Posted inଜାତୀୟ

ୱାସିମ ରିଜଭିଙ୍କୁ ତିନି ମାସ ପାଇଁ ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭ ।୫: ସୁପିମ କୋର୍ଟ ଜିତେନ୍ଦ୍ର ନାରାୟଣ ସିଂ ଓରଫ ୱାସିମ ରିଜଭିଙ୍କୁ ୩ ମାସ ପାଇଁ ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କରିଛନ୍ତି । ତ୍ୟାଗୀଙ୍କ ଉପରେ ଅଭିଯୋଗ ହେଉଛି କି ସେ ଗତବର୍ଷ ସେପ୍ଟେମ୍ବରରେ ଆୟୋଜିତ ହରିଦ୍ୱାର ଧର୍ମ ସଂସଦରେ ଅଶ୍ଳିଳ ଭାଷା ପ୍ରୟୋଗ କରି ଲୋକଙ୍କୁ ଉସକାଇବାକୁ ଚେଷ୍ଟା କରିଥିଲେ । ରିଜଭିଙ୍କୁ ଚଳିତ ବର୍ଷ ଜାନୁୟାରୀ ୧୩ରେ ଗିରଫ କରାଯାଇଥିଲା । ସୂଚନାଯୋଗ୍ୟ, ରିଜଭିଙ୍କ ଓକିଲ ହୃଦରୋଗ ଚିକିତ୍ସା ପାଇଁ ଜାମିନ ମାଗିଥିଲେ । ଏହି ମାମଲାର ଶୁଣାଣି କରିବା ସମୟରେ ମଙ୍ଗଳବାରସୁପ୍ରିମକୋର୍ଟ ଜାମିନ ମଞ୍ଜୁର କରିଛନ୍ତି । ତେବେ ଜାମିନରେ ଥିବା ସମୟରେ ସେ କୌଣସିି ଉସକାଇବା ଭଳି ଭାଷଣ ଦେଇ ପାରିବେ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ବାହୁବଳି ନେତା ଧନଞ୍ଜୟଙ୍କ ସ୍ତ୍ରୀ ଶ୍ରୀକଳାଙ୍କ କଟିଲା ଟିକେଟ

ଜୈନପୁର,୬।୫: ଲୋକ ସଭା ନିର୍ବାଚନ ମଧ୍ୟରେ ଉତ୍ତରପ୍ରଦେଶରୁ ବଡ ଖବର ଆସିଛି। ବହୁଜନ ସମାଜବାଦୀ ପାର୍ଟି ଜୈନପୁର ଆସନରୁ ପ୍ରାର୍ଥୀ ହୋଇଥିବା ବାହୁବଳି ନେତା ଧନଞ୍ଜୟ...

ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ, ଆଇଏସ୍‌ସି ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ,୬।୫:କାଉନ୍‌ସିଲ୍‌ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍‌ଜାମିନେଶନ୍ସ (ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ ଦଶମ ଏବଂ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ଫଳ ଆଜି ସିଆଇଏସ୍‌ସିଇ...

ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର: ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କଲେ ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

ବ୍ରହ୍ମପୁରରେ ପହଞ୍ଚିଲେ ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରରେ ପହଞ୍ଚିଛନ୍ତି। ଏଠାରେ କନିଷି ନିର୍ବାଚନୀ ସଭାରେ ଯୋଗ...

ଥମୁନି ଜଙ୍ଗଲ ନିଆଁ: ୫ ମୃତ, ୧୦୦୦ରୁ ଅଧିକ ହେକ୍ଟର ଜଙ୍ଗଲ ପୋଡ଼ି ପାଉଁଶ

ଡେରାଡୁନ୍‌,୬ା୫: ଉତ୍ତରାଖଣ୍ଡର ଜଙ୍ଗଲରେ ନିଆଁ ଲାଗିବା ଘଟଣା ବନ୍ଦ ହେଉନାହିଁ। ଆଲମୋରା ଏବଂ ବାଗେଶ୍ୱର ସମେତ ଅନେକ ଜିଲାରେ ଜଙ୍ଗଲ ଜଳୁଛି। ଏହି ପରିପ୍ରେକ୍ଷୀରେ, ଆଲମୋରା...

ମନ୍ତ୍ରୀଙ୍କ ନିକଟତମଙ୍କ ଘରେ ଟଙ୍କାର ପାହାଡ ଦେଖି ଇଡି ଆଶ୍ଚର୍ଯ୍ୟ

ରାଞ୍ଚି,୬।୫: ଲୋକ ସଭା ନିର୍ବାଚନ ମଧ୍ୟରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଚଢାଉ କାର୍ଯ୍ୟ ଜାରି ରହିଛି। ସୋମବାର ଝାଡଖଣ୍ଡର ରାଞ୍ଚିରେ ଇଡି ଏକ ବଡ଼ କାର୍ଯ୍ୟାନୁଷ୍ଠାନ...

କର୍‌କରେଙ୍କ ହତ୍ୟାକାରୀ ଆର୍‌ଏସ୍‌ଏସ୍‌ ସହ ଜଡ଼ିତ: କଂଗ୍ରେସ ନେତାଙ୍କ ଦାବିକୁ ନେଇ ବିବାଦ

ମୁମ୍ବାଇ,୬ା୫:୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ବେଳେ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌)ର ତତ୍କାଳୀନ ମୁଖ୍ୟ ହେମନ୍ତ କର୍‌କରେଙ୍କୁ ଆତଙ୍କବାଦୀ ଅଜମଲ କସବ ହତ୍ୟା କରି ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri