ଖେଳ

ବ୍ୟାଡ଼ମିଣ୍ଟନ ଖେଳାଳି ବିକୁଛନ୍ତି ଚା’

ଲକ୍ଷ୍ନୌ, ୧।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ସରକାର ଲକ୍‌ଡାଉନ୍‌ ଜାରି କରିଛନ୍ତି। ଲକ୍‌ଡାଉନ୍‌ ଜାତୀୟସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳାଳି ମୁକୁଲ ତିଓ୍ବାରୀଙ୍କ ଜୀବନରେ ବଡ଼ଧରଣର ପରିବର୍ତ୍ତନ ଆଣିଛି। ଘରର ଆର୍ଥିକ ଅବସ୍ଥା ଖରାପ ଥିବାରୁ ମୁକୁଲ ନୀଳ ଟି ଶର୍ଟ ପିନ୍ଧି…

୧୮ରୁ ଦକ୍ଷିଣ ଆଫ୍ରିକାରେ ଲାଇଭ୍‌ କ୍ରିକେଟ ଆରମ୍ଭ ହେବ

ଜୋହାନ୍ସବର୍ଗ,୧।୭(ପି.ଟି.): ଆସନ୍ତା ୧୮ ତାରିଖରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଛି ଲାଇଭ୍‌ କ୍ରିକେଟ। କୋଭିଡ୍‌-୧୯ କାରଣରୁ ‘୩ଟି କ୍ରିକେଟ କମ୍ବିଟିଶନ’ସ୍ଥଗିତ ରହିଥିଲା। ଜୁନ୍‌ ୨୭ରେ ଏହା ଆରମ୍ଭ ହେବାର ଥିଲା। ତେବେ ମହମାରୀ କାରଣରୁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ…

କୋଚ୍‌ ପଞ୍ଜିକରଣ ପାଇଁ ଓପନ୍‌ ଆପ୍ଲିକେଶନ ସବ୍‌ମିଶନ ସିଷ୍ଟମ ଆରମ୍ଭ

ନୂଆଦିଲ୍ଲୀ,୧।୭(ପି.ଟି.): କୋଚ୍‌ ଓ ଟେକ୍‌ନିକାଲ ଅଫିସିଆଲମାନଙ୍କ ପଞ୍ଚିକରଣ ପାଇଁ ହକି ଇଣ୍ଡିଆ ଏକ ନୂଆ ପ୍ରୟାସ ଆରମ୍ଭ କରିଛି। ହକି ଇଣ୍ଡିଆ ଏଥିପାଇଁ ଓପନ୍‌ ଆପ୍ଲିକେଶନ ସବ୍‌ମିଶନ ସିଷ୍ଟମ ଲଞ୍ଚ୍‌ କରିଛି। ଏହି ପ୍ରଣାଳୀ ଅନୁସାରେ ସମ୍ଭାବ୍ୟ କୋଚ୍‌ମାନେ ହକି ଇଣ୍ଡିଆର…

୧୩୦ ଜଣଙ୍କୁ ସାହାଯ୍ୟର ହାତ ବଢାଇଲେ ଟେବୁଲ ଟେନିସ ତାରକା

ନୂଆଦିଲ୍ଲୀ,୧।୭(ପି.ଟି.): ଟେବୁଲ ଟେନିସ(ଟିଟି) ସହିତ ଜଡିତ ଥିବା ୧୩୦ ଜଣ ସଦସ୍ୟଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି କେତେଜଣ ଭାରତୀୟ ତାରକା ଖେଳାଳି। ଭାରତୀୟ ଟିଟି ତାରକା ଶରଥ କମଲ ଓ ଜି. ସାଥିୟାଁ କୋଭିଡ୍‌-୧୯ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଏହି…

କବର ସ୍ଥାନରେ କ୍ରିକେଟ ଅଭ୍ୟାସ କରୁଥିଲେ, ସୌରଭ ଗାଙ୍ଗୁଲି ବଦଳାଇଦେଲେ ଭାଗ୍ୟ

ନିଜ ଉପରେ ଯଦି ବିଶ୍ୱାସ ଅଛି ତେବେ କିଛି ବି କାମ ଅସମ୍ଭବ ନୁହେଁ। ଭାରତୀୟ ଦଳର ଜଣେ କ୍ରିକେଟର ମଧ୍ୟ ଅଛନ୍ତି, ଯିଏ କବର ସ୍ଥାନରେ ବୋଲିଂ ଅଭ୍ୟାସ କରୁଥିଲେ, କିନ୍ତୁ ଆଜି ତାଙ୍କ ନାମ ବିଶ୍ୱରର ସବୁଠାରୁ ମାରାତ୍ମକ…

୭୦୦ ଗୋଲ ସ୍କୋର କଲେ ମେସି

ବାର୍ସିଲୋନା,୧।୭: ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ନିଜ ଦେଶ ଓ କ୍ଲବ ପାଇଁ ୭୦୦ ଗୋଲ ସ୍କୋର କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ଲା ଲିଗାର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ବାର୍ସିଲୋନା ଓ ଆଟ୍‌ଲେଟିକୋ ମାଡ୍ରିଡ୍‌ ପରସ୍ପରକୁ ଭେଟିଥିଲେ। ତେବେ ଏହି…

୨୦୨୭ ଏସିଆନ କପ୍‌ : ଭାରତ ସମେତ ୫ ଦେଶ ବିଡ୍‌ ଦାଖଲ କଲେ

ନୂଆଦିଲ୍ଲୀ,୧।୭(ପି.ଟି.): ୨୦୨୭ ଏସିଆନ୍‌ କପ୍‌ ଆୟୋଜନ ଅଧିକାର ପାଇଁ ଭାରତ ବିଡ୍‌ ଦାଖଲ କରିଛି। ଏହି ମେଗା ଇଭେଣ୍ଟର ୧୯ତମ ସଂସ୍କରଣ ଆୟୋଜନ ପାଇଁ ଭାରତ ସମେତ ମୋଟ୍‌ ୫ ଦେଶ ବିଡ୍‌ ଦାଖଲ କରିଛନ୍ତି ବୋଲି ଏସିଆନ ଫୁଟବଲ ଫେଡେରେଶନ…

ଧୋନୀଙ୍କ ପାଇଁ ପାଗଳ ଫ୍ୟାନ୍‌, କଲେ ଏମିତି କାମ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟ ପଡିଆରୁ ଦୂରେଇ ନିଜ ପରିବାର ସହ ସମୟ ବିତାଉଛନ୍ତି। ଇତିମଧ୍ୟରେ ରାଞ୍ଚିରେ ଥିବା ନିଜ ଫାର୍ମ ହାଉସ୍‌ରେ ଜୈବିକ କୃଷି ଚାଷ ଆରମ୍ଭ କରିଛନ୍ତି। ୨୦୧୯ ବିଶ୍ୱକପ୍‌ ପରଠାରୁ…

ଅନ୍‌ଲାଇନ୍‌ କୋଚିଂ ଆରମ୍ଭ କରିବେ ଧୋନୀ

ନୂଆଦିଲ୍ଲୀ, ୧।୭: କ୍ରିକେଟର ଏମ୍‌.ଏସ୍‌. ଧୋନୀ ଜୁଲାଇ ୨ରୁ ଅନ୍‌ ଲାଇନ୍‌ କୋଚିଂ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ୬ରୁ ୮ ବର୍ଷରୁ ଛୋଟ ପିଲା ଯୋଗଦେବେ ବୋଲି କୁହାଯାଉଛି। ଧୋନୀଙ୍କ ଏକାଡେମୀ ଆର୍କା ସ୍ପୋର୍ଟସ ପ୍ରାଇଭେଟ୍‌ ଲିମିଟେଡ୍‌ ସହିତ ମିଳିତ…

ଆଉଟ୍‌ ଡୋର୍‌ ଟ୍ରେନିଂ ଆରମ୍ଭ କଲେ କ୍ରୁନାଲ ପାଣ୍ଡ୍ୟା

ଭଦୋଦରା, ୧ା୭ (ପି.ଟି.):କୋଭିଡ୍‌-୧୯ ମହାମାରୀ ଯୋଗୁ ୩ ମାସରୁ ଅଧିକ ଦିନ ଧରି ଘରର ଚାରି କାନ୍ଥ ଭିତରେ ରହିବା ପରେ ଭାରତ ଅଲ୍‌ରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ମଙ୍ଗଳବାରଠାରୁ ଆଉଟ୍‌ଡୋର୍‌ ଟ୍ରେନିଂ ଆରମ୍ଭ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା…

ଦିଲ୍ଲୀ ହାଇକୋର୍ଟଙ୍କ ସମ୍ମତି ଲୋଡିଲା କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୩୦ା୬ (ପି.ଟି.)-ଦେଶର ୫୭ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌)କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଅସ୍ଥାୟୀ ମାନ୍ୟତା ଦେବା ଲାଗି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଦିଲ୍ଲୀ ହାଇକୋର୍ଟଙ୍କ ସମ୍ମତି ଲୋଡିଛି। ମନ୍ତ୍ରଣାଳୟ ଆବେଦନପତ୍ରର ଶୁଣାଣି ଜୁଲାଇ ୨ରେ ହେବ। ମନ୍ତ୍ରଣାଳୟ ଆହୁରି…

୨୦୧୧ ବିଶ୍ୱକପ୍‌ ଫାଇନାଲ ଫିକ୍ସିଂ ଅଭିଯୋଗ: ଆପରାଧିକ ତଦନ୍ତ ନିର୍ଦ୍ଦେଶ

କଲମ୍ବୋ, ୧ା୭: ଆଇସିସି ବିଶ୍ୱକପ୍‌ ୨୦୧୧ ଫାଇନାଲ ଫିକ୍ସିଂ ହୋଇଥିବା ଯେଉଁ ଅଭିଯୋଗ ହୋଇଛି ତାହାର ଆପରାଧିକ ଯାଞ୍ଚ ପାଇଁ ଶ୍ରୀଲଙ୍କା ସରକାର ନିର୍ଦ୍ଦେଶ ଦେଇଛନ୍ତି। ମ୍ୟାଚରେ କୁମାର ସଙ୍ଗକାରାଙ୍କ ନେତୃତ୍ୱାଧୀନ ଶ୍ରୀଲଙ୍କା ଭାରତ ନିକଟରୁ ହାରିଯାଇଥିଲା। ଶ୍ରୀଲଙ୍କା କ୍ରିକେଟ କିମ୍ବଦନ୍ତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?