ଅନ୍ଲାଇନ୍ ଚେସ୍: ନିପୁନ ଚାମ୍ପିୟନ
ଭୁବନେଶ୍ୱର, ୩୦।୬(କ୍ରୀଡ଼ା ପ୍ରତିନିଧି):ଏସଆର ଚେସ୍ ସେଣ୍ଟର ଆନୁକୂଲ୍ୟରେ ରବିବାର ଅନୁଷ୍ଠିତ ୯ମ ଅନ୍ଲାଇନ୍ ଚେସ୍ରେ ନିପୁନ ଆଦିତ୍ୟ ମହାନ୍ତି ଚାମ୍ପିୟନ ହୋଇଛନ୍ତି। ୨୦୧୯ରେ ରାଜ୍ୟ ବଧିର ଚେସ୍ ଚାମ୍ପିୟନ ହୋଇଥିବା ଭୁବନେଶ୍ୱର ନିପୁନ ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ପୂରା ୬…
ରୁଟ୍ ଖେଳିବେନି, ଷ୍ଟୋକ୍ସ ନେତୃତ୍ୱ ନେବେ
ଲଣ୍ଡନ, ୩୦।୬(ପି.ଟି.):ଦ୍ୱିତୀୟ ସନ୍ତାନର ଜନକ ହେବାକୁ ଯାଉଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଖେଳିବେ ନାହିଁ। ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଥିବା ଏହି ସିରିଜର ପ୍ରଥମ ଟେଷ୍ଟରେ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ପ୍ରଥମଥର…
ଓଡ଼ିଶା ଏଫ୍ସି ଦଳରେ ଗୋଲକିପର ରବି କୁମାର
ଭୁବନେଶ୍ୱର, ୩୦।୬(କ୍ରୀଡ଼ା ପ୍ରତିନିଧି):ଇଣ୍ଡିଆନ ସୁପରଲିଗ୍(ଆଇଏସଏଲ)ର ୭ମ ସିଜନ ପୂର୍ବରୁ ଓଡ଼ିଶା ଏଫସି ଦଳରେ ସାମିଲ ହୋଇଛନ୍ତି ଗୋଲକିପର ରବି କୁମାର। ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍ ସହିତ ଉତ୍ତର ପ୍ରଦେଶ ଜନ୍ମିତ ରବି କୁମାର ୨ ବର୍ଷୀୟା ଚୁକ୍ତି କରିଛନ୍ତି। ଇଣ୍ଡିଆନ ଆରୋଜ…
ଆଇସିସି ଚେୟାରମ୍ୟାନ ଦୌଡ଼ରେ କାମେରନ
କିଙ୍ଗଷ୍ଟନ, ୨୯ା୬ (ପି.ଟି.)- ଭାରତର ଶଶାଙ୍କ ମନୋହରଙ୍କ ସ୍ଥାନରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚେୟାରମ୍ୟାନ ପଦବୀ ଦୌଡ଼ରେ ସାମିଲ ହୋଇଛନ୍ତି କ୍ରିକେଟ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ)ର ପୂର୍ବତନ ମୁଖ୍ୟ ଡେଭ୍ କାମେରନ। ୟୁନାଇଟେଡ୍ ଷ୍ଟେଟ୍ସ ହଲ୍ ଅଫ୍ ଫେମ୍ ତାଙ୍କ ନାମ…
୨୦୦୭ ଟି୨୦ ବିଶ୍ୱକପ୍ ନ ଖେଳିବା ପାଇଁ ସଚିନ, ଗାଙ୍ଗୁଲିଙ୍କୁ ମନା କରିଥିଲେ ଏହି ଭାରତୀୟ ଖେଳାଳି
ନୂଆଦିଲ୍ଲୀ, ୨୯।୬- ୨୦୦୭ରେ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍ର ପ୍ରଥମ ସଂସ୍କରଣରେ ଭାରତ ଚାମ୍ପିୟନ ହେବାର ସୌଭାଗ୍ୟ ଲାଭ କରିଥିଲା। ମହେନ୍ଦ୍ର ସିଂ ଧୋନୀ ପ୍ରଥମଥର ଲାଗି ଜାତୀୟ ଦଳର ନେତୃତ୍ୱ ନେବାର ସୁଯୋଗ ପାଇଥିଲେ। ଧୋନୀଙ୍କ ନେତୃତ୍ୱରେ ଯୁବ…
ଇଂଲଣ୍ଡ ପକ୍ଷରୁ ପଦାର୍ପଣ ଲକ୍ଷ୍ୟରେ ଏହି ଶିଖ୍ କ୍ରିକେଟର୍
ଲଣ୍ଡନ, ୨୯।୬- ଇଂଲଣ୍ଡ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଜୁଲାଇ ୮ରୁ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ଏଥିଲାଗି ଘରୋଇ ଇଂଲଣ୍ଡ ପକ୍ଷରୁ ଟ୍ରେନିଂ କ୍ୟାମ୍ପ୍ ଲାଗି ୩୦ ଜଣିଆ ଖେଳାଳି ତାଲିକା ପ୍ରକାଶ ପାଇଛି। ଯେଉଁଥିରେ…
ତୃତୀୟ ଭାରତୀୟ ଭାବେ ଆଇସିସି ଏଲିଟ୍ ଅମ୍ପାୟର ପ୍ୟାନେଲରେ ସ୍ଥାନ ପାଇଲେ ନୀତୀନ
ନୂଆଦିଲ୍ଲୀ, ୨୯।୬- ଭାରତର ନୀତୀନ ମେନନ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଏଲିଟ୍ ଅମ୍ପାୟର ପ୍ୟାନେଲରେ ସ୍ଥାନ ପାଇଛନ୍ତି। କ୍ରିକେଟର ସର୍ବୋଚ୍ଚ ସଂସ୍ଥା ନୀତୀନଙ୍କୁ ଆସନ୍ତା ୨୦୨୦-୨୧ ସିଜନ ପାଇଁ ମନୋନୀତ କରିଛନ୍ତି। ଇଂଲଣ୍ଡର ନାଇଜଲ ଲଙ୍ଗ୍ଙ୍କ ସ୍ଥାନରେ ତାଙ୍କୁ ସୁଯୋଗ…
କରୋନାରେ ଏହି ଭାରତୀୟ କ୍ରିକେଟରଙ୍କ ଜୀବନଗଲା, ସାହାଯ୍ୟ ପାଇଁ ସେହ୍ବାଗ କରିଥିଲେ ଅପିଲ୍
ନୂଆଦିଲ୍ଲୀ,୨୯।୬:ଭାରତୀୟ କ୍ରିକେଟର ସିଦ୍ଧାନ୍ତ ଡୋବାଲଙ୍କ ପିତା ସଞ୍ଜୟ ଡୋବାଲ ସୋମବାର କରୋନାରେ ମୃତ୍ୟୁବରଣ କରିଛନ୍ତି। ସଞ୍ଜୟ ନିଜେ ଦିଲ୍ଲୀର ଜଣେ ଜଣାଶୁଣା କ୍ଲବ କ୍ରିକେଟର ଥିଲେ। ସେ ଦିଲ୍ଲୀ ଅଣ୍ଡର -୨୩ ଦଳର ସପୋର୍ଟ ଷ୍ଟାଫର ମଧ୍ୟ ଅଂଶ ଥିଲେ। ୫୨…
ଏହି ବଲିଉଡ୍ ଅଭିନେତ୍ରୀଙ୍କୁ ବେଶୀ ପସନ୍ଦ କରନ୍ତି ପାକିସ୍ତାନ କ୍ରିକେଟର୍
ନିକଟରେ ପାକିସ୍ତାନ କ୍ରିକେଟ ଦଳ ଇଂଲଣ୍ଡ ଗସ୍ତରେ ଯାଇଛି। ସେଠାରେ ଦଳ ଇଂଲଣ୍ଡ ବିପକ୍ଷରେ ୩ଟି ଟେଷ୍ଟ ଏବଂ ୩ଟି ଟି-୨୦ ମ୍ୟାଚ୍ ଖେଳିବ। ଏହି ଗସ୍ତ ପୂର୍ବରୁ ହୋଇତତ୍ବା ଏକ ସାକ୍ଷାତକାରରେ ପାକିସ୍ତାନର ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦ ବଲିଉଡ୍…
ଆଜିର ଦିନରେ ସଚିନ୍ ହୋଇଥିଲେ ‘କ୍ରିକେଟ୍ର ଭଗବାନ’
ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପାଇଁ ଆଜି ଖାସ୍ ଦିନ। ଆଜିକୁ ଠିକ୍ ୧୩ ବର୍ଷ ପୂର୍ବେ ଅର୍ଥାତ୍ ଜୁନ୍ ୨୯ରେ ଏକଦିବସୀୟ କ୍ରିକେଟରେ ୧୫ ହଜାର ରନ୍ ପୂରଣ କରି ଇତିହାସ ରଚିଥିଲେ ସଚିନ୍। ବିଶ୍ୱର ପ୍ରଥମ କ୍ରିକେଟର ଭାବେ ସେ…
ବୀରେନ୍ଦ୍ର ସେହ୍ବାଗଙ୍କ ଘର ଉପରେ ଆକ୍ରମଣ, ଭିଡିଓ ଶେୟାର କରି ଦେଲେ ସୂଚନା
ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ବାଗ ଆଜିକାଲି ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହୁଛନ୍ତି। ବେବେଳେ ମଜାଦାର ଟୁଇଟ୍ କରି ସେହ୍ବାଗ ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ ଇନ୍ଗ୍ରାମରେ ଏକ ଭିଡିଓ ଶେୟାର କରି ତାଙ୍କ ଘର…
ଝାଡୁଦାରରୁ କ୍ରିକେଟର, ଭାଗ୍ୟ ବଦଳାଇ ଦେଲେ ଶାହରୁଖ୍ ଖାନ୍
ଅନେକ କ୍ରିକେଟର ଅଛନ୍ତି ଯେଉଁମାନେ ଆର୍ଥିକ ସଙ୍କଟ ମଧ୍ୟରୁ ଆସି ନିଜ ପରିଚୟ ସୃଷ୍ଟି କରିପାରିଛନ୍ତି। ସେହିଭଳି ଜଣେ କ୍ରିକେଟର୍ ହେଉଛନ୍ତି ରିଙ୍କୁ ସିଂ। ସେ ୟୁପି ପାଇଁ ରଣଜୀ ଟ୍ରଫି ଏବଂ କୋଲକାତା ନାଇଟ ରାଇଡର୍ସ ପାଇଁ ଆଇପିଏଲ ଖେଳୁଛନ୍ତି।…

