Odisha Elections 2024
Posted inଫୁରସତ

ଶୌଚାଳୟ ଖୋଲିବା ପରେ, ଉଡିଗଲା ହୋସ୍‌

ଆଗ୍ରା,୩୧।୭: ଉତ୍ତରପ୍ରଦେଶର ଆଗ୍ରା ଡିଭିଜନର ଫିରୋଜାବାଦ ଜିଲାର ମୁହବତ୍ପୁର ଗାଁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଗାଁର ଜଣଙ୍କ ଘରର ଶୌଚାଳୟରେ ୫ ଫୁଟ୍‌ କୁମ୍ଭୀର ପଶିଯାଇଥିଲା। ଶୌଚାଳୟ ଖୋଲିବା ମାତ୍ରେ ହଠାତ୍‌ କୁମ୍ଭୀରକୁ ଦେଖି ଘର ଲୋକଙ୍କ ହୋସ୍‌ ଉଡିଯାଇଥିଲା। ଏହା ପରେ ଲୋକମାନେ ୱାଇଲ୍ଡ ଲାଇଫ ଏସ୍‌ଓଏସ୍‌ ଦଳକୁ ସୂଚନା ଦେଇଥିଲେ। ଆଗ୍ରାର ଏକ ୪ ସଦସ୍ୟ ବିଶିଷ୍ଟ ଏସ୍‌ଓଏସ୍‌ ଦଳ ଯାଇ କୁମ୍ଭୀରକୁ ଉଦ୍ଧାର କରିଥିଲେ। ଏସ୍‌ଓଏସ୍‌ ବହୁ ପରିଶ୍ରମ ପରେ କୁମ୍ଭୀରକୁ ଉଦ୍ଧାର କରି ପୁନର୍ବାର ଯମୁନା ନଦୀରେ ଛାଡି ଦେଇଥିଲା।
ସୂଚନାଯୋଗ୍ୟ, କୁମ୍ଭୀରଟି ପାଖ ଏକ ପୋଖରୀରେ ରହୁଥିଲା ଏବଂ ଅନେକ ସମୟରେ ଗ୍ରାମବାସୀ ତାଙ୍କୁ ଦେଖୁଥିଲେ। କିନ୍ତୁ ସକାଳ ଖରାରେ ସେ ପାଣିରୁ ବାହାରି ଘରର ଶୌଚାଳୟ ଭିତରେ ପଶିଯାଇଥିଲା। ୟ


Enter your email to get our daily news in your inbox.

All Right Reserved By Dharitri.Com

କର୍ମାନୁଯାୟୀ ଦଣ୍ଡ, ପୁଣି ଗୋଟିଏ ଜନ୍ମରେ

ଏ ସଂସାରରେ ଯିଏ ଯେମିତି କର୍ମ କରିବ, ସେ ସେମିତି ଫଳ ପାଇବ। ଭଲ କର୍ମ ର ଭଲ ଫଳ। ଖରାପ କର୍ମର ଖରାପ ଫଳ।...

କଳାଗ୍ରାମ ସାରଙ୍ଗଯୋଡ଼ି

ଏଠି ସଞ୍ଜ ନଇଁ ଆସିଲେ ପ୍ରତିଦିନ ଚାଲେ ଲୋକକଳାର ସାଧନା। ଗାଁ ଭାଗବତ ଘରେ କଳାକାରମାନେ ଏକାଠି ହୁଅନ୍ତି। ଭାଗବତ ପଢ଼ାଯାଏ, ଠାକୁରଙ୍କୁ ପ୍ରାର୍ଥନା କରାଯାଏ।...

ବୋଉ ନିର୍ଦ୍ଦେଶରେ ଶାଢ଼ି କିଣିଥିଲି

ଯୁକ୍ତ ତିନି ବିଜ୍ଞାନ ଶେଷବର୍ଷ ପରୀକ୍ଷାର ଶେଷ ପେପର ଥାଏ ଗଣିତ। ପରୀକ୍ଷା ଶେଷଦିନର ଅନୁଭବ ପ୍ରତି ପରୀକ୍ଷାର୍ଥୀଙ୍କ ପାଇଁ ଥାଏ ଯେମିତି ନିଆରା ସେମିତି...

ଯେତେଦିନ ବଞ୍ଚିବି କବିତାରେ ବଞ୍ଚିବି

”ଓଡ଼ିଆ ଭାଷା ସାହିତ୍ୟରେ ରହିଛି ଅମୂଲ୍ୟ ସମ୍ପଦ। ଆମେ ଯେତେ ଗଭୀରକୁ ଯିବା ସେତେ ମଣିମୁକ୍ତା ପାଇବା। ସାହିତ୍ୟ ସମାଜ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ।...

ଗଞ୍ଜାମର କିଆ ସମ୍ପଦ…

ଆମ ଦେଶର ଉପକୂଳବର୍ତ୍ତୀ ବିଭିନ୍ନ ଅଞ୍ଚଳରେ କିଆଗଛ ଦେଖିବାକୁ ମିଳିଥାଏ। ଓଡ଼ିଶାର ଗଞ୍ଜାମ ଜିଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ସର୍ବାଧିକ କିଆ ଜଙ୍ଗଲ ରହିଥିବାବେଳେ ଏଠାରେ କିଆଚାଷ...

ଜଳ ପାଇଁ

ଖରାଦିନ ଆସିଲେ ବଢେ ଜଳ ସମସ୍ୟା। ପିଇବା ପାଣିଠୁ ଆରମ୍ଭ କରି ଚାଷବାସ ପାଇଁ ଲୋକେ ହୁଅନ୍ତି ହନ୍ତସନ୍ତ। ଧୁ ଧୁ ଖରାରେ ବାଲ୍ଟିଏ ପାଣି...

ଆଜି ବିଶ୍ୱ ହକର ଦିବସ

ପ୍ରତିବର୍ଷ ମେ’ ୨୬ ତାରିଖକୁ ବିଶ୍ୱ ହକର ଦିବସ ଭାବେ ପାଳନ କରାଯାଉଛି। ବିଶ୍ୱର କୋଣ ଅନୁକୋଣରେ ହକରମାନେ ନିରବଚ୍ଛିନ୍ନ ଭାବେ ଲୋକଙ୍କ ସେବାରେ ନିଜକୁ...

କାହିଁକି ଅଧା ରହିଗଲା ମୁଖ୍ୟମନ୍ତ୍ରୀଙ୍କ ପ୍ରେମ କାହାଣୀ

ବେଙ୍ଗାଲୁରୁ,୨୫।୫: କନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିକଟରେ ତାଙ୍କ ପ୍ରେମ କାହାଣୀକୁ ମନେ ପକାଇ ଅନେକ ରହସ୍ୟ ପ୍ରକାଶ କରିଛନ୍ତି। ଯାହା ଅନେକ ଲୋକଙ୍କୁ ଚକିତ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri