Posted inଖେଳ

ପୁଡୁଚେରୀ କ୍ରିକେଟ ଟିମ୍‌ ମୁଖ୍ୟ କୋଚ୍‌ ହେଲେ ସାଲ୍‌ଭି

ଚେନ୍ନାଇ/ମୁମ୍ବାଇ, ୪ା୬ (ପି.ଟି.)-ଭାରତର ପୂର୍ବତନ ସିମ୍‌ ବୋଲର ଆବିଷ୍କାର ସାଲ୍‌ଭି ଆସନ୍ତା ଘରୋଇ ସିଜନ ପାଇଁ ପୁଡୁଚେରୀ ସିନିୟର କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ପୁଡୁଚେରୀ କ୍ରିକେଟ ଆସୋସିଏଶନ (ସିଏପି)ର ଜଣେ ଅଫିସିଆଲ ଏ ବିଷୟରେ ସୂଚନା ଦେଇଛନ୍ତି। ସେହିପରି ମୁମ୍ବାଇର ପୂର୍ବତନ ପ୍ରଥମଶ୍ରେଣୀ କ୍ରିକେଟର ଓଁକାର ଖରନ୍‌ଭିଲ୍‌କର ଓରାଜସ୍ଥାନର ପୂର୍ବତନ କିପର ଦିଶାନ୍ତ ୟାଗନିକ୍‌ ଫିଲ୍ଡିଂ କୋଚ୍‌ ଦାୟିତ୍ୱ ତୁଲାଇବେ। ୩୮ ବର୍ଷୀୟ ସାଲ୍‌ଭୀ ପୂର୍ବତନ କର୍ନାଟକ ବ୍ୟାଟ୍ସମ୍ୟାନ ଜେ. ଅରୁଣ କୁମାରଙ୍କ ସ୍ଥାନରେ ମୁଖ୍ୟ କୋଚ୍‌ ହେବେ। ଏହି ସମସ୍ତ ନିଯୁକ୍ତି ଗୋଟିଏ ସିଜନ ପାଇଁ କରାଯାଇଥିବା ସିଏପିର ଜଣେ ଅଫିସିଆଲ ପ୍ରକାଶ କରିଛନ୍ତି। ସାଲ୍‌ଭି ଦ୍ୱିତୀୟ ଥର ପାଇଁ ପୁଡୁଚେରୀର କୋଚ୍‌ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ଦଳର ପ୍ରଥମ ସିଜନରେ ତାଙ୍କ ପ୍ରଦର୍ଶନ ଭଲ ରହିଥିଲା। ସେ ଆମ ଖେଳାଳିଙ୍କ ସହିତ ଭଲ ରୂପେ ଅଭ୍ୟସ୍ତ ଥିଲେ। ତେଣୁ ତାଙ୍କୁ ପୁଣି ଥରେ ଦାୟିତ୍ୱ ଦେବା ଲାଗି ଆମେ ନିଷ୍ପତ୍ତି ନେଇଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବହୁ କଷ୍ଟରେ ଜିତିଲା ପାକିସ୍ତାନ

ଢାକା,୧୯।୧୧: ସ୍ଥାନୀୟ ନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଟି୨୦ ମ୍ୟାଚରେ ପାକିସ୍ତାନ ୪ ଉଇକେଟରେ ବାଂଲାଦେଶକୁ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା...

ଗୋଟିଏ ଦିନ ଘୁଞ୍ଚିଲା ବିସିସିଆଇ ନିର୍ବାଚନ: ବିନୋଦ

ନୂଆଦିଲ୍ଳୀ,୨୪।୯(ପି.ଟି.)- ବହୁ ପ୍ରତିକ୍ଷୀତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିର୍ବାଚନ ତାରିଖରେ ଗୋଟିଏ ଦିନ ଅଦଳବଦଳ ହୋଇଛି। ପୂର୍ବରୁ ଏହି ନିର୍ବାଚନ ଅକ୍ଟୋବର ୨୨...

ଆୟର୍ଲାଣ୍ଡ ବିପକ୍ଷରେ ସର୍ବାଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନ୍‌ଙ୍କୁ ସୁଯୋଗ ଦେଲାନି ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଦଳ ୧୮ ଅଗଷ୍ଟରୁ ଆୟର୍ଲାଣ୍ଡ ଗସ୍ତରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳିବ। ଏହି ଗସ୍ତ ସମୟରେ ଦ୍ରୁତ ବୋଲର...

ଲାନିଙ୍ଗ ହେଲେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟିକା

ନୂଆଦିଲ୍ଲୀ,୨।୩: ୨୦୨୩ ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହେବ ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌)। ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଏହାର ଅଧିନାୟିକାଙ୍କ ନାମ ଘୋଷଣା କରିଛି। ଅଷ୍ଟ୍ରେଲିଆର...

ରାହୁଲ, ରିୟାନଙ୍କ କମାଲ; ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଜିତିଲା ରାଜସ୍ଥାନ

ଦୁବାଇ, ୧୧।୧୦: ଚଳିତ ଆଇପିଏଲ୍‌ରେ ରବିବାର ଖେଳାଯାଇଥିବା ୨୬ତମ ମୁକାବିଲାରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୫ ଉଇକେଟ୍‌ରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ...

ମ୍ୟାଚ୍‌ ପୂର୍ବରୁ ମହିଳା ଖେଳାଳିଙ୍କୁ ଶକ୍ତ ଚାପୁଡ଼ା ମାରିଲେ କୋଚ୍‌, ଜାଣନ୍ତୁ କାହିଁକି

ଜର୍ମାନୀର ମହିଳା ଜୁଡୋ ଖେଳାଳି ହଠାତ୍‌ ଏକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଫାଇଟ୍‌ ପୂର୍ବରୁ ମାର୍ଟେନା ଟ୍ରାଜଦୋସଙ୍କ ଏକ ଫଟୋ ଏବେ ଖୁବ୍‌...

ଭର୍ଡାସ୍କୋ ଫ୍ରେଞ୍ଚ ଓପନ୍‌ରୁ ଆଉଟ୍‌

ପ୍ୟାରିସ, ୨୭ା୯(ଏପି)-କରୋନା ଭାଇରସ୍‌ ଟେଷ୍ଟରେ ପଜିଟିଭ୍‌ ପାଇଁ ପୂର୍ବତନ ଟପ୍‌ ଟେନ୍‌ ଖେଳାଳି ଫର୍ନାଣ୍ଡୋ ଭର୍ଡାସ୍କୋ ଫ୍ରେଞ୍ଚ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଛନ୍ତି।...

ବିନା ଦର୍ଶକରେ ଖେଳାଯିବ ଭାରତ-ଇଂଲଣ୍ଡ ଟେଷ୍ଟ

ଚେନ୍ନାଇ, ୨୨ା୧- ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଇଂଲଣ୍ଡ-ଭାରତ ପ୍ରଥମ ଦୁଇ ଟେଷ୍ଟ ମ୍ୟାଚ ବିନା ଦର୍ଶକରେ ରୁଦ୍ଧଦ୍ୱାରରେ ଖେଳାଯିବ। ବର୍ତ୍ତମାନର କୋଭିଡ୍‌ ପରିସ୍ଥିତିକୁ ଦୃଷ୍ଟିରେ...

Advertisement
Archives

Model This Week