ସଂକ୍ରମଣ ଯୋଗୁ ନଖର ରଙ୍ଗ ହୁଏ ଏଭଳି…

କେତେକ କାରଣ ଯୋଗୁ କିଛି ଲୋକଙ୍କ ହାତ ଏବଂ ଗୋଡ଼ ନଖ ସଂକ୍ରମିତ ହୋଇଥାଏ। ଏହା ଯୋଗୁ ନଖ ରଙ୍ଗ ବଦଳି ହଳଦିଆ ବା ଧଳା ହୋଇଯାଏ ଅବା ମୋଟା ହୋଇ ସ୍ଥାନଚ୍ୟୁତ ହୋଇଥାଏ। ଏହି ସମସ୍ୟାକୁ ଡାକ୍ତରୀ ଭାଷାରେ ଓନିକୋମାଇକୋସିସ କୁହାଯାଇଥାଏ। ଏହାର ଅନ୍ୟ ନାମ ଟିନିଆ ଅଙ୍ଗୁଇଅମ। ଏହା ଏକ ପ୍ରକାର କବକ ସଂକ୍ରମଣ ଯାହା ନଖକୁ ସଂକ୍ରମିତ କରିଥାଏ । ଉଭୟ ପାଦ ଓ ହାତ ନଖ ସଂକ୍ରମିତ ହୁଏ। କିନ୍ତୁ ପାଦ ନଖ ଅଧିକ ସଂକ୍ରମିତ ହୋଇଥାଏ । ସମସ୍ୟା ଅଧିକ ଜଟିଳ ହେଲେ ଗୋଡ଼ ତଳ ଭାଗରେ ସେଲ୍ୟୁଲାଇଟିସ ହୁଏ । ଫଳରେ ଯନ୍ତ୍ରଣା ମଧ୍ୟ ହୋଇଥାଏ।
ଓନିକୋମାଇକୋସିସ, ଡର୍ମାଟୋଫାଇଟ ଓ ଫୁସାରିଅମ ଆଦି କବକ ସଂକ୍ରମଣ ଯୋଗୁ ଏହି ସମସ୍ୟା ସୃଷ୍ଟି ହୋଇଥାଏ। ଆଥଲେଟ ଫୁଟ, ଅନ୍ୟାନ୍ୟ ନଖ ରୋଗ, ପେରିଫେରାଲ ଭାସ୍କୁଲାର ଡିଜିଜ, ଇମ୍ମ୍ୟୁନୋସପ୍ରେସନ ଆଦି ସମସ୍ୟା ଥିଲେ ଥିଲେ ଏହି ସଂକ୍ରମଣ ଅଧିକ ସଙ୍କଟ ସୃଷ୍ଟି କରିଥାଏ। ନଖର ଅବସ୍ଥା ଦେଖି ଓ ଲାବୋରେଟରୀ ପରୀକ୍ଷା କରି ଏହି ସମସ୍ୟାକୁ ଚିହ୍ନଟ କରାଯାଇଥାଏ।
ଓନିକୋମାଇକୋସିସ ସମସ୍ୟାର ବେଳେ ବେଳେ ଆପେ ଆପେ ଠିକ ହୋଇଯାଇଥାଏ। ଆଣ୍ଟିଫଙ୍ଗାଲ ଔଷଧ ମଧ୍ୟରେ ଟରବିନାଫାଇନ ବ୍ୟବହାର କଲେ ଏହି ସମସ୍ୟା ଦୂର ହୋଇଥାଏ। ତେବେ ଏହାଦ୍ୱାରା କେତେକଙ୍କଠାରେ ଯକୃତ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଡାକ୍ତର କହିଥାନ୍ତି। ସଂକ୍ରମିତ ନଖ କାଟିଦେଲେ ନୂଆ ନଖ ଉଠି ସମସ୍ୟା ମଧ୍ୟ ହୋଇଥାଏ । ସାଇକ୍ଲୋପାଇରକ୍ସ ଥିବା ନେଲପଲିସ ବ୍ୟବହାର ଦ୍ୱାରା ସାମୟିକ ସୁରକ୍ଷା ମିଳିଥାଏ। କେତେକଙ୍କଠାରେ କିଛି ଦିନ ପରେ ପୁଣି ସମସ୍ୟା ଲେଉଟିଆସେ । ପୃଥିବୀର ମୋଟ ଜନସଂଖ୍ୟାର ୧୦ ପ୍ରତିଶତ ଲୋକଙ୍କରଠାରରେ ଏହି ସମସ୍ୟା ଦେଖାଦେଇଥାଏ। ଏହି ରୋଗ ହୁଏ । ବୟସାଧିକ ଲୋକଙ୍କଠାରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳେ । ମହିଳାଙ୍କ ଅପେକ୍ଷା ପୁରୁଷମାନେ ଏଥିରେ ଅଧିକ ଆକ୍ରାନ୍ତ ହୁଅନ୍ତି । କବକ ଯୋଗୁ ଏହି ସମସ୍ୟା ସୃଷ୍ଟି ହେଉଥିବା ସମ୍ପର୍କରେ ୧୮୫୩ରେ ଜର୍ଜ ମେଇସନର ପ୍ରଥମେ ସୂଚନା ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପରୁ ଦୀପ କାହିଁକି ଲଗାଯାଏ ନାହିଁ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

ଖରାଦିନେ ଶୋଇବା ପୂର୍ବରୁ କ’ଣ କଲେ ତ୍ୱଚା କରିବ ଗ୍ଲୋ, ଜାଣନ୍ତୁ ସେ ସମ୍ପର୍କରେ…

ଦିନଯାକର ପରିଶ୍ରମ ପରେ ଥକ୍କାପଣ ଯୋଗୁ ଅନେକେ ରାତିରେ ତ୍ୱଚାର ଠିକ୍‌ରେ ଯତ୍ନ ନ ନେଇ ସେମିତି ଶୋଇପଡ଼ନ୍ତି; ଯଦ୍ଦ୍ବାରା ତ୍ୱଚାର ଚମକ ଧୀରେ ଧୀରେ...

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri