ଖେଳ

ଡେବ୍ୟୁ ମ୍ୟାଚରେ ମାରିଥିଲେ ଶତକ, ଏବେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି ଏହି ଖେଳାଳି

କ୍ରିକେଟ ପଡିଆରେ ଦିନେ ମ୍ୟାକଗ୍ରାଥ, ବ୍ରେଟ ଲିଙ୍କ ଭଳି ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଥିବା ଖେଳାଳି ଏବେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସେ ହେଉଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଓପନର୍‌ ଲୁ ଭିନସେଣ୍ଟ। ନ୍ୟୁଜିଲାଣ୍ଡ…

ଟେଷ୍ଟ କ୍ରିକେଟରେ ୫ ଦିନ ବ୍ୟାଟିଂ କରିଛନ୍ତି ଏହି ୫ କ୍ରିକେଟର

ଟେଷ୍ଟ କ୍ରିକେଟ ଧୈର୍ଯ୍ୟର ଖେଳ। ପଡିଆରେ ସେଟ୍‌ ହୋଇ ଖେଳିବାକୁ ଜଣେ ବ୍ୟାଟ୍ସମ୍ୟାନ ପାଖରେ ପର୍ଯ୍ୟାପ୍ତ ସମୟ ଥାଏ। ୧୪୩ ବର୍ଷ ଟେଷ୍ଟ କ୍ରିକେଟ ଇତିହାସରେ କେବଳ ୧୦ ଜଣ ବ୍ୟାଟ୍ସମ୍ୟାନ ଅଛନ୍ତି, ଯେଉଁମାନେ ଟେଷ୍ଟ ମ୍ୟାଚର ସମସ୍ତ ପାଞ୍ଚ ଦିନ…

କ୍ରିକେଟରେ ଡକଓ୍ବର୍ଥ ଲୁଇସ୍‌ ନିୟମ କେବଠୁ ହୋଇଥିଲା ଆରମ୍ଭ

ବର୍ଷା ପ୍ରଭାବିତ ଏକଦିବସୀୟ ଏବଂ ଟି-୨୦ ମ୍ୟାଚ୍‌ରେ ଫଳାଫଳ ବାହାର କରିବା ପାଇଁ ଏକ ନିୟମ ବ୍ୟବହାର କରାଯାଏ। ଏହାକୁ ଡକଓ୍ବର୍ଥ ଲୁଇସ୍‌ ନିୟମ କୁହାଯାଏ। ତେବେ ଏହି ନିୟମ କେବେ ଏବଂ କାହିଁକି ବାହାର କରାଯାଏ ତାହା ଜାଣନ୍ତି କି?…

ପାକିସ୍ତାନର ଇଂଲଣ୍ଡ ଗସ୍ତ: ୟୁନିସ୍‌ ବ୍ୟାଟିଂ, ମୁସ୍ତାକ୍‌ ସ୍ପିନ୍‌ କୋଚ୍‌ ନିଯୁକ୍ତ

କରାଚୀ,୯।୬(ପି.ଟି.): ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ନୂଆ ବ୍ୟାଟିଂ ଓ ବୋଲିଂ କୋଚ୍‌ ନିଯୁକ୍ତ କରିଛି। ପିସିବି ପୂର୍ବତନ ବ୍ୟାଟ୍ସମ୍ୟାନ ୟୁନିସ୍‌ ଖାନଙ୍କ ବ୍ୟାଟିଂ କୋଚ୍‌ ଓ ପୂର୍ବତନ ସ୍ପିନର ମୁସ୍ତାକ ଅହମ୍ମଦଙ୍କୁ ବୋଲିଂ କୋଚ୍‌…

ଏସିଆ କପ୍‌ ନେଇ ନିଷ୍ପତ୍ତି ହେଲାନି, ବୈଠକରେ ଯୋଗଦେଲେ ଗାଙ୍ଗୁଲି, ଶାହା

ନୂଆଦିଲ୍ଲ, ୯।୬(ପି.ଟି.): ଚଳିତ ବର୍ଷ ଆୟୋଜନ ହେବାକୁ ଥିବା ଏସିଆ କପ୍‌ ଟି୨୦ ନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ। ଏସିଆନ କ୍ରିକେଟ କାଉନସିଲ (ଏସିସି) ବୈଠକରେ ଏହି ଟୁର୍ନାମେଣ୍ଟ ଆୟୋଜନ ନେଇ ସଦସ୍ୟମାନେ ଭିନ୍ନଭିନ୍ନ ମତ ଦେଇଥିଲେ। କୋଭିଡ୍‌-୧୯ ମହାମାରୀକୁ…

ଦର୍ଶକଙ୍କ ପ୍ରତ୍ୟାବର୍ତ୍ତନ: ସୁପର ରଗ୍‌ବୀ ମ୍ୟାଚ୍‌ ଦେଖିବେ ୩୫ ହଜାର

ଓ୍ବେଲିଂଟନ,୯।୬(ଏପି) : କୋଭିଡ୍‌-୧୯ ମହାମାରୀ ଉପରେ ନ୍ୟୁଜିଲାଣ୍ଡ ବିଜୟ ହାସଲ କରିଛି। ଫଳରେ ଦେଶରେ କ୍ରୀଡ଼ା ଇଭେଣ୍ଟଗୁଡିକ ଆୟୋଜନ ପାଇଁ ପଥ ପରିଷ୍କାର ହୋଇଛି। ମହାମାରୀ ପାଇଁ ଏହି ସୁପର ରଗ୍‌ବୀ ଟୁର୍ନାମେଣ୍ଟକୁ ସସ୍‌ପେଣ୍ଡ କରାଯାଇଥିଲା। ଏବେ ଏହା ପୁଣି ଥରେ…

ଟେଷ୍ଟ ସିରିଜ ଖେଳିବାକୁ ଇଂଲଣ୍ଡରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ ଦଳ

ସେଣ୍ଟ ଜୋନ୍ସ (ଆଣ୍ଟିଗୁଆ),୯।୬(ଏପି): କୋଭିଡ୍‌-୧୯ ମହାମାରୀର ଆତଙ୍କ ଜାରି ରହିଥିବା ବେଳେ ଏକ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଦଳ ଇଂଲଣ୍ଡରେ ପହଞ୍ଚିଛି । ଆଣ୍ଟିଗୁଆରୁ ଦଳ ଏକ ଚାର୍ଟର ବିମାନ ଯୋଗେ ଗସ୍ତ ଆରମ୍ଭ…

୨୦୨୩ ମହିଳା ବିଶ୍ୱକପ୍‌ ଆୟୋଜନରୁ ଓହରିଲା ବ୍ରାଜିଲ

ସାଓ ପାଉଲୋ,୯।୬(ଏପି): ୨୦୨୩ ଫିଫା ମହିଳା ବିଶ୍ୱକପ ଆୟୋଜନରୁ ବ୍ରାଜିଲ ଓହରିଯିବାକୁ ନିଷ୍ପତ୍ତି ନେଇଛି। ଆୟୋଜନ ନେଇ ବ୍ରାଜିଲ ତା’ର ବିଡ୍‌ ପ୍ରତ୍ୟାହାର କରିନେଇଛି। କୋଭିଡ୍‌-୧୯ ମହାମାରୀ କାରଣରୁ ବ୍ରାଜିଲ ଫିଫାକୁ ଆର୍ଥିକ ଆଶ୍ୱାସନା ଦେବାକୁ ଅକ୍ଷମତା ପ୍ରକାଶ କରିଛି। ଏ…

ମହିଳା ଫିଫା ବିଶ୍ୱକପ୍‌:ନକ୍‌ଆଉଟ୍‌ ପର୍ଯ୍ୟାୟରେ କାମେରୁନ

ପ୍ୟାରିସ,୨୧।୬(ଏଏଫ୍‌ପି)- ମ୍ୟାଚ୍‌ର ଅତିରିକ୍ତ ମିନିଟ୍‌ରେ ଆଜାରା ନଚଟଙ୍କ ଗୋଲ ଯୋଗୁ କାମେରୁନ ୨-୧ ଗୋଲରେ ନ୍ୟୁଜିଲାଣ୍ଡକୁ ହରାଇ ଦେଇଛି। ଏହି ରୋମାଞ୍ଚକ ବିଜୟ ସହ କାମେରୁନ ଦଳ ଚଳିତ ମହିଳା ଫିଫା ବିଶ୍ୱକପ୍‌ର ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଧାର୍ଯ୍ୟ ୯୦…

କ୍ରିକେଟରୁ ଅବସର ମିଳିଲେ ପିତାଙ୍କ ସହ ବିଲରେ କାମ କରନ୍ତି ଏହି ପ୍ରସିଦ୍ଧ କ୍ରିକେଟର

ଭାରତୀୟ ଦ୍ରୁତ ବୋଲର୍‌ ଉମେଶ ଯାଦବ ୧୯୮୭, ଅକ୍ଟୋବର ୨୫ରେ ଉତ୍ତର ପ୍ରଦେଶର ଦେଓରିଆରେ ଏକ ଗରିବ ଘରେ ଜନ୍ମଗ୍ରହଣ କରିଥିଲେ ଉମେଶ। ତାଙ୍କ ପିତା ନାଗପୁର ନିକଟ ଖାପରଖେଡା ଅଞ୍ଚଳରେ ଥିବା ଓ୍ବେଷ୍ଟର୍ଣ୍ଣ କୋଲ ଲିମିଟେଡ୍‌ର କୋଇଲା ଖଣିରେ ଶ୍ରମିକ…

ମହିଳା ଫିଫା ବିଶ୍ୱକପ୍‌: କ୍ୱାର୍ଟରରେ ଫ୍ରାନ୍ସ, ଇଂଲଣ୍ଡ

ପ୍ୟାରିସ,୨୩ା୬(ଏଏଫ୍‌ପି): ମହିଳା ଫିଫା ବିଶ୍ୱକପ୍‌ ଆୟୋଜକ ଫ୍ରାନ୍ସ ଓ ଇଂଲଣ୍ଡ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମ୍ୟାଚ୍‌ର ଅତିରିକ୍ତ ମିନିଟ୍‌ରେ ଆମାଣ୍ଡିନେ ହେନ୍‌ରୀଙ୍କ ଗୋଲ ଯୋଗୁ ଫ୍ରାନ୍ସ ୨-୧ ଗୋଲରେ ବ୍ରାଜିଲକୁ ହରାଇ ବିଶ୍ୱକପ୍‌ରୁ ବିଦା କରିଛି। ଆୟୋଜକ ଦଳ ପାଇଁ…

ଉଡନ୍ତା କାର୍‌ କିଣିବାକୁ ଚାହୁଁଛନ୍ତି ଏହି କ୍ରିକେଟ୍‌ର

କରୋନା ଭାଇରସ କାରଣରୁ କୌଣସି କ୍ରିକେଟ ସିରିଜ୍‌ ଅନୁଷ୍ଠିତ ହୋଇପାରୁନାହିଁ। ଏହି କାରଣରୁ ଅଧିକାଂଶ କ୍ରିକେଟ ଖେଳାଳି ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି। ଏହି ମହାମାରୀ ହେତୁ ଆଇପିଏଲ ମଧ୍ୟ ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯିବା ପରେ କ୍ରିକେଟରଙ୍କ ପାଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?