ଖେଳ

କରୋନା ଟେଷ୍ଟରେ ପାକିସ୍ତାନ, ଇଂଲଣ୍ଡ ଖେଳାଳି ଉତ୍ତୀର୍ଣ୍ଣ

ସାଉଥାମ୍ପଟନ, ୧ା୭ (ଏପି): ସର୍ବଶେଷ କରୋନା ଭାଇରସ ଟେଷ୍ଟରେ ଉଭୟ ପାକିସ୍ତାନ ଓ ଇଂଲଣ୍ଡ କ୍ରିକେଟ ଖେଳାଳି ଉତ୍ତୀର୍ଣ୍ଣ ହୋଇଛନ୍ତି। ରବିବାର ଇଂଲଣ୍ଡରେ ପହଞ୍ଚତ୍ଥିବା ପାକିସ୍ତାନ ଦଳର ସମସ୍ତ ୨୦ ଖେଳାଳି ଓ ୧୧ ଷ୍ଟାଫ୍‌ଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଇଂଲଣ୍ଡ…

ଏକବିଂଶ ଶତାବ୍ଦୀରେ ଜାଡେଜା ଭାରତର ସବୁଠାରୁ ମୂଲ୍ୟବାନ ଟେଷ୍ଟ ଖେଳାଳି

ନୂଆଦିଲ୍ଲୀ, ୧ା୭: ଟିମ୍‌ ଇଣ୍ଡିଆ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପାଇଁ ଖୁସି ଖବର। କ୍ରିକେଟର ବାଇବେଲ ଭାବେ ପରିଚିତ ଓ୍ବିଜଡେନ ଜାଡେଜାଙ୍କୁ ଏକବିଂଶ ଶତାବ୍ଦୀର ସବୁଠାରୁ ମୂଲ୍ୟବାନ ଭାରତୀୟ ଟେଷ୍ଟ ଖେଳାଳିଭାବେ ଅଭିହିତ କରିଛି। ଗତ ୨ ବର୍ଷ ଧରି ଜାଡେଜା…

ବିବାହ ବନ୍ଧନରେ ଆବଦ୍ଧ ହେଲେ ତୀରନ୍ଦାଜ ଦୀପିକା-ଅତନୁ

ରାଞ୍ଚତ୍, ୩୦।୬- ଭାରତୀୟ ତୀରନ୍ଦାଜୀ କ୍ରୀଡ଼ାର ଦୁଇ ସଫଳ ତୀରନ୍ଦାଜ ଦୀପିକା କୁମାରୀ ଓ ଅତନୁ ଦାସ ମଙ୍ଗଳବାର ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଞ୍ଚତ୍ ମୋହରବାଦିସ୍ଥିତ ଏକ ହଲ୍‌ରେ ଏହି ଦୁଇ ଅନ୍ତର୍ଜାତୀୟ ତୀରନ୍ଦାଜଙ୍କ ବିବାହ ଅନୁଷ୍ଠିତ ହୋଇଥିଲା।…

ସଚିନଙ୍କୁ ଶୂନରେ ଆଉଟ କରିବା ମୁହୂର୍ତ୍ତକୁ ବର୍ଣ୍ଣନା କରିପାରିବିନି: ଭୁବନେଶ୍ୱର

ନୂଆଦିଲ୍ଲୀ, ୩୦।୬- କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଆଉଟ୍‌ କରିବା ପ୍ରତି ବୋଲରଙ୍କ ଏକ ସ୍ବପ୍ନ ରହିଥାଏ। ବର୍ତ୍ତମାନ ଭାରତୀୟ ଦ୍ରୁତ ବୋଲିଂ ବିଭାଗର ଭାର ସମ୍ଭାଳୁଥିବା ଭୁବନେଶ୍ୱର କୁମାରଙ୍କୁ ମଧ୍ୟ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଥରେ ସଚିନଙ୍କୁ ଆଉଟ୍‌…

ଅଷ୍ଟ୍ରେଲିଆ- ଜିମ୍ବାଓ୍ବେ ଦିନିକିଆ ସିରିଜ ସ୍ଥଗିତ

ମେଲବୋର୍ନ,୩୦।୬(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଆଉ ଏକ ସିରିଜ୍‌ ପ୍ରଭାବିତ ହୋଇଛି। ଅଷ୍ଟ୍ରେଲିଆ ଓ ଜିମ୍ବାଓ୍ବେ ମଧ୍ୟରେ ଆୟୋଜନ ହେବାକୁ ଥିବା ଦିନିକିଆ ସିରିଜକୁ ଏହି ମହାମାରୀ ପାଇଁ ସ୍ଥଗିତ ରଖିବାକୁ ଦୁଇ ଦେଶର ବୋର୍ଡ ମିଳିତ ଭାବେ ମଙ୍ଗଳବାର ସହମତିରେ…

ଝାଡ଼ଖଣ୍ଡରେ ପରିବା ବିକୁଛନ୍ତି ଏହି ଖେଳାଳି

ରାଞ୍ଚି,୩୦।୬: ଆର୍ଥିକ ସମସ୍ୟା ଯୋଗୁ ଝାଡଖଣ୍ଡର ରାମଗଡ ଜିଲାରେ ପରିବା ବିକୁଛନ୍ତି ଏହି ମହିଳା ଖେଳାଳି। ଏହି ଘଟଣା ସର୍ବସମ୍ମୁଖକୁ ଆସିବା ପରେ ପ୍ରଶାସନ ପକ୍ଷରୁ ସହାୟତାର ହାତ ବଢ଼ିଛି। ସୂଚନାଯୋଗ୍ୟ, ଆଥ୍‌ଲେଟ୍‌ ଗୀତା କୁମାରୀଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ…

ଡୋପିଂରୁ ବଞ୍ଚତ୍ବା ଲାଗି ଆଥ୍‌ଲେଟ୍‌ଙ୍କ ପାଇଁ ମୋବାଇଲ ଆପ୍‌ ଲଞ୍ଚ କଲା ନାଡା

ନୂଆଦିଲ୍ଲୀ,୩୦।୬(ପି.ଟି.): ଜାତୀୟ ନିଶା ନିବାରଣ ସଂସ୍ଥା (ନାଡ଼ା)ର ପ୍ରଥମ ମୋବାଇଲ ଆପ୍‌ ଲଞ୍ଚ୍‌ ହୋଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଏହାକୁ ଆନୁଷ୍ଠାନିକ ଭାବେ ଲଞ୍ଚ୍‌ କରିଛନ୍ତି। ନିଷିଦ୍ଧ ପଦାର୍ଥ ନେଇ ସୂଚନା ଦେବା ଓ ଏହାର ବେପରୁଆ ବ୍ୟବହାର ଦ୍ୱାରା…

ଦିନିକିଆରେ ସର୍ବାଧିକ ଥର ମ୍ୟାନ୍‌ ଅଫ୍‌ ଦି ସିରିଜ ହୋଇଥିବା ୩ ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୩୦।୬- ଟୁର୍ନାମେଣ୍ଟ କିମ୍ବା ସିରିଜ ସାରା ପ୍ରଭାବୀ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ମ୍ୟାନ୍‌ ଅଫ୍‌ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥାଏ। ଜଣେ ଖେଳାଳିର ସର୍ବଦା ଏହି ସମ୍ମାନଜନକ ପୁରସ୍କାର ପ୍ରତି ଦୁର୍ବଳତା ରହିଥାଏ। ଯେଉଁ ଖେଳାଳି ପୁରା ଟୁର୍ନାମେଣ୍ଟରେ…

ଡିକକ୍‌ଙ୍କ ସମେତ ୪୪ ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ ଟ୍ରେନିଂକୁ ଫେରିଲେ

ଜୋହାନ୍ସବର୍ଗ,୩୦।୬(ପି.ଟି.): କୋଭିଡ୍‌-୧୯ ମହାମାରୀର ଆତଙ୍କ ଜାରି ରହିଥିବା ବେଳେ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡିକକ୍‌ଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକାର ୪୪ ଜଣ କ୍ରିକେଟର ଟ୍ରେନିଂକୁ ଫେରିଛନ୍ତି। ହାଇପରଫର୍ମାନ୍ସ ସ୍କ୍ବାଡରେ ସାମିଲ ଥିବା ଏହି ଖେଳାଳିମାନେ ଦେଶର କ୍ରୀଡ଼ା ମନ୍ତ୍ରଣାଳୟରୁ ଅନୁମତି…

ଧୋନୀଙ୍କୁ ଜନ୍ମଦିନ ଉପହାରରେ ହେଲିକପ୍ଟର ଦେବେ ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଗାମୀ ଜୁଲାଇ ୭ରେ ୩୯ ବର୍ଷରେ ପଦାର୍ପଣ କରିବେ। ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ବଢିଯାଇଛି। କେବଳ ତାଙ୍କ ପ୍ରଶଂସକ ନୁହେଁ, ସାଥୀ ଖେଳାଳିମାନେ ମଧ୍ୟ ତାଙ୍କୁ ବଡ…

‘ବ୍ଲାକ୍‌ ଲିଭ୍ସ ମ୍ୟାଟର’ ଲୋଗୋ ବ୍ୟବହାର କରିବେ ଓ୍ବେଷ୍ଟଇଣ୍ଡିଜ ଖେଳାଳି

ମାଞ୍ଚେଷ୍ଟର, ୩୦ା୬ (ପି.ଟି.): ଆଗକୁ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁଥିବା ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବେଳେ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଖେଳାଳିଙ୍କ ଶାର୍ଟ କଲର୍‌ରେ ଏକ ଭିନ୍ନ ଧରଣର ଲୋଗୋ ଦେଖିବାକୁ ମିଳିବ। ସେଥିରେ ଲେଖାଥିବ ‘ବ୍ଲାକ୍‌ ଲିଭ୍ସ ମ୍ୟାଟର’। କ୍ରୀଡ଼ାରେ…

ଟ୍ରେନିଂ ଆରମ୍ଭ ପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟକୁ ଅନୁମତି

ଜୋହାନ୍ସବର୍ଗ, ୩୦ା୬ (ପି.ଟି.):ଟ୍ରେନିଂ ଆରମ୍ଭ କରିବା ଲାଗି କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)କୁ ଦେଶର କ୍ରୀଡ଼ା ମନ୍ତ୍ରଣାଳୟ ଅନୁମତି ଦେଇଛି। କରୋନା ଭାଇରସ ଯୋଗୁ ଗତ ମାର୍ଚ୍ଚ ମାସରୁ ଦକ୍ଷିଣ ଆଫ୍ରିକାରେ କ୍ରିକେଟ କାର୍ଯ୍ୟକଳାପ ବନ୍ଦ ରହିଛି। ଗୁରୁବାର ସିଏସ୍‌ଏର ବୈଠକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?