ଶ୍ରୀଲଙ୍କାରେ ଆଇପିଏଲ୍ ସପକ୍ଷରେ ଗାଭାସ୍କର
ନୂଆଦିଲ୍ଲୀ, ୧୪।୬(ପି.ଟି.): ଆସନ୍ତା ଅକ୍ଟୋବରରେ ଭାରତରେ ବ୍ୟୟବହୁଳ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ଆୟୋଜନ ସହଜ ନୁହେଁ ବୋଲି ଅନୁଭବ କରୁଛନ୍ତି କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କର। ଏହି ମାସରେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ ହେବାର ଥିବାରୁ ଆଇପିଏଲକୁ ସେପ୍ଟେମ୍ବର ଆରମ୍ଭରେ ଆୟୋଜନ…
ଓଡ଼ିଶା ଏଫ୍ସିରୁ ଖେଳିବେ କମଲପ୍ରୀତ
ଭୁବନେଶ୍ୱର, ୧୪।୬(କ୍ରୀଡ଼ା ପ୍ରତିନିଧି): ଭାରତୀୟ ଡିଫେଣ୍ଡର କମଲପ୍ରୀତ ସିଂ ଆଗାମୀ ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ୍) ସିଜନରେ ଓଡ଼ିଶା ଏଫସି ପକ୍ଷରୁ ଖେଳିବା ନିଶ୍ଚିତ ହୋଇ ଯାଇଛି। କାରଣ ଭୁବନେଶ୍ୱର ଭିତ୍ତିକ ଆଇଏସଏଲ କ୍ଲବ ଓଡ଼ିଶା ଏଫସି ସହିତ ୨ ବର୍ଷ ପାଇଁ…
ଜୁଭେଣ୍ଟସ ଇଟାଲିଆନ କପ୍ ଫାଇନାଲରେ
ତୁରିନ୍,୧୩ା୬(ଏପି): ଶେଷରେ ଇଟାଲୀରେ ପୁନର୍ବାର ଫୁଟ୍ବଲ ଖେଳ ଆରମ୍ଭ ହୋଇଛି। ନୀରବ ପରିବେଶ ମଧ୍ୟରେ ଜୁଭେଣ୍ଟସ ଓ ଏସି ମିଲାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଗୋଲଶୂନ୍ୟ ଡ୍ର ଭାବେ ଶେଷ ହୋଇଛି। ଆଓ୍ବେ ଗୋଲ୍ସ ନିୟମ ଭିତ୍ତିରେ ଜୁଭେଣ୍ଟସ ଇଟାଲିଆନ କପ୍…
ପୂଜାରା, ଜାଡେଜାଙ୍କୁ ନାଡ଼ା ନୋଟିସ୍
ନୂଆଦିଲ୍ଲୀ, ୧୩ା୬ (ପି.ଟି.)-ଚେତେଶ୍ୱର ପୂଜାରା, ରବୀନ୍ଦ୍ର ଜାଡ଼େଜା ଓ କେ.ଏଲ୍. ରାହୁଲଙ୍କ ସମେତ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପରିସରଭୁକ୍ତ ୫ଜଣ ଭାରତୀୟ କ୍ରିକେଟରଙ୍କୁ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡ଼ା) ତରଫରୁ ନୋଟିସ୍ ଜାରି କରାଯାଇଛି। ଖେଳାଳିମାନେ ସେମାନଙ୍କ ଠିକଣା (ହୋୟାରଆବାଉଟ୍ସ) ଜଣାଇ…
ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦିଙ୍କୁ କରୋନା
ଇସଲାମବାଦ:ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ ଆଇସୋଲେଶନରେ ରହିଛନ୍ତି। ସେ ଟୁଇଟରେ ଉଲ୍ଲେଖ କରିଛନ୍ତି ଯେ, ଗୁରୁବାରଠାରୁ…
ବରିଷ୍ଠ ପ୍ରଥମ ଶ୍ରେଣୀ କ୍ରିକେଟର ବସନ୍ତ ରାୟଜୀଙ୍କ ପରଲୋକ
ମୁମ୍ବାଇ, ୧୩।୬: ବରିଷ୍ଠ ପ୍ରଥମ ଶ୍ରେଣୀ କ୍ରିକେଟର ବସନ୍ତ ରାୟଜୀଙ୍କର ଶନିିବାର ମୁମ୍ବାଇଠାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ଶହେ ବର୍ଷ ହୋଇଥିଲା। ତାଙ୍କ ଜ୍ୱାଇଁ ସୁଦର୍ଶନ ନାନାବତୀ ଏସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କର ଅନ୍ତିମ ସଂସ୍କାର ଦକ୍ଷିଣ ମୁମ୍ବାଇର…
ଏସିଆ କପ୍ କ୍ରିକେଟ : ଶ୍ରୀଲଙ୍କା ସହ ଆୟୋଜନ ଅଧିକାର ବଦଳ କଲା ପାକିସ୍ତାନ
ନୂଆଦିଲ୍ଲୀ, ୧୩।୬- ଏସିଆ କପ୍ କ୍ରିକେଟ ଟୁର୍ନାମେଣ୍ଟର ଆଗାମୀ ସଂସ୍କରଣ ପାକିସ୍ତାନ ପରିବର୍ତ୍ତେ ଶ୍ରୀଲଙ୍କାରେ ଆୟୋଜନ ହେବା ସମ୍ଭାବନା ବଢ଼ିଛି। ପ୍ରକୃତରେ ପାକିସ୍ତାନ ଏହି ଟୁର୍ନାମେଣ୍ଟ ଆୟୋଜନ ଅଧିକାର ପାଇଥିଲା। ତେବେ ଭାରତ ସହିତ ଉତ୍ତେଜନାମୂଳକ ପରିସ୍ଥିତି ଏବଂ କୋଭିଡ-୧୯ ସଂକ୍ରମଣକୁ…
ଓଡ଼ିଶା ଏଫସିରୁ ବିଦାୟ ନେଲେ ଆଶିଷ
ଭୁବନେଶ୍ୱର, ୧୩।୬(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱରଭିତ୍ତିକ ଇଣ୍ଡିଆନ ସୁପରଲିଗ୍ (ଆଇଏସଏଲ) କ୍ଲବ ଓଡ଼ିଶା ଏଫସିରୁ ବିଦାୟ ନେଇଛନ୍ତି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଫିସର(ସିଇଓ) ଆଶିଷ ଶାହ। କ୍ଲବ ସହିତ ତାଙ୍କର ୩ ବର୍ଷୀୟା ଚୁକ୍ତି ୨୦୧୯-୨୦ ସିଜନ ସହ ଶେଷ ହେବ ବୋଲି ଓଡ଼ିଶା…
‘ଏକା କୋହଲି ୧୧ ଜଣଙ୍କ ସହ ସମାନ’
କୋଲକାତା, ୧୩।୬(ପି.ଟି.): ସମ୍ପୂର୍ଣ୍ଣ ଭାରତୀୟ ଦଳକୁ ଆଉଟ କରିବା ପାଇଁ ଯେପରି ବୁଦ୍ଧି ଖଟାଇବା କଥା କେବଳ ଅଧିନାୟକ ବିରାଟ କୋହଲିଙ୍କ କ୍ଷେତ୍ରରେ ତାହା ପ୍ରୟୋଗ କର। ଏକା କୋହଲି ୧୧ ଜଣ ଖେଳାଳିଙ୍କ ସହିତ ସମାନ। ଇଂଲଣ୍ଡର ଦୁଇ ସ୍ପିନର…
୨୦୨୮ ଅଲିମ୍ପିକ୍ସରେ ଟପ୍-୧୦ ଫିନିଶ୍ ଲକ୍ଷ୍ୟ’
ମୁମ୍ବାଇ, ୧୩।୬(ପି.ଟି.)-୨୦୨୮ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସର ପଦକ ତାଲିକାରେ ଟପ୍-୧୦ ଫିନିଶ୍ ଭାରତର ଲକ୍ଷ୍ୟ। ଆଗାମୀ ଦିନରେ ଭାରତ କେବଳ ଅଲିମ୍ପିକ୍ସରେ ଭାଗନେଉ ବୋଲି ଆମେ ଚାହୁଁନା, ସଫଳତା ହାର ମଧ୍ୟ ଉପରେ ରହିବା ଆବଶ୍ୟକ ବୋଲି କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ…
ଭାରତର ଜିମ୍ବାଓ୍ବେ ଟୁର୍ ମଧ୍ୟ ସ୍ଥଗିତ
ନୂଆଦିଲ୍ଲୀ, ୧୩ା୬ (ପି.ଟି.)-କୋଭିଡ୍-୧୯ ଯୋଗୁ ଅଗଷ୍ଟରେ ହେବାକୁଥିବା ଭାରତୀୟ କ୍ରିକେଟ ଦଳର ଜିମ୍ବାଓ୍ବେ ଟୁର୍କୁ ଶୁକ୍ରବାର ସ୍ଥଗିତ ରଖିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। କରୋନା ଭାଇରସ୍ ଯୋଗୁ ଜାତୀୟ କ୍ରିକେଟରମାନଙ୍କୁ ଏପର୍ଯ୍ୟନ୍ତ ଟ୍ରେନିଂ ପାଇଁ ଅନୁମତି ଦିଆଯାଇ ନାହିଁ।…
ରାଜେଶ କୁମାରଙ୍କ ନାମ ସୁପାରିସ କଲେ ସାନ୍ଧୁ
ନୂଆଦିଲ୍ଲୀ,୧୩ା୬(ପି.ଟି.)-ଚଳିତବର୍ଷର ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ପୂର୍ବତନ ଜାତୀୟ ବକ୍ସିଂ କୋଚ୍ ଗୁର୍ବକ୍ସ ସିଂ ସାନ୍ଧୁ ଦୁଇଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତା ମନୋଜ କୁମାରଙ୍କ ବ୍ୟକ୍ତିଗତ କୋଚ୍ ତଥା ବଡ଼ ଭାଇ ରାଜେଶ କୁମାର ରାଜୋଣ୍ଡଙ୍କ ନାମ ସୁପାରିସ କରିଛନ୍ତି। ଜଣେ…

