Posted inଖେଳ

ମର୍ସିଡିଜ୍‌ରେ ରହିଲେ ବୋଟାସ

ସିଲଭରଷ୍ଟାନ୍‌, ୭ା୮ (ଏପି)- ଭାଲଟେରୀ ବୋଟାସ ଆସନ୍ତା ସିଜନ ପାଇଁ ମର୍ସିଡିଜ୍‌ ଫର୍ମୁଲା ଓ୍ବାନ୍‌ ଟିମ୍‌ରେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ଆସନ୍ତା ରବିବାର ସିଲଭରଷ୍ଟାନ୍‌ଠାରେ ଫିନଲାଣ୍ଡର ଏହି ଡ୍ରାଇଭର ତାଙ୍କ କ୍ୟାରିୟରର ୭୦ତମ ଗ୍ରାଁ ପ୍ରିରେ ଭାଗ ନେବେ। ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ତାଙ୍କ ଟିମ୍‌ମେଟ୍‌ଙ୍କଠାରୁ ୩୦ ପଏଣ୍ଟ ପଛରେ ରହିଛନ୍ତି। ଏହି ବର୍ଷ ପରେ ହାମିଲଟନ ତାଙ୍କ ଭବିଷ୍ୟତ ଯୋଜନା ସମ୍ପର୍କରେ ସ୍ପଷ୍ଟ କରି ନ ଥିବାରୁ ସମ୍ଭବତଃ ସେ ଆସନ୍ତା ବର୍ଷ ମଧ୍ୟ ମର୍ସିଡିଜ୍‌ରେ ରହିବେ। ଅନ୍ୟପକ୍ଷରେ ବୋଟାସ ୨୦୧୭ରୁ ମର୍ସିଡିଜ୍‌ରେ ରହି ଆସିଛନ୍ତି। ତାଙ୍କ ପ୍ରଦର୍ଶନରେ କ୍ରମାଗତ ଉନ୍ନତି ପରିଲକ୍ଷିତ ହେଉଛି। ଆସନ୍ତା ବର୍ଷ ସେ ଅଧିକ ଟାଇଟଲ ଜିତିବା ଲକ୍ଷ୍ୟରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦ୍ୱିତୀୟ ଟେଷ୍ଟ:ଦକ୍ଷିଣ ଆଫ୍ରିକା ଟପ୍‌ ଅର୍ଡରର ବିପର୍ଯ୍ୟୟ

ରାଓ୍ବଲପିଣ୍ଡି,୬।୨(ଏପି): ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନମାନେ ପୁଣି ଫେଲ ମାରିଛନ୍ତି। ଫଳରେ ଘରୋଇ ଦଳ ସୁବିଧାଜନକ ସ୍ଥିତିରେ...

କ୍ୟାରିୟରର ଅନ୍ତିମ ଟେଷ୍ଟ ଜାଣି ନିୟମ ଭାଙ୍ଗିଲେ ଫିଲାଣ୍ଡର

ଜୋହାନ୍ସବର୍ଗ,୨୬।୧- ଓ୍ବାଣ୍ଡର୍ସରେ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଦକ୍ଷିଣ ଆଫ୍ରିକା ପେସର ଭର୍ନନ ଫିଲାଣ୍ଡରଙ୍କ କ୍ୟାରିୟରର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌। ଟେଷ୍ଟର...

ଜର୍ସି ନଂ ୧୨କୁ ସନ୍ନ୍ୟାସ ଦିଆଯାଉ

ନୂଆଦିଲ୍ଲୀ, ୧୨।୬: ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି)ଙ୍କ ୧୨ ନଂ ଜର୍ସିକୁ ଭରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସନ୍ନ୍ୟାସ ଦେବା ଉଚିତ। ଏହା...

ଇଲାଭେନିଲଙ୍କୁ ସ୍ବର୍ଣ୍ଣ, ଶାହୁ ମାନେଙ୍କୁ ରୌପ୍ୟ

ନୂଆଦିଲ୍ଲୀ, ୧୯ା୧୦ (ପି.ଟି.)-ଶେଖ୍‌ ରସେଲ ଇଣ୍ଟରନ୍ୟାଶନାଲ ଏୟାର ରାଇଫଲ ଚାମ୍ପିୟନଶିପ୍‌ ରବିବାର ଭର୍ଚୁଆଲି ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ୱର ନମ୍ବର ଓ୍ବାନ୍‌ ଭାରତୀୟ ଇଲାଭେନିଲ ଭାଲାରିଭାନ୍‌...

ଟି୨୦ ସିରିଜ ଜିତିଲା ଇଂଲଣ୍ଡ

ସାଉଥାମ୍ପଟନ,୭।୯(ପି.ଟି.): ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ରବିବାର ୬ ଉଇକେଟରେ ବିଜୟୀ ହୋଇଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଘରୋଇ...

ବଲାଙ୍ଗୀରରେ ଏଆଇଏଫ୍‌ଏଫ୍‌ ଡି’ ଡିପ୍ଲୋମା କୋଚିଂ କୋର୍ସ ଆରମ୍ଭ

ଭୁବନେଶ୍ୱର, ୧୩।୧୨(କ୍ରୀଡ଼ା ପ୍ରତିନିଧି)- ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ପକ୍ଷରୁ ବଲାଙ୍ଗୀର ସଦାଇପାଲିର ଏସ୍‌ଆଇଟିଇ କ୍ୟାମ୍ପସରେ ଶନିବାରଠାରୁ ଡି’ ଡିପ୍ଲୋମା କୋଚିଂ କୋର୍ସ ଆରମ୍ଭ ହୋଇଛି।...

ବିଶ୍ୱକପ୍‌ ପରେ ଧୋନୀ ଅବସର ନେବା ଉଚିତ ଥିଲା: ଅଖତର

ନୂଆଦିଲ୍ଳୀ,୧୨।୪(ପି.ଟି.): ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତବର୍ଷ ଅନୁଷ୍ଠିତ ୨୦୧୯ ବିଶ୍ୱକପ୍‌ ପରେ ଅବସର ନେବା ଉଚିତ ଥିଲା ବୋଲି ପୂର୍ବତନ ପାକିସ୍ତାନ...

ମୁମ୍ବାଇ ଦଳରେ ପୃଥ୍ବୀ

ମୁମ୍ବାଇ,୧୫।୧୧(ପି.ଟି.)- ଡୋପ ଟେଷ୍ଟରେ ବିଫଳ ହେବା ଯୋଗୁ ୮ ମାସ ବାସନ୍ଦ ହୋଇଥିବା ଯୁବ ଭାରତୀୟ ଓପନର ପୃଥ୍ବୀ ଶ’ଙ୍କୁ ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟ...

Advertisement


Archives

Model This Week

Why Dharitri