ପାକିସ୍ତାନରେ ମୁକ୍ତିଲାଭ କରିଥିବା ପ୍ରଥମ ରଙ୍ଗୀନ ଫିଲ୍ମ ଅଟେ। ଭାରତ ସହିତ ପାକିସ୍ତାନରେ ମଧ୍ୟ ଏହି ଫିଲ୍ମ ଲୋକଙ୍କୁ ଦିଓ୍ବାନା କରିଥିଲା। IMDBର ରିପୋର୍ଟ ଅନୁଯାୟୀ, ୧୯୬୫ରେ ଭାରତ-ପାକିସ୍ତାନ ତିକ୍ତତା ପରେ ମୋଗଲ-ଏ-ଆଜମ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। କିନ୍ତୁ, ଏହା ପାକିସ୍ତାନରେ ଖୁବ୍‌ ଲୋକପ୍ରିୟ ହୋଇପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri