Posted inଜାତୀୟ

୩୫ ବର୍ଷ ହେବ ଏଠାରେ ଚାଲିଛି ଅଖଣ୍ଡ ରାମନାମ ସଂକୀର୍ତ୍ତନ

ରାମ ମନ୍ଦିର ନିର୍ମାଣ ପାଇଁ ଅନେକ ସନ୍ଥ ଏବଂ ପୁରୁଷଙ୍କ ଯୋଗଦାନ ରହିଛି। ରାମ ମନ୍ଦିର ନିର୍ମାଣର ଶୁଭ ସମୟରେ ସେମାନଙ୍କ ଅବଦାନକୁ ମନେ ପକାିବା ଜରୁରୀ ହୋଇପଡିଛି। ସରୟୁ ନଦୀ କୂଳରେ ଅବସ୍ଥିତ ଫଟିକ ଶୀଳା ଆଶ୍ରମର ପ୍ରତିଷ୍ଠାତା ସାକେତୱାସୀ ସନ୍ଥ ନାରାୟଣ ଦାସ ଓରଫ ତାପସ୍ବି ବାବା ଆଜୀବନ ରାମ ମନ୍ଦିର ନିର୍ମାଣ କରିବାକୁ ଚେଷ୍ଟା କରୁଥିଲେ। ସେ ଭଗବାନ ଶ୍ରୀ ରାମଙ୍କର ସର୍ବୋଚ୍ଚ ଉପାସକ ଥିଲେ। ତାଙ୍କର ଇଚ୍ଛା ଥିଲା ଯେ ରାମ ମନ୍ଦିର ନିର୍ମାଣ ହେବା ଉଚିତ ଏବଂ ବିଶ୍ୱର ପ୍ରତ୍ୟେକ ଘରେ ରାମଙ୍କୁ ପୂଜା କରିବା ଉଚିତ୍‌। ୧୯୮୫ରେ ଫଟିକ ଶିଲା ଆଶ୍ରମରେ ଅଖଣ୍ଡ ରାମନାମା ସଂକୀର୍ତ୍ତନ ଆରମ୍ଭ କରିଥିଲେ। ଯାହା ଆଜି ମଧ୍ୟ ଜାରି ରହିଛି।
ଫାଟିକ ଶିଲା ଆଶ୍ରମ ୧୯୭୮ ମସିହାରେ ସରୟୁ କୂଳରେ ଥିବା ସାଧୁ ସନ୍ଥ ନାରାୟଣ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ସେ ରାମ ନାମର ଚରମ ସନ୍ଧାନକାରୀ ଥିଲେ। ଏହା ସହିତ ସେ ରାମ ମନ୍ଦିର ନିର୍ମାଣ ଏବଂ ବିଶ୍ୱ ଶାନ୍ତି ବିଷୟରେ ଚିନ୍ତା କରୁଥିଲେ। ସେ ପ୍ରଥମେ ୧୯୭୮ରେ ୨୭ ଦିନିଆ ଭୋକ ଉପାସରେ ବିଶ୍ୱ ଶାନ୍ତି ପାଇଁ କାମନା କରିଥିଲେ। ସେ ଚାହୁଁଥିଲେ ଯେ ସୀତାରାମଙ୍କୁ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ପୂଜା କରାଯାଉ। ତାଙ୍କ ନାମ ପ୍ରଚାର କରାଯାଉ। ସେ ମଧ୍ୟ ରାମ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା କରି ଯଜ୍ଞ କରିବା ଆରମ୍ଭ କରିଥିଲେ। ୧୯୮୭ରେ ସେ ଶ୍ରୀ ସୀତାରାମ ନାମକ ୨୭ କୀର୍ତ୍ତନ ମଣ୍ଡଳୀ ସହ ପ୍ରଥମ ରାମନାମ ଜପିବା ଆରମ୍ଭ କରିଥିଲେ। ୧୯୯୦ରେ ୧୦୮ କୀର୍ତ୍ତନ କୁଞ୍ଜଙ୍କ ସହ ମହା ଯଜ୍ଞ କରିଥିଲେ। କେବଳ ଏତିକି ନୁହେଁ, ବାବ୍ରି ମସଜିଦ୍‌ ଭାଙ୍ଗିବାର କିଛି ମାସ ପୂର୍ବରୁ, ୧୯୯୨ରେ ମଧ୍ୟ ସେ ୧୦୦୮ କୀର୍ତ୍ତନ ମଣ୍ଡଳୀ ସହ ମହାଯଜ୍ଞ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ସାଜିଲା କାଳ, କାନ୍ଥ ଭୁଶୁଡ଼ି ୪ ବର୍ଷର ଶିଶୁ ସମେତ ୭ ମୃତ

ହାଇଦ୍ରାବାଦ,୮।୫: ପ୍ରବଳ ବର୍ଷା ହେତୁ ହାଇଦ୍ରାବାଦର ବାଚୁପଲ୍ଲୀ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଅଞ୍ଚଳର ଏକ ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡ଼ିବା ପରେ...

ଏୟାର ଇଣ୍ଡିଆ ୭୮ ଉଡ଼ାଣ ରଦ୍ଦ: ସମୂହ ଛୁଟିରେ ଗଲେ ୩୦୦ ବରିଷ୍ଠ କର୍ମଚାରୀ

ନୂଆଦିଲ୍ଲୀ,୮।୫: ଏୟାର ଇଣ୍ଡିଆ ଏକ୍ସପ୍ରେସର ୭୮ଟି ଜାତୀୟ ତଥା ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ କରାଯାଇଛି। ଏହାର କାରଣ ହେଉଛି ଏୟାର ଇଣ୍ଡିଆର ୩୦୦ ବରିଷ୍ଠ...

ମନ୍ତ୍ରୀଙ୍କ ସଚିବ ଗିରଫ: ସହାୟକଙ୍କ ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା

ରାଞ୍ଚତ୍,୮।୫:ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲାମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ୍‌ଙ୍କ ଘରୋଇ ସହାୟକ ଜାହାଙ୍ଗୀର ଆଲାମଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର...

ଓ୍ବେଷ୍ଟ ନାଇଲ୍‌ ଜ୍ୱର ଆତଙ୍କ: କେରଳରେ ହାଇଆଲର୍ଟ

କୋଝିକୋଡ୍‌,୮ା୫:କେରଳରେ ଓ୍ବେଷ୍ଟ ନାଇଲ୍‌ ଜ୍ୱର ଆତଙ୍କ ଖେଳାଇଛି। ଏହି ଜ୍ୱରରେ ମାଲାପ୍ପୁରମ୍‌, କୋଝିକୋଡ୍‌ ଏବଂ ଥ୍ରିଶୁର ଜିଲାର ୧୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ଏହି ରୋଗରେ...

୮୦୦ କୋଟିର ଦୁର୍ନୀତିରେ ଖାର୍ଗେଙ୍କ ଜ୍ୱାଇଁ

ବେଙ୍ଗାଲୁରୁ, ୮।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଜ୍ୱାଇଁ ତଥା ଗୁଲବର୍ଗା ଆସନରୁ ଦଳୀୟ ପ୍ରାର୍ଥୀ ରାଧାକୃଷ୍ଣ ଡୋଡ୍ଡାମଣିଙ୍କ ସମେତ ୫ ଜଣଙ୍କ ବିରୋଧରେ ଏକ...

୯୩ ଆସନରେ ୬୨% ମତଦାନ

ନୂଆଦିଲ୍ଲୀ,୮ା୫: ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ଲୋକ ସଭା ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ମତଦାନ ହାର...

‘ସ୍ବାମୀ, ଶାଶୂଘର ଲୋକଙ୍କୁ ହଇରାଣ କରିବାକୁ ପୋଲିସର ଉପଯୋଗ କରିପାରିବେ ନାହିଁ ମହିଳା’

ନୂଆଦିଲ୍ଲୀ,୭ା୫: ସ୍ବାମୀ ଓ ଶାଶୂଘର ଲୋକଙ୍କୁ ହଇରାଣ କରିବା ପାଇଁ ବିବାହିତ ମହିଳା ପୋଲିସ କଳର ଉପଯୋଗ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।...

ଭାଜପାକୁ ଝଟ୍‌କା, ଦଳର ପୋଷ୍ଟ ହଟାଇବାକୁ ଏକ୍ସକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ,୭।୫: ନିର୍ବାଚନ ସମୟରେ ଆପତ୍ତିଜନକ ପୋଷ୍ଟ କରିଥିବା ଭାଜପାକୁ ଲାଗିଛି ଶକ୍ତ ଝଟକା। କଂଗ୍ରେସ ସମ୍ପର୍କରେ ଆପତ୍ତିଜନକ ଭିଡିଓ କରି ନିର୍ବାଚନ କମିଶନରଙ୍କ ରୋଷର ଶିକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri